• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Doctor Arrested By Vigilance Video Goes Viral
ଭାଇରାଲ୍‌ ହେଉଛି ଲାଞ୍ଚୁଆ ଡାକ୍ତରଙ୍କ ରସିକିଆ ରିଲ୍ସ

ଲାଞ୍ଚ ନେବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ଗିରଫ କରାଯାଇଛି। ମୃତ୍ୟୁ ପ୍ରମାଣପତ୍ର ବାବଦରେ ଫର୍ମରେ ଦସ୍ତଖତ କରାଇ ଦେବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ।

Dead mother Cobra with 14 live babies found from septic tank
ଛୁଆ ଆଗରେ ଭୋକରେ ଛଟପଟ ହୋଇ ମରିଗଲା ନାଗୁଣୀ

ଏକ ବଡ଼ ନାଗୁଣୀ ଭୋକରେ ମରିଗଲା ପଛେ, ଛୋଟ ଛୋଟ ସାପଙ୍କୁ ଖାଇଲା ନାହିଁ।  କାରଣ ସେହି ଛୋଟ ଛୋଟ ସାପ ଗୁଡ଼ିକ ସେଇ ନାଗୁଣୀର ଛୁଆ ଥିଲେ।

Student given expired medicine at private hospital in Odisha
ଅସୁସ୍ଥ ହେବାରୁ ହସ୍ପିଟାଲ୍‌ ଗଲେ, ହେଲେ ଏକ୍ସପାଏରୀ ମେଡିସନ୍‌ ଖାଇ ପୁଣି ଭର୍ତ୍ତି ହେଲେ

ଏକ୍ସପାଏରୀ ମେଡିସନ୍‌ ଖାଇବା ପରେ ଛାତ୍ର ଗୁରୁତର। ଅସୁସ୍ଥ ଅନୁଭବ କରିବାରୁ ଗତ ୧୬ ତାରିଖରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

Sugarcane Juicer
ୟୁଟ୍ୟୁବ୍‌ ଦେଖି ତିଆରି କଲେ ମେସିନ୍‌; ୩ ମାସ ଯାଏଁ ସତେଜ ରହୁଛି ଜୁସ୍‌

ଦେଶୀ ମେକାନିକ୍‌। ୟୁଟ୍ୟୁବ୍‌ ଦେଖି ଦେଖି ତିଆରି କଲେ ଆଖୁ ଜୁସ୍‌ ମେସିନ୍‌ । ଏଇ ମେସିନ୍‌ରେ ତିଆରି ହେଉଥିବା ଜୁସ୍‌ ସପ୍ତାହେ କି ଦୁଇ ସପ୍ତାହେ ନୁହେଁ ବରଂ ପୂରା ୧୨ ସପ୍ତାହ ପର୍ଯ୍ୟନ୍ତ ରହିବ ସତେଜ୍‌ । ଜାଣନ୍ତୁ ଏଇ ସ୍ୱତନ୍ତ୍ର ଶୈଳୀରେ ତିଆରି ହୋଇଥିବା ମେସିନ୍‌କୁ..

Women Driver
ଟ୍ରକ୍‌ ଚଲାଉଥିବା ମହିଳାଙ୍କ ଭିଡିଓ ଛାଡ଼ିଲେ ଆଇଏଏସ୍‌ ଅଫିସର୍

ମହିଳାମାନେ ଘର ଭିତରେ ରହି କାମ କରନ୍ତି। ଏ କଥା ଆମେ କହୁନୁ ସମସ୍ତେ ଭାବିଥାନ୍ତି। ତେବେ ଏହାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି ଏହି ମହିଳା ଜଣକ। ଏନଏଚ ଉପରେ ମହିଳାଙ୍କ ଡ୍ରାଇଭିଂ ଦେଖିଲେ ଆପଣ ତାଜୁବ୍ ହୋଇଯିବେ...

