ଦଇବ ଦଉଡି ମଣିଷ ଗାଈ, ଜୁଆଡେ ଟାଣଇ ସିଆଡେ ଯାଇ... ଯାହା ଘଟିଛି ଏହି ଯୁବକଙ୍କ କ୍ଷେତ୍ରରେ। ସେ କେବେ ହେଲେ ଜାଣିନଥିଲେ ରୋଜଗାର ଆଣି ଦେବ ଅସରନ୍ତି ଦୁଃଖ ବୋଲି... ବବୁଲ୍ ବଂଚିଗଲେ ସିନା, ହେଲେ...
ଆଜି ନ୍ୟାୟ ପାଇଁ ରୁଚିକାଙ୍କ ମା’ ଓ କିଛି ଆନ୍ଦୋଳନକାରୀ ପ୍ରତିବାଦ କରୁଥିବା ବେଳେ ବିଜେବି କଲେଜ ସାମ୍ନାରୁ ଆନ୍ଦୋଳନକାରୀଙ୍କୁ ପୋଲିସ୍ ଉଠାଇ ନେଇଥିଲା। ରୁଚିକାଙ୍କ ମା’ଙ୍କୁ ଜୋର ଜବରଦସ୍ତ ଉଠାଇବା ସହ ରାସ୍ତାରୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା ପୋଲିସ।
ଭରା ନଈରେ ବିଦ୍ୟୁତ୍ ତାର ସାହାଯ୍ୟରେ ନଦୀ ପାର୍ ହେଲେ ଛାତ୍ରଛାତ୍ରୀ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀରେ ପାଣି ଆସି ଯିବାରୁ ପିଲାମାନେ ପାଠ ପାଢିବାକୁ ଯାଇ ନଦୀର ଆରପଟେ ରହି ଯାଇଥିଲେ।
ଯେବେ ନାୟକ-ନାୟିକାଙ୍କ ମନ ଉଡେରେ... ଚାଖଣ୍ଡ ଉଚ୍ଚରେ ଆସି ପାଦ ପଡେରେ...
ଝିଅଟିଏ ହୋଇ ବୁଲେଟ୍ ଚଢୁଥିଲେ, ନିଜ ଅନ୍ଦାଜରେ ବଂଚୁଥିଲେ। ଶହ ଶହ ରିଲ୍-ଭିଡିଓ କରି ଜୀବନକୁ ଏକ ଗୀତ ପରି ବଞ୍ଚୁଥିବା ଲେଡି-ପିଇଟି ତନୁଜା ବିଶ୍ୱାସଙ୍କୁ ନେଇ ଏବେ ସାରା ସହରରେ ଚର୍ଚ୍ଚା। ତାଙ୍କ ଅନ୍ଦାଜ ପାଇଁ ସେହି ଛୋଟିଆ ସହରଟିରେ ସେ ଥିଲେ ଖୁବ୍ ଜଣାଶୁଣା। କିନ୍ତୁ ହଠାତ୍ ସେ ନିଜ ଜୀବନକୁ ଶେଷ କରିଦେଲେ ଗୋଟିଏ ମୁହୂର୍ତ୍ତରେ। ଗଲାବେଳେ ଛାଡ଼ିଗଲେ ଶେଷ ଚିଠି। ତନୁଜା, ଏମିତି କରିବା କଣ ଜରୁରି ଥିଲା? ଜୀବନ ତ କେତେ ସୁନ୍ଦର ଥିଲା...
ଏତେ ଖୁସି ମିଜାଜ୍ ଓ ଅନ୍ୟକୁ ବଞ୍ଚିବାକୁ ବାଟ ଦେଖାଉଥିବା ତନୁଜାଙ୍କ ଆତ୍ମହତ୍ୟା ସମସ୍ତଙ୍କ ସ୍ତବ୍ଧ କରି ଦେଇଛି। ରିଲ୍ସ ଶିକ୍ଷୟିତ୍ରୀ ନାମରେ ସେ ବେଶ୍ ପରିଚିତ ଥିଲେ।
ଆଖି ବୁଜିଲେ ଗ୍ରୀନ୍-ରେ ଚିଟଫଣ୍ଡ କଂପାନିର ନିର୍ଦ୍ଦେଶକ ମୀର ସହରୁଦ୍ଦିନ ଓରଫ ଗୋରା। ଝାରପଡ଼ା ଜେଲ ବାଥରୁମରେ ଗୋଡ଼ ଖସି ଗୋରାଙ୍କ ଜୀବନ ଯାଇଛି ।
ବର୍ଷା ଯିବା ପରେ ମେୟର୍ ମ୍ୟାଡମ୍ ବୁଲିଲେ ରାଜଧାନୀ। ଚାଲି ଚାଲି ରାଜଧାନୀବାସୀଙ୍କୁ କହିଲେ...
