• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Sonu Sood
ଅପରେସନ୍‌ କରାଇଥିଲେ ସୋନୁ...ମେଡାଲ ଜିତି ତାଙ୍କୁ ହିଁ ଦେଲେ ଉପହାର...

ଦିନେ ଅପରେସନ୍‌ ପାଇଁ ସାହାଯ୍ୟର ହାତ ବଢାଇଥିଲେ ସୋନୁ ସୁଦ୍‌। ଖେଳରେ ଗୋଲ୍ଡ ମେଡାଲ ଜିତିବା ପରେ ସେଇ ମେଡାଲକୁ ସୋନୁଙ୍କୁ ଉପହାର ଦେଲେ ଖେଳାଳି। ଖୁସିରେ ବିଭୋର ହୋଇ ଇନଷ୍ଟାରେ ଏମିତି ଲେଖିଲେ ସୋନୁ, ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ ଭିଡ଼ିଓ

Break dance swing ride claims life of 13-year-old girl in Koraput
କାଳ ହେଲା ବ୍ରେକ୍ ଡ୍ୟାନ୍ସ; ଅଚେତ ହୋଇ ନାବାଳିକା ମୃତ

ମହଙ୍ଗା ପଡିଲା ମୀନାବଜାର ବ୍ରେକ୍ ଡ୍ୟାନ୍ସ । ଖେଳିବା ସମୟରେ ହଠାତ୍ ଅଚେତ୍‌ ହୋଇ ୧୩ ବର୍ଷର ଝିଅ ମୃତ୍ୟୁ...

NEWS FUSE
ପ୍ରଶାସନ ଶୁଣିଲାନି...ବାଉଁଶକୁ ବାଉଁଶ ଯୋଡ଼ିଲେ, ଜଙ୍ଗଲରୁ ଗାଁ ଭିତରକୁ ପାଣି ନେଲେ

ଇଏ ଏତେ ଲମ୍ବା ବାଉଁଶ ଗୁଡାକ କିଏ ପକେଇଛି ଏଇଠି? ଆଲୋ ଆଲୋ ଇଏ କଣ? ବାଉଁଶ ଭିତରେ କଣ ପାଣି ଚାଲିଛି...କଥା ଟା କିଛି ବୁଝାପଡ଼ୁନି। ନାରଣ...ଏଇଠି ପରିଶ୍ରମର ଫଳ ଦେଖିବାକୁ ମିଳୁଛି। ବାଉଁଶକୁ ବାଉଁଶ ଯୋଡି ଦେଖୁନୁ କେମିତି ଜଙ୍ଗଲରୁ ପାଣି ନେଉଛନ୍ତି ଲୋକେ...ଆଉ ପ୍ରଶାସନ?

BJB College Girl Student Commits Suicide Updates
‘ମୋ ଝିଅକୁ ନ୍ୟାୟ ନମିଳିବା ଯାଏ ଧାରଣାରେ ବସିବି’

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ୩୬ ଘଣ୍ଟା ପରେ ବି ପୋଲିସ ହାତ ଖାଲି। ସୁଇସାଇଡ୍ ନୋଟ୍‌ରେ ଲେଖାଥିବା ୩ ସିନିୟର ଛାତ୍ରୀ କିଏ ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। 

Bus Accident
ଦୁର୍ଘଟଣା ପରେ ଜଳିଗଲା ବସ୍

ଦୁର୍ଘଟଣା ପରେ ଜଳିଗଲା ଜଳିଗଲା ଯାତ୍ରୀବାହୀ ବସ୍...

Bonded Labourers
ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ସମସ୍ୟା ଉତ୍କଟ, କିଏ କରିବ ସମାଧାନ ?

ଶ୍ରମିକ ଦଲାଲର ଲୋଭନୀୟ କଥାରେ ପଡ଼ି ଭିଟାମାଟି ଛାଡ଼ିବା ପରେ ନରକ ଯନ୍ତ୍ରଣା । ବେଳେବେଳେ ଘରକୁ ମୃତଦେହ ଫେରିବ କି ନାହିଁ ତାକୁ ନେଇ ବି ସନ୍ଦେହ ।

Snake
ସାପ ପାଟିରୁ ବାହାରିଲା ୮ଟି ଗୋଟା କୁକୁଡ଼ା ଅଣ୍ଡା ! ଦେଖନ୍ତୁ ଭିଡିଓ..

