• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Vigilance sleuths raid seven different places including residence of Dusmanta Dehuri
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ; ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭିଜିଲାନ୍ସ ଜାଲରେ ନିମାପଡ଼ାରେ କାର୍ଯ୍ୟରତ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀ...

Special Story । UP police intercept auto rickshaw, find 27 passengers inside
ଗୋଟିଏ ଅଟୋରେ ବସିଥିଲେ ୨୭ ଯାତ୍ରୀ, ରାସ୍ତାରେ ଅଟକାଇଲା ପୋଲିସ...

ଗୋଟିଏ ଅଟୋରେ ୨୭ ଜଣ ବସି କରୁଥିଲେ ଯାତ୍ରା, ଅଧା ରାସ୍ତାରେ ଅଟକାଇଲା ପୋଲିସ୍‌। ଆଉ ତା’ପରେ ହେଲା କଣ ଦେଖନ୍ତୁ ଏଇ ଭିଡ଼ିଓ

The Great Odisha Political Circus । Special episode on Maharashtra politics
ଆଜିକା ନାଟକରେ ଭକ୍ତି ନାହିଁ ବରଂ ଅଛି ବଡ଼ ବଡ଼ ଚୁକ୍ତି...

ଜୟଶ୍ରୀରାମ ଜୟଶ୍ରୀରାମ କହି ଉଦ୍ଧବଙ୍କୁ ଅନାଥ କରିଦେଲେ, ଏକନାଥଙ୍କୁ ରାଜା କରିଦେଲେ....କଣ କହିବୁ କହ....ଅଟୋ ଚଳାଉ ଚଳାଉ ଏବେ ରାଜ୍ୟ ଚଳାଇବେ ସିନ୍ଦେ, ହେଲେ ଏ ନାଟକ ଲେଖିଥିଲା କିଏ?

Asha ra aloka | Consumption of alcohol creates spat among husband and wife
ସିଏ ମୋଠାରୁ ସାନ, ମୁଁ ତାଙ୍କୁ କାହିଁକି କ୍ଷମା ମାଗିବି?

ମୁଁ ହଜାରେ ଜାଗାରେ କାମ କରୁଛି, କାହା ପାଖରେ କେତେବେଳେ କାମ କରିବି ସେ ହିସାବ ମୁଁ କେତେ ଥର ଦେବି? ସ୍ତ୍ରୀଙ୍କୁ ଲୁଚିକି ସ୍ୱାମୀ କାମ କରିବାକୁ ଯାଉଛନ୍ତି କି? ସୀମିତ ରୋଜଗାର ଭିତରେ ପରିବାର ଚଳାଇବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା କି ଫାଟ?

Special Story | Ganjam Sarpanch keeps his words, launches own ambulance service
କଥା ଦେଇ କଥା ରଖିଲେ ସରପଞ୍ଚ, ପଞ୍ଚାୟତରେ ଆରମ୍ଭ କଲେ ନିଜସ୍ୱ ଆମ୍ବୁଲାନ୍ସ ସେବା

ନିର୍ବାଚନ ବେଳେ ସରପଞ୍ଚ ପ୍ରାର୍ଥୀ କଥା ଦେଇଥିଲେ, ଜିତିଲେ ଗାଁର ନିଜସ୍ୱ ଆମ୍ବୁଲାନ୍ସ ସେବା ଆରମ୍ଭ କରିବି। ସେ ନିର୍ବାଚନ ଜିତିଲେ। ଏବେ ପ୍ରତିଶ୍ରୁତି ମୁତାବକ, ନିଜ ପଞ୍ଚାୟତରେ ନିଜସ୍ୱ ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି।

Phir V Mera Maan Pyasa। The song that made homemaker internet sensation overnight
ରୁଟି କରୁ କରୁ ଗୀତ ଗାଇଲେ ଏଇ ମହିଳା, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

ରୁଟି କରୁ କରୁ ଗୀତ ଗାଇଲେ ଏଇ ମହିଳା। ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି ଏଇ ଭିଡ଼ିଓ....ପାଖାପାଖି1 Million ଲୋକ ଦେଖି ସାରିଲେଣି ଏଇ ଭିଡ଼ିଓ....ଯିଏ ଦେଖୁଛି ସିଏ କହୁଛି....

