• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gandhi Jayanti

On Gandhi Jayanti, villagers in Koraput declares themselves liquor-free
ଗ୍ରାମବାସୀ ଶପଥ ନେଲେ ନିଶାଠୁ ଦୂରେଇ ରହିବେ ଏକ ସୁନ୍ଦର ଦେଶ ଗଢ଼ିବେ

ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀରେ ନିଶାକୁ ନା । ଗାନ୍ଧି ଜୟନ୍ତୀରେ ଗ୍ରାମବାସୀ ନେଲେ ମହାନ ପଦକ୍ଷେପ। ନିଜେ ନିଶା ଛାଡ଼ିବା ସହ ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ । ନିଶାଠୁ ଦୂରେଇ ରହିବା ଏକ ସୁନ୍ଦର ଦେଶ ଗଢ଼ିବା। ଏହି ଉଦ୍ଦେଶ୍ୟ ନେଇ ନିଜକୁ ନିଶାମୁକ୍ତ ଗ୍ରାମ ଭାବେ ଘୋଷଣା କରିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଗୋଡ଼ିପୁଟ ଗାଁ...

Gandhi Jayanti
ମନେପଡ଼ନ୍ତି ବାପୁ ! ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ

ଆଜି ସେହିଦିନ, ଯେଉଁଦିନ ଜନ୍ମ ନେଇଥିଲେ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ‘ମହାତ୍ମା ଗାନ୍ଧୀ’। ଅକ୍ଟୋବର ୨ ତାରିଖ ଆଜିର ଦିନକୁ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରୁଛି ସାରା ଦେଶ। ଏହି ଅବସରରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଟିଭିର AI ଆଙ୍କର ଲିସା। ଆଉ ଗାନ୍ଧୀଜୀଙ୍କ ବିଷୟରେ କହିଲେ, କିଛି ଜଣା ଅଜଣା କଥା..

Gandhi Jayanti 2023 Top 6 qualities of mahatma gandhi what made him Great
Gandhi Jayanti 2023 : ଏହି ୭ଟି ସର୍ବଶ୍ରେଷ୍ଠ ଗୁଣ ଯୋଗୁ ଗାନ୍ଧୀ ହୋଇଗଲେ ମହାତ୍ମା

ଗାନ୍ଧୀ ଜଣେ ମହାନ ବକ୍ତା ନଥିଲେ, ତାଙ୍କ ଶରୀର ଅତ୍ୟନ୍ତ ଆକର୍ଷଣୀୟ ନଥିଲା, ସେ ସରଳ ଜୀବନ ଯାପନ କରୁଥିଲେ। କିନ୍ତୁ ତାଙ୍କ ପାଖରେ ୭ଟି ସର୍ବଶ୍ରେଷ୍ଠ ମହାନ ଗୁଣ ଥିଲା ଯାହା ତାଙ୍କୁ ମହାତ୍ମା କରିଦେଲା। ଆମେ ଏହିସବୁ ଗୁଣକୁ ମହାତ୍ମା ଗାନ୍ଧୀଙ୍କ ମହାନ ଜୀବନରୁ ଶିଖିବା ଉଚିତ। ତେବେ ଆସନ୍ତୁ ସେ ସବୁ କ’ଣ ଜାଣିନେବା।

Gandhi Jayanti 2023
Gandhi Jayanti 2023: ମନେ ପଡ଼ନ୍ତି ବାପୁ...ଶାନ୍ତିର ପୂଜାରୀ ବାପୁଜୀଙ୍କ ଆଦର୍ଶକୁ ମନେ ପକାଉଛି ସାରା ଦେଶ

ଆଜି ଗାନ୍ଧି ଜୟନ୍ତୀ । ୧୮୬୯ ମସିହା ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧି ଜନ୍ମଗ୍ରହଣ କରିଥିଲେ। ଆଜି ଗାନ୍ଧି ଜୟନ୍ତୀରେ ଶାନ୍ତିର ପୂଜାରୀ ବାପୁଜୀଙ୍କ ଆଦର୍ଶକୁ ମନେ ପକାଉଛି ସାରା ଦେଶ। 

How Gandhi became father of nation
Gandhi Jayanti 2023: ଦେଶ ପାଇଁ ବଳିଦାନ ଦେଇ ଗାନ୍ଧୀ ହୋଇଗଲେ ଜାତିର ପିତା

ଦେଶ ସ୍ୱାଧୀନତା ପଛରେ ମହାତ୍ମା ଗାନ୍ଧୀଙ୍କ କେତେ ଯେ ଥିଲା ଭୂମିକା ତାହା ସମସ୍ତଙ୍କୁ ଜଣା। ସ୍ୱାଧୀନତା ସଂଗ୍ରାମରେ ଭାରତୀୟମାନଙ୍କୁ ଏକତ୍ର କରି ଅହିଂସା ମାର୍ଗକୁ ନିଜ ବ୍ରତ ଭାବେ ଗ୍ରହଣ କରି ଦେଶ ପାଇଁ ସ୍ୱାଧୀନତା ହାସଲ କରିବାରେ ତାଙ୍କର ଥିଲା ଏକ ପ୍ରମୁଖ ଭୂମିକା। ଦେଶ ପାଇଁ ବଳିଦାନ ଦେଇ ସେ କିପରି ହୋଇଗଲେ ଜାତିର ପିତା ଆସନ୍ତୁ ଜାଣିବା।

