ଗାଇଡଲାଇନ ଅନୁସାରେ ଶିକ୍ଷାନୁଷ୍ଠାନରେ ପ୍ଲାଷ୍ଟିକ୍ ବୋତଲ ବଦଳରେ ଅନ୍ୟ ପରିବେଶ ଉପଯୋଗୀ ଜିନିଷ ବ୍ୟବହର କରିବାନେଇ ନିର୍ଦ୍ଦେଶ ରହିଛି । କ୍ୟାମ୍ପସରେ ଥିବା କ୍ୟାଣ୍ଟିନ୍, ମାର୍କେଟ୍ କମ୍ପ୍ଲେକ୍ସ, ହଷ୍ଟେଲକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ଆସିପାରିବ ନାହିଁ ।
ପ୍ଲାଷ୍ଟିକ୍ ବ୍ୟାଗ୍ ଖାଲି ମାଟି ଏବଂ ପାଣିରେ ଜମା ହୋଇ ଇକୋସିଷ୍ଟମ ଏବଂ ସାମୁଦ୍ରିକ ଜୀବ ପାଇଁ କ୍ଷତି ଘଟାଉ ନାହିଁ ଏହା ମଧ୍ୟ ଡ୍ରେନେଜ୍ ସିଷ୍ଟମରେ ସମସ୍ୟା ସୃଷ୍ଟି କରୁଛି, ପୁନଃବ୍ୟବହାର ପ୍ରକ୍ରିୟାକୁ ବାଧା ଦେଇ ଜଳପଥକୁ ଦୂଷିତ କରୁଛି। ଏହି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମୁଦ୍ର କଇଁଛ, ବାଘ, ଡଲ୍ଫିନ୍ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଜୀବନ ପାଇଁ ବିପଦ ସୃଷ୍ଟି କରିଛି।
ପଲିଥିନରେ ଖାଦ୍ୟ.. ପଲିଥିନରେ ଔଷଧ। ପ୍ରସାଦ ହେଉ କି ପନିପରିବା, ସବୁକିଛି ବେଧଡକ ବୁହା ହେଉଛି ପଲିଥିନରେ।
ସାରା ବିଶ୍ୱରେ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ପ୍ରତି ବର୍ଷ ଜୁଲାଇ ୩କୁ ‘ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ’ ଭାବେ ପାଳନ କରାଯାଏ। ଏହି ଦିନ ପ୍ଲାଷ୍ଟିକର ବ୍ୟବହାର ଏବଂ ଏହାର କ୍ଷତି ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଏ।
ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନକୁ କଡ଼ାକଡ଼ି ଭାବେ ସାରା ରାଜ୍ୟରେ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପ୍ଲାଷ୍ଟିକ୍ ବର୍ଜ୍ୟର ପୁନଃ ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରାଯାଇଛି।
ମଦୁଆ ଜାତିରେ ତୁ କଳଙ୍କ। ଏତେ ଦାମୀକିଆ ମଦ ପିଉଛୁ...ହେଲେ ଗ୍ଲାସ୍ଟେ ପାଉନୁ ଯେ ଭଙ୍ଗା ଷଢେଇରେ ପିଉଛୁ। ଛି ଛି ଛି...ତୁ ଚୁପ୍ କର, ମୁଁ କଳଙ୍କ ନୁହେଁ ବେ ଡାଇମଣ୍ଡ। ନେତା ତ କହୁଛନ୍ତି ମଦୁଆ ବଢିଲେ ରାଜସ୍ୱ ବଢିବ। ତୁ ମତେ ସାଲ୍ୟୁଟ୍ ମାର୍...