• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

200-year-old pond renovated in Odisha's Bhadrak
ଦିନେ କେହି ଆଡ଼ ଆଖିରେ ଚାହୁଁ ନଥିଲେ, ଆଜି ନୂଆ ରୂପ ନେବାକୁ ଯାଉଛି ୨୦୦ ବର୍ଷ ପୂର୍ବର ଡିଗି ପୋଖରୀ

ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ପୋଖରୀ ଏବେ ହେବାକୁ ଯାଉଛି ପଦ୍ମ ପୋଖରୀ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଥିବା ପ୍ରାୟ ୨୦୦ ବର୍ଷ ପୂର୍ବର ଐତିହାସିକ ଡିଗି ପୋଖରୀ ଏବେ ନୂଆ ରୂପ ନେବାକୁ ଯାଉଛି।

Vigilance raid continues in crorepati sub-inspector's house
ପୋଲିସ୍ ବାବୁଙ୍କ ଅମାପ ସମ୍ପତ୍ତି: ଯେତେ ଖୋଜିଲେ, ସେତେ ବାହାରୁଛି...

ଭିଜିଲାନ୍ସ ଜାଲରେ ଫସିଥିବା କୋଟିପତି ସବ୍ ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀଙ୍କ ସମ୍ପତ୍ତିର ଖୋଳତାଡ଼ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ରେଡ୍ କରିଛି। 

Teacher Student Love
ପ୍ରେମରେ ଦିଦି ଉବୁଟୁବୁ, ଟ୍ୟୁସନ କରୁ କରୁ ଛାତ୍ର ସହ ଚମ୍ପଟ୍‌

ଛାତ୍ରଙ୍କ ପ୍ରେମରେ ଉବୁଟୁବୁ ଦିଦି। ସତ ଜଣାପଡିବା ପରେ ଘର ଲୋକ ବାରଣ କଲେ, ହେଲେ ଦିଦି କିଛି ଶୁଣିଲେନି। ପ୍ରେମ ଏମିତି ବାୟା କଲା ଯେ ଛାତ୍ରଙ୍କ ସହ ଫେରାର ମାରିଲେ

Viral Video
ଦିବ୍ୟାଙ୍ଗ ବାପା-ମାଆଙ୍କ ସେବାରେ ଝିଅ, ଭାଇରାଲ ହେଉଛି ଭିଡିଓ

ଝିଅ ହେବ ତ ଏମିତି। ବାପା-ମାଆ ଦୁହେଁ ଦିବ୍ୟାଙ୍ଗ, ଗୋଟିଏ ମିନିଟ୍‌ ବି ସେବାରୁ ନିବୃତ୍ତ ହେଉନି କୁନି ଝିଅ। ବଜାର ଘାଟ ସବୁଆଡେ ନେଉଛି, ପ୍ଲେଟ ଧରି ଖୁଆଇ ଦେଉଛି। ଭାଇରାଲ ହେଉଛି ଭିଡିଓ

Thief fear grips
ମେଡିକାଲକୁ ଯାଉଥିଲେ ସାବଧାନ ! ଚାହୁଁଚାହୁଁ ଗାଏବ ହେଉଛି ମୋବାଇଲ ଫୋନ୍‌

ଏଇ ମେଡିକାଲକୁ ଯାଉଛନ୍ତି କି? ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ...କାରଣ ଚାହୁଁଚାହୁଁ ଗାଏବ ହୋଇଯାଉଛି ମୋବାଇଲ ଫୋନ୍‌

News Fuse
ମଡେଲଙ୍କ ହାତ ଧରିଲେ, ଫ୍ଲାଇଙ୍ଗ କିସ୍‌ ଦେଲେ

ପଦ୍ମପୁର ଭୋଟ୍‌ ଦେଖି ଆଉ କିଛି କହିବାକୁ ଚାହୁଁନାହାନ୍ତି ଭାଲୁ ଭାଇନା। ଇଏ ଆଉ ବସିପାରିବେନି ବେଶି ସମୟ, ଆଲୋ ଆଲୋ ଇଏ କଣ ମଂଚକୁ ଉଠିଗଲେ? ଆଜି ପଛରେ ପଡିବେ ମଡେଲ୍...

