ଜନ୍ମର ୩ ମାସ ପରେ ମାଆ ମରିଯିବାରୁ ଆଶ୍ରମକୁ ଟେକି ଦେଇଥିଲେ ବାପା । ପୋଷ୍ୟ ସନ୍ତାନ ଭାବେ ମାମିନାଙ୍କୁ ନେଇଥିଲେ ବିଦେଶୀ ଦମ୍ପତ୍ତି ।
ଲୋକଲଜ୍ଜା ସହିନପାରି ଆତ୍ମହତ୍ୟା କଲେ ବିବାହିତା ମହିଳା। ସେପଟେ ସମ୍ପୃକ୍ତ ବିବାହିତା ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ଆସି ଗାଁ ଲୋକଙ୍କ ଦ୍ଵାରା ନିର୍ଧୂମ ମାଡ଼ ଖାଇଲେ ଯୁବକ।
ପଂଚାୟତ ନିର୍ବାଚନରେ ହାରିବା ପରେ ଲୋକଙ୍କୁ ଠକିଦେଲେ ନେତା। ଜବକାର୍ଡ କରାଇବା ନାଁରେ ଆଧାର ସହ ଏଇ ଡକ୍ୟୁମେଂଟ ନେଲେ ହେଲେ ସବୁ ଟଙ୍କାକୁ ନିଜେ ଖାଇଗଲେ, ଦେଖନ୍ତୁ କେମିତି ଏଇ ନେତା ଜଣକ ହଡପ କରିଛନ୍ତି ଲୋକଙ୍କ ଟଙ୍କା...
ମନରେ ଅନେକ ଦୁଖଃ କଷ୍ଟ ଥାଏ ତଥାପି ଛାତିରେ ପଥର ରଖି ପରୀକ୍ଷା ଦେଇଥିଲା ଝିଅ। ଏବେ ମାଟ୍ରିକ ପରୀକ୍ଷାରେ ପାସ୍ କରିଛି ଝିଅ। ମା’ଙ୍କ ସ୍ୱପ୍ନ ପୂରଣ କରିଛନ୍ତି, ହେଲେ ପାଖରେ ମାଆ ନାହିଁ।
ମୋ ବୋଉଲୋ...ପଳା ପଳାରେ ନାରଣ। ଆଲୋ ଇଏ କଣ? ମଧ୍ୟାହ୍ନ ଭୋଜନ ବେଳେ ଇଏ କଣ ଏମିତି ପିଟାପିଟି ହେଲେଣି। ଇଏ ତାକୁ ଛେଚିଲାଣି, ସିଏ ୟାକୁ ଜୋତାରେ ପିଟିଲାଣି। ଆରେ ଆରେ..ଏଇଠି କଣ ଚାଲିଛି, ତୁମେ ଏମିତି ହେଉଛ...ପିଲା ଖାଇବେ କଣ?
ରଥଯାତ୍ରା ବନ୍ଦ ପାଇଁ ସରକାର ଚାହୁଁନଥିଲେ। ଏମାନେ ଟେନସନ୍ ନେବା ପାଇଁ ଚାହୁଁନଥିଲେ....ପ୍ରଭୁ ବଡ଼ଦାଣ୍ଡକୁ ଆସିଲେ ସବୁ ଦୁଃଖ ଦୂର ହେବ। ଯାତ୍ରା ଶୃଙ୍ଖଳିତ ହେଉ, କି କଣ ଦେଲା ସେଇଟା ଅଲଗା କଥା। କିନ୍ତୁ ପ୍ରଶାସନ ପୂରା ସହଯୋଗ କରୁଛି, ତେଣୁ ଯାତ୍ରା ବଢିଆ ହେଉଛି: ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ, ଜଗନ୍ନାଥ ସ୍ୱାଇଁ ମହାପାତ୍ର
ମୋ ଶ୍ୱଶୁର ଜମିଦାର, ଏବେ ପାଲ ଘରେ ରହୁଛୁ। ଆରେ ଆରେ...ସେ ଘରେ ରହିଲେ ଗରମ ଆଉ ବାହାରେ ରହିଲେ ଥଣ୍ଡା ଭଲପାଆନ୍ତି...ତାଙ୍କୁ ଯଦି ତୁମେ , ଏବେ ସାଙ୍ଗେ ସାଙ୍ଗେ ରାଗି ଯିବେ...
