• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Commercial Gas Cylinder
ଶସ୍ତା ହେଲା ଗ୍ୟାସ ଦର, ୧୯କେଜି ସିଲିଣ୍ଡର ପିଛା ୩୦ଟଙ୍କା ହ୍ରାସ

ଗତ ୩ମାସ ହେଲା ଲଗାତାର କମର୍ସିଆଲ୍ ସିଲିଣ୍ଡର ଦାମ ବଢ଼ୁଥିଲା । ମାତ୍ର ଏବେ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଦର ସାମାନ୍ୟ ହ୍ରାସ ପାଇଛି।

New Tax regime
କାଲିଠୁ ଲାଗୁ ହେବ ନୂଆ ଆୟକର ନିୟମ; ମିଳିବ ବହୁ ସୁବିଧା...

ଆସନ୍ତାକାଲିଠୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ଲାଗୁ ହେବ ନୂଆ ଆୟକର ନିୟମ । 

Trouble mounts for Congress
କଂଗ୍ରେସକୁ ଝଟକା; ପୁଣି ନୋଟିସ୍‌ ପଠାଇଲା IT, ଭରିବେ ୩୫୬୭ କୋଟି ଟଙ୍କାର ଟିକସ୍‌...

ଯେତିକି ପାଖଉଛି ନିର୍ବାଚନ ସେତିକି ସମସ୍ୟା ଭିତରେ ପଡୁଛି କଂଗ୍ରେସ । ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ଥିବାବେଳେ ଆୟକର ବିଭାଗ ଦଳ ପାଇଁ ବଡ ସମସ୍ୟା ନେଇ ଆସିଛି ।

Bharat Ratna
ଘରକୁ ଯାଇ ଭାରତ ରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି, ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଡଭାନୀଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ତାଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ' ପ୍ରଦାନ କରିଛନ୍ତି ।

Marriage
ବିବାହରେ ସମସ୍ୟା; କଲ କରନ୍ତୁ ଏହି ନମ୍ବରରେ, ସମାଧାନ କରିବ ଆମ ସଂସ୍ଥା ..

ଗୋଟିଏ ଫୋନକଲରେ ଜୀବନସାଥୀ! ଏପରି ଏକ ବିଜ୍ଞାପନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବର୍ତ୍ତମାନ ଗୋଟେ ଭଲ ଜୀବନସାଥୀ ପାଇବା କଷ୍ଟକର ବ୍ୟାପାର ହୋଇଗଲାଣି । ଆଜିକାଲିର ଦୁନିଆରେ କାହାକୁ ଭରସା କରିବା କଷ୍ଟ ।

Drought
ଚାରିଆଡ଼େ ଶୁଖା, ଡହଳ ବିକଳ ପଶୁ-ପକ୍ଷୀ ! ନିଜ ବୋରୱେଲରୁ ନଦୀକୁ ପାଣି ଦେଲେ ଚାଷୀ

ସେହି ନଦୀ ଉପରେ ଭରସା କରୁଥିବା ଅନେକ ଲୋକ ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ । ହେଲେ ଜଣେ ଚାଷୀଙ୍କ ଏମିତି ଏକ ପ୍ରୟାସ ସମସ୍ତଙ୍କ ମୁହଁରେ ହସ ଫୁଟାଇଛି ।

Crime
ମୁଁ ଆଉ ବଞ୍ଚିପାରିବିନି, କଲେଜର କିଛି ଛାତ୍ର ଓ ଶିକ୍ଷକ ମୋ ସହ...

ଚୈତଣ୍ୟ କଲେଜରେ କ’ଣ ସବୁ ଚାଲିଛି ତାହା ସେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି ।

PM Modi
ଭାରତର ଦ୍ୱୀପକୁ ଶ୍ରୀଲଙ୍କାକୁ ବିକି ଦେଇଛି କଂଗ୍ରେସ, RTI ରେ ବଡ଼ ଖୁଲାସା

ଭାରତର ଗୁରୁତ୍ୱପୂର୍ଣ୍ଣ ଦ୍ୱୀପ କଚାତିବୁକୁ ଶ୍ରୀଲଙ୍କାକୁ ଟେକି ଦେଇଛି କଂଗ୍ରେସ । ଏଭଳି ଢଙ୍ଗରେ ଆଜି କଂଗ୍ରେସ ଉପରେ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ପୋଷ୍ଟରେ ମୋଦି ଏହି ପ୍ରସଙ୍ଗ ଉଠାଇ ଟାର୍ଗେଟ କରିଛନ୍ତି ।

Fraud Call
+92 ରୁ କଲ ଆସିଲେ ସାବଧାନ, ଏହା ପାକିସ୍ତାନୀ କୋଡ୍‌ !

ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେବଳ ଲୋକମାନଙ୍କୁ ଠକିବା । ତେଣୁ ବିଦେଶୀ ନମ୍ବରରୁ ଆସୁଥିବା କଲ୍‌ ନଉଠାଇବାକୁ ଟେଲିକମ୍ ବିଭାଗ କହିଛି ।

Cake
ଜନ୍ମଦିନର ଖୁସି ନୋହିଲା, କେକ୍ ଖାଇ ୧୦ ବର୍ଷର ଝିଅ ମୃତ

ବିଷ ହେଲା ବାର୍ଥ ଡେ' କେକ୍ । ଜନ୍ମ ଦିନରେ କେକ୍ ଖାଇ ୧୦ ବର୍ଷର ଝିଅ ମୃତ । ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ପଞ୍ଜାବରେ ।

Russia
ପତ୍ନୀ ଓ ଚାକିରି ଲୋଭ ଦେଖାଇ ଭାରତୀୟଙ୍କୁ ଋଷ ସେନାରେ କରୁଛନ୍ତି ଭର୍ତ୍ତି !

କରନାଲର ବାସିନ୍ଦା ୨୧ ବର୍ଷିୟ ମୁକେଶ ଏବଂ ୨୪ ବର୍ଷିୟ ସନ୍ନିଙ୍କ ଅଙ୍ଗେଲିଭା କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ।

  • Saturday, 30 March 2024
Kalpana meets Sunita Kerjiwal
ସୁନିତା କେଜ୍ରିୱାଲଙ୍କୁ ଭେଟିଲେ ଜେଲ୍‌ରେ ଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ଆଜି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଭେଟିଛନ୍ତି ।

Air India
ଉଡ଼ାଣରେ ବିଳମ୍ବ କଲା ଏୟାର ଇଣ୍ଡିଆ, ଏବେ ଗ୍ରାହକଙ୍କୁ ଗଣିବ ୮୫ ହଜାର ତଣ୍ଡ

ଅନେକ ଚାକିରିଆ ଓ ବ୍ୟବସାୟୀ ଯାତ୍ରା କରୁଥିଲେ । ଏହି ଘଟଣା ୨୦୧୮ ମସିହାର । ବିମାନଟି ବ୍ୟାଙ୍କକରୁ ମୁମ୍ବାଇ ଅଭିମୁଖେ ଯାଉଥିଲା । 

Ramlalla
ଅସହ୍ୟ ହେଲାଣି ତାତି; ହସ୍ତତନ୍ତ ବୁଣା ମଲମଲ କପଡାରେ ଝଲସିଲେଣି ରାମଲାଲା

ତାପମାତ୍ରାକୁ ଦୃଷ୍ଟିରେ ରଖି ଆଜିଠୁ ରାମଲଲ୍ଲାଙ୍କୁ ଏଭଳି ପରିଧାନରେ ଦେଖିବାକୁ ମିଳିବ।

168 roads closed as snow
କଲବଲ କରୁଛି ତୁଷାରପାତ; ବନ୍ଦ ହେଲା ୧୬୮ଟି ରାସ୍ତା...

ଭାରି ବରଫପାତ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଛି । ହିମାଚଳ ପ୍ରଦେଶରେ ପ୍ରବଳ ମାତ୍ରାରେ ତୁଷାରପାତ ଯୋଗୁଁ ବିଭିନ୍ନ ରାସ୍ତା ମଧ୍ୟ ବନ୍ଦ ରହିଛି ।

BJP announces manifesto committee
୨୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଘୋଷଣା କଲା ବିଜେପି

୨୪ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର କମିଟି ଘୋଷଣା କଲା ବିଜେପି । ୨୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଘୋଷଣା କରିଛି ଦଳ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କମିଟିର ଅଧ୍ୟକ୍ଷ ହୋଇଛନ୍ତି ।

  • Saturday, 30 March 2024
  • BJP
Patna HighCourt
ହାଇକୋର୍ଟଙ୍କ ବଡ଼ ରାୟ; ସ୍ତ୍ରୀକୁ ଭୂତ-ପିଶାଚ କହିବା କ୍ରୁରତା ନୁହେଁ..

ଜଷ୍ଟିସ ବିବେକ ଚୌଧୁରୀଙ୍କ ବେଞ୍ଚ ଏହି ରାୟ ଦେଇଛନ୍ତି। ପାଟନା ହାଇକୋର୍ଟ ନାଲନ୍ଦା ମାଜେଷ୍ଟ୍ରିଆଲ କୋର୍ଟର ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି।

Arvind Kejriwal
ଆଉ ଜଣେ ଆପ୍‌ ନେତା କୈଳାଶ ଗେହଲଟ EDରେ ହାଜର !