Sugarcane Juicer
YouTube ଦେଖି ତିଆରି କଲେ ଜୁସ୍‌ ମେସିନ୍‌...୩ ମାସ ପର୍ଯ୍ୟନ୍ତ ଖରାପ ହେଉନି ଜୁସ୍‌

ୟୁଟ୍ୟୁବ୍‌ ଦେଖି ଜୁସ୍‌ ମେସିନ୍‌ ତିଆରି କଲେ ଯୁବକ । ତାହା ପୁଣି ଏମିତି ସେମିତି ଜୁସ୍‌ ମେସିନ୍‌ ନୁହେଁ ବରଂ ଆଖୁ ଜୁସ୍‌ ମେସିନ । ଆଉ ଏହି ମେସିନରୁ ତିଆରି ହେଉଥିବା ଜୁସ୍‌ ଅଧିକ ଦିନ ପର୍ଯ୍ୟନ୍ତ ଭଲ ବି ରହିବ । ନୟାଗଡ଼ ଯୁବକଙ୍କ ଏହି ଜୁସ୍‌ ମେସିନକୁ ନେଇ ସ୍ଥାନୀୟ ଅଞ୍ଚଳରେ ବି ବେଶ୍‌ ଚର୍ଚ୍ଚା ଚାଲିଛି ।

Modern day Shravan Kumar
କଳିଯୁଗର ଶ୍ରବଣ କୁମାର : ବାପାମା’ଙ୍କୁ ଭାରରେ ବସାଇ ୧୦୫ କିମି କାଉଡ଼ି ଯାତ୍ରାରେ ପୁଅ

ପୁଅ ହେବ ତ ଏମିତି ! ଶ୍ରାବଣ ମାସରେ କାନ୍ଧରେ କଳସ ନୁହେଁ ବରଂ ବାପା-ମାଆଙ୍କୁ ଭାରରେ ବୋହି ୧୦୫ କିମି ଯାତ୍ରାରେ ବାହାରିଛନ୍ତି ପୁଅ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

GST on Mudhi
ମୁଢିରେ ଲାଗିଲ GST .ମୁଢି ବେପାରୀଙ୍କୁ ଭେଟିଲା ଓଟିଭି...

ମୁଢି ଉପରେ ଲାଗିଲା ଜିଏସ୍‌ଟି। ଏବେ ପ୍ୟାକେଟ୍‌ ମୁଢି ଉପରେ ଦେବାକୁ ପଡ଼ିବ ଅଧିକ ଟଙ୍କା...ଚିନ୍ତାରେ ମୁଢି ବ୍ୟବସାୟୀ। ଲୋକେ କହୁଛନ୍ତି....ବ୍ରିଟିଶ ଲୁଣ ଉପରେ କର ଲଗାଇଥିଲା, ଏ ସରକାର ମୁଢି ଉପରେ କର ଲଗାଇଲା। ପ୍ରକୃତରେ ଜିଏସଟି ଲାଗିବା ପରେ କଣ କହୁଛନ୍ତି ଦୋକାନୀ ଓ ଗ୍ରାହକ? ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ..

News Fuse
ଜିଲ୍ଲାପାଳଙ୍କ ପାଖକୁ ଆସିଥିଲେ, ପୋଲିସଠୁ ତଣ୍ଟିଆ ଖାଇଲେ...

ମୋ ବୋଉଲୋ...ଇଏ ତଣ୍ଟିଆ ଯିଏ ଖାଇବ ତା’ ଷଣ୍ଢା ଥିବ ତ ଆଉ? ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ ହେଲେ ଇଏ ଯୋଉ ତଣ୍ଟିଆ ଖାଇଲେ ସେଥିରେ ବେକ ରହିବ ତ?

6 Injured As Onion Laden Truck Overturns In Baripada
ମରଣଯନ୍ତା ପାଲଟିଛି ଘାଟି ରାସ୍ତା: ବୋଲେରୋ ଉପରେ ଓଲଟି ପଡ଼ିଲା ଟ୍ରକ୍‌

ବାଙ୍ଗିରିପୋଷି ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟି ପଡ଼ିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି।

Odisha Govt To Open Ration ATM Soon
ଓଡ଼ିଶାରେ ଖୋଲିବ ରାସନ୍ ATM, ଟଙ୍କା ବଦଳରେ ବାହାରିବ ରାସନ୍‌

