ନ୍ୟାୟ ଦିଅ ନ୍ୟାୟ ଦିଅ ବୋଲି ଚିତ୍କାର କରି ପୋଲିସକୁ ଗୁହାରି ହେଉଥିଲେ ରୁଚିକାଙ୍କ ମାଆ । ହେଲେ ଶୁଣିବା ସ୍ଥିତିରେ ନଥିଲା ପୋଲିସ ।
ବିଚିତ୍ର ବ୍ୟବସ୍ଥା। ଟଙ୍କା ଉଠାଇବାକୁ ଏମିତି ଲାଇନ୍ ଲାଗିଲା ଯେ, ମଣିଷ ନୁହେଁ ବରଂ ଇଟା, ପଥର ଓ ହେଲମେଟ୍ ଦେଲେ ଲାଇନ୍....ଗୋଟିଏ କାଉଣ୍ଟରରୁ ୯ ହଜାର ଲୋକ ଟଙ୍କା ଉଠାଣ ପାଇଁ ଆସିବାରୁ ଏମିତି ହେଲା ଅସୁବିଧା...
ସ୍ତ୍ରୀକୁ ଛାଡ଼ି ମୋର ସବୁ ଅଛନ୍ତି। ପୁଅ ଆମେରିକାରେ, ଝିଅ ବେଙ୍ଗାଲୁରୁରେ...ଘରେ ରହିକି କଣ କରିବି? ମୋ ଭଲ ମନ୍ଦ ବୁଝିବାକୁ ବି କେହି ନାହାନ୍ତି...ଘରେ ରହିକି କରିବି କଣ?
ମାଷ୍ଟରକ୍ୟାଣ୍ଟିନରେ ଥିବା ଗ୍ରୀନ୍ ଚିଲିଜ୍ ଦୋକାନକୁ BMC(ଭୁବନେଶ୍ୱର ମହାନଗର ନିଗମ) ସିଲ୍ କରିଛି। ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପରିବେଷଣ କରାଯାଉଥିବାରୁ ବିଏମ୍ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ହାଇୱେ ଉପରେ ବାଇକର୍ଙ୍କ ନାଗିନ୍ ଡାନ୍ସ, ଗାଡ଼ି ବି ଛାଡ଼ିଲେନି , ମନଭରି ନାଚିଲେ ଓ ଉପଭୋଗ କଲେ
ଅଟାରେ ଗୁଆଘିଅ, କ୍ଷୀର, ଲବଙ୍ଗ ଓ ଗୁଜୁରାତି ଦେଇ....ପରେ ପରେ ଗୋଲ ଗୋଲ କରି ତେଲରେ ଛାଡ଼ି ଏମିତି ପ୍ରସ୍ତୁତ କରନ୍ତୁ ଲିଚୁ କୁଡ଼ି, ଥରେ ଖାଇଲେ ସବୁବେଳେ ଖାଇବାକୁ ମନ ହେବ
ସମୁଦ୍ର କୂଳରେ କାହିଁକି ଏମିତି ବସିଛନ୍ତି ବିକାଶ ଓ ସବ୍ୟସାଚୀ? ଜୁଇରେ କାହାକୁ ଦେଖି ଏମିତି ଅଭିନୟ କରୁଛନ୍ତି ସବ୍ୟ? ଦେଖନ୍ତୁ ଏଇ ଭିଡ଼ିଓ, କେମିତି ଚାଲିଛି ପୁଷ୍କରାର ସୁଟିଂ...
ବାହୁବଳୀ ରୋଲ୍ ପରେ ଏବେ ବଜାରକୁ ଆସିଲା ବାହୁବଳୀ ସିଙ୍ଗଡା। ମାତ୍ର ୩୦ ମିନିଟ୍ରେ ଯିଏ ଖାଇଦେବ ତାଙ୍କୁ ପୁରସ୍କାରରେ ମିଳିବ ୫୧ ହଜାର ଟଙ୍କା...ଆଉ ସିଙ୍ଗଡାର ଓଜନ ରହିଛି ୮ କିଲୋଗ୍ରାମ୍, ଦେଖନ୍ତୁ ଏଇ ଭିଡ଼ିଓ
ସୋସିଆଲ ମିଡ଼ିଆରେ ରିଲ୍ କରିବା ହେଲା କାଳ। ଭଲ ଫଟୋକୁ ନ୍ୟୁଡ୍ କରି ଭାଇରାଲ କରିଦେବାର ଆସିଲା ଧମକ...ଦେଖନ୍ତୁ ଏହା ପରେ ହେଲା କଣ?
