ପାନୀୟ ଜଳ ମେଗା ପ୍ରୋଜେକ୍ଟରେ ମେଗା ସ୍କାମ୍ । ମଲାଇ ଖାଇ ଠିକାଦାର ଛୁ' ।
ଆମେ ଯାହାକୁ ଜୀବନ ରକ୍ଷା ପାଇଁ ପିଉଛେ, ସେ ହିଁ ଜୀବନ ପାଇଁ ଆଣିପାରେ ବିପଦ। ବଜାରରେ ମିଳୁଥିବା ପାଣି ବୋତଲକୁ ଏବେ ହାଇ ରିସ୍କ ଫୁଡ୍ କାଟାଗୋରୀଭୁକ୍ତ କରିବା ଲାଗି ନିଷ୍ପତ୍ତି ନେଇଛି FSSAI।
ପାଣି...ପାଣି...ଆଉ ପାଣି । ଯୁଆଡ଼େ ଆଖି ବୁଲାଇଲେ ଜଳାର୍ଣ୍ଣବ ସ୍ଥିତି । ଘର ଭିତରେ ପାଣିର ସୁଅ ।
ଆଟାକିଂ ମୁଡ୍ ରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ନବୀନ ସରକାର ଓ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।
ତାତିର ତାଉରେ ଆଉଟୁପାଉଟୁ ହେଉଛନ୍ତି ସମସ୍ତେ । ଚଳିତ ବର୍ଷର ତାତି ରେକର୍ଡ ଭାଙ୍ଗିଛି । ଏପରି ପରିସ୍ଥିତିରେ ନିରୀହ ପକ୍ଷୀଙ୍କର ଶୋଷ ମେଣ୍ଟାଇ ପ୍ରଶଂସା ସାଉଁଟିଛନ୍ତି ସୁକାନ୍ତ ।
ଶୁଖିଲା ପଡିଛି କେନ୍ଦ୍ରାପଡାର ଲୁଣା ନଦୀ । ପାଣି ଟୋପେ ପାଇଁ ନଦୀକୂଳିଆ ଲୋକେ ଏବେ ଡହଳ ବିକଳ ହେଉଛନ୍ତି ।
ପାଣିରେ ଚାଲିବା ସତ୍ତ୍ୱେ ପାଦରେ ଲାଗୁନି ପାଣି । ଶୁଣିଲେ ଅବିଶ୍ୱସନୀୟ ଲାଗୁଥିବା ସତ୍ତ୍ୱେ ଆପଣ କେବଳ ଦେଖିଲେ ହିଁ ବିଶ୍ୱାସ କରିପାରିବେ ।
ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ବିବାଦ.. କଣ ରହିଛି ରାଜନୈତିକ ଓ ନ୍ୟାୟିକ ବିକଳ୍ପ
ଗାଁରେ ପାଣିର ଅଭାବ ଥିଲା। ଏହାର ସମାଧାନ ପାଇଁ ପାହାଡ଼ର ଝରଣା ପାଣିକୁ ସେମାନେ ବାଉଁଶ ନଳରେ ଗାଁକୁ ଆଣିଥିଲେ। ବାଉଁଶ ବାରମ୍ବାର ନଷ୍ଟ ହେଉଥିବାରୁ ସରକାରୀ ସହାୟତାରେ ଏବେ ଲୁହାର ପାଇପ୍ ବସାଇ ପାହାଡ଼ରୁ ଗାଁକୁ ଆଣିଛନ୍ତି ଝରଣା ପାଣି।
ମଣିଷ ଶରୀର ଠିକ୍ ମେସିନ୍ ପରି । ମଣିଷ ଚାଲିବାକୁ ହେଲେ ଶକ୍ତିର ଆବଶ୍ୟକତା ରହିଛି । ଖାଦ୍ୟ ରୂପକ ଉର୍ଜା ଦ୍ୱାରା ମଣିଷ ଶକ୍ତି ପାଇବା ସହ ସମସ୍ତ କାମ କରିବାରେ ସକ୍ଷମ ହୋଇଥାଏ ।
ୟୁକ୍ରେନ ଉପରେ ଏହି ଭୟଙ୍କର ବୋମା ପକାଇଲା ଋଷିଆ। ହେଲେ ଫୁଟିବା ପୂର୍ବରୁ ପାଣି ଢାଳି ଲିଭାଇ ଦେଲେ ୟୁକ୍ରେନବାସୀ...ସୋସିଆଲ ମିଡ଼ିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ଏହି ଭାଇରାଲ ଭିଡ଼ିଓ
ମାଡ଼ି ଆସୁଛି ବାତ୍ୟା...ପୁରୀରେ ଲ୍ୟାଣ୍ଡଫଲ ହେବା ପରେ ଆତଙ୍କିତ ସମୁଦ୍ରକୂଳିଆ ଲୋକେ...ଦେଖନ୍ତୁ ପେଣ୍ଠକଟାରେ କେମିତି ଗର୍ଜନ କରୁଛି ସମୁଦ୍ର
ସାରା ଦୁନିଆରେ ଜଳବାୟୁ ପରିପର୍ତ୍ତନ ଅନେକ ସମସ୍ୟାର କାରଣ ହୋଇଛି। ଏହା ମଧ୍ୟରୁ ପିଇବା ପାଣି ସମସ୍ୟା ଗମ୍ଭୀର ହେବାରେ ଲାଗିଛି। ୨୦୩୦ ସୁଦ୍ଧା ପୃଥିବୀରେ ୪୦ ପ୍ରତିଶତ ପାଣି ହ୍ରାସ ପାଇବ ବୋଲି ଏକ ଆକଳନରୁ ଜଣାପଡିଛି। ସଂଯୁକ୍ତ ରାଷ୍ଟ୍ର ଏହାକୁ ଏକ ବଡ ସମସ୍ୟା ଭାବେ ନେଇଛି। ତେବେ ସମସ୍ୟାର ସମାଧାନ ପାଇଁ ବୈଜ୍ଞାନିକମାନେ ଲାଗିଛନ୍ତି। ସେମାନେ ବର୍ତ୍ତମାନ ବାୟୁରୁ ଜଳ ତିଆରି କରିବା ଟେକ୍ନିକ୍ ବିକଶିତ କରିବା ଯୋଜନା କରୁଛନ୍ତି।