ATMରୁ ଟଙ୍କା ବାହରିଲା ଭଳି ଏଣିକି ରାସନ୍‌ ବାହାରିବ। ପାଇଲଟ ପ୍ରୋଜେକ୍ଟ ଭାବେ ରାଜଧାନୀ ଭୁବନେଶ୍ୱରରେ ଏହି ଯୋଜନା ଆରମ୍ଭ ହେବ। 

Special story
ତଳକୁ ଖସୁନି କ୍ରାଇମ୍ ଗ୍ରାଫ୍ : ରାଜ୍ୟରେ ୨୦୨୦ ତୁଳନାରେ ୨୦୨୧ରେ ବଢ଼ିଛି ଅପରାଧ

ଗୃହ ବିଭାଗ ପକ୍ଷରୁ ଜାରି ଶ୍ୱେତପତ୍ର -୨୦୨୧ରେ ତଥ୍ୟ ପ୍ରକାଶ

IT Hub Odisha
ଏଥର ଓଡ଼ିଶା ପାଲଟିବ ତ IT ହବ୍ ? ନୂଆ IT ନୀତିିକୁ ଅନୁମୋଦନ କଲା ରାଜ୍ୟ କ୍ୟାବିନେଟ୍

ଆଗ୍ରହୀ କମ୍ପାନିକୁ ନିବେଶ ଅର୍ଥର ୨୫ ପ୍ରତିଶତ ଦେବେ ରାଜ୍ୟ ସରକାର । ସରକାରଙ୍କୁ ଉଦ୍ୟୋଗୀ କହିଲେ ଯୋଗାଇ ଦିଅ ମାଗଣା ଜମି ।

Special story
ଗାଁକୁ ଗଲାନି ଆମ୍ବୁଲାନ୍ସ : ଖଟିଆରେ ବୁହା ରୋଗୀ ଡାକ୍ତରଖାନାରେ ମୃତ ଘୋଷିତ

ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ନାଳ ଥିବାରୁ ଆମ୍ବୁଲାନ୍ସ ଆସି ପାରିନଥିଲା, ୫ କିମି ଖଟିଆରେ ବୁହା ହୋଇ ବିଳମ୍ବରେ ହସ୍ପିଟାଲ ନିଆଯାଇଥିଲା

Justice for Ruchika: NYCS observes Odisha Bandh today! urges people to extend support
ରୁଚିକାଙ୍କୁ ନ୍ୟାୟ ଦାବି: ନବନିର୍ମାଣ ଯୁବ ଛାତ୍ର ସଂଗଠନର ବନ୍ଦ ଡାକରା

ଆଜି ଓଡ଼ିଶା ବନ୍ଦ ପାଳନ କରାଯାଉଛି । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରାଯାଉଛି । ଦେଖନ୍ତୁ ବନ୍ଦ ପାଳନ ସମୟର କିଛି ଦୃଶ୍ୟ...

Special story
ପୁରୀରେ ୧୩୫ କୋଟିରେ ଧର୍ମଶାଳା : ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟରେ ଅନୁମୋଦନ

ରାୟଗଡ଼ା ଜିଲ୍ଲାର ୧୫ ପଞ୍ଚାୟତ, କୋରାପୁଟର ୩୧ ପଞ୍ଚାୟତକୁ ମିଳିବ ପାଣି

Love birds
ଲଭ୍‌ବାର୍ଡଙ୍କ ମଧ୍ୟରେ ଝଗଡ଼ା, ପ୍ରେମିକା ପଛେ ପଛେ ନଈକୁ ଡେଇଁଲା ପ୍ରେମିକ

ପ୍ରେମିକକୁ ଦେଖା କରିବାକୁ ଭୁବନେଶ୍ୱରରୁ ଯାଇଥିଲା ପ୍ରେମିକା। ରାସ୍ତା ଉପରେ ଉଭୟଙ୍କ ମଧ୍ୟରେ ହେଲା ଯୁକ୍ତିତର୍କ । ରାଗିଯାଇ ନଈକୁ ଡେଇଁ ପଡ଼ିଲା ପ୍ରେମିକା । ବାସ୍‌...ପ୍ରେମିକା ପଛେ ପଛେ ନଈକୁ ଡେଇଁଲା ପ୍ରେମିକ । ଆଉ ପ୍ରେମିକାଙ୍କୁ କଲେ ଉଦ୍ଧାର।

The Great Odisha Political Circus Special Episode On Single use Plastic Ban
ଏତେ ଦାମୀକିଆ ମଦ ପିଉଛୁ...ଗ୍ଲାସ୍‌ ପାଉନୁ ଯେ ଷଢେଇରେ ଟେକି ଦେଉଛୁ?

