• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Bhajanlal Sharma
କିଏ ଏହି ଭଜନଲାଲ ଶର୍ମା ? ପ୍ରଥମଥର ବିଧାୟକରୁ ସିଧା ମୁଖ୍ୟମନ୍ତ୍ରୀ..

ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଜଣେ ନୂଆ ଚେହେରାକୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି।

mohan yadav
ଝିଅ ହେବ ତ ଏମିତି: କର୍ତ୍ତବ୍ୟ ଆଗରେ ହାର୍‌ ମାନିଲା ବାପାଙ୍କ ମୁଖ୍ୟମନ୍ତ୍ରୀ ଖବର

ଯେତେବେଳେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କ ନାଁ ଘୋଷଣା କରାଗଲା, ସେତେବେଳେ ତାଙ୍କ ଡାକ୍ତରୀ ଝିଅ ଆକାଂକ୍ଷା ଡାକ୍ତରଖାନାରେ ଥିଲେ । ଆଉ ଅପରେସନ୍ ଥିଏଟରରେ ଅପରେସନ୍ ପାଇଁ ପ୍ରସ୍ତୁତ ହେଉଥିଲେ ।

Bhajanlal Sharma
ଭଜନଲାଲ ଶର୍ମା ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ତିନି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମାଙ୍କୁ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି ।

Dheeraj Sahu
କିଏ ଏହି ଧୀରଜ ସାହୁ ? କେମିତି ରଖିଲେ ଶହ ଶହ କୋଟି ଟଙ୍କା ଜାଣନ୍ତୁ...

ଅନ୍ୟ ଜଣେ ଭାଇ ଗୋପାଳ ସାହୁ ୨୦୧୯ରେ ହଜାରିବାଗରୁ କଂଗ୍ରେସ ଟିକଟରେ ଏମପି ନିର୍ବାଚନ ଲଢ଼ିଥିଲେ । କିନ୍ତୁ ହାରି ଯାଇଥିଲେ । ଆଉ ଜଣେ ଭାଇ ଉଦୟ ସାହୁ ମଧ୍ୟ କଂଗ୍ରେସ ସହିତ ଜଡ଼ିତ । ଧୀରଜ ନିଜେ ଛତ୍ରା ସିଟରୁ ଲଢ଼ିଛନ୍ତି, କିନ୍ତୁ ହାରିଛନ୍ତି ।

Old pension scheme
ଲୋକସଭାରେ ଉଠିଲା ପୁରୁଣା ପେନ୍‌ସନ୍‌ କଥା; ମନ୍ତ୍ରୀ କହିଲେ...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍‌ସନ୍‌ ସ୍କିମ୍‌ (OPS) ଫେରାଇ ଆଣିବା ପାଇଁ କୌଣସି ଯୋଜନା ହୋଇନାହିଁ କି ଏ ସମ୍ପର୍କରେ କିଛି ବିଚାର କରାଯାଇନାହିଁ ।

Arif Mohammad Khan
କେରଳ ରାଜ୍ୟପାଳଙ୍କ ସାଂଘାତିକ ଅଭିଯୋଗ ! ‘ମୁଖ୍ୟମନ୍ତ୍ରୀ ମୋତେ ମାରିବାକୁ ଷଡ଼ଯନ୍ତ୍ର କରିଛନ୍ତି’

ରାଜ୍ୟପାଳ କହିଛନ୍ତି ଯେ, ‘ଯଦି ମୁଖ୍ୟମନ୍ତ୍ରୀ ମୋର କୌଣସି କଥା ସହ ସହମତ ନୁହଁନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ସେ ମୋତେ ଶାରୀରିକ ଭାବେ ଆଘାତ ଦେବାକୁ ଷଡ଼ଯନ୍ତ୍ର କରିବେ ।’

  • Tuesday, 12 December 2023
  • Kerala
Bengaluru doctors
୧୮ ବର୍ଷ ହେଲା ମୁଣ୍ଡରେ ପଶିଥିଲା ଗୁଳି; ଅପରେସନ୍‌ କରି ବାହାରକଲେ ଡାକ୍ତର

ଗତ ସପ୍ତାହରେ ଏକ ଘରୋଇ ହସ୍ପିଟାଲରେ ଏହି ଅପରେସନ୍‌ କରାଯାଇଛି । ଅପରେସନ୍‌ ହୋଇଥିବା ଯୁବକଙ୍କ ବୟସ ୨୯ ବର୍ଷ । ଏହି କାରଣରୁ ତାଙ୍କ ମୁଣ୍ଡ ସବୁବେଳେ ବିନ୍ଧୁଥିଲା । ଏମିତିକି କାନରେ ମଧ୍ୟ ସେ ଯନ୍ତ୍ରଣା ଅନୁଭବ କରୁଥିଲେ ।

