• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Water

Kendrapada Water problem
ପାଣି ପାଇଁ ବିକଳ କେନ୍ଦ୍ରାପଡ଼ାବାସୀ, ଶୁଖିଲା ପଡ଼ିଛି ଲୁଣା ନଦୀ

ଶୁଖିଲା ପଡିଛି କେନ୍ଦ୍ରାପଡାର ଲୁଣା ନଦୀ । ପାଣି ଟୋପେ ପାଇଁ ନଦୀକୂଳିଆ ଲୋକେ ଏବେ ଡହଳ ବିକଳ ହେଉଛନ୍ତି ।

Science
ଆଶ୍ଚର୍ଯ୍ୟ, ଅବିଶ୍ୱସନୀୟ...ପାଣିରେ ଛିଡ଼ା ହୋଇ ମଧ୍ୟ ପାଦରେ ଲାଗୁନି ପାଣି !

ପାଣିରେ ଚାଲିବା ସତ୍ତ୍ୱେ ପାଦରେ ଲାଗୁନି ପାଣି । ଶୁଣିଲେ ଅବିଶ୍ୱସନୀୟ ଲାଗୁଥିବା ସତ୍ତ୍ୱେ ଆପଣ କେବଳ ଦେଖିଲେ ହିଁ ବିଶ୍ୱାସ କରିପାରିବେ ।

Cauvery Water Dispute
କାବେରୀ ଜଳ ବଣ୍ଟନକୁ ନେଇ କାହିଁକି ଲାଗି ରହିଛି ବିବାଦ ? କ’ଣ ରହିଛି କାରଣ

ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ବିବାଦ.. କଣ ରହିଛି ରାଜନୈତିକ ଓ ନ୍ୟାୟିକ ବିକଳ୍ପ

Odisha villagers unite to bring stream water to village using bamboo, irrigate farmland
ପାଣି ଟୋପାଏ ପାଇଁ ଯାଉଥିଲେ ୪ କି.ମି., ଏବେ ପାହାଡ଼ ଛାତି ଚିରି ଆଣିଲେ ପାଣି...

ଗାଁରେ ପାଣିର ଅଭାବ ଥିଲା। ଏହାର ସମାଧାନ ପାଇଁ ପାହାଡ଼ର ଝରଣା ପାଣିକୁ ସେମାନେ ବାଉଁଶ ନଳରେ ଗାଁକୁ ଆଣିଥିଲେ। ବାଉଁଶ ବାରମ୍ବାର ନଷ୍ଟ ହେଉଥିବାରୁ ସରକାରୀ ସହାୟତାରେ ଏବେ ଲୁହାର ପାଇପ୍ ବସାଇ ପାହାଡ଼ରୁ ଗାଁକୁ ଆଣିଛନ୍ତି ଝରଣା ପାଣି।

man body
ଆପଣଙ୍କ ଶରୀରରେ କେତେ ରହିଛି ଜଳ ଓ ଅମ୍ଳଜାନ... କେମିତି ରହିବେ ସୁସ୍ଥ ?

ମଣିଷ ଶରୀର ଠିକ୍‌ ମେସିନ୍‌ ପରି । ମଣିଷ ଚାଲିବାକୁ ହେଲେ ଶକ୍ତିର ଆବଶ୍ୟକତା ରହିଛି । ଖାଦ୍ୟ ରୂପକ ଉର୍ଜା ଦ୍ୱାରା ମଣିଷ ଶକ୍ତି ପାଇବା ସହ ସମସ୍ତ କାମ କରିବାରେ ସକ୍ଷମ ହୋଇଥାଏ ।

Russia Ukraine War – Ukrainians Disarm Bomb With Bare Hands And Bottle Of Water
ୟୁକ୍ରେନ ଉପରେ ବୋମା ପକାଇଲା ଋଷିଆ, ପାଣି ପକାଇ ଲିଭାଇ ଦେଲେ ଲୋକେ

ୟୁକ୍ରେନ ଉପରେ ଏହି ଭୟଙ୍କର ବୋମା ପକାଇଲା ଋଷିଆ। ହେଲେ ଫୁଟିବା ପୂର୍ବରୁ ପାଣି ଢାଳି ଲିଭାଇ ଦେଲେ ୟୁକ୍ରେନବାସୀ...ସୋସିଆଲ ମିଡ଼ିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ଏହି ଭାଇରାଲ ଭିଡ଼ିଓ

Cyclone Jawad Alert Restricts Fishermen In Puri District From Entering Into Water
ପୁରୀରେ ଲ୍ୟାଣ୍ଡଫଲ ହେବା ପରେ ଆତଙ୍କିତ ସମୁଦ୍ରକୂଳିଆ ଲୋକେ

ମାଡ଼ି ଆସୁଛି ବାତ୍ୟା...ପୁରୀରେ ଲ୍ୟାଣ୍ଡଫଲ ହେବା ପରେ ଆତଙ୍କିତ ସମୁଦ୍ରକୂଳିଆ ଲୋକେ...ଦେଖନ୍ତୁ ପେଣ୍ଠକଟାରେ କେମିତି ଗର୍ଜନ କରୁଛି ସମୁଦ୍ର

Water can be made from air
ଏବେ ବାୟୁରୁ ତିଆରି ହେବ ପାଣି

ସାରା ଦୁନିଆରେ ଜଳବାୟୁ ପରିପର୍ତ୍ତନ ଅନେକ ସମସ୍ୟାର କାରଣ ହୋଇଛି। ଏହା ମଧ୍ୟରୁ ପିଇବା ପାଣି ସମସ୍ୟା ଗମ୍ଭୀର ହେବାରେ ଲାଗିଛି। ୨୦୩୦ ସୁଦ୍ଧା ପୃଥିବୀରେ ୪୦ ପ୍ରତିଶତ ପାଣି ହ୍ରାସ ପାଇବ ବୋଲି ଏକ ଆକଳନରୁ ଜଣାପଡିଛି। ସଂଯୁକ୍ତ ରାଷ୍ଟ୍ର ଏହାକୁ ଏକ ବଡ ସମସ୍ୟା ଭାବେ ନେଇଛି। ତେବେ ସମସ୍ୟାର ସମାଧାନ ପାଇଁ ବୈଜ୍ଞାନିକମାନେ ଲାଗିଛନ୍ତି। ସେମାନେ ବର୍ତ୍ତମାନ ବାୟୁରୁ ଜଳ ତିଆରି କରିବା ଟେକ୍‌ନିକ୍ ବିକଶିତ କରିବା ଯୋଜନା କରୁଛନ୍ତି।