• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Cyber Crime
ଓଟିପି ଆସିଲାନି, କି ମେସେଜ୍‌ ନାହିଁ...ଖାଲି ହୋଇଗଲା ଆକାଉଣ୍ଟ୍‌....

ମେସେଜ୍‌ ଆସିଲାନି କି ଓଟିପି ଆସିଲାନି। କିନ୍ତୁ ଆକାଉଣ୍ଟରୁ କଟିଗଲା ଟଙ୍କା। ଥାନାରୁ ଫେରିବା ପରେ ଭୂତଖାନା ଯାଇଥିବା କହିଲେ ଏଇ ବ୍ୟକ୍ତି...ପରେ ହେଲା କଣ?

Councillor addresses grievances
ଭୋଟ୍‌ରେ ବିଜୟୀ ହେବା ପରେ…ଗାଁ କୁ ଗାଁ ବୁଲି ଲୋକଙ୍କ ଅଭିଯୋଗକୁ ଡାଏରୀରେ ଟିପୁଛନ୍ତି ନେତା…

ନେତା ହେବ ତ ଏମିତି। ଭୋଟ୍‌ରେ ବିଜୟୀ ହେବା ପରେ ଗାଁ କୁ ଗାଁ ବୁଲି ଏମିତି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି କାଉନସିଲର ମାଡମ୍‌। କେବଳ ଅଭିଯୋଗ ଶୁଣୁଛନ୍ତି ତାହା ନୁହେଁ ବରଂ ଏମିତି ଡାଏରୀରେ ଟିପି ରଖୁଛନ୍ତି ସବୁ କଥା। ନେତାଙ୍କୁ ପାଖରେ ପାଇବା ପରେ ଅଭିଯୋଗର ଲମ୍ବା ଲିଷ୍ଟ ଧରାଇ ଦେଉଛନ୍ତି ଜନତା…ଦେଖନ୍ତୁ ଏହି ବିରଳ ଦୃଶ୍ୟ…

Putin's daughter dating Zelensky
ଜେଲେନସ୍କିଙ୍କୁ ଡେଟ୍ କରୁଛନ୍ତି ପୁଟିନ୍ଙ୍କ ଝିଅ…

ଜେଲେନସ୍କିଙ୍କ ଝିଅ ସହ ଡେଟ୍‌ କରୁଛନ୍ତି ପୁଟିନ୍‌ଙ୍କ ଝିଅ। ଏହାରି ମଧ୍ୟରେ ୫୦ ରୁ ଅଧିକ ଥର ତାଙ୍କୁ ଭେଟିଲେଣି...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ...ଘଟଣା ଜାଣିବା ପରେ ପୁଟିନ୍‌....

  • Sunday, 22 May 2022
Blind village of Mexico where every human and animals are blind
ଅଜବ ଗାଁ; ମଣିଷରୁ ପଶୁ ଯିଏ ଜନ୍ମ ହେଲା ସିଏ ଅନ୍ଧ ହେଲା

ଏଇଠି ଅଛି ଅଜବ ଗାଁ। ଅନ୍ଧମାନଙ୍କ ଗାଁ ଭାବେ ସେ ପାଇଛି ନିଜ ପରିଚୟ। ମଣିଷରୁ ପଶୁ ଯିଏ ଏଠି ଜନ୍ମ ହେଲା ସେ ହେଉଛି ଅନ୍ଧ। ହେଲେ କାହିଁକି? ଜାଣିବା ପାଇଁ ପଢନ୍ତୁ…

Man bought a second hand bicycle and worshiped with son
ପୁରୁଣା ସାଇକେଲ୍ ଆଣିଦେଲା ମର୍ସିଡିଜ୍ କାର୍‌ର ଖୁସି

ଜଣେ ବ୍ୟକ୍ତି ପୁରୁଣା ସାଇକେଲ୍ କିଣିଲେ। ଫୁଲ ଚନ୍ଦନ ଦେଇ ପୂଜା କଲେ। ପରିବାରରେ ଏତେ ଖୁସି ଯେ ଘରକୁ ସାଇକେଲ୍ ଆସିନି ତ ସତେ ଯେପରି ଘରକୁ ଆସିଛି ନୂଆ ମର୍ସିଡିଜ୍ ବେଞ୍ଜ୍।

Special Story | 7-month-old boy in Jajpur needs Rs 25 lakh to get new life, family pleads for help
୭ ମାସର ପୁଅର ଅପରେସନ୍‌ ପାଇଁ ୧୫ ଲକ୍ଷ ଦରକାର, କାନ୍ଦି କାନ୍ଦି ସାହାଯ୍ୟ ମାଗୁଛି ମାଆ...