Fear grips villagers of Borigumma
ବୋରିଗୁମ୍ମାରେ ଶିଶୁ ମଡ଼କ! ୧୫ ଦିନରେ ଗଲାଣି ୮ ନବଜାତଙ୍କ ଜୀବନ

କୋରାପୁଟର ବୋରିଗୁମ୍ମା ବ୍ଳକ୍‌ରେ ଶିଶୁମୃତ୍ୟୁକୁ ନେଇ ଗାଁ ଗାଁରେ ଦୁଃଖ ଯେତିକି ତାଠୁ ଅଧିକ ଭୟ ଘାରିଛି।

ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୫ର ପରୀକ୍ଷଣ
ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୫ର ପରୀକ୍ଷଣ

ଏହା ଓଡ଼ିଶା ଆକାଶରେ ଦେଖାଦେଉଥିବାରୁ ଲୋକେ ଏନେଇ ପ୍ରଥମେ ଭୟଭୀତ ହୋଇପଡ଼ିଥିଲେ।

Mosquito Drone
ରାଜଧାନୀରେ ମଶା ମାରିବ ଡ୍ରୋନ୍ ! BMC ପ୍ରସ୍ତୁତ୍ କରୁଛି ମାଷ୍ଟର୍ ପ୍ଲାନ୍

ରାଜଧାନୀରେ ମଶା ମାରିବ ଡ୍ରୋନ୍ । ମଶାଙ୍କ ବଂଶବୃଦ୍ଧି ସ୍ଥାନକୁ ଚିହ୍ନଟ କରିବା ସହ ସେମାନଙ୍କୁ ଡ୍ରୋନ୍ ସାହାଯ୍ୟରେ ନିପାତ କରାଯିବ । ମଶା ଦାଉରୁ ମୁକ୍ତି ପାଇବା ପାଇଁ ବିଏମ୍‌ସି ପ୍ରସ୍ତୁତ କରୁଛି ମାଷ୍ଟର୍ ପ୍ଲାନ୍ । ପରୀକ୍ଷାମୂଳକ ଭାବରେ କିଛି ସ୍ଥାନରୁ ଏହାକୁ ଆରମ୍ଭ କରାଯିବ । କେବଳ ରାଜଧାନୀ ନୁହେଁ କଟକ ସହରର ବି ସମାନ ସ୍ଥିତି । ମଶାରୀ ବିନା ରହିବା ମୁସ୍କିଲ୍ ।

Mosquito Drone
ରାଜଧାନୀରେ ମଶା ମାରିବ ଡ୍ରୋନ୍ ! BMC ପ୍ରସ୍ତୁତ୍ କରୁଛି ମାଷ୍ଟର୍ ପ୍ଲାନ୍ 

ପରୀକ୍ଷାମୂଳକ ଭାବରେ ଖୁବ ଶୀଘ୍ର ଆରମ୍ଭ ହେବ ଯୋଜନା ।

 Old women spotted collecting sand from grand road in Puri
ତୋ ବଡ଼ଦାଣ୍ଡ ଧୂଳି ରଖିବି ସାଇତି... ମୁଣ୍ଡରେ ମାରିବି ନିଇତି...

ଏ ଧୂଳି ପରା ପବିତ୍ର । ଏ ମାଟି ପବିତ୍ର ।

Srimandir
ସେବାୟତ ହେଲେ ବି ସିଂହଦ୍ୱାରରେ ମୋବାଇଲ ଥୋଇବାକୁ ବାଧ୍ୟ

ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

drones to tackle mosquito menace
ରାଜଧାନୀରେ ମଶାମରା କାମରେ ଲାଗିବ ଡ୍ରୋନ୍

ଡ୍ରୋନ୍ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯାଇ ମଶା ଦମନ କରାଯିବ

Woman gave birth 9 children at a time
ଏକାବେଳେ ୯ ଶିଶୁଙ୍କୁ ଜନ୍ମଦେଲେ ୨୬ ବର୍ଷୀୟ ମହିଳା; ସମସ୍ତେ ସୁସ୍ଥ

