• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Odisha Tourism
ମହକ ହରାଉଛି କି ରାଜ୍ୟ ପର୍ଯ୍ୟଟନ ?

ଦେଶୀ ହୁଅନ୍ତୁ କି ବିଦେଶୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି ଓଡ଼ିଶା । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେପ୍ଟେମ୍ବର ୨୭ ବିଶ୍ୱ ପର୍ଯ୍ୟଟନ ଦିବସରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ବା ଭାରତ ପର୍ଯ୍ୟଟନ ପରିସଂଖ୍ୟାନ-୨୦୨୨ରୁ ଏହା ସ୍ପଷ୍ଟ ହୋଇଛି ।

Special story
ରାଜ୍ୟର ଗାଡ଼ି ମାଲିକ ମାନଙ୍କୁ ମିଳିଲା ଆଶ୍ୱସ୍ତି

ମାସେ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍ ମହଲତ। ଶେଷ ନମ୍ବର ୧ରୁ ୪ ଥିଲେ ଡେଡଲାଇନ୍ ଅୋବର ୩୧। ୫ ଓ ୬ ଶେଷ ନମ୍ବର ପାଇଁ ନଭେମ୍ବର ୩୦ ଯାଏଁ ମହଲତ। ଶେଷ ନମ୍ବର ୭ ଓ ୮ ଥିଲେ ଡିସେମ୍ବର ୩୧ ଯାଏଁ ଡେଡ୍ଲାଇନ୍। ରାଜ୍ୟ ସରାକରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି..

Odisha Tourism
ଆସୁନାହାନ୍ତି ଦେଶୀ କି ବିଦେଶୀ ପର୍ଯ୍ୟଟକ! ମହକ ହରାଉଛି କି ରାଜ୍ୟ ପର୍ଯ୍ୟଟନ

ବେଳାଭୂମି, ଐତିହ୍ୟ ଓ ମନୋରମ ପରିବେଶ ସବୁକିଛି ଥାଉ ଥାଉ, ଆମ ରାଜ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏତେ ପଛରେ କାହିଁକି? ପ୍ରଚାର ପ୍ରସାର ଓ ଭିତ୍ତିଭୂମିର ଅଭାବ ପାଇଁ ଫିକା ପଡ଼ୁଛି କି ଆକର୍ଷଣ? କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ଅନୁଯାୟୀ  ୨୦୨୧ରେ ଉଭୟ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଦୃଷ୍ଟିରୁ, ଶ୍ରେଷ୍ଠ ୧୦ ରାଜ୍ୟ ତାଲିକାରେ ସ୍ଥାନ ପାଇନି ଓଡ଼ିଶା ।

Top 10 Business Coaches In India
ଦେଶର ୧୦ ଜଣ ସର୍ବଶ୍ରେଷ୍ଠ ପ୍ରେରଣାଦାୟୀ ବକ୍ତା; ଜାଣନ୍ତୁ ସେମାନଙ୍କୁ

ବୃତ୍ତିଗତ ପରାମର୍ଶଦାତା ହେଉଛନ୍ତି ସେମାନେ ଯେଉଁମାନେ ଉଭୟ ନୂଆ ଏବଂ ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ପାଇଁ ଏକ ରୋଡ୍ ମାପ୍ ତିଆରି କରିବାରେ ସାହାଯ୍ୟ କରିଥାନ୍ତି। ତେବେ ଆସନ୍ତୁ ଭାରତର ସର୍ବଶ୍ରେଷ୍ଠ ୧୦ ଜଣ ବ୍ୟବସାୟୀଙ୍କ ବିଷୟରେ ଜାଣିବା ଯେଉଁମାନେ ଏକ ବ୍ୟବସାୟକୁ ସଠିକ ଦର୍ଶନ ଏବଂ ଦିଗ ଦେଇଛନ୍ତି।

HRSP deadline extended
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌: ମାସେ ଟେନ୍‌ସନ୍‌ ଫ୍ରି

ଆଉ ମାସେ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମହଲତ। ଆଜି ସରୁଥିବା ଡେଡ୍‌ଲାଇନ୍‌କୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରାଯାଇଛି। 

Justice Jaswant Singh Chief Justice of Orissa High Court
ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ । ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଜଷ୍ଟିସ ସିଂହ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଥିବାବେଳେ ଏବେ ହାଇକୋର୍ଟ ମୁଖ୍ୟ ବିଚାରପତି ପଦରେ ଆସୀନ ହେବେ।

Bishnu Sethi Souvenir Bishnu Patha
‘ଭାଇ, କଥା ସବୁ କଥାରେ ରହିଗଲା’