୭ ମାସର ପୁଅକୁ ବଞ୍ଚାଇବାକୁ ଦରକାର ୧୫ ଲକ୍ଷ ଟଙ୍କା। ଆଭାସ୍‌ର ଅପରେସନ୍‌ ନହେଲେ ଜୀବନ ପ୍ରତି ବିପଦ ଥିବା କହୁଛନ୍ତି ଡାକ୍ତର। ପୂର୍ବରୁ ଦୁଇ ପୁଅଙ୍କୁ ହରାଇଥିବା ସଞ୍ଜୀବଙ୍କ ପାଖରେ ଏଇ ପୁଅର ଚିକିତ୍ସା ପାଇଁ ଟଙ୍କା ବି ନାହିଁ। କୁନି ପୁଅକୁ ବଞ୍ଚାଇବା ପାଇଁ କାନ୍ଦି କାନ୍ଦି ଏମିତି ପ୍ରାର୍ଥନା କରୁଛି ମାଆ…

News Fuse
ନବୀନ-ମୋଦିଙ୍କ ସବୁ ଖାଲି ନାଲି ନାଲି…କେବଳ କପି ପେଷ୍ଟରେ ସରକାର ଚାଲୁଛି

ନବୀନ-ପାଣ୍ଡିଆନ୍ ତ ଖାଲି ଖେଳୁଛନ୍ତି। ଏ ମୋଦିକୁ ଦେଖି ନବୀନ ସବୁ ଏମିତି କରୁଛନ୍ତି…ୟାଙ୍କର ସବୁ ନାଲିନାଲି....ବାଃ ବାଃରେ ଅଫିସର। ଆଲୋ ସୁର ଭାଇ କଣ ଏମିତି କହିଲେଣି?

Forester and Forest Guard arrested in Bolangir
ଲାଞ୍ଚ ନେଇ ସସ୍‌ପେଣ୍ଡ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

ବଲାଙ୍ଗିର ଲରମ୍ଭା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି ।

GPR survey conducted at midnight
ପୁରୀରେ ରାତି ଅଧିଆ GPR ସର୍ଭେ !

ଲୁଚା ଛପା ଓ ରାତି ଅଧିଆ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର GPR ସର୍ଭେ। OBCC ଚଞ୍ଚକତା କରି ରାତି ଅଧରେ GPR ସର୍ଭେ କରୁଥିବା ଅଭିଯୋଗ ହୋଇଛି।

Husband's family thrash woman on road in Kamakhyanagar & snatch away children
ବିଚ୍‌ ରାସ୍ତାରେ ମାଆକୁ ବାଡ଼େଇଲେ, ଦୁଇ ଛୁଆଙ୍କୁ ଜୋର ଜବରଦସ୍ତି ଛଡ଼ାଇ ନେଇଗଲେ

ଏ କେମିତିକା ଶାଶୂଘର ? ମାଆକୁ ରାସ୍ତାରେ ବାଡ଼େଇ ଦୁଇ ପିଲାଙ୍କୁ ମାଆ କୋଳରୁ ନେଇ ଆସିଲେ। ପୁଅ ଚାଲିଯିବା ପରେ ସବୁ ସମ୍ପର୍କ ତୁଟାଇ ଅନ୍ୟତ୍ର ବାହା ହୋଇଥିଲେ ରୀନା। ହେଲେ ଏବେ ମାଆ କୋଳରୁ ଦୁଇ ଛୁଆଙ୍କୁ ନେଇ ଆସିଲେ ଶାଶୂଘର ଲୋକ…

Heritage Corridor
ଚାଲୁ ରହିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ: ସେବାୟତ ଆବାସ ପାଇଁ ୬ ଏକର ଚିହ୍ନଟ

 ଆଦର୍ଶ ଗୁରୁକୁଳ ପାଇଁ ସୋସାଇଟି ଗଠନ ନେଇ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି।  

Next generation is training to make Rath
କୁନି ହାତ ଶିଖୁଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କଳା

