• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

harassing parents
ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ବାପା-ମା’ଙ୍କ ଯତ୍ନ ନନେଲେ ଆଉ ମିଳିବନି ସମ୍ପତ୍ତି

ଏବେ ବାପା-ମା’ଙ୍କ ସେବା ନକଲେ ମିଳିବନି ସମ୍ପତ୍ତି । ଯଦି କୌଣସି ସନ୍ତାନ ତାଙ୍କ ପିତାମାତାଙ୍କୁ ହଇରାଣ କରନ୍ତି ତେବେ ସେମାନଙ୍କୁ ସମ୍ପତ୍ତି ହରାଇବାକୁ ପଡ଼ିବ ।

  • Monday, 28 August 2023
 ISRO releases graph of temperature variation on lunar surfac
ଜହ୍ନର ଦକ୍ଷିଣ ମେରୁ ମାଟି କେତେ ତତଲା ? ଲ୍ୟାଣ୍ଡର୍ ବିକ୍ରମ ପରଖିଲା ଚନ୍ଦ୍ରପୃଷ୍ଠର ଉତ୍ତାପ

ଜହ୍ନର ଦକ୍ଷିଣ ମେରୁରେ ମାଟି କେତେ ତତଲା ? ଲ୍ୟାଣ୍ଡର୍ ବିକ୍ରମ ପରଖିଲା ଚନ୍ଦ୍ରପୃଷ୍ଠର ଉତ୍ତାପ । ତାପମାତ୍ରା ମାପିଲା ସ୍ୱତନ୍ତ୍ର ପେ'ଲୋଡ୍ 'ଚାସ୍ତେ' । ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ସ୍ୱତନ୍ତ୍ର ଯନ୍ତ୍ର ଚାସ୍ତେ ପରଖିଛି ଚନ୍ଦ୍ରପୃଷ୍ଠର ତାପମାତ୍ରା ।

shahrukh khan
ଅଡ଼ୁଆରେ କିଙ୍ଗ୍‌ ଖାନ୍‌ ! ଘର ଆଗରେ ବିକ୍ଷୋଭ, ସୁରକ୍ଷା ବ୍ୟବସ୍ଥା ବଢ଼ାଇଲା ପୋଲିସ

ଶାହରୁଖ୍‌ଙ୍କ ଘର ‘ମନ୍ନତ’ ଆଗରେ ଲୋକମାନେ ଫିଲ୍ମ ‘ଜବାନ’କୁ ନେଇ ବିକ୍ଷୋଭ କରିବା ସହ ଫିଲ୍ମରେ ରହିଥିବା କିଛି ସିନ୍‌କୁ ନେଇ କଡ଼ା ବିରୋଧ କରିଛନ୍ତି ।

blast
ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୮ ଜୀବନ

ଉତ୍ତର ୨୪ ପ୍ରଗଣା ଦତ୍ତାପୁକୁର ଅଞ୍ଚଳରେ ବିସ୍ଫୋରଣ । ବିସ୍ଫୋରଣର ଏତେ ପ୍ରଚଣ୍ଡ ଥିଲା ଯେ ଘରର ଛାତ ଭୁଶୁଡ଼ିଲା ।

  • Sunday, 27 August 2023
Rover Pragyan, ISRO, Chandrayaan3
ଚନ୍ଦ୍ରରେ ବୁଲୁଛି ପ୍ରଜ୍ଞାନ୍‌, ଖୋଜୁଛି ଅଜଣା ତଥ୍ୟ.. ଦେଖନ୍ତୁ ନୂଆ ଭିଡିଓ

ଏହାରି ଭିତରେ ସୌର ବିକିରଣ, ଉତ୍ତାପ ଓ ଧୂଳି ଭଳି ପ୍ରତିକୂଳ ସ୍ଥିତିର ମୁକାବିଲା କରି ଚନ୍ଦ୍ରର ରହସ୍ୟ ଉପରୁ ଧିରେ ଧିରେ ପରଦା ହଟାଉଛି ରୋଭର ପ୍ରଜ୍ଞାନ।

  • Sunday, 27 August 2023
  • ISRO
Jayant kumar Scientist
ଜୟନ୍ତ କୁମାର ହାଲଦାର, ଉପାନ୍ତ ମାଲକାନଗିରି ଅଂଚଳରୁ ଇସ୍ରୋ ବୈଜ୍ଞାନିକ

ଜୟନ୍ତ କେରଳ ଥିରୁଅନନ୍ତପୁରମ୍ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିବା ବେଳେ ଚନ୍ଦ୍ରଯାନ ୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।

