ଦିନେ ଏ ସ୍ଥାନରେ ଦୂବ ବି କଅଁଳୁ ନଥିଲା.. ଆଜି କିନ୍ତୁ ଏଠି ହୋଇଛି ଜଙ୍ଗଲ.. ଏ ଜଙ୍ଗଲର ନାୟିକାଙ୍କ ହେଉଛନ୍ତି ସରୋଜିନୀ ମହାନ୍ତି
Published: Pallipuspa Samal
Last updated: 15 December 2022, 09:47 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।