ରଥଖଳାରେ କୁନି ହାତ ଶିଖୁଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କଳା। କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ କାଲିର ରଥଶିଳ୍ପୀ। କେଉଁଠି ନାତି ହାତ ଧରି ଜେଜେବାପା, ତ ପୁଣି କେଉଁଠି ବାପା-ଦାଦା ସାଜିଛନ୍ତି ପୁଅ-ପୁତୁରାଙ୍କ ଶିଳ୍ପୀଗୁରୁ।

dadan
୧୦ ଦିନରେ ରାଜ୍ୟ ବାହାରୁ ଆସିଲାଣି ଦଶ ଶ୍ରମିକଙ୍କ ଶବ

ଆପଣ କାହାକୁ ଆଶ୍ୱାସନା ଦେବେ, କାହାକୁ କେଉଁ ଭାଷାରେ ସାନ୍ତ୍ୱନା ଦେବେ। ପରିବାରର ରୋଜଗାରିଆ ପୁଅ, ବାପା, ଭାଇ କିମ୍ବା କୌଣସି ସମ୍ପର୍କୀୟଙ୍କୁ ଯିଏ ହରାଇଛି ସିଏ ଜାଣିଛି ତାମରମ ବେଦନା।

Smart School
ପଛରେ ପଡିଛି ଡିଜିଟାଲ୍ ଶିକ୍ଷା: ରାଜ୍ୟରେ ୮୪% ସ୍କୁଲରେ ନାହିଁ କମ୍ପ୍ୟୁଟର

ଗତକିଛି ଦିନ ହେବ ରାଜ୍ୟରେ ଡ୍ରପ୍ ଆଉଟ୍ ହାର ବଢିଥିବାନେଇ ଚର୍ଚ୍ଚା ଜୋର ଧରିଛି।

dadan
ଦାଦନ ଗଡ଼ ବଲାଙ୍ଗିରର ଦୟନୀୟ କାହାଣୀ : ୧୦ ଦିନରେ ରାଜ୍ୟ ବାହାରୁ ଆସିଲାଣି ଦଶ ଶ୍ରମିକଙ୍କ ଶବ

କାହା ସ୍ୱାର୍ଥରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନା ? ଉଠିଲା ପ୍ରଶ୍ନ

tomato flu
ଓଡ଼ିଶାରେ ବି ଟମାଟୋ ଫ୍ଲୁ ଛନକା : ଭୁବନେଶ୍ୱର AIIMS ଓ କ୍ୟାପିଟାଲ ହସ୍ପିଟାଲ ମୁହାଁ ଲକ୍ଷଣଯୁକ୍ତ ରୋଗୀ

ପ୍ରତିଦିନ ୪ରୁ ୫ ଜଣ ଟମାଟୋ ଫ୍ଲୁ ଲକ୍ଷଣ ଥିବା ପେସେଣ୍ଟ ଆସୁଥିବା ନେଇ ସ୍ପଷ୍ଟ କରିଛନ୍ତି ଏମ୍ସର ଆଡିସନାଲ ସୁପରିଣ୍ଟଣ୍ଡେଣ୍ଟ । ତାଙ୍କ ସୂଚନା ଅନୁସାରେ ପ୍ରାୟ ୨ ସପ୍ତାହ ହେଲା ଦୈନିକ ଏଭଳି ଲକ୍ଷଣ ଥିବା ରୋଗୀ ଆସୁଛନ୍ତି

Special story
ବିଲେଇ ସ୍ମୃତିରେ ନାମଯଜ୍ଞର ଆୟୋଜନ : ଆତ୍ମାର ସଦଗତି ପାଇଁ ମନ୍ତ୍ରୋଚାରଣ କଲେ ପଣ୍ଡିତ

ନିଖୋଜ ହୋଇଗଲା ପ୍ରିୟ ବିଲେଇ । ଭାଙ୍ଗି ପଡ଼ିଗଲେ ପରିବାର ଲୋକ । ଶେଷରେ ତା’ର ଆତ୍ମାର ସଦଗତି ପାଇଁ ନାମଯଜ୍ଞର ଆୟୋଜନ କରିଛନ୍ତି ।

Every day 4-5 patients with Tomato flu-like symptoms are coming to AIIMS
AIIMS ଆସୁଛନ୍ତି ସନ୍ଦିଗ୍ଧ ଟମାଟୋ ଫ୍ଲୁ ରୋଗୀ

ପ୍ରତିଦିନ ୪ରୁ ୫ ଜଣ ଟମାଟୋ ଫ୍ଲୁ ଲକ୍ଷଣ ଥିବା ରୋଗୀ ଚିକିତ୍ସା ପାଇଁ AIIMS ଆସୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସର ଅତିରିକ୍ତ ସୁପରିଟେଣ୍ଡାଣ୍ଟ ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ ।

special story
ନିଆରା ମଣିଷଙ୍କ ନିଆରା କାମ : ରାସ୍ତା କଡ଼ରେ ଭଜନ ଗାଇ ଦିବ୍ୟାଙ୍ଗଙ୍କ ସାହାରା ସାଜୁଛନ୍ତି ଦିବ୍ୟାଙ୍ଗ

