• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

President Droupadi  Murmu
ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ତିନି ଦିନ ରହିବେ

ରାଜଭବନରେ ହିଁ ରାତ୍ରି ଭୋଜନର ବ୍ୟବସ୍ଥା ରହିଛି । ସେହିଠାରେ ହିଁ ରାତ୍ରି ଯାପନ କରିବେ । 

Nadeem Quresi
ଏମିତି ଚୋର କେବେ ଦେଖିନଥିବେ ! ୧୪ ରାଜ୍ୟରେ ଚୋରି ନେଟ୍‌ୱାର୍କ, ପୋଲିସ ବି ପାଉନଥିଲା ଟେର୍

ମୁମ୍ବାଇ ଏବଂ ପୁନେରେ ଜାଗା-ବାଡି ଥିବା ସହ ପିଲାମାନଙ୍କୁ ପ୍ରତିଷ୍ଠିତ ବିଦ୍ୟାଳୟରେ ମଧ୍ୟ ପାଠ ପଢାଉଛି । 

  • Tuesday, 25 July 2023
IRCTC
IRCTCରେ ବୁକ୍‌ ହୋଇପାରୁନି ଟ୍ରେନ୍‌ ଟିକଟ୍ , ଯାତ୍ରୀ ଅସନ୍ତୁଷ୍ଟ

ରେଳ ଟିକଟ ବୁକିଂ ୱେବସାଇଟ IRCTC ରେ ଟେକ୍ନିକାଲ ତ୍ରୁଟି । ତେଣୁ ଅନଲାଇନରେ ଟିକଟ ବୁକିଂ କରି ହେଉ ନାହିଁ । ଏହା ଦ୍ୱାରା ହଜାର ହଜାର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଆପ୍ ମଧ୍ୟ ଚାଲୁ ନାହିଁ । ଟଙ୍କା କଟି ଯାଉଥିଲେ ସୁଦ୍ଧା ଟିକଟ ବୁକ୍ ହୋଇ ପାରୁନଥିବା ୟୁଜର ଅଭିଯୋଗ କରିଛନ୍ତି ।

Nirmala Sitaraman
ବ୍ୟାଙ୍କ ଗୁଡ଼ିକୁ ତାଗିଦ୍ କଲେ ସୀତାରମଣ, କହିଲେ ଋଣ ଆଦାୟ ବେଳେ ସମ୍ବେଦନହୀନ ହୁଅନ୍ତୁ ନାହିଁ

କିଛି ବ୍ୟାଙ୍କ ଋଣ ଆଦାୟ ବେଳେ ଖୁବ୍‌ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ସେନେଇ ଅନେକ ଅଭିଯୋଗ ତାଙ୍କ ପାଖରେ ପହଞ୍ଚିଥିବା ସେ କହିଛନ୍ତି ।

  • Tuesday, 25 July 2023
reels death
Viral video : କାଳ ହେଲା ରିଲ୍ସ ନିଶା, ଜଳପ୍ରପାତରେ ଭାସିଗଲେ ଯୁବକ

ରିଲ୍ସ ନିଶାରେ ଯୁବଗୋଷ୍ଠୀ ପାଗଳ..କେତେବେଳେ କିଏ ବିପଦଜନକ ଷ୍ଟଣ୍ଟ୍‌ କରୁଛି, ତ କିଏ ଜଳପ୍ରପାତରେ ଫଟୋ ନେଉଛି..ଆଉ ସେଥିପାଇଁ ...

Crime
ଏତେ କ୍ରୋଧ କାହିଁକି ! ଛୋଟିଆ ଘର କଳିରୁ, ପତ୍ନୀ-ଶାଶୂ-ଶ୍ୱଶୁରଙ୍କ ଜୀବନ ନେଇଗଲା

ବେଳେବେଳେ ଘରର ଛୋଟ ଛୋଟ ସମସ୍ୟା ଉଗ୍ର ରୂପ ନେଇଯାଏ । ଆଉ ସେମିତି ଏକ ଘଟଣା ଆଜି ଆମ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।

President Draupadi Murmu
ଗୁରୁଦାୟିତ୍ୱକୁ ପୂରିଲା ବର୍ଷେ ! ପଢ଼ନ୍ତୁ ମାଡାମ୍‌ ଦ୍ରୌପଦୀଙ୍କର କ’ଣ ରହିଛି ଉପଲବ୍ଧି

