• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

UP Man
କୁନିଝିଅକୁ କାନ୍ଧରେ ବସାଇ ଚାଲିଚାଲି ଆସୁଥିଲେ ବାପା; ହଠାତ୍‌ ଗୁଳିମାଡ଼ କଲା ଦୁର୍ବୃତ୍ତ

ବ୍ୟକ୍ତିଙ୍କ ଦେହରେ ଗୁଳିବାଜିବା ପରେ ସେ ସେହି ରାସ୍ତାରେ ଟଳିପଡ଼ିଥିଲେ । କାନ୍ଧରେ ବସିଥିବା ଛୋଟ ଝିଅ ମଧ୍ୟ ରାସ୍ତାରେ ଖସିପଡ଼ିଥିଲା । ଘଟଣାର ଭିଡିଓ ସେଠାରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି ।

  • Tuesday, 15 August 2023
PM Modi extend wishes to all on 77th Independence day
ଲାଲ୍‌କିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ- ଭାରତ ବିଶ୍ୱକୁ ମାନବିକତା ଶିଖାଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଦେଶର ୭୭ ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ତା’ପରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।

  • Tuesday, 15 August 2023
PM Modi
ଭ୍ରଷ୍ଟାଚାର, ପରିବାରବାଦ, ତୁଷ୍ଟୀକରଣକୁ ନେଇ ପିଏମଙ୍କ ହୁଙ୍କାର

ଭ୍ରଷ୍ଟାଚାରୀମାନେ ଦେଶର ସମ୍ପତ୍ତି ନେଇ ପଳାୟନ କରିଛନ୍ତି ।

Indian Flag Displayed At Burj Khalifa
ତ୍ରିରଙ୍ଗା ରଙ୍ଗରେ ଝଲସିଲା ଦୁବାଇର ବୁର୍ଜ ଖଲିଫା; ଶୁଭିଲା ଜାତୀୟ ସଂଗୀତ

ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାର ଲାଗିଛି ।

PM Modi
ଲାଲକିଲ୍ଲାରୁ ମୋଦିଙ୍କ ଦୃଢ଼ୋକ୍ତି, ୨୦୨୪ରେ ପୁଣି କ୍ଷମତାକୁ ଫେରିବି

୨୦୨୪ରେ ବି ଲାଲକିଲ୍ଲା ପ୍ରାଚୀରରୁ ବଖାଣିବି ଦେଶର ଉପଲବ୍ଧି..

Narendra Modi
ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ ଖାଲି ପଡ଼ିଥିଲା ଏକ ଚୌକି, ଉପସ୍ଥିତ ନଥିବା ଅତିଥି ପଠାଇଲେ ସନ୍ଦେଶ

କିଏ ସେହି ଅତିଥି..ଯିଏ ସ୍ୱାଧୀନତା ଦିବସରେ ଉପସ୍ଥିତ ନରହି..ବାର୍ତ୍ତା ପଠାଇ ଦେଇଥିଲେ ..

Vishwakarma Yojana
ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି; ଖୁବ୍‌ଶୀଘ୍ର ଆରମ୍ଭ ହେବ ବିଶ୍ୱକର୍ମା ଯୋଜନା

ଯେପରିକି ବଣିଆ, କୁମ୍ଭାର, ବାରିକ ଏବଂ ସଫେଇ କର୍ମଚାରୀ ଭଳି କୌଳିକ ବର୍ଗର ଶ୍ରମିକ ମାନେ ଉପକୃତ ହେବେ । ବିଶେଷକରି ଯେଉଁମାନେ ଓବିସି ବର୍ଗରୁ ଆସିଛନ୍ତି ସେମାନେ ଏହି ଯୋଜନାର ଲାଭ ପାଇପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Narendra Modi
ଲାଲ୍‌କିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ! ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ ପାଇଁ କାର୍ଯ୍ୟ କରି ଚାଲିଛି

ପତାକା ଉତ୍ତୋଳନ ପରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Narendra Modi
ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ଫରଫର ହେଇ ଉଡ଼ୁଛି ତ୍ରିରଙ୍ଗା । ମନେପଡ଼େ ସଂଗ୍ରାମୀଙ୍କ ବଳିଦାନ । ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ।

Weather News, Land Slide
ପାହାଡ଼ି ରାଜ୍ୟରେ ପ୍ରକୃତି ପ୍ରହାର

ପ୍ରଳୟ ରଚୁଛି ବାଦଲଫଟା ବର୍ଷା । ପାହାଡ଼ରୁ ମାଡ଼ି ଆସୁଛି ପ୍ରବଳ ବେଗରେ ପାଣିର ସୁଅ । ସାମ୍ନାରେ ଯାହା ଆସିଲା ଭସାଇନେଉଛି । ମାଡ଼ି ଅତଡ଼ା ତଳେ ଅନେକ ଜୀବନ ଆଶଙ୍କା । ହିମାଚଳରେ ବାଦଲ ଫଟା ବର୍ଷାରେ ସବୁ ଛାରଖାର