ଭିଡ଼ର ସୁଯୋଗ ନେଇ ମହିଳାଙ୍କୁ ଅସଦଚାରଣ କଲେ ସୁରକ୍ଷାକର୍ମୀ
ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ସ୍କୁଲ ଯାଇ ପାରୁନି କୁନି ଝିଅ । ଅଜଣା ରୋଗରେ ପଡ଼ି ଝଟପଟ୍ ହେଉଛି ।
ସରକାରୀ ନୀତି ନିୟମର ଧଜିଆ ଉଡ଼ାଇ ମାଫିଆମାନେ ବୋହି ନେଉଛନ୍ତି ଟ୍ରକ୍ ଟ୍ରକ୍ ପଥର। ଜଗିବାକୁ କିଏ ଅଛି ନା ରୋକିବାକୁ କିଏ ସାହସ କରୁଛି।
ସୋସିଆଲ ମିଡିଆରେ ବିବାହ ପରର ଦୃଶ୍ୟ ଭାଇରାଲ ହେଉଛି ।
‘ମନ୍ଦିର ନଷ୍ଟଭ୍ରଷ୍ଟ ହୋଇଗଲାଣି। ଦେଉଳରେ ଦୁନିଆ ଫାଟ, ଆମକୁ ଯୋଡ଼େ ଦେଖାଉଛନ୍ତି। ଭକ୍ତ ଆସନ୍ତି ଦେଉଳରେ ଦିଅଁ ଦର୍ଶନ ପାଇଁ। ଏଠି ତ ଗଛପତର ଲାଗୁଛି, ସେଠି କ’ଣ କୃଷ୍ଣଲୀଳା ହେବ?’ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନିଙ୍କ ସହ ‘ଖୋଲାକଥା’।
ଜୀବନ କଣ ଜାଣିବା ଆଗରୁ, ଏ କୁନିକୁନି ପିଲାମାନଙ୍କ ପାଖରୁ ଈଶ୍ୱର ଛଡ଼େଇ ନେଲେ ଘରର ତିନି ମୁରବୀଙ୍କୁ। କୁନିଝିଅଟି ଗାଲୁରୁ ଗାଲୁରୁ ହୋଇ ନିଜ ଭାଷାରେ ବଖାଣୁଛି ନିଜର ଦୁଃଖ। ସତରେ ଈଶ୍ୱର ବେଳେବେଳେ ଏମିତି ନିର୍ଦ୍ଦୟ କାହିଁକି ହୁଅନ୍ତି?
କୁକୁର ଓ ମଣିଷ ଭିତରେ ଏମିତି ପ୍ରେମ ବୋଧେ ଆପଣ ଆଗରୁ କେବେ ଦେଖିନଥିବେ। ଯେଉଁ ଟ୍ରକରେ ମାଲିକ ପଳାଉଥିଲା, ସେ ଟ୍ରକ୍ ପଛରେ ୪ କିଲୋମିଟର ଦଉଡ଼ିଲା ପୋଷା କୁକୁରଟି। କୁକୁରଟି ବ୍ୟସ୍ତବହୁଳ ହାଇୱେ ଉପରେ ଦଉଡ଼ିବାର ଦୃଶ୍ୟ, ସତରେ ଥିଲା ବଡ଼ ବିକଳ। ଏ ପୂରା ଦୃଶ୍ୟ ଆମେ ରେକର୍ଡ କରିଥିଲୁ କ୍ୟାମେରାରେ। ଶେଷରେ କ’ଣ ଘଟିଲା, ଆଉ ମାଲିକ କ’ଣ କହିଲେ, ତାହା ଜାଣିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ।
ପ୍ରେମ ଯେତେବେଳେ ଆରମ୍ଭ ହୁଏ, ତାହା ଲୁଚାଚୋରାରେ ହୁଏ। କିନ୍ତୁ ଧୀରେଧୀରେ ଅବସ୍ଥା ଅସମ୍ଭାଳ ହୁଏ। ଯେଉଁ ଦୁନିଆକୁ ଲୁଚୁଥାନ୍ତି, ସମୟ ଆସେ, ସେମାନେ ନିଜକୁ ଖୋଲି ଦିଅନ୍ତି। ଆଉ କୁହନ୍ତି- ଏ ଦିଲ୍ ଟା ତ ଦିୱାନା, ଜାଣିଲେ ଜାଣୁ ଏ ଜମାନା…
୨୯ ବର୍ଷ ତଳେ ଟଙ୍କା ଅଭାବରୁ କୁନି ଝିଅକୁ ଆଶ୍ରମରେ ଛାଡି ଦେଇଥିଲେ ବାପା। ପରେ ମାମିନାଙ୍କ କୌଣସି ଖୋଜ ଖବର ବି ନଥିଲା..କିନ୍ତୁ ୨୯ ବର୍ଷ ପରେ ନିଜର ଅସଲ ଠିକଣା ପାଇବା ପରେ ସ୍ୱାମୀଙ୍କୁ ଧରି ଜନ୍ମମାଟିକୁ ଫେରିଛନ୍ତି ମାମିନା। ଦୀର୍ଘଦିନ ପରେ ଘରକୁ ଫେରିଥିବାରୁ ଖୁସିରେ ଗଦଗଦ ପରିବାର ଲୋକ..