ରାଷ୍ଟ୍ରପତି ଭାବେ ସଫଳତାର ସହ ଏକ ବର୍ଷ ପୂରଣ କରିଛନ୍ତି ମାଡାମ୍ ଦ୍ରୌପଦୀ ମୁର୍ମୁ । ଗତବର୍ଷ ଆଜିର ଦିନରେ ଭାରତର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ମାଡାମ ପ୍ରେସିଡେଣ୍ଟ୍ ।

Police warns netizens about WhatsApp hacking
WhatsApp ବ୍ୟବହାରକାରୀ ରୁହନ୍ତୁ ସତର୍କ ! ଏମିତି ହେଉଛି ଆକାଉଣ୍ଟ ହ୍ୟାକ୍‌...

ହ୍ୱାଟ୍ସଆପ୍‌(WhatsApp) ବ୍ୟବହାର କରୁଛନ୍ତି କି ? ତା’ହେଲେ ସତର୍କ ରୁହନ୍ତୁ। ନଚେତ୍‌ ଆପଣ ବି କେତେବେଳେ ଠକାମିର ଶିକାର ହୋଇପାରନ୍ତି ଓ ଆପଣଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇପାରେ। 

Finance ministry big statement on rs 2000 notes exchange deadline
୨ ହଜାର ଟଙ୍କିଆ ନୋଟ୍‌ ବଦଳ ସମୟସୀମାକୁ ନେଇ ଅର୍ଥ ମନ୍ତ୍ରାଳୟର ବଡ଼ ବୟାନ...

୨ ହଜାର ଟଙ୍କିଆ ନୋଟ୍‌ର ବଦଳ ଓ ଜମା ନେଇ ମେ’ ୨୩ରୁ ସେପ୍ଟେମ୍ବର ୩୦ ଯାଏ ଲୋକଙ୍କୁ ପୁରା ୪ ମାସ ସମୟ ଦିଆଯାଇଛି। ଏସବୁ ଭିତରେ ୨ ହଜାର ଟଙ୍କିଆ ନୋଟ୍‌ ବଦଳ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି।

 IRCTC
IRCTCରେ ବୁକ୍‌ ହୋଇପାରୁନି ଟ୍ରେନ୍‌ ଟିକଟ୍ , ଯାତ୍ରୀ ଅସନ୍ତୁଷ୍ଟ

ଟଙ୍କା କଟିଯାଉଛି, କିନ୍ତୁ ଟିକଟ୍‌ ବୁକ୍‌ ହୋଇ ପାରୁନି । ଟିକଟ ବାତିଲ ପାଇଁ 14646,0755-6610661କୁ କଲ୍ କରନ୍ତୁ ।

 Madhya Pradesh Official Swallows rs 5000 bribe money
ଲାଞ୍ଚ ଟଙ୍କା ଗିଳିଦେଲେ ସରକାରୀ ବାବୁ, ଧରାପଡ଼ିବା ପରେ ବାନ୍ତି କରି ବାହାର କଲେ...

ଲାଞ୍ଚ ଟଙ୍କା ଗିଳିଦେଲେ ସରକାରୀ ବାବୁ। ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିବା ପରେ ସରକାରୀ କର୍ମଚାରୀ ଜଣକ ସାଙ୍ଗେ ସାଙ୍ଗେ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଟଙ୍କାକୁ ଗିଳି ଦେଇଥିଲେ।

  • Tuesday, 25 July 2023
  • Bribe
No Plans To Marry, She Will Return To India: Pak Friend Of Indian Woman
‘ବିବାହ କରିବାର ପ୍ଲାନିଂ ନାହିଁ’; ପ୍ରେମିକକୁ ଭେଟି ପାକିସ୍ତାନରୁ ଫେରିବେ ଅଞ୍ଜୁ

ସୀମା-ସଚିନଙ୍କ ପରେ ଏବେ ଅଞ୍ଜୁ-ନସରୁହ୍ଲା ଲଭ୍ ଷ୍ଟୋରୀ ଖୁବ୍‌ ଚର୍ଚ୍ଚାରେ ରହିଛି । ଭାରତୀୟ ପୁଅ ପ୍ରେମରେ ପଡ଼ି ସୀମା ଡେଇଁ ଆସିଥିଲେ ସୀମା ହାଇଦର । ଆଉ ଏବେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ବର୍ଡର ଡେଇଁଛନ୍ତି ଭାରତର ଅଞ୍ଜୁ ।