‘ସତରେ ବିଷ୍ଣୁ ଭାଇ ! ଏହି ପୁସ୍ତକର ମଲାଟରେ ଆପଣ ଜଳୁଛନ୍ତି, ଏକଦମ୍ ଜୀବନ୍ତ ଲାଗୁଛନ୍ତି । ଯେମିତି ଆଗରୁ ଥିଲେ। ଏବେ ବି ଆପଣ ଅଗଣିତ ଶୁଭେଚ୍ଛୁଙ୍କ ହୃଦୟରେ ବସା ବାନ୍ଧି ରହିଛନ୍ତି ଓ ରହିଥିବେ ଚିରକାଳ। ଆପଣଙ୍କ ଭଳି ପରୋପକାରୀ ଦରଦୀ ମଣିଷ ଏ ଦୁନିଆରେ ମିଳିବା କଷ୍ଟ।’ ଆଜି ବିରୋଧୀ ଦଳ ଉପନେତା ତଥା ବିଶିଷ୍ଟ ଲେଖକ ବିଷ୍ଣୁ ସେଠୀଙ୍କ ଆଜି ଏକାଦଶାହରେ ଏମିତି ସ୍ମୃତି ଚାରଣ କରିଛନ୍ତି ବନ୍ଧୁ, ଶୁଭେଚ୍ଛୁ ତଥା ‘ଲେଖାଲେଖି’ର ସମ୍ପାଦକ ଇଂ ପ୍ରଦୀପ୍ତ ବେଉରା।

Kalpit Not Found
ଏମିତି ଦୁଃଖ ଭଗବାନ କାହାକୁ ନ ଦିଅନ୍ତୁ ! ତିନିତିନି ଜଣଙ୍କ ଜୀବନ ଗଲା, ଏବେ ସ୍ୱାମୀ ବି ଗାୟବ

ତିନିତିନି ଜଣଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିଲେ କଳ୍ପିତ । ଏମିତିକି ୪ ମାସ ହେଲା କାହା ସହ ଠିକ୍‌ରେ କଥା ହେଉନଥିଲେ କି ଔଷଧ ଖାଉନଥିଲେ ।

HSRP deadline extension Odisha govt to issue notification today
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଟେନ୍‌ସନ୍‌: ବଢ଼ିବ ସମୟ ସୀମା

ବଢ଼ିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି। ସ୍ଲଟ୍‌ ବୁକିଂ ପାଇଁ ପୋଷ୍ଟ ଅଫିସ୍, ଜନସେବା କେନ୍ଦ୍ରକୁ ସାମିଲ୍ ପାଇଁ ପ୍ରସ୍ତାବ ଦିଆଯାଇଛି।

Tension Over High Security Registration Plates
ଏହିସବୁ ଗାଡ଼ି ନମ୍ବର ପ୍ଲେଟ୍‌ର ଆଜି ସରୁଛି ଡେଡ୍‌ଲାଇନ୍‌, କାଲିଠୁ ଫାଇନ୍‌

ନୂଆ ନମ୍ବରପ୍ଲେଟ୍ ଲଗାଇ ନଥିଲେ ବି ଯଦି କୌଣସି ଗାଡ଼ି ମାଲିକ ସ୍ଲଟ୍ ବୁକିଂ କରିନଥିବେ ତେବେ ଆସନ୍ତାକାଲିଠୁ ସେମାନଙ୍କଠୁ ଜରିମାନା ଆଦାୟ କରାଯିବ। ଅନ୍ୟପକ୍ଷେ, ସ୍ଲଟ୍‌ ବୁକିଂରେ ଲୋକମାନେ ସମସ୍ୟାର ସାମ୍ନା କରୁଥିବା ଅଭିଯୋଗ ହୋଇଛି। 

Water Scarcity
ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ, ତଥାପି ସ୍ଥିତି ସୁଧୁରୁନି ! ଏବେ ବି ଲୋକେ ଡହଳ ବିକଳ..

ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ଉଦେଶ୍ୟରେ । ହେଲେ ସ୍ଥିତି ସୁଦୁରୁନି ।

Bhadrak village under existential threat due to change in course of Baitarani river
ଗାଁ ଭିତରକୁ ମାଡ଼ି ଆସୁଛି ବୈତରଣୀ ନଦୀ, ଭୟଭୀତ ଅବସ୍ଥାରେ ଲୋକେ

ବୈତରଣୀ ନଦୀର ଗତିପଥରେ ପରିବର୍ତ୍ତନ ଯୋଗୁ ବନ୍ଦାଳ ମଢିଆଳି ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବର୍ଷକୁ ବର୍ଷ ବୈତରଣୀ ନଦୀ ଗାଁ ଭିତରକୁ ମାଡ଼ି ଆସୁଛି। ଦିନେ ଗାଁଠାରୁ କୋଶେ ଦୂରରେ ଥିବା ନଦୀ ଏବେ ବାଡ଼ି ପାଖରେ ପହଞ୍ଚିଲାଣି।

Fines For No Seatbelt In Rear Seat
ଏଣିକି କାର୍‌ ପଛ ସିଟ୍‌ରେ ବସିଲେ ବି ପିନ୍ଧିବେ ସିଟ୍‌ ବେଲ୍ଟ; ନ ହେଲେ ଗଣିବେ ୧,୦୦୦ ଟଙ୍କା ଫାଇନ୍‌

