Advertisment

ରାଜ୍ୟର ଗାଡ଼ି ମାଲିକ ମାନଙ୍କୁ ମିଳିଲା ଆଶ୍ୱସ୍ତି

ମାସେ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍ ମହଲତ। ଶେଷ ନମ୍ବର ୧ରୁ ୪ ଥିଲେ ଡେଡଲାଇନ୍ ଅୋବର ୩୧। ୫ ଓ ୬ ଶେଷ ନମ୍ବର ପାଇଁ ନଭେମ୍ବର ୩୦ ଯାଏଁ ମହଲତ। ଶେଷ ନମ୍ବର ୭ ଓ ୮ ଥିଲେ ଡିସେମ୍ବର ୩୧ ଯାଏଁ ଡେଡ୍ଲାଇନ୍। ରାଜ୍ୟ ସରାକରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି..

author-image
Manoranjan Behera

ମାସେ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍ ମହଲତ। ଶେଷ ନମ୍ବର ୧ରୁ ୪ ଥିଲେ ଡେଡଲାଇନ୍ ଅୋବର ୩୧। ୫ ଓ ୬ ଶେଷ ନମ୍ବର ପାଇଁ ନଭେମ୍ବର ୩୦ ଯାଏଁ ମହଲତ। ଶେଷ ନମ୍ବର ୭ ଓ ୮ ଥିଲେ ଡିସେମ୍ବର ୩୧ ଯାଏଁ ଡେଡ୍ଲାଇନ୍। ରାଜ୍ୟ ସରାକରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି..

Advertisment
HSRP Deadline Extension
Advertisment
Advertisment