ମୁଁ ହଜାରେ ଜାଗାରେ କାମ କରୁଛି, କାହା ପାଖରେ କେତେବେଳେ କାମ କରିବି ସେ ହିସାବ ମୁଁ କେତେ ଥର ଦେବି? ସ୍ତ୍ରୀଙ୍କୁ ଲୁଚିକି ସ୍ୱାମୀ କାମ କରିବାକୁ ଯାଉଛନ୍ତି କି? ସୀମିତ ରୋଜଗାର ଭିତରେ ପରିବାର ଚଳାଇବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା କି ଫାଟ?
Published: Otv Khabar Bureau
Last updated: 12 July 2022, 08:49 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।