ଭଜନ ସନ୍ଧ୍ୟା ଓ ପଥପ୍ରାନ୍ତ ଭଜନ କରୁଛନ୍ତି, ନିଜର ଓ ଅନ୍ୟର ସାହାରା ସାଜିଛନ୍ତି ।

Monkeypox: Odisha On Alert
ମଙ୍କିପକ୍ସକୁ ନେଇ ଓଡ଼ିଶାରେ ଆଲର୍ଟ, ଏହିସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ୍‌ କରନ୍ତୁ

ବିଶ୍ୱରେ ଏବେ ମଙ୍କିପକ୍ସ ରୋଗ ଦେଖା ଦେଇଥିବା ବେଳେ ଏହାକୁ ନେଇ ଓଡ଼ିଶା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଯଦି କିଛି ଲକ୍ଷଣ ଦେଖାଗଲା, ତତ୍‌କ୍ଷଣାତ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜିକୁ ନମୁନା ପଠାଇବାକୁ କୁହାଯାଇଛି।

Viral Video: Dog Helps Monkey Steal A Packet Of Chips From Shop
କୁକୁର ପିଠିରେ ବସି ଚିପ୍ସ ପ୍ୟାକେଟ୍‌ ଚୋରି କଲା ମାଙ୍କଡ

କୁକୁର ଉପରେ ଛିଡ଼ା ହୋଇ ଚିପ୍ସ ପ୍ୟାକେଟ୍‌ ଚୋରି କରୁଛି ମାଙ୍କଡ, ଦେଖନ୍ତୁ ଏହି ଭିଡିଓ...

One person killed, two injured in series road mishap between a truck, mini truck and motorcycle near
ସିରିଜ ଦୁର୍ଘଟଣା ପଛରେ ହତ୍ୟା ଷଡ଼ଯନ୍ତ୍ର !

ବଲାଙ୍ଗିର ଆର୍ଟିଓ ଅଫିସ ଛକରେ ହୋଇଥିବା ସିରିଜ ଦୁର୍ଘଟଣା ପଛରେ ହତ୍ୟା ଷଡ଼ଯନ୍ତ୍ରର ଅଭିଯୋଗ କଲେ ଦୁର୍ଘଟଣାରେ ଆହତ ଦୁଇ ବ୍ୟକ୍ତି ।

Meet Priti Adani wife of Gautam Adani whose foundation work for social cause
ଦେଶ ପାଇଁ କରିଛନ୍ତି ଅନେକ କାମ, ହେଲେ ଚର୍ଚ୍ଚାରୁ ବହୁ ଦୂରରେ ପ୍ରୀତି ଆଦାନୀ

ଗୌତମ ଆଦାନୀଙ୍କ ପତ୍ନୀ ହେଲେ ପ୍ରୀତି ଆଦାନୀ। ଦେଶ ପାଇଁ ସେ କରିଛନ୍ତି ଅନେକ କାମ। ସମାଜ ସେବାରେ ତାଙ୍କର ରହିଛି ଅନେକ ଭୂମିକା। ଏତେ ସବୁ ପରେ ବି ସେ କେବେ ଚର୍ଚ୍ଚାକୁ ଆସିବାକୁ ପସନ୍ଦ କରି ନାହାନ୍ତି। ତେବେ ଆସନ୍ତୁ ତାଙ୍କ ବିଷୟରେ ଜାଣିନେବା।

Bovine smugglers shoot two in Mayurbhanj
ଗୋ-ଚାଲାଣକାରୀଙ୍କ ଗୁଳିମାଡ଼ରେ ୨ ଗୋ-ସେବକ ଆହତ

ଗୋ-ସେବକଙ୍କ ଉପରକୁ ଗୋଚାଲାଣକାରୀଙ୍କ ଗୁଳିମାଡ଼ । ଏଥିରେ ୨ ଜଣ ଆହତ ହୋଇଛନ୍ତି ।

Amputated Leg Found From Jungle In Jajpur
କାହାର ଏହି କଟା ଗୋଡ଼ ? ଭୟଭୀତ ଲୋକେ...

କେଉଁଠୁ ଆସିଲା କଟା ଗୋଡ଼ ? ଜଙ୍ଗଲରେ କଟା ଗୋଡ଼ କିଏ ପକାଇଲା, ତାହା ଜଣାପଡ଼ିନି। ତେବେ କଟା ଗୋଡ଼ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

  • Saturday, 21 May 2022