ମୟୂରଭଂଜ ଜିଲ୍ଲା ଖୁଣ୍ଟା ବନାଞ୍ଚଳ କହ୍ନାଇବନ୍ଧ ଗାଁରୁ ଉଦ୍ଧାର ହୋଇଛି ଏକ ବିରାଟ ଚମ୍ପା ନାଗ ।

Bihar train
ଯାତ୍ରୀବାହୀ ଟ୍ରେନ୍‌ରେ ଲାଗିଲା ନିଆଁ, ହେଲେ ଜଣାପଡ଼ିନି କାରଣ.. ଦେଖନ୍ତୁ ଭିଡିଓ

ନିଆଁ ଲାଗିବାର କାରଣ ଅସ୍ଫଷ୍ଟ ରହିଥିବା ବେଳେ ଘଟଣାଟିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

Snake Bite Treatment
ସାପ କାମୁଡ଼ିଲେ ଡାକ୍ତରଖାନା ନୁହେଁ, ଶିବ ମନ୍ଦିର ଯାଉଛନ୍ତି ଲୋକେ

ଆଜି ବି ସମାଜରୁ ହଟିନି ଅନ୍ଧବିଶ୍ୱାସ । ନାବାଳକକୁ ସାପ କାମୁଡିବାରୁ ଗୁଣିଗାରେଡିର ନେଲେ ସାହାରା ।

Paralakhemundi ACF Death case
ACF ସୌମ୍ୟଙ୍କ ସନ୍ଦେହଜନକ ମୃତ୍ୟୁକୁ ପୂରିଲା ବର୍ଷେ; ଏଯାଏଁ ମିଳିନି ନ୍ୟାୟ

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ବର୍ଷେ ପୂରିଲା । ହେଲେ ତାଙ୍କ ପରିବାର ଲୋକେ ଆଜି ପର୍ଯ୍ୟନ୍ତ ନ୍ୟାୟ ଅପେକ୍ଷାରେ ...

Youth Jumps Into Mahanadi River
ଚାକିରି ଚାପରେ ମହାନଦୀକୁ ଡେଇଁଲେ ଜୀବନ ହାରିଲେ ଯୁବକ

ଚାକିରି ଚାପରୁ ମହାନଦୀକୁ ଡେଇଁଲେ ଜୀବନ ହାରିଲେ ଯୁବକ। ମୁଣ୍ଡଳି ଠାରେ ନିଜର ବୁଲେଟ୍‌ ରଖି ନିଖୋଜ ଥିଲେ।

Allegation Against Bolangir Sadar Tehsildar
ଅଡ଼ୁଆରେ ତହସିଲଦାର: ମଲା ଲୋକଙ୍କ ନାଁରେ ବିକୁଥିଲେ ଜମି

ବଲାଙ୍ଗିର ସଦର ତହସିଲଦାରଙ୍କ ବିରୋଧରେ ଜମି ଠକେଇ କାରବାର ନେଇ ଅଭିଯୋଗ ହୋଇଛି। ଯୋଜନାବଦ୍ଧ ଭାବେ ଜମି ହଡ଼ପ କରାଯାଇ ଥିବା ଅଭିଯୋଗ ହୋଇଛି।

MS Dhoni turns to Ayurveda,
ଆଶ୍ଚର୍ଯ୍ୟ !! ମାତ୍ର ୪୦ ଟଙ୍କାରେ ନିଜର ଆଣ୍ଠୁ ଚିକିତ୍ସା କରାଉଛନ୍ତି ଧୋନୀ...

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ....ମାତ୍ର ୪୦ ଟଙ୍କାରେ ନିଜ ଆଣ୍ଠୁର ଚିକିତ୍ସା କରାଉଛନ୍ତି ଧୋନି। ଜାଣନ୍ତୁ ଏତେ କମ୍‌ ଟଙ୍କାରେ କେମିତି ଆଣ୍ଠୁର ହେଉଛି ଚିକିତ୍ସା.....

Alligator in white wedding dress! This Mexican mayor marries reptile to secure prosperity
କୁମ୍ଭୀରକୁ ବାହା ହେଲେ ମେୟର୍‌; ବିବାହରେ ଯୋଗଦେଲେ ହଜାର ହଜାର ଲୋକ...

କୁମ୍ଭୀରକୁ ବାହା ହେଲେ ମେୟର...ହେଲେ କାହିଁକି ?

Asha ra aloka
ବାପାଙ୍କ ଇଚ୍ଛାରେ ବାହାଘର ହେଲା...କିନ୍ତୁ ମନ ମିଶିଲାନି....

ବାପାଙ୍କ ଇଚ୍ଛାରେ ବାହା ହେଲେ କିନ୍ତୁ ମନ ମିଶିଲାନି। ସ୍ତ୍ରୀ ଶୈଳବାଳାକୁ ଗାଳିଗୁଲଜ କରିବା ସହ ମଦ ମାଡ଼ ମାରନ୍ତି ଭରତ। ସ୍ୱାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ କୁନି ପୁଅକୁ ନେଇ ବାପଘରେ ରହୁଛନ୍ତି ଶୈଳବାଳା। ଭରଣପୋଷଣ ପାଇଁ କେତେବେଳେ ଶାଢୀ ବେପାର କରୁଛନ୍ତି ତ ଆଉ କେତେବେଳେ..ଏବେ ଆଶାର ଆଲୋକ ମଞ୍ଚରେ ଏଇ ଦୁଇ ଜଣ

Unborn baby dies, family alleges medical negligence
ଗର୍ଭସ୍ଥ ଶିଶୁ ମୃତ, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ

ନର୍ସଙ୍କ କାର୍ଯ୍ୟରେ ବାଧା ଦେବାରୁ ଜଣେ ପ୍ରସୂତିଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଠିକ୍ ସମୟରେ ପ୍ରସବ ହୋଇନପାରିବରୁ ଅଧା ଜନ୍ମିତ ଅବସ୍ଥାରେ ଶିଶୁପୁତ୍ରଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। 

Khordha: Over 20 passengers injured as bus, en-route Bhubaneswar from Banki, overturns near Simor at
ହଠାତ୍‌ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ; ୨୦ରୁ ଉର୍ଦ୍ଧ୍ୱ ଆହତ

ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ...ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା...