  • Sunday, 27 August 2023
  • ISRO
National Space Day
ଇସ୍ରୋ ହିରୋଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାଲ୍ୟୁଟ୍; ଚନ୍ଦ୍ରୟାନ-୩ ଅବତରଣ ସ୍ଥଳକୁ ‘ଶିବଶକ୍ତି’ ନାଁରେ ନାମିତ

ଭାରତର ଚନ୍ଦ୍ରବିଜୟର ସେ ଚମତ୍କୃତ ଘଡ଼ିକୁ ସେଦିନ ଜୋହାନସବର୍ଗରୁ ଦେଖି ଉତ୍‌ଫୁଲିତ ହୋଇଥିଲେ । ଆଉ ବିଦେଶରୁ ଭାରତ ଫେରୁ ଫେରୁ ଆଜି ସିଧା ବେଙ୍ଗାଳୁରୁ ଯାଇ ଇସ୍ରୋ ହିରୋଙ୍କୁ ଭେଟିଲେ । ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କୁ ଆଲିଙ୍ଗନ କଲେ ।

Chandrayaan-3
ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା; ଅଗଷ୍ଟ ୨୩ ‘ଜାତୀୟ ମହାକାଶ ଦିବସ’

ଉଦବୋଧନ ଦେଇ ମୋଦି ଏହି ମିଶନ ସହ ସଂପୃକ୍ତ ବୈଜ୍ଞାନିକମାନଙ୍କୁ ଅଜସ୍ର ପ୍ରସଂଶାରେ ପୋତି ପକାଇଥିଲେ । ଏହି ଅବସରରେ ମୋଦି ଅଗଷ୍ଟ ୨୩ ତାରିଖର ସେହି ଅବିସ୍ମରଣୀୟ ଏବଂ ଐତିହାସିକ ମୂହୁର୍ତ୍ତକୁ ପନେ ପକାଇଥିଲେ ।

  • Saturday, 26 August 2023
man married
ପାଖରେ ଥିଲେ ଗୋଟିଏ ପତ୍ନୀ, ହୋଇଗଲେ ଆଉ ଥରେ ବାହା; ଏମିତି ହେଲା ପରିସ୍ଥିତି

ପ୍ରଥମ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଦୁଇ ପତ୍ନୀଙ୍କ ସମସ୍ୟା ପାଇଁ ଏକ ଉପାୟ ବାହାର କରାଯାଇଥିଲା ।

  • Saturday, 26 August 2023
  • Wife
Female robot vyommitra will go to space
ମହାକାଶକୁ ଯିବ ମହିଳା ରୋବଟ 'ବ୍ୟୋମ୍‌ମିତ୍ର'; ସେଠି କ’ଣ କରିବ ଜାଣନ୍ତୁ

ଗଗନୟାନ ମିଶନରେ ଭାରତ ଏକ ମହିଳା ରୋବଟ 'ବ୍ୟୋମ୍‌ମିତ୍ର' ପଠାଇବ। ଏହା ସାହାଯ୍ୟରେ ମଣିଷ ଯିବା ପାଇଁ ରାସ୍ତା ସ୍ପଷ୍ଟ ହୋଇଯିବ। ଜାଣନ୍ତୁ ଏହି ରୋବଟ୍ କେତେ ସ୍ୱତନ୍ତ୍ର ଏବଂ ଏହା କିପରି ମଣିଷକୁ ମହାକାଶକୁ ଯିବା ପାଇଁ ରାସ୍ତା ଦେଖେଇବ।

ISRO Aditya L1
ISROର ବଡ଼ ଘୋଷଣା; ସେପ୍ଟେମ୍ବର ୨ରେ ଲଞ୍ଚ ହେବ ଆଦିତ୍ୟ L-1

ପୂର୍ବରୁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଇସ୍ରୋର ଏହି ମିଶନ ରହିଥିବା କୁହାଯାଇଥିଲା । ଅଭିଯାନ ସଫଳ ହେଲେ ଏହା ସୂର୍ଯ୍ୟ ଉପରେ ଗବେଷଣା ପାଇଁ ମହାକାଶରେ ଅବସ୍ଥାପିତ ପ୍ରଥମ ଭାରତୀୟ ଅବଜର୍ଭେଟରି ହେବ ।

Narendra Modi
ଇସ୍ରୋର ସଫଳତାରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା କଥା କହିଲେ ପ୍ରଧାନମନ୍ତ୍ରୀ

