ସ୍ଲାଏମାନ ଦୀର୍ଘବର୍ଷ ଧରି କିଡନୀ ଜନିତ ରୋଗରେ ପୀଡିତ ଅଛନ୍ତି। ଡାୟଲିସିସର ସାତ ବର୍ଷ ପରେ ୨୦୧୮ ରେ ଏହି ଡାକ୍ତରଖାନାରେ ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା। ମାତ୍ର ପାଞ୍ଚ ବର୍ଷ ପରେ ସେହି କିଡନୀ କାମ କରିବା ବନ୍ଦ ହୋଇଯାଇଥିଲା।
Doctor Doctor | Kidney Transplant: Purpose, Procedure & Recovery | Nephrologist Dr. Bibekananda Panda OdishaTV is Odisha\'s no 1 News Channel. OTV being
ଆଜି ବିଶ୍ୱ କିଡ୍ନୀ ଦିବସ। ରକ୍ତକୁ ପରିସ୍କାର ରଖିବା ଏବଂ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ କିଡ୍ନୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେବେ ଆସନ୍ତୁ କିଡ୍ନୀ ସହ ଜଡିତ କିଛି ସମସ୍ୟା ଏବଂ ଏହାକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ଜାଣିବା…
ରାଜ୍ୟ ସରକାର ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ପାରୁନଥିବା ବେଳେ ସେମାନଙ୍କୁ ମେଡିସିନ୍ ବି ନକଲି ମିଳୁଥିବା ଅଭିଯୋଗ ହୋଇଛି। ତେଣୁ ସେମାନଙ୍କୁ ଏମ୍ସରେ ଚିକିତ୍ସା ଯୋଗାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ କିଡ୍ନୀ ପ୍ରତିରୋପଣ କରିଥିବା ରୋଗୀଙ୍କ ସମ୍ପର୍କୀୟ ଗୁହାରି କରିଛନ୍ତି।
ଜଗତସିଂହପୁରର ୬ ବର୍ଷିୟ ପୁଅର କିଡ୍ନୀ ଦାନ କରିଥିଲେ ପରିବାର । ୬ ବର୍ଷିୟ ପୁଅ କିଡ୍ନୀରେ ବଞ୍ଚିଗଲା ଘରୋଇ ହସ୍ପିଟାଲ୍ ରୋଗୀଙ୍କ ଜୀବନ ।
ଯେଉଁ ବୟସରେ ପରିବାର ଚଳାଇବା କଥା ସେହି ବୟସରେ ପରିବାର ଉପରେ ସେ ହୋଇଗଲେ ବୋଝ...ଚିକିତ୍ସା ପରେ ବି ଚାଲିପାରୁନି ଭେଣ୍ଡିଆ ପୁଅ...ଆପଣଙ୍କ ସାହାଯ୍ୟ ଅପେକ୍ଷାରେ ପରିବାର