Chased by monkeys, 6 year old falls to death; 2nd death in 3 days
ମାତିଛନ୍ତି ମାଙ୍କଡ଼; ୩ ଦିନରେ ନେଲେଣି ୨ଜଣଙ୍କ ଜୀବନ

ଗତ ରବିବାର ଦିନ ଏହି ଘଟଣା ସାମ୍‌ନାକୁ ଆସିଛି । ଛୋଟ ପିଲାଟିର ମୃତ୍ୟୁକୁ ନେଇ ପରିବାରର ଜଣେ ସଦସ୍ୟଙ୍କ କହିବା ଅନୁସାରେ ମୃତ ଶିଶୁକନ୍ୟାଟିର ନାଁ ହେଉଛି କିର୍ତ୍ତୀ ।

Article 370 abrogation in J-K valid
ଧାରା ୩୭୦ ଉଚ୍ଛେଦ ଆଇନ ଅନୁସାରେ ଠିକ୍; ସୁପ୍ରିମକୋର୍ଟ

କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ନିଷ୍ପତ୍ତି ବୈଧ । କେନ୍ଦ୍ରର ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ବିରୋଧୀଙ୍କ ପ୍ରଶ୍ନ ଭିତରେ ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

Article 370 abrogation in J-K valid
ଇତିହାସ ପାଲଟିଲା ଧାରା ୩୭୦; କେନ୍ଦ୍ରର ଉଚ୍ଛେଦ ନିଷ୍ପତ୍ତିକୁ ସଠିକ୍ କହିଲେ ସୁପ୍ରିମକୋର୍ଟ

କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ନିଷ୍ପତ୍ତି ବୈଧ । କେନ୍ଦ୍ରର ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ବିରୋଧୀଙ୍କ ପ୍ରଶ୍ନ ଭିତରେ ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

MP CM MOHAN YADAV
ମୋହନ ଯାଦବ କିଏ ? କାହିଁକି ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଲା ଦଳ ?

ମଧ୍ୟପ୍ରଦେଶରେ ବି ସମାନ ଫର୍ମୁଲା ଆପଣାଇଛି ଦଳ । ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଦଳ ବାଚସ୍ପତି କରିଥିବା ବେଳେ ନୂଆ ଚେହେରା ଭାବେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ।

Madhyapradesh CM MOHAN YADAV
ହଟିଲା ସସପେନ୍ସ.. ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଏଥରକୁ ମିଶାଇ ୩ ଥର ବିଧାୟକ ହେଲେଣି ମୋହନ ।

Cyber Fraud In Petrol Pump
ସାବଧାନ ! ତେଲ ଟାଙ୍କିରେ ଦେଉଛନ୍ତି କି ଡେବିଟ୍‌ କାର୍ଡ ? ଖାଲି ହୋଇଯାଇପାରେ ଆକାଉଣ୍ଟ...

ପିଓଏସ୍‌ ମେସିନ ଦ୍ୱାରା ତାଙ୍କ ଡେବିଟ କାର୍ଡର ତଥ୍ୟକୁ ହ୍ୟାକ କରି ସାଇବର ଲୁଟେରାମାନେ ତାଙ୍କୁ ଚୂନ ଲଗାଇଛନ୍ତି ।

Petrol Diesel
କମିଲା ଅଶୋଧିତ ତୈଳ ଦର, ଏବେ କମିବ ପେଟ୍ରୋଲ-ଡିଜେଲ ଦର !

ଖୁବ୍‌ଶୀଘ୍ର ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇବାକୁ ଯାଉଛି । ଯାହାଫଳରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ଥି ମିଳିବ । 

Narendra Modi
‘ଆଜିର ରାୟ କେବଳ ଏକ ଆଇନଗତ ବିଚାର ନୁହେଁ, ଏହା ଆଶାର ଆଲୋକ’

‘ଜାମ୍ମୁକାଶ୍ମୀର ଓ ଲଦାଖ ଭାଇଭଉଣୀଙ୍କ ସ୍ୱପ୍ନ ପୂରଣ ନିଷ୍ପତ୍ତିରେ ଆମେ ଅଟଳ’

Sabarimala Temple
ଭଗବାନ ଦର୍ଶନ ନୋହିଲା, ଧାଡ଼ିରେ ହିଁ ଚାଲିଗଲା ୧୧ ବର୍ଷିୟ ଝିଅର ଜୀବନ

ଭକ୍ତ-ଭଗବାନଙ୍କ ମିଳନ ହୋଇପାରିଲା ନାହଁ । ଭଗବାନ ଆୟାପ୍ପାଙ୍କ ଦୁଆରେ ୧୧ ବର୍ଷିୟ ଝିଅର ପ୍ରାଣବାୟୁ ଉଡ଼ିଗଲା ।