ଗୋଟିଏ ଥରରେ ୯ ସନ୍ତାନକୁ ଜନ୍ମ ଦେଇ ବିଶ୍ୱ ରେକର୍ଡ ସୃଷ୍ଟି କଲେ। ମା’ ସହିତ ସବୁ ପିଲାମାନେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ନିରାପଦ ମଧ୍ୟ ଅଛନ୍ତି। ଏନେଇ ମା’ କରିଛନ୍ତି ବିଶ୍ୱ ରେକର୍ଡ।

Mobile saves lives of women
ଦୁଆର ମୁହଁରେ ଦନ୍ତା ! ରିଂ ହେଲା ମୋବାଇଲ, ବଞ୍ଚିଗଲା ଜୀବନ

ଫୋନ୍‌ ସ୍ୱିଚ୍‌ ଅଫ୍‌ ଥିଲେ, ମୋ ଜୀବନ ଚାଲିଯାଇ ଥାଆନ୍ତା ।

Ajab Gajab Temple
୬ ବିଚିତ୍ର ମନ୍ଦିର, ଅଜବ ପରମ୍ପରା ! ଠାକୁରଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ, ଠେଙ୍ଗା ଧରି ମାରପିଟ୍

ଯଦି ଆପଣ ଦେଶର ବିଭିନ୍ନ କୋଣ ଅନୁକୋଣକୁ ଯାଇ ଏହି ସବୁ ନିଆରା ପରମ୍ପରାର ମଜା ନେବାକୁ ଚାହିଁବେ ତେବେ ଆପଣଙ୍କ ପାଇଁ ଗୋଟିଏ ଜୀବନ ବି ନିଅଣ୍ଟ ପଡ଼ିବ ।

 Meet this councillor
‘ମୋ ସୁହାଗ ସିନ୍ଦୂର ବଞ୍ଚିଲା, ବିଜୟ ଭାଇ ମୋ ଭଗବାନ’

ଲୋକେ କୁହନ୍ତି ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ.. କିନ୍ତୁ ଏମାନଙ୍କ ପାଇଁ କାଉନସିଲର୍ ବିଜୟ ଭାଇ ହିଁ ଦ୍ୱିତୀୟ ଈଶ୍ୱର..

Ambulance Driver
କିଡନୀ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ଆମ୍ବୁଲାନ୍ସ ଡ୍ରାଇଭର୍‌

ମାଲକାନଗିରି ଜିଲ୍ଲା ଏମଭି-୭୯ ନିକଟ ଲାଚିପେଟା ଗାଁର ଭଜା ସାଲବମ ନାମକ ବ୍ୟକ୍ତି କିଡନୀ ରୋଗରେ ଗୁରୁତର ହୋଇ ଘରେ ପଡିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ ରକ୍ତ ଦେଇ ବଞ୍ଚାଇଲେ ଜୀବନ ।

Know what the local people of Arunachal Pradesh
ଚୀନ୍ ସୀମାରେ ଭାରତୀୟ ଗାଁ

ପାହାଡ଼ ଭିତରେ ଥିବା ଏଇ ଗାଁଠାରୁ ମାତ୍ର କିଛି ବାଟରେ ମୁହାଁମୁହିଁ ହୋଇଥିଲେ ଚୀନ୍ ଓ ଭାରତୀୟ ସେନା। ଯେତେବେଳେ ସେ ଖବର ଏ ଗାଁରେ ପହଞ୍ଚିଲା, ଏମାନେ କଣ ଭାବିଲେ? ଭାରତୀୟ ସେନା ପ୍ରତି ଏମାନଙ୍କର ଦୃଷ୍ଟିଭଙ୍ଗୀ କେମିତିକା? ଆନନ୍ତୁ ଭେଟିବା କିଛି ଲୋକଙ୍କୁ।