‘ବିବାହ କରିବାର ପ୍ଲାନିଂ ନାହିଁ’; ପ୍ରେମିକକୁ ଭେଟି ପାକିସ୍ତାନରୁ ଫେରିବେ ଅଞ୍ଜୁ

ସୀମା-ସଚିନଙ୍କ ପରେ ଏବେ ଅଞ୍ଜୁ-ନସରୁହ୍ଲା ଲଭ୍ ଷ୍ଟୋରୀ ଖୁବ୍‌ ଚର୍ଚ୍ଚାରେ ରହିଛି । ଭାରତୀୟ ପୁଅ ପ୍ରେମରେ ପଡ଼ି ସୀମା ଡେଇଁ ଆସିଥିଲେ ସୀମା ହାଇଦର । ଆଉ ଏବେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ବର୍ଡର ଡେଇଁଛନ୍ତି ଭାରତର ଅଞ୍ଜୁ ।

  • Monday, 24 July 2023
Sahara Refund Portal
କେମିତି ଟଙ୍କା ଫେରି ପାଇବେ ସାହାରା ଜମାକାରୀ; ଜାଣନ୍ତୁ ସବିଶେଷ ତଥ୍ୟ...

ସାହାରା ରିଫଣ୍ଡ ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ବାବଦରେ ଏହି ପୋର୍ଟାଲରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି ।

What is bluebugging attack how to prevent bluebugging
ବ୍ଲୁଟୁଥ୍‌ ବ୍ୟବହାର କରୁଥିଲେ ସାବଧାନ ! ହ୍ୟାକ୍‌ ହୋଇପାରେ ଆପଣଙ୍କ ଫୋନ୍‌

ହ୍ୟାକରମାନେ ଆପଣଙ୍କର ବ୍ଲୁଟୁଥ୍ ସର୍ଚ୍ଚ କରି ମୋବାଇଲ୍ ହ୍ୟାକ୍ କରିପାରନ୍ତି । ଏହା ଛଡ଼ା ଆପଣଙ୍କ ମୋବାଇଲ୍‌ରୁ ବ୍ୟାଙ୍କ ଆକାଉଣ୍ଟ ପରି କିଛି ଜରୁରୀ ଡାଟା ମଧ୍ୟ ଚୋରି ହୋଇପାରେ ।

flight
ଫ୍ଲାଇଟ୍‌ରେ କାରଗିଲ୍ ହିରୋଙ୍କୁ ଜୋରଦାର୍ ସ୍ୱାଗତ, କରତାଳିରେ ପ୍ରକମ୍ପିତ ହେଲା ମଝି ଆକାଶ

ଫ୍ଲାଇଟ୍‌ରେ ଥିଲେ କାରଗିଲ ହିରୋ PVC Sanjay Kumar, ବୀରତାର କାହାଣୀ ଶୁଣି ସାଲ୍ୟୁଟ୍‌ କଲେ ଲୋକେ।

Vande Bharat Express
ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଅନେକ ପରିବର୍ତ୍ତନ, ଜାଣନ୍ତୁ କ’ଣ...

ସିଟ୍‌ରେ ପଡ଼ିବ ଭଲ କୁସନ୍‌ । ସିଟ୍‌କୁ ଆଉଜି ବସିଲା ଭଳି ଟିକେ ପଛକୁ ନୁଆଣିଆ କରାଯିବ ।

EPFO
କର୍ମଚାରୀଙ୍କ ପାଇଁ ବଡ଼ ଖବର : ବଢ଼ିଲା EPFO ସୁଧହାର

ଚଳିତ ଆର୍ଥିକ ବର୍ଷ ପାଇଁ ବୃଦ୍ଧି ପାଇଲା EPFO ସୁଧହାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଅନୁମୋଦନ ମିଳିଛି ।

Gyanvapi Case Update
Gyanvapi Case Update: ଲାଗିଲା ଝଟ୍‌କା ! ବନ୍ଦ ହେଲା ASI ସର୍ଭେ

ଆଗାମୀ ଜୁଲାଇ ୨୬ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସର୍ଭେ ଉପରେ ରୋକ୍ ଲାଗିଛି ।