ମଦୁଆ ଜାତିରେ ତୁ କଳଙ୍କ। ଏତେ ଦାମୀକିଆ ମଦ ପିଉଛୁ...ହେଲେ ଗ୍ଲାସ୍‌ଟେ ପାଉନୁ ଯେ ଭଙ୍ଗା ଷଢେଇରେ ପିଉଛୁ। ଛି ଛି ଛି...ତୁ ଚୁପ୍‌ କର, ମୁଁ କଳଙ୍କ ନୁହେଁ ବେ ଡାଇମଣ୍ଡ। ନେତା ତ କହୁଛନ୍ତି ମଦୁଆ ବଢିଲେ ରାଜସ୍ୱ ବଢିବ। ତୁ ମତେ ସାଲ୍ୟୁଟ୍‌ ମାର୍‌...

Ashara Aloka | Watch how alcohol ruins relationship, marriage
ମଦ ପିଇବା ପରେ ଆଇଁଷ ନିହାତି ଦରକାର? ନିଶା ପାଇଁ ଉଜୁଡୁଛି କି ସଂସାର?

ମଦ ପିଇ ଘରକୁ ଫେରୁଛନ୍ତି ସ୍ୱାମୀ। ସ୍ତ୍ରୀକୁ ପ୍ରବଳ ମାଡ ହେଉଥିବା ଅଭିଯୋଗ। ଖାଲି ଏତିକି ନୁହେଁ ସ୍ତ୍ରୀ କୁଆଡେ ରୋଷେଇ କରୁନାହାନ୍ତି କି ଆମିଷ କରୁନଥିବା ନେଇ ସ୍ୱାମୀଙ୍କ ଅଭିଯୋଗ। କିନ୍ତୁ ସ୍ତ୍ରୀଙ୍କ କହିବା କଥା ସବୁବେଳେ ମଦ ପିଇ ଆଇଁଷ ମାଗିବେ, ହେଲେ ମୁଁ ଆଣିବି କେଉଁଠୁ? ଦେଖନ୍ତୁ ଝଗଡ଼ା ଲାଗି ଆଶାର ଆଲୋକ ମଞ୍ଚରେ ପହଞ୍ଚିବା ପରେ ଏବେ କଣ କହୁଛନ୍ତି ପତି-ପତ୍ନୀ?

Prerana – Meet Debjani Mohanty who sets an example of becoming self reliant
ଅନଲାଇନ୍‌ ଟ୍ରେଣ୍ଡିଂରେ କୁକୁଡ଼ା ଛେଳି...ସୋନିଙ୍କ ଦୃଢ ଇଚ୍ଛା ପାଇଁ ସଫଳ ହେଉଛି ବେପାର...

ଡିଜିଟାଲ ଯୁଗରେ ଅନଲାଇନ ଟ୍ରେଣ୍ଡିଂରେ ଛେଳି ଆଉ କୁକୁଡ଼ା....ଗୋଟିଏ ଜାଗାରେ ରହି ପୂରା ଦେଶରେ କରୁଛନ୍ତି ବେପାର। ଚାଷ ପାଇଁ ବିଦେଶରୁ ଚାକିରି ବି ଛାଡ଼ି ଦେଲେ, ଏବେ ଅନଲାଇନ୍‌ରେ ଚାଷ ଉପରେ ବି ଦେଉଛନ୍ତି ମାଗଣା ଟ୍ରେନିଂ

Viral video – Little girl touches feet of an army officer, netizens admire her ‘sanskar’
ରେଳ ଷ୍ଟେସନରେ ଯବାନଙ୍କ ପାଦ ଛୁଇଁଲା କୁନି ଝିଅ...ପରେ ଦେଖନ୍ତୁ ହେଲା କଣ?

