ହଇଓ ଭଉଣୀ.. ତୁମ ଦେହ ଭଲ ଅଛି ତ.. ଲଙ୍କାକୁ ଯାଉଛ ନା ପିକନିକ୍.. ଭୁଲିଯାଉଛ କି କୋଉ ଚରିତ୍ରରେ ଅଛ..
ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ପୁଣି ଫୁ..ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ଓ ବିଭିନ୍ନ ସାମାଜିକ ସଂଗଠନର ସତ୍ୟାଗ୍ରହ ବେଳେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ
ଆନ୍ଦୋଳନକାରୀ ଓକିଲଙ୍କ ପ୍ରତି ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ସତ୍ତ୍ୱେ ଆନ୍ଦୋଳନକୁ ନେଇ ଅପ୍ରୀତିକର ସ୍ଥିତି ।
ଜିଆଖତ ଦେଲା ଲକ୍ଷାଧିକ ରୋଜଗାର.. ଏଥର ଘର ଖର୍ଚ୍ଚ ଉଠାଉଛନ୍ତି ମହିଳା
ସ୍ତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ନ୍ୟାୟ ମାଗୁଛନ୍ତି ଖଗେଶ୍ୱର
ବଦଳିଲା ଭାଗ୍ୟ.. ଜିଆଖତ ଦେଲା ଲକ୍ଷାଧିକ ରୋଜଗାର.. ଏଥର ଘର ଖର୍ଚ୍ଚ ଉଠାଉଛନ୍ତି ମହିଳା
ବଣ ଭିତରେ.. ଘାଟି ଉପରେ ଶୀତରେ ଦେହ ଥରିଯାଉଥିବ.. ସେତିକି ବେଳେ ଗରମ ଗାଧୁଆଟେ ହେଇଗଲେ ଓଃ କି ମଜା..
ସ୍ତନ କର୍କଟ ଯୋଗୁଁ ଅସ୍ତ୍ରୋପଚାର ହେଲା ଏବଂ କେମୋଥେରାପି କରାଗଲା। ସେ ଭଲ ହେବେ ବା ନ ହେବେ ଏମିତି ଚିନ୍ତାରେ ଥିଲେ। ଏପରି କଷ୍ଟକର ସମୟରେ ସେ ତାଙ୍କ ପୋଷା ବିଲେଇଙ୍କ ସମର୍ଥନ ପାଇଥିଲେ। ଆସନ୍ତୁ ଜାଣିବା ଏହାକୁ ନେଇ କ’ଣ କହୁଛନ୍ତି ଏହି ଯୁବତୀ।
ରାଗି ଗଲେ ଦେଶର ସର୍ବୋଚ୍ଚ ଅଦାଲତ, ଓକିଲ ଆନ୍ଦୋଳନ ପ୍ରତିହତ କରିବାରେ ପୋଲିସ ବିଫଳ କହିଲେ କୋର୍ଟ
ମିଳିଲା ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଖୋଜାଖୋଜି ପରେ ୪ ଜଣ ଫେରୁଥିବା କାର୍ଟି ରାସ୍ତାକଡ଼ କୂଅ ଭିତରୁ ଠାବ କରାଯାଇଛି।
ଗାଁରେ କାହାରି ଘରେ ଖଟ ନାହିଁ, ଛୋଟ ପିଲା ହୁଅନ୍ତୁ କି ବୁଢା ସମସ୍ତେ ଚଟାଣରେ ପଟିଆ କିମ୍ବା ମଶିଣା ପକାଇ ଶୋଇଥାନ୍ତି।
ବଣ ଭିତରେ.. ଘାଟି ଉପରେ ଶୀତରେ ଦେହ ଥରିଯାଉଥିବ.. ସେତିକି ବେଳେ ଗରମ ଗାଧୁଆଟେ ହେଇଗଲେ ଓଃ କି ମଜା..
ପୁଣି ସଭାପତିଙ୍କ ନାଁ ଭୁଲିଗଲେ.. ଏମିତି କହିଲେ ଯେ.. ନାରଣ ମୁଣ୍ଡ ଟିଣ..
ନୂଆ ସ୍କ୍ରାପିଂ ନୀତି ପ୍ରତି ସମସ୍ତଙ୍କ ସହଯୋଗ ଲୋଡ଼ିଲେ ରାଜ୍ୟ ପରିବହନ ମନ୍ତ୍ରୀ
ସ୍ୱଚ୍ଛ ଭାରତ ଯୋଜନାରେ ନାହିଁ ସ୍ୱଚ୍ଛତା
ମହାନଦୀରେ ପହଁରା ଅଭ୍ୟାସ ବେଳେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମହାନଦୀରେ ପହଁରା ଅଭ୍ୟାସ କରୁଥିବା ବେଳେ ଛାତ୍ର ଜଣକ ବୁଡ଼ି ଯାଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।
ହାକିମ୍ ବାବୁ ହେବ ତ ଏମିତି । ଲୋକଙ୍କ ପାଖରେ ପହଞ୍ଚି ସରକାରୀ ସେବା ପହଞ୍ଚାଇ ପାରିବ ଯେମିତି । ବଣ ପାହାଡ ଘେରା ଅଞ୍ଚଳ । ଖଣ୍ଡିଆ ଖାବରା ରାସ୍ତା ପାର୍ ହୋଇ ଲୋକଙ୍କ ପାଖରେ ପହଞ୍ଚି ସୁଖଦୁଃଖ ବୁଝୁଛନ୍ତି ଢେଙ୍କାନାଳ ଜିଲ୍ଲାପାଳ । ଅଞ୍ଚଳର ବିକାଶକୁ ଦେଉଛନ୍ତି ପ୍ରାଥମିକତା....