ମହିଳା ବୈଜ୍ଞାନିକଙ୍କ ଅବଦାନ କଥା କହିଲେ ପ୍ରଧାନମନ୍ତ୍ରୀ

d
ଏଣିକି ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବ ଭାରତ

ଚନ୍ଦ୍ରୟାନ-୩ ର ସଫଳତା ଅବସରରେ ବେଙ୍ଗାଲୁରୁର ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ସେ ଏହି ଘୋଷଣା କରିଛନ୍ତି।

Dying declaration can't always be sole basis for conviction
‘ମୃତ୍ୟୁର ଠିକ୍ ପୂର୍ବରୁ ପୀଡ଼ିତ ଦେଇଥିବା ବୟାନ ଅଧିକ ଗ୍ରହଣୀୟ’

ମୃତ୍ୟୁକାଳୀନ ଜମାନବନ୍ଦୀ ସଂପର୍କରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏହାକୁ ସବୁବେଳେ ଏକମାତ୍ର ଆଧାର ଭାବେ ଗ୍ରହଣ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

woman death
ପର ପୁରୁଷ ସହ ସମ୍ପର୍କ ରଖୁଥିଲା ସ୍ତ୍ରୀ; ଜାଣିବା ପରେ ହେମଦସ୍ତାରେ ପିଟିପିଟି ମାରିଦେଲା ସ୍ୱାମୀ

ନିଜ ସ୍ତ୍ରୀକୁ ଅନ୍ୟ ପୁରୁଷଙ୍କ ସହ ଶାରିରୀକ ସମ୍ପର୍କ ଥିବା ସନ୍ଦେହ କରି ହେମଦସ୍ତାରେ ପିଟିପିଟି ହତ୍ୟା କରିଛି ସ୍ୱାମୀ । ନିଜ ପତ୍ନୀକୁ ମାରିବା ପରେ ଥାନାରେ ପହଞ୍ଚି ନିଜର ଅପରାଧକୁ ସ୍ୱୀକାର କରିବା ସହ ନିଜର ଦୋଷ ମାନିଛି ।

  • Saturday, 26 August 2023
India to celebrate August 23 as National Space Day
ଏଣିକି ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବ ଭାରତ

ଏଣିକି ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବ ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଘୋଷଣା କରିଛନ୍ତି।

  • Saturday, 26 August 2023
8 persons killed in train fire mishap in Tamil Nadu
ଟ୍ରେନ୍‌ରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ୧୦ ଜଣ

ଟ୍ରେନ୍‌ରେ ନିଆଁ ଲାଗିଯିବା ଯୋଗୁ ୧୦ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇପଡ଼ିଛନ୍ତି।

PM Modi meets ISRO scientists
ଚନ୍ଦ୍ରରେ ଭାରତ: ଲ୍ୟାଣ୍ଡିଂ ପଏଣ୍ଟର ନାଁ ‘ଶିବଶକ୍ତି’ ରଖିଲେ ପ୍ରଧାନମନ୍ତ୍ରୀ ମୋଦି

ଚନ୍ଦ୍ରୟାନ-୩ର ସଫଳତା ପରେ ଇସ୍ରୋ ବୈଜ୍ଞାନିକଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ଚନ୍ଦ୍ରୟାନ-୩ର ସଫଳତା ଲାଗି ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କୁ ଆଲିଙ୍ଗନ କରି ପିଠି ଥାପୁଡେଇ ଥିଲେ ପ୍ରଧାନମନ୍ତ୍ରୀ ମୋଦି।

  • Saturday, 26 August 2023
Chandrayaan-3
କେମିତି ଅଛି ଜହ୍ନ ରାଇଜ ? ବୁଲି ଦେଖୁଛି ପ୍ରଜ୍ଞାନ, ଖୋଜୁଛି ପାଣି

୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନରେ, ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୨ ଦିନ ସମୟ । ଅତିକ୍ରମ କରିଛି ମାତ୍ର ୮ ମିଟର ବାଟ । ଚ୍ୟାଲେଞ୍ଜପୂର୍ଣ୍ଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ସହିତ, ସଂଗ୍ରହ କରିବାକୁ ପଡ଼ିବ ସେଠାକାର ମାଟି ଓ ପଥର ସଂପର୍କିତ ଅନେକ ଅଜଣା ତଥ୍ୟ । କେତେବେଳେ ବି ଉପୁଜିପାରେ ପ୍ରତିକୂଳ ସ୍ଥିତି । ପ୍ରଜ୍ଞାନ ଏହାର କିପରି ସାମ୍ନା କରୁଛି, ତା ଉପରେ ଏବେ ସାରା ଦେଶର ନଜର ରହିଛି । ଏଭିତରେ ଜହ୍ନରେ କିଭଳି ଗଡ଼ିବା ଆରମ୍ଭ କରିଥିଲା ରୋଭର୍, ତାର ଭିଡିଓ ସାର୍ବଜନୀନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ।

