• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Making News
ଭିଡ଼ିଓ କଲରେ ଦେଖିଲ, ଡ଼୍ରେସ କିଣିକି ଦେଲ ଏବେ କହୁଛ ଚିହ୍ନିନି?

କେଡେ ଚାଲାକ୍ ତୁମେ ଚତୁର? ଫାଷ୍ଟ ଭିଡ଼ିଓ କଲରେ ଦେଖିଲ, ପରେ ଚାଟିଂ ସହ ଡେଟିଂ କଲ। ଏବେ କହୁଛ ମତେ ଚିହ୍ନିନ ବୋଲି? ତୁମେ କେମିତିକା ଲୋକ କିହୋ ଚତୁର?

 School students construct road
ଗୁହାରି ପରେ ବି ଶୁଣିଲାନି ପ୍ରଶାସନ, ନିଜ ସ୍କୁଲ ରାସ୍ତା ନିଜେ ତିଆରି କଲେ ସ୍କୁଲ ପିଲା...

ପ୍ରଶାସନକୁ ଲଜ୍ଜା। ବାରମ୍ବାର ଗୁହାରି ପରେ ବି ଶୁଣିଲାନି ପ୍ରଶାସନ। ନିଜ ସ୍କୁଲ ରାସ୍ତାକୁ ନିଜେ ତିଆରି କଲେ ପିଲା...ବଡବାବୁଙ୍କୁ ପଚାରିଲେ କହୁଛନ୍ତି, କ୍ୟାମେରା ଆଗରେ କିଛି କହିବିନି...

11 Killed, Several Injured After Train Hits Microbus in Bangladesh's Chattogram
ମାଇକ୍ରୋବସ୍‌କୁ ଧକ୍କା ଦେଲା ଟ୍ରେନ୍‌; ୧୧ ମୃତ, ୫ ଆହତ

ରେଲ୍‌ୱେ କ୍ରସିଙ୍ଗ୍‌ରେ ଦୁର୍ଘଟଣା...୧୧ ମୃତ, ୫ ଆହତ...

Google rejects man 39 times
୩୯ ଥର ଫେଲ ହେବା ପରେ ଚାକିରି ଦେଲା ଗୁଗୁଲ, ଦରମା ମିଳିବ...

ଥରେ ନୁହେଁ କି ଦୁଇଥର ନୁହେଁ ବରଂ ୩୯ ଥର ଫେଲ ମାରିବା ପରେ ଏବେ ଚାକିରି ଦେଲା ଗୁଗୁଲ। ଦରମା ଜାଣିଲେ ଆପଣଙ୍କର ଉଡ଼ିଯିବ ହୋସ୍‌...

 News Fuse
ଆଲୋ ଆଲୋ...ପିଲେ ଖାଇଲେ ମିଲମେକର, ସାର୍ ଆଉ ଦିଦି ଖାଇଲେ ଚିଙ୍ଗୁଡ଼ି..

ମାରିଦେଲୁରେ ନାରଣ। ପିଲାଏ ଖାଇଲେ ମିଲମେକର...ସେପଟେ କିନ୍ତୁ ଚକା ମାଡିକି ଚିଙ୍ଗୁଡ଼ି ଝୋଳ ଖାଇଲେ ଦିଦି ଆଉ ସାର୍‌। ଦେଖୁନୁ ନାରଣ, କେମିତି ଝୋଳ ହାପୁଡୁଛନ୍ତି ଦିଦି, ମୋ ବୋଉଲୋ...

Andhra does cashew farming in forest land of Rebatiguda in Koraput
ଥମୁନି ଆନ୍ଧ୍ରର ଦାଦାଗିରି: ଓଡ଼ିଶାର ଜଙ୍ଗଲ ଜମିରେ ଆନ୍ଧ୍ର କରିଛି କାଜୁ ଚାଷ

ଆନ୍ଧ୍ର ନଜରରେ କୋରାପୁଟ ବନ୍ଧୁଗାଁ ସୀମାନ୍ତ ଅଞ୍ଚଳ...

Electric Mo Bus
ରାଜଧାନୀରେ ଗଡ଼ିଲା ମୋ ଇ-ବସ୍ ଏବଂ ମୋ ଇ-ଅଟୋ

ରାଜଧାନୀ ଭୁବନେଶ୍ୱରରେ ଗଡ଼ିଲା ୧୦ଟି ମୋ’ ଇ-ବସ୍‌ ଓ ୫୦ଟି ଇ-ଅଟୋ। ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟ୍‌ରେ ୧୦ଟି ମୋ’ ଇ-ବସ୍‌ ଚାଲିବ। ଇ-ବସ୍‌ରେ ଗାଇଡ୍‌ ଭାବେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିବ।

Tiger Reserve
ରାଜ୍ୟରେ କମୁଛି ବାଘ ସଂଖ୍ୟା, ୨୦୦୬ରେ ଥିଲା ୪୫ ଏବେ ୨୮

ରାଜ୍ୟ ସରକାରଙ୍କ ବାଘ ବଂଶବୃଦ୍ଧି ପ୍ରକଳ୍ପ ଫେଲ୍ । ନନ୍ଦନକାନନ ଚିଡ଼ଇାଖାନା କର୍ତ୍ତୃପକ୍ଷଙ୍କ ନୂଆ ଯୋଜନା । ରି-ୱାଇଲ୍ଡିଂ କରି ବଂଶ ବିସ୍ତାର ଲାଗି ବ୍ଲୁ-ପ୍ରିଣ୍ଟ ।

Cancer
କ୍ୟାନସର ନଥାଇ କେମୋ ପରେ ଅପରେସନରେ କଟାଗଲା ଅଙ୍ଗ !

ଯନ୍ତ୍ରଣା ଭୋଗୁଛନ୍ତି କାମାକ୍ଷାନଗରର ୪୫ ବର୍ଷିଆ ମହିଳା । ଏସସିବି ମେଡିକାଲର ତ୍ରୁଟିପୂର୍ଣ୍ଣ ନିଦାନ ରିପୋର୍ଟକୁ ଦୋଷ ଦେଲେ ପୁଅ । ପ୍ରଶାସନିକ ଅଧିକାରୀଙ୍କୁ ଫେରାଦ ।

Babushaan Family Dispute
ଓଡ଼ିଆ ଷ୍ଟାର କଳିରେ ପଡ଼ିବ କି ପୂର୍ଣ୍ଣଛେଦ ?

ଓଡ଼ିଆ ଷ୍ଟାରଙ୍କ ଘର କଳିର ଫିଟିବ କି ସମାଧାନର ବାଟ ? ବାବୁସାନ-ତୃପ୍ତି-ପ୍ରକୃତି କଳିରେ ପଡ଼ିବ କି ଯବନିକା ? ପୁଣି ଥରେ ସ୍ୱାଭାବିକ ହେବ କି ବାବୁସାନ-ତୃପ୍ତିଙ୍କ ଦାମ୍ପତ୍ୟ ଜୀବନ ?

Berhampur MKCG
ମେଡିକାଲ ବେଡ୍‌ରେ ଅଚାନକ ଥରିଲେ ୨୧ ରୋଗୀ ! ହେଲେ କାହିଁକି ?

ଖବରପାଇ ମେଡିକାଲର ବିଭାଗୀୟ ମୁଖ୍ୟ, ମେଡିକାଲ ଅଧୀକ୍ଷକ ଆସି ତଦନ୍ତ କରିଥିଲେ । ହେଲେ ଇଞ୍ଜେକସନ୍‌ର ତ୍ରୁଟି ନା ଚିକିତ୍ସାରେ ଭୁଲ ଭଟକା ଯୋଗୁଁ ଏଭଳି ଘଟଥିଲା ତାହା ଜଣାପଡ଼ିନଥିଲା ।

Elephant Death
ନରସିଂହପୁର ଜଙ୍ଗଲରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା

ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାହାତୀଟିର ଆଜି ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ଡିଏଫ୍ଓ ।