Special story
ଖରାପ ରାସ୍ତା ପାଇଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ : ସାଇକେଲରେ ବୁହା ହେଲେ ଗର୍ଭବତୀ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ।

Special Rule | Rs 2000 fine may be slapped even if you wear helmet while riding, check new rule
ଏଣିକି ହେଲମେଟ୍‌ ପିନ୍ଧିଥିଲେ ବି ଏଇ ସବୁ କାରଣ ପାଇଁ ଟ୍ରାଫିକ୍‌ କାଟିବ ଫାଇନ୍‌...

ଏଣିକି ରାସ୍ତାରେ ହେଲମେଟ୍‌ ପିନ୍ଧି ଗାଡ଼ି ଚଳାଉଥିଲେ ବି ଟ୍ରାଫିକ୍‌ ପୋଲିସ କାଟିବ ଆପଣଙ୍କ ଫାଇନ୍‌। ୧୦୦ ନୁହେଁ କି ୨୦୦ ନୁହେଁ ବରଂ ୨ ହଜାର ଟଙ୍କା କାଟିବ ଜୋରିମାନା। ନୂଆ ନିୟମ ସମ୍ପର୍କରେ ଟିକିନିଖି ତଥ୍ୟ ଜାଣିରଖନ୍ତୁ ନହେଲେ ହଇରାଣ ହେବେ ଆପଣ...

News Fuse | ‘I don’t demand money, people offer me Rs 350 for birth certificate’
ମୁଁ ଟଙ୍କା ମାଗେନି...ବାର୍ଥ ସାର୍ଟିଫିକେଟ୍‌ ପାଇଁ ଲୋକେ ୩୫୦ ଦେଉଛନ୍ତି...

ନା...ମୁଁ କାହାକୁ ଟଙ୍କା ମାଗେନି। ଜନ୍ମ ପ୍ରମାଣପତ୍ର ପାଇବା ପାଇଁ ଲୋକେ ମତେ ଯାଚିକି ଯାହା କିଛି ଦିଅନ୍ତି...ସରକାରୀ ରେଟ୍‌ ୧୨ ଆଉ ତୁମେ ମାନେ ନେବ ୩୫୦? ନାରଣ ମୋର ଦରକାର ନାହିଁ, ମୁଁ ଯାଉଛି...

Special story
ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ, ୫ ଗୁରୁତର

ସୋନପୁରର ଏନ୍ଏଚ୍ ୫୭ର ବଡ଼ବାହାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

School Students
ପ୍ରଖର ନଈ ସୁଅରେ ସ୍କୁଲ ପିଲାଙ୍କ ବିପଜ୍ଜନକ ଯାତ୍ରା

ଡିଇଓଙ୍କଠୁ ଗଣଶିକ୍ଷାମନ୍ତ୍ରୀ, ସମସ୍ତେ କହୁଛନ୍ତି ତଦନ୍ତ ହେବ । ମହେନ୍ଦ୍ରତନୟାରେ ପୋଲଟିଏ ହେଉନଥିବାରୁ ହଟୁନି ଦୁର୍ଦ୍ଦଶା ।

video of 27 people riding in an auto that went to offer bakrid prayers went viral
ପୋଲିସ୍ ହାବୁଡ଼େ ପଡିଲା ଅଟୋ; ବସିଥିଲେ ୨୭ ଯାତ୍ରୀ

ଅଟୋରୁ ବାହାରିଲେ ୨୭ ଯାତ୍ରୀ...

Special story
ପିଇଓ, ଜିଆରଏସ୍ ଓ ଜେଇଙ୍କ ମଧୁଚନ୍ଦ୍ରିକା : ମନରେଗା ଯୋଜନାରେ ବଡ଼ ଧରଣର ଦୁର୍ନୀତି

୨୦୨୧-୨୨ରେ ବଡ଼ଗାଁମାଲ ଶାଖା କେନାଲ ମରାମତି ପାଇଁ ବ୍ୟୟ ଅଟକଳ ହୋଇଥିଲା ୯ ଲକ୍ଷ ୯୯ ହଜାର ଟଙ୍କା । ମନରେଗା ୱେବସାଇଟ୍ ତଥ୍ୟ କହୁଛି, ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୩ ଲକ୍ଷ ୭୯ ହଜାର ଟଙ୍କା

Special story
ଗଛ ଲଗାଇବା ବାହାନାରେ ଖାଇଗଲେ ଟଙ୍କା, ବନ ବିଭାଗ ଅଧିକାରୀଙ୍କ ବିରୋଧରେ ଅଭିଯୋଗ