ହୃଦୟସ୍ପର୍ଶୀ ଦୃଶ୍ୟ। ରେଲୱେ ଷ୍ଟେସନରେ ଯବାନଙ୍କ ପାଦ ଛୁଇଁଲା କୁନି ଝିଅ। ଭାବବିହ୍ୱଳ ହୋଇ ଏମିତି ଆଶୀର୍ବାଦ ଦେଲେ ଯବାନ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ...

Special Story | Choudwar - Employees of OTM await its reopening even after 21 yrs of closer
୨୧ ବର୍ଷ ହେଲାଣି ଖୋଲୁନି ଲୁଗା କଳ...ବକେୟା ଟଙ୍କା ଆଶାରେ ଗଲାଣି ୭୫୦ ଜୀବନ !

୨୧ ବର୍ଷ ହେଲାଣି ଓଟିଏମ୍ କାରଖାନାରେ ତାଲା ପଡ଼ିଛି। କାରଖାନାରେ ତାଲା ପଡ଼ିବାରୁ ବକେୟା ଅର୍ଥ ପାଇନାହାନ୍ତି ହଜାର ହଜାର କର୍ମଚାରୀ। ଟଙ୍କାକୁ ଅପେକ୍ଷା କରି କରି ୭୫୦ ଲୋକଙ୍କ ପ୍ରାଣ ବି ଗଲାଣି। ମନ୍ତ୍ରୀ କହୁଛନ୍ତି କାରଖାନା ଖୋଲିବା ସମ୍ଭବ ନୁହେଁ। କାରଖାନା ଉପରେ ନିର୍ଭର କରୁଥିବା ପରିବାର ଏବେ ଭୋକ ଉପାସରେ। ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ....

Meet the 1st student to pass Matriculation in this village - OTV special story
୧୦୦ ବର୍ଷ ପରେ ମାଟ୍ରିକ୍‌ ପାସ୍‌ କରି ରେକର୍ଡ କଲେ ସନ୍ଦୀପ...ଛୁଟିଲା ପ୍ରଶଂସାର ସୁଅ..

ଇଏ ଏମିତି ଏକ ଗାଁ ଯେଉଁଠାରେ ୧୦୦ ବର୍ଷ ହେଲାଣି କେହି ପାସ୍‌ କରିନାହାନ୍ତି ମାଟ୍ରିକ୍‌। ଅଧାରୁ ପାଠ ଛାଡ଼ି ଜଙ୍ଗଲରେ କାଠ ହାଣିବା ଆଉ ଗାଈ ଚରାଇବାରେ ବ୍ୟସ୍ତ ଏଠିକା ପିଲା। କିନ୍ତୁ ପଙ୍କରେ ପଦ୍ମ ପରି ମନଦେଇ ପାଠ ପଢି ମାଟ୍ରିକ ପାସ୍‌ କଲେ ସନ୍ଦୀପ ମାଝୀ। ଗାଁରେ ଖୁସିର ମାହୋଲ। ଇଂଜିନିୟର ହେବାକୁ ଦେଖୁଛନ୍ତି ସୁନେଲୀ ସ୍ୱପ୍ନ...

Special Story | Love birds romance in river after youth jumps to save drowning girlfriend
ଝଗଡା ହେବା ପରେ ନଈକୁ ଡେଇଁଲା ପ୍ରେମିକା..ପରେ ପ୍ରେମିକ ବି ଡେଇଁଲେ, ପ୍ରେମିକାଙ୍କୁ ଉଦ୍ଧାର କଲେ..

ପ୍ରେମିକକୁ ଦେଖା କରିବାକୁ ଭୁବନେଶ୍ୱରରୁ ଯାଇଥିଲା ପ୍ରେମିକା। ରାସ୍ତା ଉପରେ ଉଭୟଙ୍କ ମଧ୍ୟରେ ହେଲା ଯୁକ୍ତିତର୍କ...ରାଗିଯାଇ ନଈକୁ ଡେଇଁ ପଡ଼ିଲା ପ୍ରେମିକା। ବାସ୍‌...ପ୍ରେମିକା ପଛେ ପଛେ ନଈକୁ ଡେଇଁଲା ପ୍ରେମିକ। ଆଉ ପ୍ରେମିକାଙ୍କୁ କଲେ ଉଦ୍ଧାର। ଦେଖନ୍ତୁ ଏଇ ଭିଡ଼ିଓ...