ଦୃଢ଼ ଇଛା ଶକ୍ତି ଆଗରେ ହାର୍ ମାନିଛି ବୟସ । ମାତ୍ର 16 ବର୍ଷ ବୟସରେ ସ୍ନାତକୋତ୍ତର ହାସଲ କରିଛନ୍ତି ହାଇଦ୍ରାବାଦର ଛାତ୍ର ଅଗସ୍ତ୍ୟ ଜୈସୱାଲ । ଦେଖନ୍ତୁ ଅଗସ୍ତ୍ୟଙ୍କୁ ନେଇ ବିଶେଷ ରିପୋର୍ଟ...
ଦୁଇ ଦିନ ହେବ ପଟିଆରେ ପାଗଳ ଷଣ୍ଢ ଆତଙ୍କ ଖେଳାଇଛି ।
ମହାନଦୀରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକ ଯୋବ୍ରା ବ୍ୟାରେଜ୍ରେ ସୁଇମିଂ ଶିଖୁଥିବା ବେଳେ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ।
ଜୀବନ ଯେବେ ଯନ୍ତ୍ରଣା ଦିଏ, ବଞ୍ଚିବା ହୋଇପଡ଼େ ଦୁର୍ବିସହ । ନା ସହି ହୁଏ ନା କାହାକୁ କହିହୁଏ । ଆଖିର ଲୁହକୁ ଓଠରେ ପିଇ ସବୁ ଯନ୍ତ୍ରଣା ସହିବାକୁ ହୁଏ ଏମିତି... ଏକାକି ଓ କେବଳ ଏକାକି….
ଜିଆଇ ଟ୍ୟାଗ ଦୌଡ଼ରେ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ରସାବଳି । ଜିଆଇ ରେଜେଷ୍ଟ୍ରୀ ସମ୍ମିଳନୀରେ ଏନେଇ କିଛି ନିଷ୍ପତ୍ତି ଗ୍ରହଣ କରାଯାଇପାରେ ବୋଲି ଜଣାପଡିଛି…
ସଦା ଚଳଚଞ୍ଚଳ ଥିବା ଚପଳ କଳାକାର ଏଥର ଯିଏ ପ୍ରଥମ ଥର ପାଇଁ ବଳରାମ ଭୂମିକାରେ ମଞ୍ଚକୁ ଓହ୍ଲାଇ ଥାଆନ୍ତେ ଆଜି ସେ ଆଉ ଏ ଦୁନିଆରେ ନାହାନ୍ତି। ସେଦିନ ମା’ଙ୍କ ଠାରୁ ମେଲାଣି ମାଗୁଥିବା ବଳରାମ ଅର୍ଥାତ୍ ଶ୍ରେୟସ ପୂଜାରୀ ଏ ପୃଥିବୀରୁ ସବୁଦିନ ପାଇଁ ମେଲାଣି ନେଇଯାଇଛନ୍ତି।
ଜଣେ ବୃଦ୍ଧ ଦୀର୍ଘ ୪୨ ବର୍ଷ ହେଲାଣି ଭାତ ଖାଉ ନାହାନ୍ତି। ସେ ରୁଟି, ଚୁଡ଼ା, ମୁଢି, ମାଛ, ମାଂସ ସବୁ ଖାଉଛନ୍ତି କିନ୍ତୁ ଭାତ ଖାଉ ନାହାନ୍ତି। ବୃଦ୍ଧ ଜଣକ ଭାତ ନଖାଇବା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଧର୍ମ ସିନା ଅଲଗା କିନ୍ତୁ ସେ ପରା କାଳିଆର ଭାବରେ ବନ୍ଧା ଭକତ । ଶ୍ରୀରାମ, ଶ୍ରୀକୃଷ୍ଣଙ୍କ ନାମ ନ ଗାଇଲେ ଆରମ୍ଭ ହୁଏନି ତାଙ୍କ ଦିନ । ସେ ହିନ୍ଦୁ ନ ହୋଇବି ହିନ୍ଦୁଙ୍କ ପର୍ବ ପାଳନ୍ତି, ଭଜନ ଗାଆନ୍ତି । ନିଷ୍ଠାର ସହ ପ୍ରଭୂ ଗୁଣଗାନ କରନ୍ତି, ସେଥିପାଇଁ ଲୋକେ କୁହନ୍ତି ଇଏ ବି ଜଣେ ସାଲବେଗ...