ଇଡି ଅଭିଯୋଗ କରିଛି ଯେ ୨୦୨୧-୨୨ରେ ଗେହଲଟ ବାରମ୍ବାର ମୋବାଇଲ୍ ନମ୍ବର ପରିବର୍ତ୍ତନ କରିଥିଲେ।

Tax Notice
ପ୍ୟାନ କାର୍ଡର ଅପବ୍ୟବହାର, କଲେଜ ପଢ଼ୁଆ ଛାତ୍ରଙ୍କୁ ଆସିଲା ଆୟକର ନୋଟିସ

ଟିକସ ଫାଙ୍କିବା ଅଭିଯୋଗରେ କଲେଜ ଛାତ୍ରଙ୍କୁ ନୋଟିସ । ଚାକିରି ନଥିବା ବେଳେ ଟିକସ ପାଇଁ କିପରି ନୋଟିସ ଆସିଲା ତାହାକୁ ନେଇ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି ଛାତ୍ରଜଣକ । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଗ୍ୱାଲିଅର ଜିଲ୍ଲାରେ ।

Bharat Ratna Award
ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ସମାରୋହ; ମରଣୋତ୍ତର ଭାବେ ୪ ଜଣଙ୍କୁ ଭାରତରତ୍ନ ପ୍ରଦାନ

ଚଳିତ ବର୍ଷ ଭାରତ ରତ୍ନ ସମ୍ମାନ ପାଇଁ ପାଞ୍ଚ ଜଣଙ୍କ ନାମ ଘୋଷଣା ହୋଇଥିବା ବେଳେ ଆଜି ୪ ଜଣଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଛି।

Gas Cylinder Blast
ଚା’ ତିଆରି ବେଳେ ସିଲିଣ୍ତରରେ ଲାଗିଲା ନିଆଁ; ଜୀଅନ୍ତା ଜଳିଗଲେ ମା’ ଓ ୩ ଶିଶୁ

ମହିଳା ଜଣକ ଘରେ ଚା’ ଓ ଜଳଖିଆ ତିଆରି କରିବା ବେଳେ ହଠାତ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କାରଣରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା।

Cafe Blast
ରାମେଶ୍ୱରମ କାଫେ ବିସ୍ଫୋରଣ: ୨ ଅଭିଯୁକ୍ତଙ୍କୁ ଧରାଇଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର

ବେଙ୍ଗାଲୁରୁରେ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA ପକ୍ଷରୁ ପୁରସ୍କାର ଘୋଷଣା । ପ୍ରତ୍ୟେକ ଅଭିଯୁକ୍ତଙ୍କ ପିଛା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ଧରାଇ ଦେଲେ ପୁରସ୍କାର ସ୍ୱରୂପ ମିଳିବ ୨୦ ଲକ୍ଷ ଟଙ୍କା ।

Mukhtar Ansari
ମୁଖତାର ଅନସାରୀର ଆଜି ଅନ୍ତିମ ସଂସ୍କାର, ପୂରା ଅଞ୍ଚଳରେ କଡା ସୁରକ୍ଷା

ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ଆଜି ଅନ୍ତିମ ସଂସ୍କାର ହେବ । ଉତ୍ତରପ୍ରଦେଶର ଗାଜିପୁରରେ ତାଙ୍କର ଅନ୍ତିମ ସଂସ୍କାର ହେବ ।

Indian Navy
୧୨ ଘଣ୍ଟାର ଅପରେସନ; ଭାରତୀୟ ନୌସେନାର ସଫଳତା, ଆତ୍ମସମର୍ପଣ କଲେ ଲୁଟେରା

୧୨ ଘଣ୍ଟାର ଲମ୍ବା ଅପରେସନ ପରେ ସୋମାଲିଆ ଲୁଟେରାଙ୍କଠୁ ଉଦ୍ଧାର ହେଲେ ୨୩ ପାକିସ୍ତାନୀ ନାଗରିକ । ଆରବ ସାଗରରେ ଇରାନର ଫିସିଂ ଭେସଲ ଅପହରଣ ପରେ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲା ଭାରତୀୟ ନୌସେନା ।

unemployment in india
ILO ରିପୋର୍ଟ କଲା ଖୁଲାସା, ଭାରତରେ ଅଧିକ ଶିକ୍ଷିତ ହେଲେ ଚାକିରି ମିଳିବା ସମ୍ଭାବନା କମ୍

୧୫-୨୯ ବର୍ଷ ବୟସରେ ବେକାରୀ ହାର ୨୦୦୦ ମସିହାରେ ୮୮.୬ ପ୍ରତିଶତ ଥିବାବେଳେ ୨୦୨୨ ବେଳକୁ ଏହା ହ୍ରାସ ପାଇ ୮୨.୯ ପ୍ରତିଶତ ହୋଇଛି।