Bring plastic waste and eat free meal here
ଏଇଠି ଆବର୍ଜନା ପ୍ଲାଷ୍ଟିକ୍‌ ଦେଲେ ମିଳିବ ମାଗଣା ଖାଦ୍ୟ...ଦୋକାନ ଖୋଲିଛୁ ଏତିକିରୁ ଏତିକି...

ଗ୍ରାହକଙ୍କ ପାଇଁ ବଡ଼ ଖବର। ଏଇଠି ପ୍ଲାଷ୍ଟିକ୍‌ ଦେଲେ ମିଳିବ ମାଗଣା ଖାଦ୍ୟ....ଜାଣିରଖନ୍ତୁ କେଉଁ ସହରରେ ଏମିତି ହୋଇଛି ବ୍ୟବସ୍ଥା ଏବଂ କେତେ ପରିମାଣରେ ପ୍ଲାଷ୍ଟିକ୍‌ ବଦଳରେ କେତେ ମିଳୁଛି ଖାଇବା? ଦେଖନ୍ତୁ ଏଇ ଭିଡ଼ିଓ

News Fuse
ଅଫିସ ଆସିବ ତ ଧୁଆ ପାଣିରେ ଗାଧୋଇବ

ଆଲୋ ଆଲୋ...ଇଏ କଣ? ଢିଆ ଗାଲୁଆ ଉତ୍ତର...ପୌର କାର୍ଯ୍ୟାଲୟକୁ ଆସିବ ଯଦି ନାଳ ପାଣିରେ ଗାଧୋଇବ। ଆଉ ଯଦି ପଚାରିବୁ....ଏମିତି ଢିଆ ଗାଲୁଆ ଉତ୍ତର ପାଇବ....

prisoner escapes from cuttack SCB Medical
କଟକ ବଡ଼ ମେଡିକାଲରୁ ବିରଧୀନ କଏଦୀ ଫେରାର୍

ବଡ଼ ମେଡିକାଲରୁ ଚମ୍ପଟ୍ ମାରିଲା ବିଚାରାଧୀନ କଏଦୀ....

Niranjan Pujari
ବଜେଟ୍ ୨୦୨୨; ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି, ବ୍ୟାଗ୍-ୟୁନିଫର୍ମ ପାଇଁ ୧୯୩ କୋଟି

ରାସ୍ତାଘାଟ ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି ବିନିଯୋଗ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ପାଇଁ ୩ ଶହ କୋଟିର ବ୍ୟୟବରାଦ ପ୍ରସ୍ତାବ କରାଯାଇଛି ।

Haladhar Naga
ରଥଯାତ୍ରାରେ ରାଗଚଣା ବିକିଲେ ପଦ୍ମଶ୍ରୀ ହଳଧର ନାଗ

ରାଗଚଣା ଖାଇବାକୁ ଲାଗିଲା ବହୁଲୋକଙ୍କ ଭିଡ଼ । କୌଣସି କାମ ଛୋଟ ନୁହେଁ, ବାର୍ତ୍ତା ଦେଲେ ହଳଧର ।

Randeep Hooda gets emotiona
କଥା ରଖିଲେ ରଣଦୀପ ହୁଡ୍ଡା

କଥା ରଖିଲେ ରଣଦୀପ ହୁଡ୍ଡା । ରଣବୀରଙ୍କ ମହାନତା । ସରବଜିତ ସିଂଙ୍କ ଭଉଣୀ ଦଲବୀର କୈରଙ୍କ ଶେଷ ରୀତିନୀତି କରିଲେ ରଣବୀର ।

  • Saturday, 02 July 2022
Taranga Plus team in the USA
ଆମେରିକାରେ ପ୍ରବାସୀ ଓଡ଼ିଆଙ୍କୁ ମନୋରଞ୍ଜନର ବୁଷ୍ଟର୍ ଡୋଜ୍ ଦେବେ ତରଙ୍ଗ ଟିମ୍

ପ୍ରବାସୀ ଓଡ଼ିଆଙ୍କୁ ମନୋରଞ୍ଜନର ବୁଷ୍ଟର୍ ଡୋଜ୍ ଦେବେ ତରଙ୍ଗ ଟିମ୍... ଏଇ ଭିଡ଼ିଓରେ ଦେଖନ୍ତୁ ସେଠାରେ କେମିତି ଚାଲିଛି ମନୋରଂଜନ

Plus 3 student found hanging in Bhubaneswar BJB College
ଆତ୍ମହତ୍ୟା କଲେ ବିଜେବି କଲେଜ ଛାତ୍ରୀ ! କାରଣ ଅସ୍ପଷ୍ଟ

ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ନିବାସରୁ ମିଳିଲା ଝୁଲନ୍ତା ମୃତଦେହ...