୧୦ ହେକ୍ଟର ଜମିରେ ଗଛ ଲାଗିବାର ଥିଲା ଗଛର ଚିହ୍ନ ବର୍ଣ୍ଣ ନାହିଁ, ହେଲେ ୮ ଲକ୍ଷ ଟଙ୍କା ହଡପ୍ ହୋଇଛି

Passenger Raises 'train Hijack' Alarm On Twitter; Railways Clarify 'it's Diverted'
ଷ୍ଟେସନରେ ଟ୍ରେନ ହାଇଜ୍ୟାକ ! ଆତଙ୍କିତ ଅବସ୍ଥାରେ ଯାତ୍ରୀ

ଟ୍ରେନ ହାଇଜ୍ୟାକ ଖବର ପାଇଁ ଡାଇଭର୍ଟ ହେଲା ଟ୍ରେନ୍‌...

Odisha girl suffering from rare disease
ଅଜଣା ରୋଗରେ ଛଟପଟ ହେଉଛି ଚଉଦ ବର୍ଷର ଏ ଝିଅ

ରକ୍ତ ମାଂସର ଶରୀର ଅଛି ତ ରୋଗ ବି ଅଛି। ହେଲେ ଏ କୁନି ଝିଅକୁ ଏମିତି ରୋଗ ହୋଇଛି, ଯାହାକୁ ଜାଣିପାରୁନାହାଁନ୍ତି ଡାକ୍ତର। ଓଡ଼ିଶା ବାହାରେ ଚିକିତ୍ସିତ ହେବାକୁ ଡାକ୍ତର ପରାମର୍ଶ ହେବା ପରେ ଅର୍ଥ ଚିନ୍ତାରେ ଘାଣ୍ଟି ହେଉଛନ୍ତି ପରିବାର। କୌଣସି ବି ସହୃଦୟ ବ୍ୟକ୍ତି ସାହାର୍ଯ୍ୟର ହାତ ବଢାଇବା ପାଇଁ ଆଜିର ନିବେଦନ...

Passenger bus 'Sarala' enroute to Bhubaneswar from Puri overturns
ପୁରୀ-ଭୁବନେଶ୍ୱର ବସ୍‌ ଓଲଟିଲା, ତଳେ ଗଳି ପଡ଼ିଥିବା ବସ୍‌କୁ ଲୋକ ଉଠାଇ ଦେଲେ

ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ୧୦୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। 

Monsoon Flood Fear Triggers Panic In Several Low Lying Odisha Villages
ବର୍ଷା ଆସିଲେ ଗାଁ ବୁଡ଼ି ଯିବାର ଭୟ, ଆତଙ୍କିତ ଅବସ୍ଥାରେ ଲୋକେ

ଯାଜପୁର ଜିଲ୍ଲାର ଧର୍ମଶାଳା ଓ ବରୀ ଅଞ୍ଚଳରେ ଥିବା ଦୁର୍ବଳ ନଦୀବନ୍ଧର ମରାମତି ହୋଇ ନଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବର୍ଷା ଦିନ ପୂର୍ବରୁ ନଦୀବନ୍ଧ ମରାମତି ସରିନଥିବାରୁ ପୁଣି ଘାଇ ସୃଷ୍ଟି ହେବାର ଆଶଙ୍କା ରହିଛି।

muslim family cutting cake made of goat photo
'ଜୀବେଦୟା'ର ନିଆରା ବାର୍ତ୍ତା: କେକ୍ କାଟି ପାଳିଲେ ବକ୍ରିଇଦ୍ ପର୍ବ

ନିଆରା ଢ଼ଙ୍ଗରେ ବକ୍ରିଇଦ୍ ପର୍ବ ପାଳନ କରି ଚର୍ଚ୍ଚାରେ ଉତ୍ତରପ୍ରଦେଶର ଏକ ପରିବାର ।

Elephant Death
ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନିକଟରେ ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଛି।

Apana Eka Nuhanti
ରୋଜଗାର ପାଇଁ ଯାଇଥିଲେ, ପଙ୍ଗୁ ହୋଇ ଫେରିଲେ

ଦଇବ ଦଉଡି ମଣିଷ ଗାଈ, ଜୁଆଡେ ଟାଣଇ ସିଆଡେ ଯାଇ... ଯାହା ଘଟିଛି ଏହି ଯୁବକଙ୍କ କ୍ଷେତ୍ରରେ। ସେ କେବେ ହେଲେ ଜାଣିନଥିଲେ ରୋଜଗାର ଆଣି ଦେବ ଅସରନ୍ତି ଦୁଃଖ ବୋଲି... ବବୁଲ୍ ବଂଚିଗଲେ ସିନା, ହେଲେ...