ଦୁଇ ଚକିଆ, ତିନି ଚକିଆ ଯାନ ବାଦ୍ ଯେଉଁ ଗାଡ଼ିରେ ୮ରୁ କମ୍ ସିଟ୍ ଥିବ ସେଥିରେ ଡ୍ରାଇଭର ନିକଟରେ ଆଗରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ୮ରୁ କମ୍ ସିଟ୍‌ ବିଶିଷ୍ଟ ଗାଡ଼ିରେ ପଛରେ ଯେଉଁ ଯାତ୍ରୀ ସାମ୍ନାକୁ ମୁହଁ କରି ବସୁଥିବେ ସେମାନେ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ।

'Salapa' drink
ଥରେ ସଲପ ରସ ପିଅନ୍ତୁ, ଜାଣିବେ କେତେ ଉପକାରୀ

ସଲପ ରସର ଏକ ସ୍ୱତନ୍ତ୍ର ଚାହିଦା ରହିଛି, ଏହି ଗଛ ଲୋକଙ୍କୁ ମାଲେମାଲ କରିଦିଏ। ଥରେ ସଲପ ରସ ପିଅନ୍ତୁ, ଜାଣିବେ କେତେ ଉପକାରୀ । କୋରାପୁଟ୍ ଗଲେ ସଲପ ରସ ପିଇବାକୁ ଭୁଲିବେନି

Woman started pet food bank and helps 200 owners
ପୋଷା ପଶୁଙ୍କ ପାଇଁ ଯୁବତୀ କଲେ ଫୁଡ୍ ବ୍ୟାଙ୍କ୍; ୨୦୦ ମାଲିକ ହେଲେ ଉପକୃତ

୨୪ ବର୍ଷର ଯୁବତୀ ପୋଷା ପଶୁମାନଙ୍କୁ ସହଯୋଗ କରିବା ନେଇ ଏକ ଫୁଡ୍ ବ୍ୟାଙ୍କ୍ କରିଛନ୍ତି। ଯେଉଁ ମାଲିକମାନେ ସେମାନଙ୍କ ଗୃହପାଳିତ ପଶୁଙ୍କ ପାଇଁ ଖର୍ଚ୍ଚ କରି ନ ପାରୁଛନ୍ତି ସେମାନେ ଏଥିରେ ଉପକୃତ ହେବେ।

Special story
କଟକ ଜଗତପୁର ଅଞ୍ଚଳରେ ହାତୀ-ମଣିଷ ଲଢେଇ

ଆଠଗଡ଼ ବନାଞ୍ଚଳରୁ ଗତକାଲି ରାତିରେ ଚାଲି ଆସିଥିବା ୩ଟି ହାତୀ ଜଗତପୁରର ଜନବସତି ଅଞ୍ଚଳକୁ ପଶି ଆସି ୨ ଜଣଙ୍କୁ ଦଳି ମାରିବା ସହ ଏ ଅଞ୍ଚଳରେ ଆତଙ୍କ ମଚାଇଛନ୍ତି ।

Number Plate
ଥମୁନି ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ଝମେଲା

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବସ୍ଥା କଡ଼ାକଡ଼ି କାର୍ଯ୍ୟକାରୀ କରିବା ସମୟସୀମାକୁୁ ଚ୍ୟାଲେଞ୍ଜ୍ କରି ଦାୟର ଦୁଇଟି ମାମଲା ଉପରେ ଆଜି ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ।

Special story
ଗ୍ୟାସ୍ ଲିକ୍ ଯୋଗୁଁ ୨୮ କର୍ମଚାରୀ ଗୁରୁତର : ମେଡିକାଲରେ ଭର୍ତ୍ତି

ଅସୁସ୍ଥ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Special story
ଦୁର୍ନୀତି ନକରିବାରୁ ଦଣ୍ଡ ! ଟେଣ୍ଡର ଫିକ୍ସିଂ କରିବାକୁ ମନା କରିବା ପରେ CDMOଙ୍କ ବଦଳି

ଟେଣ୍ଡରକୁ ଖାରଜ କରିବା ପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ

  • Wednesday, 28 September 2022
  • CDMO
Special story
ଛାତ୍ରଙ୍କ ମହାନତା : ୨୫ ହଜାର ଟଙ୍କା ପାଇ ଫେରାଇଦେଲେ ଶୁଭଙ୍କର

କୁନି ପୁଅକୁ ଲୋଭ ଗ୍ରାସ କରି ପାରିଲାନି । ପାଇଥିବା ଟଙ୍କାକୁ ଫେରାଇ ଦେଲେ ।

Special story
ତଳିତଳାନ୍ତ କରିଦେଲେ ସରକାର : ଦିନେ ଥିଲେ ଜମିଦାର, ଆଜି ସେ ଯାଯାବର

ସରକାରୀ ପ୍ରକଳ୍ପ କରିଦେଲା ଦାଣ୍ଡର ଭିକାରୀ