• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Episode

E News
ତୁ ମୋ ରେଶମୀ ଡୋରୀ, ତୁ ମୋ ପ୍ରେମ ଡାଏରୀ

ତୁ ମୋ ରେଶମୀ ଡୋରୀ... ତୁ ମୋ ପ୍ରେମ ଡାଏରୀ... ତୁ ମୋ ମନ ରାଇଜର ଶାରୀ...

The Great Odisha Political Circus- Watch special episode on govt officials
ଆମେ ସରକାରୀ ଅଫିସର...ଜମାରୁ ମିଛ କହୁନୁ...

ଆମେ ରିପୋର୍ଟ ଦେବୁ, ତୁମେ ସଂଦେହ କରିବ? ଅଫିସ୍‌ରେ ଯାହା ହୁଏ ସବୁ ସତ...ମିଛର ପ୍ରଶ୍ନ ଉଠିଲା କେଉଁଠି?

The Great Odisha Political Circus- Special episode on Congress Political Crisis
ଏବେ କଂଗ୍ରେସ ରଥ ପୂରା ଦୋହଲୁଛି...ଆଗକୁ ତ ଯାଉନି ବରଂ ପଛକୁ ଫେରୁଛି...

ଇଏ ପରା କଂଗ୍ରେସ ରଥ। ଆଗକୁ ୩୩ ହାତ ଗଲେ ପଛକୁ ୧୬ ହାତ ଆସେ। ବେଳେ ବେଳେ ବଳଗଣ୍ଡିରେ ଯାହା ଅଟକୁ ଥିଲା କିନ୍ତୁ ଏଇନା ୯ ହାତ ଗଡି ଏମିତି ଜାମ୍‌ ହୋଇଛି ଯେ...ମୂଳରୁ ହାତେ ବି ବଢୁନି...

The Great Odisha Political Circus Special Episode On Single use Plastic Ban
ଏତେ ଦାମୀକିଆ ମଦ ପିଉଛୁ...ଗ୍ଲାସ୍‌ ପାଉନୁ ଯେ ଷଢେଇରେ ଟେକି ଦେଉଛୁ?

ମଦୁଆ ଜାତିରେ ତୁ କଳଙ୍କ। ଏତେ ଦାମୀକିଆ ମଦ ପିଉଛୁ...ହେଲେ ଗ୍ଲାସ୍‌ଟେ ପାଉନୁ ଯେ ଭଙ୍ଗା ଷଢେଇରେ ପିଉଛୁ। ଛି ଛି ଛି...ତୁ ଚୁପ୍‌ କର, ମୁଁ କଳଙ୍କ ନୁହେଁ ବେ ଡାଇମଣ୍ଡ। ନେତା ତ କହୁଛନ୍ତି ମଦୁଆ ବଢିଲେ ରାଜସ୍ୱ ବଢିବ। ତୁ ମତେ ସାଲ୍ୟୁଟ୍‌ ମାର୍‌...

The Great Odisha Political Circus । Special episode on Maharashtra politics
ଆଜିକା ନାଟକରେ ଭକ୍ତି ନାହିଁ ବରଂ ଅଛି ବଡ଼ ବଡ଼ ଚୁକ୍ତି...

ଜୟଶ୍ରୀରାମ ଜୟଶ୍ରୀରାମ କହି ଉଦ୍ଧବଙ୍କୁ ଅନାଥ କରିଦେଲେ, ଏକନାଥଙ୍କୁ ରାଜା କରିଦେଲେ....କଣ କହିବୁ କହ....ଅଟୋ ଚଳାଉ ଚଳାଉ ଏବେ ରାଜ୍ୟ ଚଳାଇବେ ସିନ୍ଦେ, ହେଲେ ଏ ନାଟକ ଲେଖିଥିଲା କିଏ?

The Great Odisha Political Circus- Special Episode On Govt Employee\'s Fear Over Vigilance Raid
ତୁ ଜମା ଛିଣ୍ଡାରେ ରହନା, ଯୋଡ଼ାରେ ରହ...ନହେଲେ....

ତୁମେ କଣ ଆଉ ରଖିଛ ଯେ ମୁଁ ସମ୍ପର୍କ ଯୋଡ଼ିବି? ଆଗେ ଟଙ୍କା ୨୦ ହଜାର ଦିଅ, ପରେ କଥାବାର୍ତ୍ତା। ଆରେ ମୁଁ ଟେନ୍‌ସନ୍‌ରେ ଥିବି ତୋ କଥା ଶୁଣିନଥିବି...କୋଟି କୋଟିରୁ ତୋର ବି ଅଛିରେ ସୋନୁ

Bhubaneswar MP Aparajita Sarangi On Khola Katha\'s Special Episode
ସାଂସଦଙ୍କୁ ସବୁବେଳେ ଡାକନ୍ତି ପ୍ରଧାନମନ୍ତ୍ରୀ: ହେଲେ ଏକା ଏକା କାହିଁକି ମୋଦୀଙ୍କୁ ଭେଟିଲେ ଅପରାଜିତା?

ସମସ୍ତେ ସାଙ୍ଗ ହୋଇ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଗଲେ । ହେଲେ ଅପରାଜିତା ଏକା କାହିଁକି ମୋଦୀଙ୍କୁ ଭେଟିଲେ? ସବୁ ନେତାଙ୍କ ସହ ମୋର ସମ୍ପର୍କ ଭଲ। ଶୁଣନ୍ତୁ ଖୋଲାକଥାରେ ଆଉ କଣ ଖୋଲିକି କହୁଛନ୍ତି ଅପରାଜିତା..

