ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନରେ ମିଳୁନି ଉନ୍ନତମାନର ଖାଦ୍ୟ। ପାଣିଆ ଡାଲି ଖାଉଛନ୍ତି ପିଲା।
ଅଣ୍ଡା ପାଇଁ ସରକାର ଦେଉଥିବା ଟଙ୍କା ପର୍ଯ୍ୟାପ୍ତ ହେଉନି କହିଲେ ଅଙ୍ଗନୱାଡ଼ି କର୍ମୀ ।
ବସ୍ତା ସାରା ଖାଲି ପୋକ ସାଲୁବାଲୁ ହେଉଛନ୍ତି। ଆଉ ଏଇ ଚାଉଳରେ ପିଲାଙ୍କ ପାଇଁ ତିଆରି ହୋଇଛି ମଧ୍ୟାହ୍ନ ଭୋଜନ। ଏ ପୃଷ୍ଟିକର ଖାଦ୍ୟ ଖାଇ ପିଲା ପାଠ ପଢିବେ କି ମେଡ଼ିକାଲରେ ଭର୍ତ୍ତି ହେବେ ସେଇ ଚିତ୍ର ଆପଣଙ୍କ ସାମ୍ନାରେ। ଦେଖନ୍ତୁ କେମିତି ଚାଲିଛି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା...