Advertisment

ପେଟେ ପିଇ ଦେଇ ସ୍କୁଲରେ ପହଞ୍ଚିଲେ ଶିକ୍ଷକ। ଅଶ୍ଳୀଳ ଭାଷା କହିଲେ, ପିଲାଙ୍କୁ ବାଡେଇଲେ

ଶିକ୍ଷକଙ୍କ ନାଁରେ କଳଙ୍କ। ପେଟେ ନାଲିପାଣି ପିଇଦେଇ ସ୍କୁଲକୁ ଆସିଲେ ଶିକ୍ଷକ। ଅଶ୍ଳୀଳ ଭାଷା କହିଲେ…ବିନା କାରଣରେ ପିଲାଙ୍କୁ ନିର୍ଧୁମ ଛେଚିଲେ….ପ୍ରଧାନ ଶିକ୍ଷୟିତ୍ରୀ କହିଲେ, ଏଇଟା ନିତିଦିନର କଥା

author-image
Pallipuspa Samal