Article 370 verdict
ଇତିହାସ ପାଲଟିଲା ଆର୍ଟିକିଲ ୩୭୦ : ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ‘ସୁପ୍ରିମ’ ମୋହର

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ

Supreme Court to give its verdict on Article 370 today
ଆଜି ସୁପ୍ରିମକୋର୍ଟରେ ‘୩୭୦’ ରାୟ

ଆଜି ଜମ୍ମୁ ଓ କାଶ୍ମୀରର ଭାଗ୍ୟ ନିର୍ଦ୍ଧାରଣ ଧାରା ୩୭୦ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ଦେବେ ।

Who Will Be The New CM Of Madhya Pradesh
କିଏ ହେବେ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ? ଚର୍ଚ୍ଚାରେ ଏହି ନେତାଙ୍କ ନାଁ...

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୧୬୩ଟି ଆସନ ଜିତି ବହୁମତ ହାସଲ କରିଛି ।

Vishnu Deo Sai
ସରପଞ୍ଚରୁ CM; ଛତିଶଗଡ଼ରେ ହେବ ବିଷ୍ଣୁଦେଓ ସରକାର

ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓଙ୍କ ନାଁରେ ମୋହର । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜଣାଶୁଣା ଆଦିବାସୀ ଚେହେରା ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ।

UP man studies law, fights own case
ଭୁଲ କେସ୍‌ରେ ଜେଲ୍‌ ପଠାଇଥିଲେ, ବେଲ୍‌ରେ ଆସି ଓକିଲାତି ପଢ଼ି ନିଜକୁ ମୁକୁଳାଇଲେ

ବିନା ଦୋଷରେ ଜେଲ୍‌ ଦଣ୍ଡ ଭୋଗିବା ପରେ ଅମିତଙ୍କ ମନୋବଳ ଭାଙ୍ଗିନଥିଲା। ଦୁଇ ବର୍ଷ ଜେଲ୍‌ରେ ରହିବା ପରେ ୨୦୧୩ରେ ଜାମିନରେ ଆସିଥିଲେ ଅମିତ୍। ଜାମିନ୍‌ରେ ଆସି ସେ ବିଏ ଏଲ୍‌ଏଲ୍‌ବି ଓ ଏଲ୍‌ଏଲ୍‌ଏମ୍‌ ପଢ଼ିଥିଲେ ।

vishno dev sai
ସରପଞ୍ଚରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହେଲେ ବିଷ୍ଣୁଦେଓ

୫୯ ବର୍ଷୀୟ ବିଷ୍ଣୁ ଦେଓ ବିଜେପିର ବରିଷ୍ଠ ନେତା। କୁନକୁରୀ ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି। କୁନକୁରୀ ସୀମା ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାକୁ ଲାଗିଛି। ବିଜେପିର ଆଦିବାସୀ ଚେହେରା ବିଷ୍ଣୁଦେଓ ।

Vishnu Deo Sai new CM Of Chattisgarh
ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ

ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ। ବିଷ୍ଣୁଦେଓ ସାଏଙ୍କ ନାଁରେ ମୋହର ମାରିଲେ ହାଇକମାଣ୍ଡ। ୮ ଦିନ ପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କଲା ବିଜେପି।

who is dhiraj sahu
IT ରେଡ୍‌ ପରେ ଧୀରଜଙ୍କଠାରୁ ଦୂରେଇ ରହିଲା କଂଗ୍ରେସ

ଆଇଟି ରେଡ୍‌କୁ ନେଇ ଧୀରଜ ସାହୁଙ୍କ ନାଁ ଚର୍ଚ୍ଚା ଆସିବା ପରେ କଂଗ୍ରେସର ଜୟରାମ ରମେଶ କହିଛନ୍ତି, ଧୀରଜଙ୍କ ବ୍ୟବସାୟ ସହିତ କଂଗ୍ରେସର କୌଣସି ଯାଏ ଆସେ ନାହିଁ । କେବଳ ସେ ହିଁ କହିପାରିବେ, କିପରି ତାଙ୍କ ଅଫିସ ଓ ମଦ ଭାଟିରୁ ଏତେ ଟଙ୍କା ବାହାରିଛି ।

Akash Anand
ପୁତୁରା ହେବ ମାୟାବତୀଙ୍କ ଉତ୍ତରାଧିକାରୀ, ଆକାଶ ଆନନ୍ଦଙ୍କ ହାତରେ ରହିବ BSP

ମାୟାବତୀଙ୍କ ପୁତୁରା ଆକାଶ ଲଣ୍ଡନରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ୨୦୧୭ ମସିହାରେ ମାୟାବତୀଙ୍କ ଦ୍ୱାରା ଏକ ରାଲିରେ ଆକାଶଙ୍କ ପଲଟିକାଲ ଲଞ୍ଚ ହୋଇଥିଲା।