ଆପଣ ଯଦି UPSC ଚାକିରି କରିବାର ଏହି ସ୍ୱପ୍ନ ଦେଖୁଥାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। UPSC ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ ଏହି ସୁଯୋଗ ନେଇଆସିଛି। ଏନେଇ ବିଭିନ୍ନ କ୍ଷେତ୍ରରେ ଅନେକ ପଦବୀ ପୂରଣ ହେବ। UPSC ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ନିକଟରେ UPSC ଏକ ବିଜ୍ଞପ୍ତି ବାହାର କରିଛି। UPSC କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (CAPF)ରେ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ନିଯୁକ୍ତି ଘୋଷଣା କରିଛି। ଏହି ନିଯୁକ୍ତି ମାଧ୍ୟମରେ BSF, CISF, ITBP ଏବଂ SSB ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ପୂରଣ ହେବ।
ଅପମାନରୁ ଶିଖେଲେ, ଲଢ଼ିଲେ ଆଉ ସଫଳ ହେଲେ । ଏ ଘଟଣା ଆପଣଙ୍କୁ କାହାଣୀ ଭଳି ଲାଗିପାରେ, ଫିଲ୍ମ ସ୍କ୍ରିଫ୍ଟ ଭଳି ଏସବୁକୁ ଭାବି ପାରନ୍ତି । କିନ୍ତୁ ଯାହା ଘଟିଛି ସେ ସବୁ ବିଲକୁଲ୍ ସତ ।
ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର। ସଂଘ ଲୋକସେବା ଆୟୋଗ(UPSC) ଏହି ଖୁସି ଖବର ନେଇଆସିଛି। ଏନେଇ UPSC ଏକ ବିଜ୍ଞପ୍ତି ଜାରିକରିଛି। ଏହି ନିଯୁକ୍ତି କେନ୍ଦ୍ର ସରକାର ଅଧିନରେ ଥିବାବେଳେ ଏହା ଏକ ସ୍ଥାୟୀ ନିଯୁକ୍ତି।
UPSC ରେ ପଦବୀ ନିହାତି ଏକ ସମ୍ମାନଜନକ ହୋଇଥାଏ। ଏଥିରେ କିଏ ବା ଚାକିରି କରିବାକୁ ନ ଚାହେଁ। ଆପଣ ଯଦି ଏମିତି ଏକ ଲକ୍ଷରେ ଅଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କାରଣ ଏନେଇ UPSC ଏକ ବିଜ୍ଞପ୍ତି ପ୍ରକାଶ କରିଛି।
UPSC ର ସରକାରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିବା ସହଜ ନୁହେଁ। ଏପରିକି ଏଥିରେ ଏକ ଛୋଟ ଭୁଲ ମଧ୍ୟ ଆପଣଙ୍କୁ ପରୀକ୍ଷାରେ ଉପସ୍ଥିତ ହେବାକୁ ବାରଣ କରିପାରିବ। ୟୁପିଏସ୍ସି ପରୀକ୍ଷା ଫର୍ମ ପୂରଣ କରିବାବେଳେ, କେନ୍ଦ୍ର ଲୋକ ସେବା ଆୟୋଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ଭଲଭାବେ ପଢିବା ଉଚିତ।
ସଙ୍ଘ ଜନସେବା ଆୟୋଗ (UPSC) ର ଭାରତୀୟ ବନ ସେବା (IFS) ମୁଖ୍ୟ ପରୀକ୍ଷା ୨୦୨୩ ରେ ସଫଳ ହୋଇଥିବା ପ୍ରାର୍ଥୀମାନେ UPSC IFS ସାକ୍ଷାତକାରରେ ସାମିଲ ହେବା ପୂର୍ବରୁ ଡିଟେଲ୍ଡ ଆବେଦନ ଫର୍ମ (DAF) ପୂରଣ କରିବା ଆବଶ୍ୟକ।
UPSC ଆନୁଷ୍ଠାନିକ ଭାବରେ ସିଷ୍ଟମ୍ ଆନାଲିଷ୍ଟ, ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ଏବଂ ସହକାରୀ ପ୍ରଫେସର ସମେତ ବିଭିନ୍ନ ପଦବୀ ପାଇଁ ଅନ୍ଲାଇନ୍ ଆବେଦନ ଗ୍ରହଣ କରିବା ଆରମ୍ଭ କରିଛି। ଜାଣନ୍ତୁ ଶେଷ ତାରିଖ, ଯୋଗ୍ୟତା, ବୟସ ଇତ୍ୟାଦି।
UPSC ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ସହକାରୀ ନିର୍ଦ୍ଦେଶକ, ସହକାରୀ ଲାଇବ୍ରେରୀ ଏବଂ ସୂଚନା ଅଧିକାରୀ, ଖଣିଜ ଅଧିକାରୀ ଏବଂ ଅନ୍ୟାନ୍ୟ ପଦବୀରେ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପାଇଁ ଆୟୋଗ ଆବେଦନ କରିଛି।
ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ଅଧୀନରେ ଏନଫୋର୍ସମେଣ୍ଟ୍ ଅଫିସର୍ ତଥା ଆସିଷ୍ଟାଣ୍ଟ କମିଶନର(AO)ରେ ୫୭୭ ପଦବୀ ପୂରଣ ହେବ।
UPSC ଅଧ୍ୟାପକ ସହିତ ବିଭିନ୍ନ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହିସବୁ ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆପଣଙ୍କୁ ମାତ୍ର ୨୫ ଟଙ୍କା ଦେଇ ଆଦେବନ କରିବାକୁ ପଡ଼ିବ।
ଅଫିସର୍ ପଦବୀ ପାଇଁ UPSC ବିଜ୍ଞପ୍ତି ଜାରି କରିଛି। ଏନେଇ ଆବେଦନ ପ୍ରକ୍ରିୟା ଜାରି ରହିଛି। ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ବିନା ପରୀକ୍ଷାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ରହିଛି। ଜାଣନ୍ତୁ କିପରି କରିବେ ଆବେଦନ।
ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ Union Public Service Commission (UPSC) ଅନ୍ଲାଇନ୍ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ UPSC ଅଫିସିଆଲ୍ ୱେବ୍ସାଇଟ୍- www.upsconline.nic.in କୁ ଯାଇ ଆବେଦନ କରିପାରିବେ।
ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ Union Public Service Commission (UPSC) ଅନ୍ଲାଇନ୍ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ Online Recruitment Application ମାଧ୍ୟମରେ ORA ୱେବ୍ସାଇଟ୍ରେ ସେପ୍ଟେମ୍ବର ୩୦ ସୁଦ୍ଧା ଆବେଦନ କରିପାରିବେ।