ହୀନମାନସିକତା ଥିବା ଲୋକଙ୍କୁ ଉପଯୁକ୍ତ ପ୍ରତିଉତ୍ତର ଦେଲେ ମନ୍ତ୍ରୀ..
କୁଆପଥର ଭଳିଆ ଆକାଶରୁ ଖାଲି ନଡ଼ିଆ ବର୍ଷା !!
ଆଇଏଏସ୍ ହେବାର ସ୍ୱପ୍ନ ଦେଖୁଛି କେନ୍ଦ୍ରାପଡ଼ାର କୁନି ଝିଅ। ମାଟ୍ରିକ୍ରେ ଜିଲ୍ଲା ଟପ୍ପର ବି ହେଲେ । କିନ୍ତୁ କଲେଜ୍ରେ ପାଠ ପଢାଇବାକୁ ବାପାଙ୍କର ନାହିଁ ସମ୍ବଳ। କଷ୍ଟେମଷ୍ଟେ ମାଟ୍ରିକ୍ ପର୍ଯ୍ୟନ୍ତ ପଢାଇଲେ ହେଲେ ଅଧିକ ପାଠ ପାଇଁ ଟଙ୍କା ନାହିଁ। ଝିଅର ସ୍ୱପ୍ନ ପାଇଁ ମାଆ କାନ୍ଦୁଛି ତ ବାପା ବି କାନ୍ଦୁଛନ୍ତି । ସରକାରୀ ସାହାଯ୍ୟ ମିଳିଲେ ଝିଅର ସ୍ୱପ୍ନ ପୂରଣ ହେବ ବୋଲି କହୁଛି ପରିବାର ।
ବେଦୀରୁ ଉଠି ଚାଲିଗଲା କନ୍ୟା, କହିଲା କିଛି ଏମିତି...
ଦଣ୍ଡମୁକ୍ତ ଅଞ୍ଚଳ ସ୍କୁଲରେ ପିଲାଙ୍କୁ ନିର୍ଘାତ ପିଟି ନୋଳା ଫଟାଇ ଦେଲେ କଟକ ନୂଆଗଡ଼ା ୟୁପି ସ୍କୁଲର ଶିକ୍ଷକ....
ଅମରନାଥରେ ଶନିବାର ସନ୍ଧ୍ୟାରେ ବାଦଲ ଫଟା ବର୍ଷା ଯୋଗୁ ଶତାଧିକ ଶ୍ରଦ୍ଧାଳୁ ଫସି ରହିଛନ୍ତି। ଗୁମ୍ଫା ଓ ପାର୍ବତ୍ୟ ଅଞ୍ଚଳରେ ଫସି ରହିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ରାୟଗଡ଼ାର ୫ ଜଣ ଅଛନ୍ତି।
କ୍ରଶବୋ ଚାମ୍ପିଅନସିପରେ ସ୍ଵର୍ଣ୍ଣ ଜିତି ଓଡ଼ିଶା ମାଟି ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ...
ପାଟିରେ ପାଣି ସ୍ପ୍ରେ କରି କରୁଥିଲେ ଆଇରନ୍, ଲୋକେ କହିଲେ କିଛି ଏମିତି...