• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cm Ys Jagan Mohan Reddy

YS Jagan Mohan Reddy
ସରକାରଙ୍କୁ ପ୍ରଶଂସା ପଡ଼ିଲା ମହଙ୍ଗା, ନିନ୍ଦା ସହିନପାରି ଜୀବନ ହାରିଲେ ମହିଳା

ଟ୍ରୋଲ ନେଲା ଜୀବନ । ଅତ୍ୟଧିକ ଗ୍ଲାନି ଓ ଲଜ୍ଜାରେ ଜର୍ଜରିତ ହୋଇ ଆତ୍ମହତ୍ୟା କଲେ ମହିଳା । ଗତ ସପ୍ତାହରେ ଟ୍ରେନ ସମ୍ମୁଖକୁ ଆସି ଜୀବନ ହାରିଥିଲେ ଏହି ମହିଳା । ତେବେ ମହିଳାଙ୍କ ମୃତ୍ୟୁ ପରେ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଘଟଣାଟି ହେଉଛି ଆନ୍ଧ୍ରପ୍ରଦେଶର ।

Ambulance
ଅପରେସନ୍‌ ହାର୍ଟ, କିଡନୀ, ଲିଭର...୫ ଜଣଙ୍କୁ ଜୀବନ ଦେଇ ଚାଲିଗଲେ କେ.କ୍ରିଷ୍ଣା

ଦୁର୍ଘଟଣାରେ ଚାଲିଗଲା ଜୀବନ । ଡାକ୍ତର କହିଲେ ଦାନ କରିଦିଅ ସବୁ ଅଙ୍ଗପ୍ରତ୍ୟଙ୍ଗ...ରାଜି ହେଲେ ପରିବାର ଲୋକ । ସାମିଲ ହେଲେ ମୁଖ୍ୟମନ୍ତ୍ରୀ..ଯୋଗାଇ ଦେଲେ ଦୁଇ ହେଲିକପ୍ଟର, କରିଦେଲେ ଗ୍ରୀନ କରିଡର । ସାଏଁ ସାଏଁ ମାଡିଚାଲିଥିଲା ଗାଡ଼ି, ବଞ୍ଚିଗଲା ୫ ଜଣଙ୍କ ଜୀବନ

Andhra Pradesh Capital
ବିଶାଖାପାଟଣା ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ : ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନୂଆ ରାଜଧାନୀ ସମ୍ପର୍କରେ ଘୋଷଣା କରିଛନ୍ତି

Andhra CM Jagan
ୟାଙ୍କୁ କହିବ ମୁଖ୍ୟମନ୍ତ୍ରୀ ! ମଝି ରାସ୍ତାରେ ଗାଡି ଅଟକାଇଲେ, ଦୁଃଖୀଙ୍କ ଦୁଃଖ ବୁଝିଲେ...

ବାଃ...ୟାଙ୍କୁ କହିବ ମୁଖ୍ୟମନ୍ତ୍ରୀ। ମଝି ରାସ୍ତାରେ ନିଜ କାରକେଡ୍‌କୁ ଅଟକାଇଲେ, ଦୁଃଖୀଙ୍କ ଦୁଃଖ ଶୁଣିଲେ। ଏମିତିକି ନିଜର ଭିଜିଟିଙ୍ଗ୍‌ କାର୍ଡ ଦେଇ କହିଲେ, ଅସୁବିଧା ହେଲେ କରିବ ଫୋନ୍‌ କଲ୍‌। ବାସ୍‌ ସ୍ତବ୍ଧ ହୋଇ ରହିଲେ ବଡବାବୁ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ...