• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Shimla Land Slide
ସ୍ଥିତି ଭାରି ଭୟଙ୍କର ! କୁନି ଝିଅ ମନରେ ମୃତ୍ୟୁର ପ୍ରଶ୍ନ, ବାପା ନିରୁତ୍ତର...

ବାଦଲଫଟା ବର୍ଷା ଯୋଗୁଁ ମାଟି ଧସୁଛି । ଗଛ ଉପୁଡ଼ୁଛି । ଘର ଭାଙ୍ଗି ଯାଉଛି । ଅନେକ ଲୋକଙ୍କ ଜୀବନ ମଧ୍ୟ ଗଲାଣି ।

Chandrayaan-3
ସଫଳତା ପଥେ ଆଉ ପାଦେ ବଢ଼ିଲା ଚନ୍ଦ୍ରଯାନ-୩, ପ୍ରୋପଲସନ୍ ମୋଡ୍ୟୁଲରୁ ଅଲଗା ହେଲା ଲ୍ୟାଣ୍ଡର

ବର୍ତ୍ତମାନ ଅବତରଣ କରିବା ପର୍ଯ୍ୟନ୍ତ ଯାତ୍ରା ନିଜେ ସମାପ୍ତ କରିବ ଲ୍ୟାଣ୍ଡର୍

Narendra Modi
‘ପୁଣି ଆଉ ଥରେ ମୋଦି ସରକାର’ : ଟାଇମସ ନାଓ ସର୍ଭେ

ଆଜି ନିର୍ବାଚନ ହେଲେ NDA ପୁଣି କେନ୍ଦ୍ରରେ ସରକାର କରିବ । ଟାଇମସ ନାଓ ETG ପକ୍ଷରୁ ଓପିନିୟନ ପୋଲ ସର୍ଭେ । ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାକୁ ଆସିବେ ମୋଦି ସରକାର ।

crime
ଭକ୍ତି ନା ପାଗଳାମୀ! ଭୋଳାବାବାଙ୍କୁ ଅର୍ପଣ କରିବାକୁ ବେକ କାଟିଦେଲେ ଯୁବକ

ଭଗବାନ ଶିବଙ୍କୁ ମୁଣ୍ଡ ଚଢ଼ାଇବା ପାଇଁ ମନ୍ଦିରରେ ପହଞ୍ଚିଲେ ଯୁବକ, ଇଲେକ୍ଟ୍ରିକ୍‌ କଟର ମେସିନରେ କାଟିଲେ ବେକ, ତା’ପରେ...

Rain fury
ଉତ୍ତର ଭାରତରେ ପ୍ରକୃତିର କୋପ, ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଂଜାବରେ ସ୍ଥିତି ସାଂଘାତିକ। ଭାଙ୍ଗିଛି ବହୁ ଘରଦ୍ୱାର, ଉଦ୍ଧାର କରୁଛି NDRF ।

Chandrayaan-3
ଇସ୍ରୋ ପାଇଁ ଅଗ୍ନି ପରୀକ୍ଷା, ପ୍ରପଲ୍ସନ ମଡ୍ୟୁଲରୁ ବିଚ୍ଛିନ୍ନ ହେବ ଚନ୍ଦ୍ରୟାନର ଲ୍ୟାଣ୍ଡର୍

ସରିଲା ଚନ୍ଦ୍ରୟାନ-୩ର କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା । ଆଜି ଇସ୍ରୋ ପାଇଁ ଆଉ ଏକ ଅଗ୍ନି ପରୀକ୍ଷା ।

Union Minister Nirmala Sitharaman
ସକାଳୁ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ପରେ ‘ମୋ ମାଟି ମୋ ଦେଶ ଅଭିଯାନ’ରେ ସାମିଲ ହେବେ,ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Nirmala Sitharaman
ଓଡ଼ିଶାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

୨ ଦିନିଆ ଗସ୍ତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Spay Camera in Bank Ladies Bathroom
ବ୍ୟାଙ୍କର ଲେଡିଜ୍‌ ବାଥ୍‌ରୁମ୍‌ରେ ଲାଗିଥିଲା ସ୍ପାଏ କ୍ୟାମେରା ! ଧରା ହେଲେ ମ୍ୟାନେଜର...