Har Ghar Triranga
ସବୁଠି ଉଡ଼ିବ ତ୍ରିରଙ୍ଗା

ହାତରେ ସ୍ୱାଧୀନ ଭାରତର ଗର୍ବ ଓ ଗୌରବର ପ୍ରତୀକ ତ୍ରିରଙ୍ଗା । ମୁହଁରେ ଭାରତ ମାତାର ଜୟ ଜୟକାର । ସମସ୍ତଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ଓ ଉଦ୍ଦୀପନା । ସ୍ୱାଧୀନତା ଦିବସ ପୂର୍ବରୁ ତ୍ରିରଙ୍ଗାରେ ରଙ୍ଗିନ ଗାଁଠୁ ସହର । ଉପାନ୍ତରୁ ଉପକୂଳ ସବୁଠି ରଙ୍ଗୀନ କାର୍ଯ୍ୟକ୍ରମ..

Draupadi Murmu
ରାଷ୍ଟ୍ରପତିଙ୍କ ଦେଶବାସୀଙ୍କୁ ବାର୍ତ୍ତା; ‘ଭାରତୀୟ’ ଆମର ଅସଲ ପରିଚୟ..

ଦେଶର ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Weather News, Land Slide
ପାହାଡ଼ି ରାଜ୍ୟରେ ପ୍ରକୃତି କୋପ ! ହିମାଚଳରେ ବାଦଲଫଟା ବର୍ଷା-ବନ୍ୟା-ଭୂସ୍ଖଳନ 

ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କ ହେଲାଣି ପ୍ରାଣହାନୀ । ଉତ୍ତରାଖଣ୍ଡରେ ବି ସଙ୍ଗୀନ ସ୍ଥିତି ।

Digital
ଡାଟା ପ୍ରୋଟେକ୍ସନ ବିଲ୍‌କୁ ନେଇ ଦ୍ୱନ୍ଦ୍ୱ ! ଅଶ୍ୱିନୀ କହିଲେ ସ୍ୱାଧୀନତାରେ ଆସିବନି ଆଞ୍ଚ୍ 

ଅସ୍ପଷ୍ଟ ଓ ସନ୍ଦେହଜନକ ଦର୍ଶାଇ ହେବନି ତ ଡାଟା ସେନସର ? ତଥ୍ୟ ଅପବ୍ୟବହାର କଲେ କଂପାନୀ ଦେବେ ମୋଟା ଅଙ୍କର ଫାଇନ୍ ।

  • Monday, 14 August 2023
Har Ghar Triranga
ଦିଲ୍ଲୀରୁ ପଲ୍ଲୀ ସବୁଠି ‘ହର୍ ଘର୍ ତ୍ରିରଙ୍ଗା’, ନେତା-ଜନତା-ଅଭିନେତା ସମସ୍ତେ ସାମିଲ 

ତ୍ରିରଙ୍ଗା ଧରି ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ।

Supreme Court
ସାଂଘାତିକ ! ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କୁ ବି ଛାଡ଼ିଲେନି...

ସଲିସିଟର ଜେନେରାଲ ତୁସାର ମେହେତା ମଧ୍ୟ ସେହିଭଳି ସବୁ ମେସେଜ୍‌କୁ ମିଥ୍ୟା ବୋଲି କହିଛନ୍ତି ।

murder
ସ୍ୱାମୀ ନା ସଉତୁଣୀ ! ଇନଷ୍ଟାରେ ସ୍ତ୍ରୀର ଫଲୋଅର୍ସ ପାଇଁ ଇର୍ଷା, ଛୁଆଙ୍କ ସାମ୍ନାରେ ତଣ୍ଟି ଚିପି ମାରିଦେଲା

ଏ କିପରି ସ୍ୱାମୀ..ଯିଏ ଇର୍ଷାପରାୟଣ ହୋଇ ସ୍ତ୍ରୀକୁ ମାରିଦେଲା...ତା’ ପୁଣି ଦୁଇ ଛୁଆଙ୍କ ଆଖି ସାମ୍ନାରେ

Know India new high tech drone Heron Mark 2 warriors
ଚୀନ,ପାକିସ୍ତାନ ଉପରେ ନଜର ରଖିବ ‘ହେରୋନ ମାର୍କ-୨’,ଶତ୍ରୁପକ୍ଷଙ୍କୁ ଚକମା ଦେଇ ସବୁ ଯୋଜନା ପଣ୍ଡ କରିବ...