  • Monday, 24 July 2023
Crime
ରାତି ପ୍ରାୟ ୩.୩୦ରେ ସ୍ତ୍ରୀ-ପୁତୁରାକୁ ହତ୍ୟା କରି ନିଜକୁ ଗୁଳିକଲେ ACP

ଗାଇକ୍ୱାଡ଼ଙ୍କ ପୋଷ୍ଟିଂ ଅମରାବତୀରେ ହୋଇଥିଲା । ସେହିଦିନ ସେ ଘରକୁ ଆସିଥିଲେ ।

love story
ଫେସବୁକ୍‌ରୁ ପ୍ରେମ : ଦୁଇ ଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ପାକିସ୍ତାନ ଚାଲିଗଲେ ଭାରତୀୟ ମହିଳା

ସ୍ୱାମୀ ଦେବତାଙ୍କର ଆଖିରେ ଲୁହ... ପାକିସ୍ତାନୀ ପ୍ରେମିକ ପାଇଁ ପର ହୋଇଗଲେ ସ୍ୱାମୀ ଓ ଦୁଇ ଛୁଆ । ପ୍ରେମିକ ସହ ସବୁଦିନ ଲାଗି ଏକ ହୋଇଯିବାକୁ ପାକିସ୍ତାନ ପଳାଇଲେ ଭାରତୀୟ ମହିଳା ।

Gyanvapi Survey
Gyanvapi Case: ବିବାଦୀୟ ଜ୍ଞାନବାପୀରେ ପଶିଲା ASI, ଏଥର ଆସିବ ଅସଲ ରିପୋର୍ଟ..!

ସର୍ବେକ୍ଷଣ ସରିବା ପରେ ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଜିଲ୍ଲା ଅଦାଲତରେ ASI ସର୍ବେକ୍ଷଣ ରିପୋର୍ଟ ଦାଖଲ କରିବେ ।

  • Monday, 24 July 2023
  • ASI
Boy Stuck In Borewell
୪୦ ଫୁଟ୍‌ ତଳେ ମୃତ୍ୟୁ ସହ ସଂଗ୍ରାମ କରୁଛି ଶିବମ୍‌

ବିହାର ନାଳନ୍ଦାର କୁଲ ଗାଁରେ ଅଘଟଣ। ଖେଳୁଥିବା ସମୟରେ ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଛି ତିନି ବର୍ଷର ଶିଶୁ ଶିବମ।

India, Sri Lanka
ବିପଦ ବେଳେ ହାତ ଛାଡ଼ିଦେଲା ଚୀନ୍ ! ଶେଷରେ ଭାରତ ଶରଣରେ ଶ୍ରୀଲଙ୍କା

ଶ୍ରୀଲଙ୍କାରେ UPI ଆରମ୍ଭ କରିବାକୁ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି, ଅର୍ଥନୈତିକ ଟେକ୍ନୋଲୋଜି କ୍ଷେତ୍ରରେ ବୈପ୍ଳବିକ ବୃଦ୍ଧି ଆଣିବ ବୋଲି କହିଛନ୍ତି ମୋଦି । ଭାରତର 'ପଡ଼ୋଶୀ ପ୍ରଥମ' ଏବଂ 'ସାଗର' ପ୍ରୟାସରେ ଶ୍ରୀଲଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାର

Couple Hijack Truck With 2.5 Tonnes Of Tomatoes
ଦୁର୍ଘଟଣାର ମିଛ ନାଟକ ରଚିଲେ, ଟମୋଟୋ ଟ୍ରକ୍‌ ହାଇଜାକ୍‌ କରିନେଲେ ସ୍ୱାମ-ସ୍ତ୍ରୀ

ଦୁର୍ଘଟଣାର ମିଛ ନାଟକ ରଚି ଟମୋଟୋ ଭର୍ତ୍ତି ଟ୍ରକ୍‌ ହାଇଜାକ୍‌ କରିନେଲେ ସ୍ୱାମୀ-ସ୍ତ୍ରୀ। ପରେ ଏହାକୁ ମାଧ୍ୟମ କରି ଟଙ୍କା ଆଦାୟ ପାଇଁ ସେମାନେ ଯୋଜନା କରିଥିଲେ।

  • Sunday, 23 July 2023