ଏ ଯୁଗର ଶ୍ରବଣ କୁମାର। ରୋଗାଗ୍ରସ୍ତ ବାପାଙ୍କୁ ଧରି ବାଣ୍ଟୁଛନ୍ତି ଡାକ...କରୋନା ସମୟରେ ପାରାଲିସିସ୍ ହେବା ପରେ ଚାଲି ପାରୁନାହାନ୍ତି ବାପା। ଆଉ ଚିଠି ଦେବା ପାଇଁ କ୍ୟାରିଅରକୁ ପଛରେ ପକାଇ ବାପାର ସେବା କରୁଛି ପୁଅ... ପୁଅର ଏଭଳି କାମକୁ ପ୍ରଶଂସା କରିଛନ୍ତି ଢେଙ୍କାନାଳ ମୁଖ୍ୟ ଡାକଘରର ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ରାମଚନ୍ଦ୍ର ବେହେରା ।
ଏ ଯୁଗର ଶ୍ରବଣ କୁମାର। ରୋଗାଗ୍ରସ୍ତ ବାପାଙ୍କୁ ଧରି ବାଣ୍ଟୁଛନ୍ତି ଡାକ...କରୋନା ସମୟରେ ପାରାଲିସିସ୍ ହେବା ପରେ ଚାଲି ପାରୁନାହାନ୍ତି ବାପା। ଆଉ ଚିଠି ଦେବା ପାଇଁ କ୍ୟାରିଅରକୁ ପଛରେ ପକାଇ ବାପାର ସେବା କରୁଛି ପୁଅ...
ପୁଅ ହେବ ତ ଏମିତି ! ଶ୍ରାବଣ ମାସରେ କାନ୍ଧରେ କଳସ ନୁହେଁ ବରଂ ବାପା-ମାଆଙ୍କୁ ଭାରରେ ବୋହି ୧୦୫ କିମି ଯାତ୍ରାରେ ବାହାରିଛନ୍ତି ପୁଅ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