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳର ଚିତ୍ର
ଭୋ ଭୋ ହୋଇ କାନ୍ଦୁଛନ୍ତି ସରପଞ୍ଚ। ଗାଁ ସାରା ଲୋକ ବ୍ୟାନର ଧରି ବୁଲୁଛନ୍ତି ମାଇଲ୍ ମାଇଲ୍ ବାଟ। ଭିକ୍ଷା ମାଗୁଛନ୍ତି ଗାଁର ପୁଅ ସୌମ୍ୟଙ୍କ ପାଇଁ। ଗରିବ ଦିନମଜୁରିଆର ପୁଅ ସୌମ୍ୟ ସବୁଗୁଣରେ ଭଲ ପାଲିଟିଏ। ଏବେ ସେ ଏମ୍ସ ହସପିଟାଲରେ ଜୀବନ ସହ ଲଢ଼େଇ କରୁଛି। ସମସ୍ତେ ହାତ ଯୋଡ଼ି ଭିକ୍ଷା ମାଗିଛନ୍ତି, ଆମ ଆପଣ ଦୟାକଲେ ପିଲାଟି ବଞ୍ଚି ଯାଆନ୍ତା
ନୀତିନ ଗଡ଼କରୀଙ୍କ ବଡ଼ ବୟାନ। ଆଉ ମାତ୍ର ୫ ବର୍ଷ ପରେ ରାସ୍ତାରୁ ହଟିଯିବ ସବୁ ପେଟ୍ରୋଲ ଗାଡି...କେବଳ ସିଏନଜି ସହ ଏଇ ସବୁ ଗାଡ଼ିକୁ ଯିବାକୁ ଦିଆଯିବ ଅନୁମତି....
ଆଜି ସକାଳେ ଯୁବତୀ ଜଣକ ସାଇକେଲରେ ଯୋକଡିଆ ବ୍ରିଜ୍ ନିକଟରେ ପହଞ୍ଚି ନିକଟସ୍ଥ ଜଳଖିଆ ଦୋକାନରୁ ପାଣି ପିଇଥିଲେ। ପରେ ବ୍ରିଜ୍ ଉପରକୁ ଯାଇ ସାଇକେଲ ରଖି ନଦୀକୁ ଡେଇଁ ପଡିଥିଲେ।
ମୋ ବୋଉଲୋ...ଦେଖୁନୁ, ଶାରଦା ବାବୁ ମନ୍ତ୍ରୀଙ୍କୁ ଦେଖି କେମିତି କୁଲୁକୁଲୁ ହେଉଛନ୍ତି? ଭାତ ଦେବେ କି ପତ୍ର ଦେବେ କି ଡାଲି ଦେବେ? କିଛି ସେ ଜାଣିପାରୁନାହାନ୍ତି...ଆଲୋ ତୁମେ ପା’ ରାଉରକେଲା ସେଂଟରରୁ ପରୀକ୍ଷା ଦେଇଛ ସିଏ ପା’ ଯାଜପୁରର
ଏତେ ସଂଖ୍ୟକ ପିଲାଙ୍କ ସ୍ୱପ୍ନ ଏବେ ଆଶଙ୍କା ଭିତରେ । ନାକଚ୍ ହୋଇଯିବା ପରେ ହତୋତ୍ସାହିତ ହୋଇପଡିଥିବା ଆଶାୟୀ ଏବେ ଅପେକ୍ଷା କରି ରହିଛନ୍ତି କମିଶନଙ୍କ ନିଷ୍ପତ୍ତିକୁ ।
ଜାତୀୟ ପେନ୍ସନ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସୁବିଧାର ଫାଇଦା ଉଠାଇ ପାରିବେ ବୋଲି ସୂଚନା ରହିଛି ।
ଜାମୁଗଣ୍ଡ ଉପରେ ଗୋଟିଏ ଲୁହା ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ।
ରୁଟି କରୁ କରୁ ଗୀତ ଗାଇଲେ ଏହି ମହିଳା । ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି ଏଇ ଭିଡ଼ିଓ । ପାଖାପାଖି1 Million ଲୋକ ଦେଖି ସାରିଲେଣି ଏହି ଭିଡ଼ିଓ । ଯିଏ ଦେଖୁଛି ସିଏ କହୁଛି...
ବାଲେଶ୍ୱରରେ ପ୍ରତିଷ୍ଠା ହେବ ଟଙ୍କା ଛପା କାଗଜ କଳ...
ଟଙ୍କା ପାଇଁ ବ୍ୟାଙ୍କ ଆଗରେ ହେଲମେଟର ଲମ୍ବା ଲାଇନ୍...
ଗାଡ଼ିରେ ସ୍ନିଗ୍ଧାରାଣୀ ଥିବାବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲେ
ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ନ୍ୟାୟ ଦାବିରେ ଲୋୟର ପିଏମ୍ଜିରେ ରୁଚିକାଙ୍କ ବାପା, ମାଙ୍କ ଧାରଣା...
ଭୁବନେଶ୍ୱର ଏୟାରପୋର୍ଟ ଥାନା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି ।
ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା...
ଚାକିରି ନପାଇ ସାର୍ଟିଫିକେଟ୍ ବିକ୍ରି ବିଜ୍ଞାପନ