BJB College girl student Ruchika death case
ରୁଚିକାଙ୍କ ମା’ କଲେ ସାଂଘାତିକ ଅଭିଯୋଗ- ଝିଅର ଆତ୍ମହତ୍ୟା ପଛରେ ବଡ଼ବଡ଼ିଆଙ୍କ ହାତ !

ଆଜି ନ୍ୟାୟ ପାଇଁ ରୁଚିକାଙ୍କ ମା’ ଓ କିଛି ଆନ୍ଦୋଳନକାରୀ ପ୍ରତିବାଦ କରୁଥିବା ବେଳେ ବିଜେବି କଲେଜ ସାମ୍ନାରୁ ଆନ୍ଦୋଳନକାରୀଙ୍କୁ ପୋଲିସ୍‌ ଉଠାଇ ନେଇଥିଲା। ରୁଚିକାଙ୍କ ମା’ଙ୍କୁ ଜୋର ଜବରଦସ୍ତ ଉଠାଇବା ସହ ରାସ୍ତାରୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା ପୋଲିସ।

 Students risk life, use electric cable to cross river
ବାଜିରେ ଲାଗିଛି ଜୀବନ: ଭରା ନଈରେ ବିଦ୍ୟୁତ୍‌ ତାର ଧରି ନଦୀ ପାର୍‌ ହେଲେ ଛାତ୍ରଛାତ୍ରୀ

ଭରା ନଈରେ ବିଦ୍ୟୁତ୍‌ ତାର ସାହାଯ୍ୟରେ ନଦୀ ପାର୍‌ ହେଲେ ଛାତ୍ରଛାତ୍ରୀ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀରେ ପାଣି ଆସି ଯିବାରୁ ପିଲାମାନେ ପାଠ ପାଢିବାକୁ ଯାଇ ନଦୀର ଆରପଟେ ରହି ଯାଇଥିଲେ।

E News
ପ୍ରେମରେ ନାୟକ-ନାୟିକାଙ୍କ ହାଲ୍ ବେହାଲ୍

ଯେବେ ନାୟକ-ନାୟିକାଙ୍କ ମନ ଉଡେରେ... ଚାଖଣ୍ଡ ଉଚ୍ଚରେ ଆସି ପାଦ ପଡେରେ...

  • Monday, 11 July 2022
  • ENews
 Female PET found hanging in Nabarangpur
କାହିଁକି ଜୀବନ ହାରିଲେ ରିଲ୍-ରାଣୀ ତନୁଜା ବିଶ୍ୱାସ? ଶେଷ ଚିଠିରେ ଲେଖିଲେ ଏମିତି କଥା…

ଝିଅଟିଏ ହୋଇ ବୁଲେଟ୍ ଚଢୁଥିଲେ, ନିଜ ଅନ୍ଦାଜରେ ବଂଚୁଥିଲେ। ଶହ ଶହ ରିଲ୍-ଭିଡିଓ କରି ଜୀବନକୁ ଏକ ଗୀତ ପରି ବଞ୍ଚୁଥିବା ଲେଡି-ପିଇଟି ତନୁଜା ବିଶ୍ୱାସଙ୍କୁ ନେଇ ଏବେ ସାରା ସହରରେ ଚର୍ଚ୍ଚା। ତାଙ୍କ ଅନ୍ଦାଜ ପାଇଁ ସେହି ଛୋଟିଆ ସହରଟିରେ ସେ ଥିଲେ ଖୁବ୍ ଜଣାଶୁଣା। କିନ୍ତୁ ହଠାତ୍ ସେ ନିଜ ଜୀବନକୁ ଶେଷ କରିଦେଲେ ଗୋଟିଏ ମୁହୂର୍ତ୍ତରେ। ଗଲାବେଳେ ଛାଡ଼ିଗଲେ ଶେଷ ଚିଠି। ତନୁଜା, ଏମିତି କରିବା କଣ ଜରୁରି ଥିଲା? ଜୀବନ ତ କେତେ ସୁନ୍ଦର ଥିଲା...