ମହିଳା କର୍ମଚାରୀଙ୍କ ଅଭିଯୋଗ ପାଇବା ପରେ ପୋଲିସ ଅଧିକାରୀ ବ୍ୟାଙ୍କରେ ପହଞ୍ଚିଥିଲେ ଓ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । 

Uttarakhand Landslide
ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ! ୪ ଦିନ ଧରି ଭୂସ୍ଖଳନ ରଚୁଛି ପ୍ରଳୟ

ଆସୁଛି ଗୋଟିକ ପରେ ଗୋଟିଏ ଛାତିଥରା ଚିତ୍ର । ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୬୦ ପାର ।

Nirmala Sitharaman
ନ୍ୟାସନାଲ୍ ଚାର୍ଟାଡ୍ କନଫରେନସ୍‌ ପାଇଁ ଓଡ଼ିଶା ଆସୁଛନ୍ତି ସୀତାରମଣ

ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ୱରରେ ୨୦ତମ ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟ କନଫରେନସ୍ ରେ ଯୋଗଦେଇ ବକ୍ତବ୍ୟ ରଖିବୋ ଏଥିରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ CA ଉପସ୍ଥିତ ରହିବେ ।

Biswakarma Scheme
ବିଶ୍ୱକର୍ମା ଯୋଜନାକୁ ମଞ୍ଜୁରୀ; କମାର-ବାରିକ-ବଣିଆଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଆସନ୍ତା ବିଶ୍ୱକର୍ମା ଜୟନ୍ତୀଠାରୁ 'ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା' ଆରମ୍ଭ ହେବ। ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିକୁ ବାଛିଥିବା ଲୋକଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ।

Delhi woman kills boyfriends son
ବିବାହିତ ପୁରୁଷଙ୍କୁ ପ୍ରେମ କରୁଥିଲେ ଯୁବତୀ, କଣ୍ଟା ସାଜିଥିଲା ନାବାଳକ ପୁଅ, ତଣ୍ଟିକାଟି କଲା ହତ୍ୟା

ଅଭିଯୁକ୍ତ ପ୍ରେମିକା ବିବାହିତ ଯୁବକ ଜିତେନ୍ଦ୍ରଙ୍କୁ ପ୍ରେମ କରୁଥିଲେ । ତାଙ୍କ ସହ ରିଲେସନସିପ୍‌ରେ ମଧ୍ୟ ରହିଥିଲେ । ରିଲେସନସିପ୍‌ରେ କିଛି ଦିନ ରହିବା ପରେ ତାଙ୍କୁ ବିବାହ କରିବାକୁ କହିଥିଲେ ।

  • Wednesday, 16 August 2023
16kg deer meat seized
ପାଖରେ ଥିଲା ୧୬ କିଲୋ ହରିଣ ମାଂସ, ବିକ୍ରି ହେଉଥିଲା କେଜି ୩ହଜାର ଟଙ୍କା

୧୬ କିଲୋଗ୍ରାମ ହରିଣ ମାଂସ ଜବତ କରାଯାଇଛି । ତା’ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗରିଫ କରିଛି ।

India remembers former PM Atal Bihari Vajpayee on his death anniversary
ଆଜି ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି: ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି। ସେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ।

Landslides In Himachal Pradesh
ପ୍ରଳୟର ଆଉ ଏକ ଭୟାନକ ଦୃଶ୍ୟ: ଥମୁନି ଭୂସ୍ଖଳନ ବିପର୍ଯ୍ୟୟ, ଆଖି ପିଛୁଳାକେ ଧ୍ୱଂସ ହୋଇଗଲା ଘର...

ହିମାଚଳ ପ୍ରଦେଶରେ ଥମୁନି ଭୂସ୍ଖଳନ ବିପର୍ଯ୍ୟୟ। ଗତକାଲି ଅପରାହ୍ନରେ ପ୍ରଳୟର ଆଉ ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି।

Narendra Modi
୨୦୨୪ରେ ପୁଣି ଲାଲକିଲ୍ଲା ଫେରିବାର ଦମ୍ଭୋକ୍ତି

୨୦୨୪ରେ ପୁଣି ଲାଲକିଲ୍ଲା ଫେରିବାର ଦମ୍ଭୋକ୍ତି, ନାଁ ନେଇ ବିରୋଧୀଙ୍କୁ ପଲିଟିକାଲ ସର୍ଜିକାଲ ଷ୍ଟ୍ରାଇକ୍‌…

Independence Day Celebration
ଦେଶଠୁ ବିଦେଶ..ସବୁଠି ଫରଫର ଉଡିଲା ତ୍ରିରଙ୍ଗା

ଦେଶଠୁ ବିଦେଶ..ସବୁଠି ଫରଫର ଉଡିଲା ତ୍ରିରଙ୍ଗା । ଖାଲି ପବନରେ ନୁହେଁ ବରଂ ପାଣି ଭିତରେ ବି ଉଡିଲା ପତାକା

Independence Day Celebration
ସମୁଦ୍ରରୁ ଆକାଶ, ଦେଶରୁ ବିଦେଶ ସବୁଠି ଉଡ଼ିଲା ତ୍ରିରଙ୍ଗା

ଖାଲି ପବନରେ ନୁହେଁ, ଆଜି ପାଣିରେ ବି ଫରଫର ଉଡ଼ିଛି ତ୍ରିରଙ୍ଗା। ଖାଲି ଦେଶ ଭିତରେ ନୁହେଁ, ବିଦେଶରେ ବି ଶୁଭିଛି ଜୟ ହେ ଧ୍ୱନୀ। ୭୭ତମ ସ୍ୱାଧୀନତା ଦିବସ ଅବସରରେ ପାଣି ଭିତରେ ତ୍ରିରଙ୍ଗା ଉଡ଼ାଇଛନ୍ତି ଭାରତୀୟ ତଟରକ୍ଷୀ ବାହିନୀର ବୀର ଯବାନ।

Narendra Modi
ଲଗାତର ୧୦ ଥର ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡ଼ାଇଛନ୍ତି ମୋଦି, କହିଲେ ୨୦୨୪ରେ ବି ଉଡ଼ାଇବି

ନାଁ ନ ନେଇ ବିରୋଧୀଙ୍କୁ ମୋଦିଙ୍କ ପଲିଟିକାଲ୍ ସର୍ଜିକାଲ୍ ଷ୍ଟ୍ରାଇକ୍ । କୌଳିକ ବୃତ୍ତିଧାରୀଙ୍କ ପାଇଁ ଘୋଷଣା କଲେ ବିଶ୍ବକର୍ମା ଯୋଜନା ।

Tiranga underwater
ପାଣି ଭିତରେ ପତାକା ଉତ୍ତୋଳନ

ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରେ ଫରଫର ହୋଇ ଉଡୁଛି ଜାତୀୟ ପତାକା । ଆଉ ଏହାରି ଭିତରେ ପାଣି ଭିତରେ ବି ପତାକା ଉତ୍ତୋଳନ କରାଯାଇଛି । ତାମିଲନାଡୁର ରାମେଶ୍ୱରମ୍ ପାଖରେ ସମୁଦ୍ର ଭିତରେ କରାଗଲା ପତାକା ଉତ୍ତୋଳନ

ଲାଲକିଲ୍ଲା ସେହି ଜାଗା ନୁହେଁ ଯେଉଁଠି ବ୍ୟକ୍ତିଗତ କଥା କହିବା
ଲାଲକିଲ୍ଲା ସେହି ଜାଗା ନୁହେଁ ଯେଉଁଠି ବ୍ୟକ୍ତିଗତ କଥା କହିବା

ପ୍ରଧାନମନ୍ତ୍ରୀଙ୍କ ଲାଲକିଲା ଭାଷଣକୁ ପୂର୍ବତନ ବାଚସ୍ପତି ମୀରା କୁମାରଙ୍କ ନାପସନ୍ଦ...କହିଲେ,ଲାଲକିଲ୍ଲା ସେହି ଜାଗା ନୁହେଁ ଯେଉଁଠି ବ୍ୟକ୍ତିଗତ କଥା କହିବା

Tamato Price Hike
ଏହି ସବୁ ସହରରେ କିଲୋ ପିଛା ୫୦ ଟଙ୍କାରେ ମିଳିବ ଟମାଟୋ

ଅଗଷ୍ଟ ୧୫ ତାରିଖରୁ ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନ୍‌ସିସିଏଫ୍‌) ଏବଂ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ୍‌)କୁ ନିର୍ଦ୍ଦେଶ ଦେଇଛନ୍ତି। ହୋଲସେଲ ବଜାରରେ ଟମାଟୋ ଦର ହ୍ରାସକୁ ଦୃଷ୍ଟିରେ ରଖି ଖାଉଟି ବ୍ୟାପାର ବିଭାଗ ଏହି ନିଷ୍ପତ୍ତି ନେଇଛି।

Burj Khalifa
ଭାରତୀୟ ସ୍ୱାଧୀନତା ଦିବସକୁ ସମ୍ମାନ ଜଣାଇ ତ୍ରିରଙ୍ଗା ରଙ୍ଗରେ ଝଲସିଲା ବୁର୍ଜ ଖଲିଫା  

ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା।

Seema Haider
ସୀମା ହାଇଦରଙ୍କ ଭିଡିଓ ହେଉଛି ଖୁବ୍‌ ଭାଇରାଲ, ଦେଖନ୍ତୁ...

ନିଜ ପ୍ରେମ ପାଇଁ ଭାରତରେ ପ୍ରବେଶ କରିଥିବା ସୀମା ଏବେ ଭାରତ ପ୍ରେମରେ ଝଲସୁଛନ୍ତି। ଏପରିକି ଏହା ପ୍ରମାଣିତ କରିବାକୁ ସେ ନିଜ ଦେଶ ପାକିସ୍ତାନ ମୁର୍ଦ୍ଦାବାଦ କହିବାକୁ ବି ପଛାଇ ନାହାନ୍ତି।

  • Tuesday, 15 August 2023