ମାଲକାନଗିରି ଜିଲ୍ଲା ଏମଭି-୭୯ ନିକଟ ଲାଚିପେଟା ଗାଁର ଭଜା ସାଲବମ ନାମକ ବ୍ୟକ୍ତି କିଡନୀ ରୋଗରେ ଗୁରୁତର ହୋଇ ଘରେ ପଡିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ ରକ୍ତ ଦେଇ ବଞ୍ଚାଇଲେ ଜୀବନ ।
ବଞ୍ଚିବେ ନା ମରିବେ ଆଶା ଆଶଙ୍କାରେ ରାଜ୍ୟର ଶହ ଶହ କିଡନୀ ରୋଗୀ । ଭଦ୍ରକ ଅସୁରାଳି କାଶୀମପୁରର ମଞ୍ଜୁଲତା ମହାନ୍ତିଙ୍କ ଘରେ କିଡନୀ ରୋଗରେ ପଡିଛି ଭେଣ୍ଡିଆ ପୁଅ । ମାଆର ମମତା ଏତେ ଯେ, ପୁଅର ଜୀବନ ବଞ୍ଚାଇବାକୁ ଦେଇ ଦେଲେ ନିଜର ଗୋଟିଏ କିଡନୀ ।
କିଡ୍ନୀ ରୋଗୀଙ୍କୁ ମିଳୁନି ଔଷଧ। ଔଷଧ ମିଳିବାରେ ଅସୁବିଧା ନେଇ କିଡ୍ନୀ ରୋଗୀଙ୍କ ଆନ୍ଦୋଳନ ତେଜିଛି।