Sugarcane Juicer
ୟୁଟ୍ୟୁବ୍ ଦେଖି ଜୁସ୍ ମେସିନ୍ ତିଆରି କଲେ ଯୁବକ । ତାହା ପୁଣି ଏମିତି ସେମିତି ଜୁସ୍ ମେସିନ୍ ନୁହେଁ ବରଂ ଆଖୁ ଜୁସ୍ ମେସିନ । ଆଉ ଏହି ମେସିନରୁ ତିଆରି ହେଉଥିବା ଜୁସ୍ ଅଧିକ ଦିନ ପର୍ଯ୍ୟନ୍ତ ଭଲ ବି ରହିବ । ନୟାଗଡ଼ ଯୁବକଙ୍କ ଏହି ଜୁସ୍ ମେସିନକୁ ନେଇ ସ୍ଥାନୀୟ ଅଞ୍ଚଳରେ ବି ବେଶ୍ ଚର୍ଚ୍ଚା ଚାଲିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)