Watch Special Episode Of Making News On OTV
ମୁଁ ଫାଷ୍ଟ ସ୍ତ୍ରୀ ଲୋକଙ୍କୁ ମାଡାମ୍ ଡାକେ…ପରେ ଭାଉଜ ଡାକି…

ମୋ ନାଁ ଚଞ୍ଚଳ ଖିଲ। ଫାଷ୍ଟ ଫାଷ୍ଟ ସମସଙ୍କୁ ମାଡାମ୍ ଡାକେ…ପରେ ଭାଉଜ ଡାକି ଗାଲରେ ହାତି ମାରିଦିଏ ଟିକେ। ଆଚ୍ଛା ଭାଉଜ ଡାକିଲେ ଫାଇଦା କ’ଣ?

The Great Odisha Political Circus- No1 PM Vs No1 CM, Special Episode
ମୁଁ ମୋ ଝିଅକୁ ଦେଖିବାକୁ ଆସିଥିଲି, ତୁମେ କାହିଁକି ନବୀନ ବାବୁଙ୍କ ଫଟୋ ଦେଖେଇଲ ?

ମୋ ଝିଅ ଘରକୁ ଆସିଥିଲି ଝିଅକୁ ଦେଖିବା ପାଇଁ, ହେଲେ ଦୁଆର ମୁହଁରେ ମତେ ତୁମେ କାହିଁକି ଏ ନବୀନ ବାବୁଙ୍କ ମୁହଁ ଦେଖେଇଲ? ଏମିତି ଅପମାନକୁ ମୁଁ ବରଦାସ୍ତ କରିବି ନାହିଁ...

News Fuse- Special Episode On Odisha Panchayat Polls & Candidate\'s Campaigning Approach
ବେକରେ ଏମିତି ଗେଣ୍ଡୁ ଦେଲେ ଯେ, ନେତା ନିଶ୍ୱାସ ନେବା ପାଇଁ ତରତର ହୋଇ କାଢି ଦେଲେ

ଭୋଟ ମାଗିବାକୁ ଯାଇଥିଲେ ନେତା...ତାଙ୍କ ବେକରେ ଏମିତି ଗେଣ୍ଡୁମାଳ ଲୋକେ ଦେଲେ ଯେ, ତରତର ହୋଇ ମାଳ କାଢି ପକାଇଲେ ନେତା...ନାରଣରେ ଏଇନୁ ମାରିଦେଇଥାଆନ୍ତେ....

The Great Odisha Political Circus।Special Episode On Panchayat Election
ତୁମେ ସବୁ ପୁଅ ପିଲା, ତୁମ କଥା ବୁଝିବା...କିନ୍ତୁ ଆଗେ ଟିକିଏ ତାଙ୍କ...

ଏ ରୁହ ମ...ମୋର ଟିକିଏ ତଳ ସାହିରେ କାମ ଅଛି...ମହିଳାଙ୍କୁ ମୁଁ ଟିକିଏ ଦେଇକି ଆଲେ, ତା’ପରେ ତୁମ କଥା ବୁଝିବା..

The Great Odisha Political Circus- Special Episode On Odisha Panchayat Polls
ପଂଚାୟତରେ ଚାଲିଛି ପାଲା, ଦ୍ୱିତୀୟ ପଢି ଉତ୍ତର ରଖିଲା ବାୟା

ମହଙ୍ଗାଠୁ ମାହାଙ୍ଗା....କୁନ୍ଦୁଲିଠୁ ମମିତା ବିଜେଡିକୁ କଲାଣି ବାୟା...ଆଉ କଂଗ୍ରେସିଆଙ୍କ କଥା କହିବା ଯାହା ନିଶା ଖୋର ଭାଇର ଉତ୍ତର ଦେବା ସେଇୟା...ଆଉ ବିଜେପି....

The Great Odisha Political Circus- Watch Special Episode On BPGY \'Scam\', Rs 3000 For House Repairs
ତୁ କୋଉ ମିସ୍ତ୍ରୀ ମ? ସରକାର ଯୋଜନାକୁ ଏମିତି ଅବମାନନା କରୁଛୁ...

ଏତେ ବଡ଼ ଘରର ମରାମତି ପାଇଁ ସରକାର ଦେଲେ ୩ ହଜାର!! ମରାମତି ପାଇଁ ୩୦ ହଜାର ଜିନିଷ ଲାଗିବ ମିସ୍ତ୍ରୀ କହିବାରୁ ଥାନାରେ କେସ୍‌ କରିବେ ବୋଲି କହିଲେ ମାଲିକ...ଏହାପରେ ହେଲା କ’ଣ?

The Great Odisha Political Circus- Watch Special Episode On Curbs Imposed On New Year Celebration
ଖୁସି ରହିଲା କୋଉଠି ଯେ? ଅନଲାଇନ୍‌ରେ ତ ସବୁ ବାଂଟିଦେଲେ....

ଇଲୋ ବାପୋଲ...କେତେ ଖୁସି? ଖାଲି ତ ଅନଲାଇନ୍‌ରେ ଧମାଧମ୍‌ ଯାଉଛି...କାହାକୁ ହଜାରେ ତ କାହାକୁ ୩ ହଜାରିଆ ଖୁସି... ଇଲେକ୍ସନକୁ ବିରୋଧୀ ଜଗନ୍ତୁ ବାଟରେ, କିନ୍ତୁ ଆମ ନବୀନ ବାବୁଙ୍କ ଟଙ୍କା ପହଞ୍ଚିଲାଣି ହିତାଧିକାରୀଙ୍କ ଖାତାରେ...