Chandrayaan-3
କେମିତି ଅଛି ଜହ୍ନ ରାଇଜ ? ବୁଲି ଦେଖୁଛି ପ୍ରଜ୍ଞାନ, ଖୋଜୁଛି ପାଣି

ଏବେସୁଦ୍ଧା ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ୮ ମିଟର ବାଟ ଅତିକ୍ରମ କରିସାରିଲାଣି ବୋଲି ସୂଚନା ଦେଇଛି ଇସ୍ରୋ । ୬ ଚକିଆ ରୋଭରର ଲମ୍ବ ୯୧.୭ ସେଣ୍ଟିମିଟର, ଓସାର ୭୫ ସେଣ୍ଟିମିଟର, ଉଚ୍ଚତା ୩୯.୭ ସେଣ୍ଟିମିଟର ଏବଂ ଓଜନ ୨୬ କେଜି ।

Crime Against Women
ବିମାନରେ ମହିଳାଙ୍କ ସହ କଲେ ଦୋସ୍ତି, ଗୋଆର ଏକ ହୋଟେଲ୍‌ରେ କଲେ ଦୁଷ୍କର୍ମ !

ମହିଳାଙ୍କୁ ପ୍ରଥମେ ବିମାନରେ ଦେଖା ହୋଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲେ ।

ISRO Logo
ଏବେ ଯୁଆଡ଼େ ଦେଖିବ ISRO କ୍ରେଜ୍‌, T-ସାର୍ଟରେ ଲୋଗୋ ଥିଲେ ବେଶି ବିକ୍ରି

ସମସ୍ତେ ଇସ୍ରୋ ଏବଂ ଚନ୍ଦ୍ରୟାନ-୩ର ଲୋଗୋ ଥିବା ପରିଧାନ ପ୍ରତି ଆକୃଷ୍ଟ ହେଉଛନ୍ତି ।

ISRO eyeing missions to the Sun and Venus
ଚନ୍ଦ୍ର ପରେ ଇସ୍ରୋର ସୂର୍ଯ୍ୟ ଅଭିଯାନ । ଆଉ ଦୂର ନୁହେଁ, ଶୁକ୍ର ଓ ମଙ୍ଗଳ

ବେଙ୍ଗାଳୁରୁ ସ୍ଥିତ ୟୁ.ଆର ରାଓ ସାଟେଲାଇଟ ସେଣ୍ଟରରେ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ, ଏହାକୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ଭାରତର ପ୍ରମୁଖ ସ୍ପେଶପୋର୍ଟ ସତୀଶ ଧାୱନ୍ ସ୍ପେଶ୍ ସେଣ୍ଟରକୁ ଅଣାଯାଇଛି ।

Chandrayaan-3 mission
ନୂଆ ନୂଆ ମାମୁଘର ଗାଁ ବୁଲି ଦେଖୁଛି ରୋଭର୍ 'ପ୍ରଜ୍ଞାନ'

ଇସ୍ରୋ ବିଧିବଦ୍ଧ ଭାବେ ଏହି ଭିଡିଓ ଜାରି କରିନଥିଲେ ବି, ରୋଭର୍ ଜହ୍ନରେ ଚାଲିବା ଆରମ୍ଭ କରିଛି ବୋଲି ଜଣାଇସାରିଛି । ଲେଖିଛି ମେଡ୍ ଇନ୍ ଇଣ୍ଡିଆ, ମେଡ୍ ଫର୍ ମୁନ୍ ।

Chandrayaan 3
ଚନ୍ଦ୍ରୟାନ-୩ର ସଫଳତା ପରେ ଉତ୍ସାହିତ, ଉଲ୍ଲସିତ ଭାରତ, ଦେଶବ୍ୟାପୀ ଉତ୍ସବମୁଖର ପରିବେଶ

ଏହା ପ୍ରଥମ ଦିନ କଟିସାରିଥିବା ବେଳେ, ଆଗାମୀ ୧୨ରୁ ୧୩ ଦିନ ଏହାକୁ ସୁରକ୍ଷିତ ଓ କାର୍ଯ୍ୟକ୍ଷମ ରଖିବା ଇସ୍ରୋ ପାଇଁ ବଡ଼ଚାଲେଞ୍ଜ ରହିବ।