ଏଣିକି ସୀମାରେ ପହରା ଦେବ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ‘ହେରୋନ ମାର୍କ-୨’ ଡ୍ରୋନ୍‌। ପ୍ରଥମ ଥର ଲାଗି ଭାରତ ସୀମାରେ ଏଭଳି ଡ୍ରୋନ୍‌ ନିୟୋଜିତ ହେବ।

  • Monday, 14 August 2023
tragic story
ପରୀକ୍ଷାରେ ବିଫଳ ହେବାରୁ ଆତ୍ମହତ୍ୟା କଲେ ଛାତ୍ର, ପୁଅକୁ ହରାଇବା ଦୁଃଖରେ ବାପା ବି ଜୀବନ ହାରିଲେ

ଏପରି ଦୁଃଖ କାହାକୁ ନଦିଅନ୍ତୁ ଭଗବାନ୍ । ଗୋଟିଏ ଘରୁ ଦୁଇ ଦିନ ଭିତରେ ଦୁଇଟି କୋକେଇ ଉଠିଲା । NEET ପରୀକ୍ଷାରେ ଫେଲ୍ ହେବାରୁ ଆତ୍ମହତ୍ୟା କଲେ ଛାତ୍ର, ପୁଅ ମୃତ୍ୟୁରେ ଅଧୀର ହୋଇ ବାପା ବି ଜୀବନ ହାରିଲେ ।

Pak outfits plan terror strikes on August 15
ସ୍ୱାଧୀନତା ଦିବସରେ ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ! ହାଇ ଆଲର୍ଟରେ ସୁରକ୍ଷାକର୍ମୀ...

ସ୍ୱାଧୀନତା ଦିବସରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ଓ ଜୈଶ-ଏ-ମହମ୍ମଦ ଭାରତରେ ଆକ୍ରମଣ ପାଇଁ ଯୋଜନା କରିଛନ୍ତି।

Vande Bharat Express,
ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଖୁବଶୀଘ୍ର ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଭୁବନେଶ୍ୱରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ।

Dehradun Defence College
ପ୍ରକୃତିର କରାଳ ରୂପ; ଭୁଶୁଡ଼ିଲା ଡିଫେନ୍ସ କଲେଜ ବିଲ୍ଡିଂ, ଦେଖନ୍ତୁ ଛାତିଥରା ଭିଡିଓ

ଉତ୍ତରାଖଣ୍ଡ ଡେରାଡୁନରେ ନଦୀ କୂଳରେ ଥିବା ଡିଫେନ୍ସ କଲେଜ ବିଲ୍ଡିଂ ଭୁଶୁଡିବା ସହ ଭାସି ଯାଇଛି ।

Bhubaneswar-New Delhi Rajdhani Express
ନୂଆ ରୂପରେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ; ଯାତ୍ରୀ ପାଇବେ ଅନେକ ସୁବିଧା

ସ୍ୱୟଂକୃତ, ଏକକ ନିୟନ୍ତ୍ରିତ ପ୍ରବେଶ ଦ୍ୱାର ରହିଛି । ମୁଖ୍ୟ ପ୍ରବେଶ ଦ୍ୱାର ବନ୍ଦ ନହେବା ଯାଏଁ ଗଡ଼ିବନି ଟ୍ରେନ୍ । ପ୍ରତି କୋଚରେ ୬ଟି ଲେଖାଏଁ କ୍ୟାମେରା ଲାଗିଛି । ସବୁ କ୍ୟାମେରାରେ ୨୪ ଘଣ୍ଟିଆ ଲାଇଭ୍ ରେକର୍ଡିଂ ।

12 Laws Every Indian Citizen Should Be Aware
Independence Day 2023: ପ୍ରତ୍ୟେକ ଭାରତୀୟ ଏହି ୧୨ ଅଧିକାର ଜାଣିବା ଦରକାର...

ଜଣେ ଭାରତୀୟ ନାଗରିକ ଭାବେ ଆଇନଗତ ଅଧିକାର ସମ୍ପର୍କରେ ଅବଗତ ହେବା ଅତ୍ୟନ୍ତ ଜରୁରୀ। ଯାହାକି ଆପଣଙ୍କ ଆତ୍ମବିଶ୍ୱାସକୁ ସୁଦୃଢ଼ କରିବା ସହ ବିଭିନ୍ନ ପରିସ୍ଥିତିକୁ ସାମ୍ନା କରିବାରେ ସହାୟକ ହୋଇଥାଏ।

India’s first Solar mission
ଚନ୍ଦ୍ର ପରେ ଏବେ ମିଶନ ସୂର୍ଯ୍ୟ; ଇସ୍ରୋ ଲଞ୍ଚ କରିବ ଆଦିତ୍ୟ-L1

ଆଦିତ୍ୟ-L1 ମାଧ୍ୟମରେ ସୂର୍ଯ୍ୟଙ୍କ ଉପରେ ଅଧିକ ତଥ୍ୟ ଜାଣିହେବ । ୟୁ.ଆର ରାଓ ସାଟେଲାଇଟ ସେଣ୍ଟରରେ ଏହାର ନିର୍ମାଣ କରାଯାଇଥିବା ବେଳେ ଶ୍ରୀହରିକୋଟାକୁ ଅଣାଯାଇଛି ।