• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: External Affairs Minister S Jaishankar

jaishankar
QUAD MEET: ଟ୍ରମ୍ପ ୨.୦ରେ କ୍ୱାଡ୍ : ଭାରତରୁ ଯୋଗ ଦେଲେ ଜୟଶଙ୍କର

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଆରମ୍ଭ ହୋଇଛି କ୍ବାଡ ସମ୍ମିଳନୀ। ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ବୈଠକରେ ଯୋଗ ଦେଇଛନ୍ତି। ୱାଶିଂଟନ ଡିସିରେ ଏହି ବୈଠକଟି ଅନୁଷ୍ଠିତ ହୋଇଥିଲା।

indian crew returns home
ଭାରତ ଫେରିଲେ ଇସ୍ରାଏଲ୍ ଜାହାଜରେ ବନ୍ଦୀ ଥିବା ମହିଳା, ବାକି ୧୬ଜଣଙ୍କୁ ଆଣିବାକୁ ପ୍ରୟାସ

ବନ୍ଦୀ ଥିବା ଅବଶିଷ୍ଟ ୧୬ ଜଣଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ଇରାନ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।

S Jaishankar
ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ Z ଶ୍ରେଣୀ ସୁରକ୍ଷା

ପୂର୍ବରୁ ତାଙ୍କୁ Y ଶ୍ରେଣୀ ସୁରକ୍ଷା ଦିଆଯାଇଥିଲା, ଏଥର Z ସୁରକ୍ଷାରେ ରହିବେ ଜୟଶଙ୍କର। ବର୍ତ୍ତମାନ ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ଦିଆଯାଉଥିବାବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସିଆରପିଏଫ୍‌କୁ ଦାୟିତ୍ୱ ହସ୍ତାନ୍ତର ପାଇଁ କୁହାଯାଇଛି।

S Jaishankar
ହରଦୀପ ନିଜ୍ଜର ହତ୍ୟା ମାମଲା, ପ୍ରମାଣ ଦେବା ପାଇଁ କାନାଡାକୁ ଆହ୍ୱାନ କଲେ ଏସ୍. ଜୟଶଙ୍କର

ପୂର୍ବରୁ ଆମର ଅନେକ ପ୍ରତ୍ୟର୍ପଣ ଅନୁରୋଧ କାନାଡା ପ୍ରତ୍ୟାଖ୍ୟାନ କରିଛି । ହରଦୀପ ନିଜ୍ଜର ହତ୍ୟା ଓ କାନାଡାର ଅଭିଯୋଗକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର।

There is no justification for any act of terrorism, says Jaishankar at UNSC session
‘ନିଜ ପ୍ରତି ବିପଦ ରହିଛି, ତଥାପି କିଛି ଦେଶ ଆତଙ୍କବାଦକୁ ସମର୍ଥନ କରୁଛନ୍ତି’

ପାକିସ୍ତାନ କିମ୍ବା ଚୀନର ନାଁ ନନେଇ ଏସ୍‌. ଜୟଶଙ୍କର କହିଥିଲେ,  ଆତଙ୍କବାଦକୁ ସମର୍ଥନ କରିବା ପାଇଁ କିଛି ଦେଶ ଭିନ୍ନ ଭିନ୍ନ ଯୁକ୍ତି ଦର୍ଶାଉଛନ୍ତି।  ଏହାଦ୍ୱାରା ସେମାନଙ୍କର କିଛି ଲାଭ ହେବ ନାହିଁ।