ଆପଣଙ୍କ ଚାକିରି ଅଛି, ଆମର ବେପାର ଅଛି....ଆଉ ମାଡାମଙ୍କ ୟୁଟ୍ୟୁବ୍ରେ ଭାରି ଚାହିଦା ଅଛି....ଆମେ ଏମିତି କେତେ ଟଙ୍କା ରୋଜଗାର କରିଛୁ କି ଆପଣଙ୍କ ନ୍ୟୁଡ୍ ଫଟୋରୁ? ଭାଉଜ ତୁମେ ଭାରି...
ବାଃ ବାଃରେ ସରକାର। ୨୮ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ହେଲା ପିଚୁ, ହେଲେ ୨୮ ଦିନରେ ଉଠିଗଲା। ସାଇକେଲ ଗାଡ଼ି କଥା ଛାଡନ୍ତୁ ଚାଲିକି ଗଲେ ବି ଜୋତାରେ ଲାଗିଯାଉଛି ଖଣ୍ଡ ଖଣ୍ଡ ପିଚୁ...ଗାଁ ଲୋକଙ୍କୁ ଠକି ଦେଲେ ଠିକାଦାର
ମାଙ୍କଡ଼ଙ୍କ ପାଇଁ ବ୍ରିଜ୍ । କେବଳ ମାଙ୍କଡ଼ ନୁହେଁ ଜଙ୍ଗଲରେ ରହୁଥିବା ଅନ୍ୟ ପଶୁଙ୍କ ପାଇଁ ତିଆରି ହୋଇଛି ସେତୁ...
ଗାଁ ଲୋକଙ୍କ ଦେଶପ୍ରେମ। ୨୦ ବର୍ଷ ଆର୍ମି ଚାକିରି ପରେ ଗାଁକୁ ଫେରିଛନ୍ତି ବୀର ଯବାନ। ସ୍ୱାଗତ ପାଇଁ ଗାଁ ଲୋକଙ୍କ ବୋବାଲିଆ ପ୍ରସ୍ତୁତି। ଗାଁରେ ଯବାନ ପହଞ୍ଚୁ ପହଞ୍ଚୁ ଡିଜେ ବଜାଇ ସ୍ୱାଗତ କଲେ, ସୁସଜ୍ଜିତ ରଥରେ ଗାଁ ପରିକ୍ରମା କଲେ। ଶେଷରେ ପିଢା ପକାଇ ହଳଦୀ ପାଣିରେ ଗୋଡ ବି ଧୋଇ ଦେଲେ....ହାତରେ ଦେଲେ ଫୁଲତୋଡା, କାନ୍ଧରେ ଦେଲେ ଉତ୍ତରୀୟ...ସ୍ୱାଗତ ସମ୍ବର୍ଦ୍ଧନା ଦେଖି ସ୍ତବ୍ଧ ହେଲେ ଯବାନ
ମିଶିକି ପରୀକ୍ଷାରେ ପାସ୍ କଲେ ମାଆ ଓ ପୁଅ...
ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ୫୦ ଡେଇଁଲେ ଆଉ କରିପାରିବେନି ଚାକିରି....ସରକାର ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କେବେଠାରୁ ଲାଗୁ ହେବ ନିୟମ
ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋକୁ ଏକ ଟ୍ରକ୍ ପଛପଟୁ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ନାବାଳକ ଆହତ ହୋଇଛନ୍ତି।
ଦୁର୍ଘଟଣାରେ ମୃତାହତ ସମସ୍ତେ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି।
ଡେଙ୍ଗୁ ଓ ଚିକୁନ୍ଗୁନିଆ ନିୟନ୍ତ୍ରଣ ପାଇଁ ଚାଲିଥିବା ଗବେଷଣାକୁ ବଡ଼ ସଫଳତା...ରୋଗବାହକ ମଶା ଦେହରୁ ଭୂତାଣୁ ମାରିବ ସ୍ୱତନ୍ତ୍ର ପ୍ରଜାତିର ବିକଶିତ ମାଇ ମଶା...
