• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lal Bahadur Shastri

mysterious death of lal bahadur shastri
Lal Bahadur Shastri Death Anniversary: କିପରି ହେଲା ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଦେହାନ୍ତ…

ଆଜି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟତିଥି। ତେବେ ଶାସ୍ତ୍ରୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଥିଲା ତାହା ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି। ତେବେ ଆଜି ତାଙ୍କ ପୁଣ୍ୟତିଥି ଅବସରରେ ଆସନ୍ତୁ ଶାସ୍ତ୍ରୀଙ୍କ ସହିତ ଜଡିତ କିଛି ରୋଚକ ତଥ୍ୟ ବିଷୟରେ ନଜର ପକେଇ ନେବା।

Lal Bahadur Shastri Jayanti 2023
ଶାସ୍ତ୍ରୀଙ୍କୁ ଝୁରୁଛି ସାରା ଦେଶ...ଅଦମ୍ୟ ସାହସ ଓ ଦକ୍ଷତା ପାଇଁ ପରିଚିତ ଥିଲେ

ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ । ଆଜି ଶାସ୍ତ୍ରୀ ଜୟନ୍ତୀ ଅବସରରେ ତାଙ୍କ ଭଳି ଅମାୟିକ ନେତାଙ୍କୁ ଝୁରୁଛି ସାରା ଦେଶ। 

Death Anniversary Of Lal Bahadur Shastri
Death Anniversary: ଶାସ୍ତ୍ରୀଜୀଙ୍କ ଜୀବନାଦର୍ଶ ଆଜି ବି ସଠିକ୍ ମାର୍ଗଦର୍ଶନ କରେ

ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆଜି ମୃତ୍ୟୁ ବାର୍ଷିକୀ। ସେ ଏପରି ଜଣେ ପ୍ରଧାନମନ୍ତ୍ରୀ ଥିଲେ, ଯାହାଙ୍କ ଆହ୍ୱାନରେ ସମଗ୍ର ଦେଶ ଗୋଟିଏ ଓଳି ଭୋଜନ ମଧ୍ୟ ଛାଡ଼ିଦେଇଥିଲା। ତାଙ୍କର ଚିନ୍ତାଧାରା ଆଜିବି ଲୋକଙ୍କୁ ସଠିକ୍ ପଥରେ ଚାଲିବାକୁ ଶିଖାଏ।

today is mahatma gandhi birth anniversary
ମା’ ଜାଣି ନଥିଲେ ପୁଅ ତାଙ୍କର ମନ୍ତ୍ରୀ ବୋଲି, କହୁଥିଲେ ପୁଅ ରେଳ ବିଭାଗରେ କାମ କରେ

୧୯୦୪ ମସିହାରେ ଜନ୍ମଗ୍ରହଣ କରିଥିଲେ ଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ଦେଶବାସୀ ତାଙ୍କୁ ସବୁଦିନ ପାଇ ମନେରଖିଥିବେ । ଜଣେ ଗରିବ ପରିବାରରୁ ଯାଇ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ସ୍କୁଲ ଶିକ୍ଷା ସମୟରୁ ହିଁ ସେ ସ୍ୱାଧୀନତା ସଂଗ୍ରାମ ପ୍ରତି ଆଗ୍ରହ ଦେଖାଇଥିଲେ। ୧୯୨୮ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲ। ନେତାଙ୍କ ମୁହଁରୁ ଶୁଣୁଥିବା ‘ଜୟ ଯବାନ ଜୟ କିଶାନ’ ଥିଲା ଶାସ୍ତ୍ରୀଙ୍କ ସ୍ଲୋଗାନ

The profile of Lal Bahadur Shastri
ସରଳ ଜୀବନ ଓ ଉଚ୍ଚ ଚିନ୍ତାଧାରାର ବ୍ୟକ୍ତିତ୍ୱ ଲାଲ ବାହାଦୂର ଶାସ୍ତ୍ରୀ

ତାଙ୍କ ଜୀବନ ଥିଲା ସରଳ କିନ୍ତୁ ଚିନ୍ତା ଥିଲା ଉଚ୍ଚ। ଭାରତ-ପାକିସ୍ତାନ ଯୁଦ୍ଧରେ ସେ ଦେଶର ମଙ୍ଗ ଧରି ସେନାକୁ ଉପଯୁକ୍ତ ନିର୍ଦ୍ଦେଶ ଦେଇଥିଲେ। ସେ ହେଲେ ଲାଲ୍ ବାହାଦୂର ଶାସ୍ତ୍ରୀ। ତେବେ ଆସନ୍ତୁ ଜନ୍ମଦିନରେ ତାଙ୍କ ଜୀବନ ଏବଂ ଦେଶରେ ତାଙ୍କ ନେତୃତ୍ୱ ସହିତ ଜଡିତ କିଛି କଥା ଜାଣିନେବା।