International Tiger Day
'ନନ୍ଦନକାନନ ବାଘଙ୍କୁ ରିୱାଇଲ୍ଡିଂ କରି ଜଙ୍ଗଲକୁ ଛଡ଼ାଯିବ'

ଆଜି ହେଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ। ବାଘଙ୍କ ସୁରକ୍ଷା ନେଇ ବିଚାର ବିମର୍ଷ ଚାଲିଥିବା ବେଳେ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଖୁସି ଖବର ଦେଇଛନ୍ତି।

Prakruti Mishra
ସମୟ ଆସିଲେ ସବୁ କହିବି: ପ୍ରକୃତି

ଛାତ ଉପରେ ପ୍ରକୃତି ତାଙ୍କ ସହ ବାପା ମନ୍ମଥ ମିଶ୍ରଙ୍କ ସହ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ।

E News on viral little boy Santanu
ଶାନ୍ତନୁଙ୍କ ନାଁ ପୂର୍ବରୁ କାହିଁକି ଲାଗିଲା ଭାଇରାଲ ବୟ?

ଶାନ୍ତନୁ କେତେ ଦୁଷ୍ଟ? ନାଁ ପଛରେ କାହିଁକି ଆଡ୍‌ ହେଲା ଭାଇରାଲ ବୟ? ଶୁଣନ୍ତୁ ଏନେଇ କଣ କହୁଛନ୍ତି କୁନି ଗୀତିକାର ଶାନ୍ତନୁ...

  • Friday, 29 July 2022
  • ENews
kholakatha
ସରକାରଙ୍କ ବିରୋଧରେ ଏତେ ଗର୍ଜୁଥିଲେ ...କିନ୍ତୁ ବିଜେଡ଼ିରେ କେମିତି ସାମିଲ ହେଲେ?

ଆଦିବାସୀଙ୍କ ହକ୍‌ ପାଇଁ ସରକାରଙ୍କ ବିରୋଧରେ ମନଖୋଲା ଗର୍ଜୁଥିଲେ ଆଉ ବର୍ଷୁଥିଲେ। ହେଲେ ଏବେ ସେଇ ଦଳରେ ମିଶି ରାଜ୍ୟସଭା ଗଲେ। ଆନ୍ଦୋଳନକୁ ଚାପିବା ପାଇଁ ବିଜେଡିରେ ସାମିଲ ହେଲେ କି ବିଶି?

Special story
ହନିମୁନରେ ଗୋଆ ଯିବେ କ୍ଷମା ବିନ୍ଦୁ : କେଉଁ କେଉଁ ସ୍ଥାନ ବୁଲିବେ ପ୍ରସ୍ତୁତ ହୋଇସାରିଛି ତାଲିକା

ନିଜକୁ ନିଜେ ବିବାହ କରିଥିବା କ୍ଷମା ବିନ୍ଦୁ ଏବେ ହନିମୁନ୍‌ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

Apana Eka Nuhanti
ଦିନେ ଅଟୋ ଚଳାଇ ପରିବାର ପୋଷୁଥିଲେ...ଏବେ କିଡନୀ ଖରାପ ହେବା ପରେ ଭୋକ ଉପାସରେ ସ୍ତ୍ରୀ ଓ ପିଲା

ଦିନେ ଅଟୋ ଚଳାଇ ପରିବାର ଚଳାଉଥିଲେ। ଯେତିକି ରୋଜଗାର ହେଉଥିଲା ସେତିକିରେ ବେଶ୍‌ ଭଲରେ ପରିବାର ଚଳୁଥିଲା। କିନ୍ତୁ ଦୁଇଟା ଯାକ କିଡନୀ ଖରାପ ହେବା ପରେ ଏବେ ଖାଇବାକୁ ପାଉନାହାନ୍ତି ମନୋଜ... ସ୍ୱାମୀଙ୍କ ଚିକିତ୍ସା ପାଇଁ ସିଲେଇ କରୁଛି ସ୍ତ୍ରୀ, ହେଲେ ସେଇ ପଇସା ସମୁଦ୍ରକୁ ଶଙ୍ଖେ...ସାହାଯ୍ୟ ମିଳିଲେ ଭଲ ହେବେ ମନୋଜ

Odia food likely to be included in Rashtrapati Bhavan food menu
ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ...ମେନୁରେ ରହିବ ଭାତ, ଶାଗ ସହ ଆଳୁ ଭର୍ତା...

