ଆମେ ରିପୋର୍ଟ ଦେବୁ, ତୁମେ ସଂଦେହ କରିବ? ଅଫିସ୍ରେ ଯାହା ହୁଏ ସବୁ ସତ...ମିଛର ପ୍ରଶ୍ନ ଉଠିଲା କେଉଁଠି?
ଇଏ ପରା କଂଗ୍ରେସ ରଥ। ଆଗକୁ ୩୩ ହାତ ଗଲେ ପଛକୁ ୧୬ ହାତ ଆସେ। ବେଳେ ବେଳେ ବଳଗଣ୍ଡିରେ ଯାହା ଅଟକୁ ଥିଲା କିନ୍ତୁ ଏଇନା ୯ ହାତ ଗଡି ଏମିତି ଜାମ୍ ହୋଇଛି ଯେ...ମୂଳରୁ ହାତେ ବି ବଢୁନି...
ମଦୁଆ ଜାତିରେ ତୁ କଳଙ୍କ। ଏତେ ଦାମୀକିଆ ମଦ ପିଉଛୁ...ହେଲେ ଗ୍ଲାସ୍ଟେ ପାଉନୁ ଯେ ଭଙ୍ଗା ଷଢେଇରେ ପିଉଛୁ। ଛି ଛି ଛି...ତୁ ଚୁପ୍ କର, ମୁଁ କଳଙ୍କ ନୁହେଁ ବେ ଡାଇମଣ୍ଡ। ନେତା ତ କହୁଛନ୍ତି ମଦୁଆ ବଢିଲେ ରାଜସ୍ୱ ବଢିବ। ତୁ ମତେ ସାଲ୍ୟୁଟ୍ ମାର୍...
ଜୟଶ୍ରୀରାମ ଜୟଶ୍ରୀରାମ କହି ଉଦ୍ଧବଙ୍କୁ ଅନାଥ କରିଦେଲେ, ଏକନାଥଙ୍କୁ ରାଜା କରିଦେଲେ....କଣ କହିବୁ କହ....ଅଟୋ ଚଳାଉ ଚଳାଉ ଏବେ ରାଜ୍ୟ ଚଳାଇବେ ସିନ୍ଦେ, ହେଲେ ଏ ନାଟକ ଲେଖିଥିଲା କିଏ?
ତୁମେ କଣ ଆଉ ରଖିଛ ଯେ ମୁଁ ସମ୍ପର୍କ ଯୋଡ଼ିବି? ଆଗେ ଟଙ୍କା ୨୦ ହଜାର ଦିଅ, ପରେ କଥାବାର୍ତ୍ତା। ଆରେ ମୁଁ ଟେନ୍ସନ୍ରେ ଥିବି ତୋ କଥା ଶୁଣିନଥିବି...କୋଟି କୋଟିରୁ ତୋର ବି ଅଛିରେ ସୋନୁ
ସମସ୍ତେ ସାଙ୍ଗ ହୋଇ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଗଲେ । ହେଲେ ଅପରାଜିତା ଏକା କାହିଁକି ମୋଦୀଙ୍କୁ ଭେଟିଲେ? ସବୁ ନେତାଙ୍କ ସହ ମୋର ସମ୍ପର୍କ ଭଲ। ଶୁଣନ୍ତୁ ଖୋଲାକଥାରେ ଆଉ କଣ ଖୋଲିକି କହୁଛନ୍ତି ଅପରାଜିତା..
ମୋ ନାଁ ଚଞ୍ଚଳ ଖିଲ। ଫାଷ୍ଟ ଫାଷ୍ଟ ସମସଙ୍କୁ ମାଡାମ୍ ଡାକେ…ପରେ ଭାଉଜ ଡାକି ଗାଲରେ ହାତି ମାରିଦିଏ ଟିକେ। ଆଚ୍ଛା ଭାଉଜ ଡାକିଲେ ଫାଇଦା କ’ଣ?
ମୋ ଝିଅ ଘରକୁ ଆସିଥିଲି ଝିଅକୁ ଦେଖିବା ପାଇଁ, ହେଲେ ଦୁଆର ମୁହଁରେ ମତେ ତୁମେ କାହିଁକି ଏ ନବୀନ ବାବୁଙ୍କ ମୁହଁ ଦେଖେଇଲ? ଏମିତି ଅପମାନକୁ ମୁଁ ବରଦାସ୍ତ କରିବି ନାହିଁ...
ଭୋଟ ମାଗିବାକୁ ଯାଇଥିଲେ ନେତା...ତାଙ୍କ ବେକରେ ଏମିତି ଗେଣ୍ଡୁମାଳ ଲୋକେ ଦେଲେ ଯେ, ତରତର ହୋଇ ମାଳ କାଢି ପକାଇଲେ ନେତା...ନାରଣରେ ଏଇନୁ ମାରିଦେଇଥାଆନ୍ତେ....
ଏ ରୁହ ମ...ମୋର ଟିକିଏ ତଳ ସାହିରେ କାମ ଅଛି...ମହିଳାଙ୍କୁ ମୁଁ ଟିକିଏ ଦେଇକି ଆଲେ, ତା’ପରେ ତୁମ କଥା ବୁଝିବା..
ମହଙ୍ଗାଠୁ ମାହାଙ୍ଗା....କୁନ୍ଦୁଲିଠୁ ମମିତା ବିଜେଡିକୁ କଲାଣି ବାୟା...ଆଉ କଂଗ୍ରେସିଆଙ୍କ କଥା କହିବା ଯାହା ନିଶା ଖୋର ଭାଇର ଉତ୍ତର ଦେବା ସେଇୟା...ଆଉ ବିଜେପି....
ଏତେ ବଡ଼ ଘରର ମରାମତି ପାଇଁ ସରକାର ଦେଲେ ୩ ହଜାର!! ମରାମତି ପାଇଁ ୩୦ ହଜାର ଜିନିଷ ଲାଗିବ ମିସ୍ତ୍ରୀ କହିବାରୁ ଥାନାରେ କେସ୍ କରିବେ ବୋଲି କହିଲେ ମାଲିକ...ଏହାପରେ ହେଲା କ’ଣ?
ଇଲୋ ବାପୋଲ...କେତେ ଖୁସି? ଖାଲି ତ ଅନଲାଇନ୍ରେ ଧମାଧମ୍ ଯାଉଛି...କାହାକୁ ହଜାରେ ତ କାହାକୁ ୩ ହଜାରିଆ ଖୁସି... ଇଲେକ୍ସନକୁ ବିରୋଧୀ ଜଗନ୍ତୁ ବାଟରେ, କିନ୍ତୁ ଆମ ନବୀନ ବାବୁଙ୍କ ଟଙ୍କା ପହଞ୍ଚିଲାଣି ହିତାଧିକାରୀଙ୍କ ଖାତାରେ...