ବସ୍ତା ସାରା ଖାଲି ପୋକ ସାଲୁବାଲୁ ହେଉଛନ୍ତି। ଆଉ ଏଇ ଚାଉଳରେ ପିଲାଙ୍କ ପାଇଁ ତିଆରି ହୋଇଛି ମଧ୍ୟାହ୍ନ ଭୋଜନ। ଏ ପୃଷ୍ଟିକର ଖାଦ୍ୟ ଖାଇ ପିଲା ପାଠ ପଢିବେ କି ମେଡ଼ିକାଲରେ ଭର୍ତ୍ତି ହେବେ ସେଇ ଚିତ୍ର ଆପଣଙ୍କ ସାମ୍ନାରେ। ଦେଖନ୍ତୁ କେମିତି ଚାଲିଛି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା...
Published: Pallipuspa Samal
Last updated: 22 May 2022, 11:36 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।