• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Up Elections

UP Elections
ୟୁପିରେ ଇକ୍ରାଙ୍କ କ୍ରେଜ୍‌; ବିଜେପିକୁ ମାତ ଦେବାକୁ ସମର୍ଥ ହେବେ ତ ?

ଇକ୍ରା ହାସନ ହେଉଛନ୍ତି ମୁସଲମାନ ସମ୍ପ୍ରଦାୟର ଜଣେ ଯୁବତୀ । ତାଙ୍କର ବୟସ ମାତ୍ର ୨୮ ବର୍ଷ । ହେଲେ ଉତ୍ତରପ୍ରଦେଶର କେରାନା ଆସନ ହିନ୍ଦୁ ପ୍ରାଧାନ୍ୟ ହୋଇଥିବାବେଳେ ବିଜେପିକୁ ଚ୍ୟାଲେଞ୍ଜ ଦେବାକୁ ସମର୍ଥ ହେବେ କି ଇକ୍ରା ?

Yogi Adityanath
ଶପଥ ପାଠ ପୂର୍ବରୁ ମୋଦିଙ୍କୁ ଭେଟିଲେ ଯୋଗୀ

ଏଥର ଯୋଗୀଙ୍କ କ୍ୟାବିନେଟର ନୂଆ ମୁହଁ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଶପଥ ଗ୍ରହଣ ପୂର୍ବରୁ ଆଜି ଦିଲ୍ଲୀ ପହଞ୍ଚିଛନ୍ତି ଯୋଗୀ । ଏ ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ମନ୍ତ୍ରୀମଣ୍ଡଳ ଗଠନ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ୟୁପି ନିର୍ବାଚନ ଫଳାଫଳ
ଏକଜିଟ୍‌ ପୋଲ୍ ସତ ହେଲେ ଇତିହାସ ରଚିବେ ଯୋଗୀ

ଏକଜିଟ୍ ପୋଲ୍ ଅନୁସାରେ ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ।

UP Elections
ନିର୍ବାଚନ ପ୍ରଚାରର ନିଆରା ଢଙ୍ଗ : ବେକରେ ଜୋତାମାଳ ପକାଇ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍

ରାଜ୍ୟରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ଆପଣାଉଛନ୍ତି ଭିନ୍ନ ଭିନ୍ନ ଢଙ୍ଗ । କେଉଁଠି ଜୀଅନ୍ତା ମାଛ ଧରି ତ କେଉଁଠି ଲଣ୍ଠନ ଧରି ଓହ୍ଲାଇ ପଡିଛନ୍ତି ନିର୍ବାଚନ ପ୍ରଚାରକୁ। ଦେଶର ୫ଟି ରାଜ୍ୟରେ ଚଳିତମାସ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ଏବେ ପ୍ରାର୍ଥୀମାନେ ନିଜ ନିଜ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବାରେ ଲାଗିପଡିଛନ୍ତି ।

UP elections:
ଅଖିଳେଶ୍‌ଙ୍କ ପାଇଁ ଗେମ୍‌ଚେଞ୍ଜର୍ ହୋଇପାରନ୍ତି ଚନ୍ଦ୍ରଶେଖର ଆଜାଦ, ମେଣ୍ଟ ନେଇ ଜୋରଦାର ଚର୍ଚ୍ଚା

ଉତ୍ତରପ୍ରଦେଶ ନିର୍ବାଚନରେ ​​ସମାଜବାଦୀ ପାର୍ଟି ଏବଂ ଭୀମ ଆର୍ମି ମେଣ୍ଟ କରିପାରନ୍ତି ।

Yogi Adityanath
ନିର୍ବାଚନ ମଇଦାନକୁ ଓହ୍ଲାଇବେ ଯୋଗୀ, ହେଲେ ନିଷ୍ପତ୍ତି ନେବେ...

ଆସନ୍ତା ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତେବେ କେଉଁ ସିଟ୍‌ରୁ ନିର୍ବାଚନ ଲଢ଼ିବେ ସେନେଇ ପାର୍ଟି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।