18 unknown facts about mahatma Gandhi
ମହାତ୍ମା ଗାନ୍ଧୀ କେବେ ଓ କାହିଁକି ଧୋତି ପିନ୍ଧିବା ଆରମ୍ଭ କଲେ

ଆଜି ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ। ଗାନ୍ଧୀ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ରାଜନୈତିକ ଏବଂ ଆଧ୍ୟାତ୍ମିକ ନେତା ଥିଲେ ଯିଏ ଅହିଂସାରେ ଯୁଦ୍ଧ ବିଜୟର ସ୍ୱପ୍ନ ଦେଖିଥିଲେ। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।

152nd Gandhi Jayanti | Burj Khalifa Illuminated With Mahatma Gandhi\'s Image
ଦୁବାଇ ବୁର୍ଜ ଖଲିଫାରେ ବାପୁଙ୍କ ସ୍ମୃତି

ଗାନ୍ଧି ଜୟନ୍ତୀ ଅବସରରେ ବିଶ୍ୱର ସବୁଠୁ ଉଚ୍ଚତମ ଟାୱାର ବ୍ରୁଜ ଖଲିଫାରେ ବାପୁଙ୍କ ଆଦର୍ଶ ଓ ଗାଥାର ଲାଇଟ୍ ଶୋ ଅନୁଷ୍ଠିତ ହୋଇଛି।

Sand Art by Manas Sahu to Celebrate Gandhi Jayanti
୧୫ ଟନ୍ ବାଲିରେ ଗାନ୍ଧିଜୀଙ୍କ ବାଲୁକା କଳା

ଗାନ୍ଧି ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ କରିଛନ୍ତି ବାଲୁକା କଳା। ୧୫ ଫୁଟ୍ ଓସାର ବିଶିଷ୍ଟ ଏହି ବାଲୁକା କଳାରେ ୧୫ ଟନ୍ ବାଲି ବ୍ୟବହାର ହୋଇଛି।

PM Narendra Modi Pays Floral Tribute To Mahatma Gandhi At Raj Ghat
ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Special Story | Remembering Cuttack\'s Swaraj Ashram Where Mahatma Gandhi Stayed
ଓଡ଼ିଶା ଆସି କଟକରେ ରାତି କଟାଇଥିଲେ ମହାତ୍ମା...

ଓଡ଼ିଶାକୁ ଭଲ ବେଶ ପାଉଥିଲେ ଗାନ୍ଧିଜୀ। ସ୍ୱରାଜ ଆଶ୍ରମରେ ପଡିଥିଲା ଅହିଂସା ଆନ୍ଦୋଳନ ଛାପ। କଟକରେ ରାତି କଟାଉଥିଲେ ମହାତ୍ମା। ଶାନ୍ତିର ବାର୍ତ୍ତା ଦେଇ ଇଂରେଜମାନଙ୍କ ବିରୋଧରେ ଲଢିବା ଓଡ଼ିଆଙ୍କ କାନରେ ଫୁଙ୍କିଥିଲେ ମନ୍ତ୍ର...

Mahatma Gandhi & His Successful Experiment Of Satyagrah - OTV Report
ମନେପଡ଼ନ୍ତି ଗାନ୍ଧିଜୀ, ସତ୍ୟାଗ୍ରହକୁ ଅସ୍ତ୍ର କରି ଇଂରେଜଙ୍କୁ କଲେ ତଡିପାର

ସେ ଦିନ ଯଦି ବିରାଟ ସତ୍ୟାଗ୍ରହ ହୋଇ ନଥାନ୍ତା, ଆଜି ବି ଆମେ ପରାଧୀନ ହୋଇ ଥାଆନ୍ତେ। ଅନ୍ୟାୟ ବିରୋଧରେ ସ୍ୱର ଉଠାଇଲେ ପିଠିରେ ବାଜୁ ଥାଆନ୍ତା ବେତ ପାହାର।

Gandhi Jayanti
ମନେ ପଡ଼ନ୍ତି ବାପୁ...ଅହିଂସାର ପାଠ ପଢ଼ାଇଥିଲେ, ସ୍ୱାଧୀନତାର ରାସ୍ତା ଦେଖାଇଥିଲେ

ନା ତାଙ୍କ ପାଖରେ ଥିଲା ଅସ୍ତ୍ର, ନା ଶସ୍ତ୍ର ନା ଅତ୍ୟାଧୁନିକ ସରଞ୍ଜାମ। ତଥାପି ବିଶାଳ ଇଂରେଜ ଶାସନକୁ ଭାରତ ଛାଡ଼ିବାକୁ ବାଧ୍ୟ କରିଥିଲା ତାଙ୍କ ଆଦର୍ଶ ଆଉ ଚିନ୍ତାଧାରା। ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜନ୍ମ ଜୟନ୍ତୀ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶ ତାଙ୍କ ସ୍ମୃତିଚାରଣ କରୁଛି।