Woman turns barren land
ସରୋଜିନୀଙ୍କୁ ସାଲ୍ୟୁଟ୍, ଟାଙ୍ଗରା ଭୂଇଁରେ ଭରିଛନ୍ତି ଜୀବନ

ଦିନେ ଏ ସ୍ଥାନରେ ଦୂବ ବି କଅଁଳୁ ନଥିଲା.. ଆଜି କିନ୍ତୁ ଏଠି ହୋଇଛି ଜଙ୍ଗଲ.. ଏ ଜଙ୍ଗଲର ନାୟିକାଙ୍କ ହେଉଛନ୍ତି ସରୋଜିନୀ ମହାନ୍ତି

Wood worth lakhs of rupees gutted as massive fire breaks out at saw mill in Puri
ଜଳିଗଲା ସ’ ମିଲ୍‌, ଆଖି ସାମ୍ନାରେ ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ

ପୁରୀ ନବକଳେବର ରୋଡ୍ ସ୍ଥିତ ଶ୍ରୀଜଗନ୍ନାଥ ଟିମ୍ବରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଶାଳ, ପିଆଶାଳ, ଆକାଶିଆ ଭଳି ବହୁ ମୂଲ୍ୟବାନ କାଠ ପୋଡ଼ି ପାଉଁଶ ହୋଇ ଯାଇଛି।

People district deprived of govt schemes
ଏମାନେ କାହିଁକି ଅଯୋଗ୍ୟ ?

ଆମେ ବି ତୁମ ଭୋଟର.. ଇଲେକ୍ସନ ବେଳେ ଆସୁଛ.. ପ୍ରତିଶ୍ରୁତି ଦେଇ ଭୋଟ୍ ମାଗୁଛ.. ଇଲେକ୍ସନ ସରିଗଲେ ଆମେ କିଏ ତୁମେ କିଏ ? କୁହ ସରକାର.. ଆମେ କାହିଁକି ଅଯୋଗ୍ୟ ?

News Fuse
ମୁଁ ଅର୍ଚ୍ଚନାର କିଛି ନୁହଁ..

ସିଏ ତ ଖାଲି ଗଳା ବାଟ ଖୋଜିଲେ..ୟେ ତ ଖାଲି ବୁମକୁ ଦିହରେ ଲଗେଇ ଦେଉଛନ୍ତି.. ସେ ଠେଲିବେନି..

High Court Bench vs Supreme Court
ଓଡ଼ିଶାରେ ହୋଇପାରିବନି ହାଇକୋର୍ଟର ସ୍ଥାୟୀ ବେଞ୍ଚ

ମଉଳିଗଲା ଆଶା, ଭାଙ୍ଗିଗଲା ସ୍ୱପ୍ନ । ଦୀର୍ଘ ବର୍ଷ ଧରି ଜାରି ରହିଥିବା ଆନ୍ଦୋଳନ ସତ୍ତ୍ୱେ ହାଇକୋର୍ଟ ବେଞ୍ଚ ଦାବିକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ । ଆନ୍ଦୋଳନରୁ ଓହରିବା ପାଇଁ ପ୍ରଥମେ ଚେତାବନୀ ଶୁଣାଇଥିଲେ ସର୍ବୋଚ୍ଚ କୋର୍ଟ, ଲାଇସେନ୍ସ ସସ୍‌ପେଣ୍ଡ ସହ ଗିରଫଦାରୀ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Paddy Procurement
୯୦% ଜମିରେ ନାହିଁ ଧାନ ଚାଷର ନାଁ ଗନ୍ଧ

ପ୍ରତିବର୍ଷ ଚାଷ ଜମି କମୁଛି, ହେଲେ ଧାନ ବିକିବା ପାଇଁ ପଞ୍ଜୀକରଣ କିନ୍ତୁ କମୁନି..ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ରେକର୍ଡ ସଂଖ୍ୟକ ପଞ୍ଜୀକରଣକୁ ଦେଖି ସରକାର, ପଞ୍ଜୀକୃତ ଚାଷ ଜମିର ସାଟେଲାଇଟ୍ ସର୍ବେକ୍ଷଣ କରୁଛନ୍ତି