ମୁଢି ଉପରେ ଲାଗିଲା ଜିଏସ୍ଟି। ଏବେ ପ୍ୟାକେଟ୍ ମୁଢି ଉପରେ ଦେବାକୁ ପଡ଼ିବ ଅଧିକ ଟଙ୍କା...ଚିନ୍ତାରେ ମୁଢି ବ୍ୟବସାୟୀ। ଲୋକେ କହୁଛନ୍ତି....ବ୍ରିଟିଶ ଲୁଣ ଉପରେ କର ଲଗାଇଥିଲା, ଏ ସରକାର ମୁଢି ଉପରେ କର ଲଗାଇଲା। ପ୍ରକୃତରେ ଜିଏସଟି ଲାଗିବା ପରେ କଣ କହୁଛନ୍ତି ଦୋକାନୀ ଓ ଗ୍ରାହକ? ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ..
Published: Otv Khabar Bureau
Last updated: 20 July 2022, 11:57 AM IST
ମୋ ବୋଉଲୋ...ଇଏ ତଣ୍ଟିଆ ଯିଏ ଖାଇବ ତା’ ଷଣ୍ଢା ଥିବ ତ ଆଉ? ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ ହେଲେ ଇଏ ଯୋଉ ତଣ୍ଟିଆ ଖାଇଲେ ସେଥିରେ ବେକ ରହିବ ତ?