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ମେନୁରେ ଆଡ୍‌ ହେବ ନୂଆ ଡିସ୍‌। ରାଷ୍ଟ୍ରପତି ଭବନରେ ଏଣିକି ସମସ୍ତେ ଖାଇବେ ଭାତ, ଶାଗ ସହ ଆଳୁଭର୍ତା...ପୂର୍ବରୁ ବି ରାଷ୍ଟ୍ରପତିଙ୍କ ଇଚ୍ଛା ଅନୁସାରେ ରନ୍ଧା ଯାଉଥିଲା ଖାଦ୍ୟ..

Special story
କୋଟିଏ ଟଙ୍କା ଖର୍ଚ୍ଚ କରି ଯାହାକୁ ସମୁଦ୍ରରେ ଖୋଜୁଥିଲା ନେଭି, ବୟଫ୍ରେଣ୍ଡ୍‌ ସହ ଧରାପଡ଼ିଲେ ସେହି ମହିଳା

ସ୍ୱାମୀକୁ ଧୋକାଦେଇ ପ୍ରେମିକ ପାଖରେ ସ୍ତ୍ରୀ । ମହିଳାଙ୍କୁ ଖୋଜିବା ପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏବେ ଘଟଣାରେ ଟ୍ୱିଷ୍ଟ ଦେଖିବାକୁ ମିଳିଛି ।

Making News
ଏଇଟା ଅଜାଗା ଘା’...ରାସ୍ତାରେ କଚଡା ଖାଇବା ପରେ ବି ଟାଇପିଂ ଛାଡୁନାହାନ୍ତି...

ସାର ମୋ ଆତ୍ମା କାନ୍ଦୁଛି...ଦିନ ରାତି ଏଇ ଲୋକଟା ମୋବାଇଲ ଧରି ଖେଂଚୁଛି। ସାର୍‌ ଏ ଅଜାଗା ଘା’ କାହାକୁ ଦେଖାଇବି? ମୋବାଇଲରେ ଏମିତି ବ୍ୟସ୍ତ ରହୁଛନ୍ତି ଯେ, ରାସ୍ତା ଘାଟରେ କଚଡା ଖାଇବା ପରେ ବି ଟାଇପିଂ ଛାଡୁନାହାନ୍ତି...

30 persons injected in one syringe
ଆଶ୍ଚର୍ଯ୍ୟ !! ଗୋଟିଏ ସିରିଞ୍ଜରେ ୩୦ ଜଣଙ୍କୁ ଦିଆଗଲା ଇଂଜେକସନ୍‌

ଆଶ୍ଚର୍ଯ୍ୟ !! ମାତ୍ର ଗୋଟିଏ ସିରିଞ୍ଜରେ ଦିଆଗଲା ୩୦ ଜଣଙ୍କୁ ଇଂଜେକସନ୍‌। ପ୍ରଶ୍ନ ପଚାରିବାରୁ କହିଲେ, ମୁଁ କିଛି ଜାଣିନାହିଁ। ମତେ ଦିଆଯାଇଥିଲା ଗୋଟିଏ ସିରିଞ୍ଜ...ଭାଇରାଲ ହେଉଛି ଭିଡ଼ିଓ

Government employees
ଅଗଷ୍ଟ ୧ରୁ ଦରମା ବଢିବା ସହିତ ଏଇ ଉପହାର ପାଇବେ ସରକାରୀ କର୍ମଚାରୀ...

ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଅଗଷ୍ଟ ୧ରୁ ବଢିବ ଦରମା...ଖାଲି ଏତିକି ନୁହେଁ ବରଂ ଏଇ ସବୁ ଉପହାର ପାଇଁ ସରକାରୀ ଚାକିରିଆ...