ବନ୍ଦୀ ଥିବା ଅବଶିଷ୍ଟ ୧୬ ଜଣଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ଇରାନ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।
ପୂର୍ବରୁ ତାଙ୍କୁ Y ଶ୍ରେଣୀ ସୁରକ୍ଷା ଦିଆଯାଇଥିଲା, ଏଥର Z ସୁରକ୍ଷାରେ ରହିବେ ଜୟଶଙ୍କର। ବର୍ତ୍ତମାନ ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ଦିଆଯାଉଥିବାବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସିଆରପିଏଫ୍କୁ ଦାୟିତ୍ୱ ହସ୍ତାନ୍ତର ପାଇଁ କୁହାଯାଇଛି।
ପୂର୍ବରୁ ଆମର ଅନେକ ପ୍ରତ୍ୟର୍ପଣ ଅନୁରୋଧ କାନାଡା ପ୍ରତ୍ୟାଖ୍ୟାନ କରିଛି । ହରଦୀପ ନିଜ୍ଜର ହତ୍ୟା ଓ କାନାଡାର ଅଭିଯୋଗକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର।
ପାକିସ୍ତାନ କିମ୍ବା ଚୀନର ନାଁ ନନେଇ ଏସ୍. ଜୟଶଙ୍କର କହିଥିଲେ, ଆତଙ୍କବାଦକୁ ସମର୍ଥନ କରିବା ପାଇଁ କିଛି ଦେଶ ଭିନ୍ନ ଭିନ୍ନ ଯୁକ୍ତି ଦର୍ଶାଉଛନ୍ତି। ଏହାଦ୍ୱାରା ସେମାନଙ୍କର କିଛି ଲାଭ ହେବ ନାହିଁ।