କୁମ୍ଭୀର ମୁହଁରୁ ମୁକୁଳିଲେ ନିତ୍ୟାନନ୍ଦ, ଆଉ ଏବେ ଲୋମଟାଙ୍କୁରା କାହାଣୀ ବଖାଣୁଛନ୍ତି...
ସୂତା ଖିଅରେ ଝୁଲିଛି ସୂତାକଳର ଭାଗ୍ୟ । ୧୯୯୯ ମସିହା ପରଠାରୁ ବନ୍ଦ ହୋଇଗଲାଣି କାମ । ଋଣ ଭାର ୪ କୋଟି ଉପରେ । କାରଖାନା ଖୋଲିବାକୁ ବାରମ୍ବାର ଦାବି କରୁଛନ୍ତି ଲୋକେ । ହେଲେ ସରକାରଙ୍କ ଆନ୍ତରିକତା ନଥଖିବାରୁ ଅନ୍ଧାରରେ ୧୨ ଶ୍ରମିକଙ୍କ ଭବିଷ୍ୟତ।
ବିବାଦରେ ପଡିଥିବା ଫିଲ୍ମ ନିର୍ମାତାଙ୍କ ଆଉଏକ ବିବାଦୀୟ ଟ୍ୱିଟ୍...
ଭବିଷ୍ୟତ କାଗଜ ଖଣ୍ଡିଏ ଉପରେ ନିର୍ଭର କରେ ନାହିଁ ବୋଲି କହି ଉଦାହରଣ ସୃଷ୍ଟି କରିଛନ୍ତି IAS...
ପର୍ଯ୍ୟଟନ ଋତୁ ପାଇଁ ଏବେଠୁ ସଜେଇ ହେଲାଣି କୋରାପୁଟ୍। ମିଆୱାକି ପ୍ରଣାଳୀରେ କରାଯାଇଛି ସୌର ଉଦ୍ୟାନ। ୮୦୦୦ ଟି ବୃକ୍ଷ ବି ଲଗାଯାଇଛି... ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଏଠାରେ ଏଭଳି ଭାବରେ ସଜା ଯାଇଛି ଯେ ଯିଏ ଦେଖିବ ସିଏ ଅଟକି ଯିବ
ମୋର କଲ୍ ଥିଲା, ମୁଁ ଆଡଭାନ୍ସ କାହିଁକି ନେବି? ତା’କୁ ଯଦି ମୁଁ ଦରକାର...ତେବେ ଡେଟ୍ ଘୁଂଚାଇବ...ନହେଲେ ମୁଁ କିଛି ହେଲ୍ପ କରିବିନି
କାରରେ ଟଙ୍କା ନେଇ ଯାଉଛନ୍ତି କି? ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ....କାରଣ ମାତିଛନ୍ତି ଏରଗୁଲା ଗ୍ୟାଙ୍ଗ୍....ପୂରା ପ୍ଲାନରେ ବ୍ୟାଙ୍କକୁ ଆସୁଛନ୍ତି, ପୂରା ମାର୍କ କରୁଛନ୍ତି। ଆଉ ବାହାରେ ଏଇ ମେସିନ୍ ଲଗାଇ କାଚ ଭାଙ୍ଗିକି କରୁଛନ୍ତି ଲୁଟ୍, ମାତ୍ର ୧ ମିନିଟ୍ରେ ଖେଳ ଶେଷ...
ସୋସିଆଲ ମିଡ଼ିଆରେ ରିଲ୍ କରିବା ହେଲା କାଳ। ରିଲ୍ର ରିଅଲ ଫଟୋ ନେଇ ନ୍ୟୁଡ୍ କରି ଭାଇରାଲ କରିଦେଲେ ଫଟୋ...ଆଉ ମୋବାଇଲକୁ ମେସେଜ୍ ଦେଲେ, ପଙ୍ଗା ନେବ ତ ନଙ୍ଗା ହେବ....ଦେଖନ୍ତୁ ୟା ପରେ ହେଲା କଣ?
ଏକ ନୂଆ ପ୍ରଜାତିର ମାଈ ମଶା ଜରିଆରେ ରୋଗ ନିୟନ୍ତ୍ରଣ ସୂଚନା । ସୂଚନା ଦେଲା ICMRର ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର ।