ପାହାଡ଼ ଭିତରେ ଥିବା ଏଇ ଗାଁଠାରୁ ମାତ୍ର କିଛି ବାଟରେ ମୁହାଁମୁହିଁ ହୋଇଥିଲେ ଚୀନ୍ ଓ ଭାରତୀୟ ସେନା। ଯେତେବେଳେ ସେ ଖବର ଏ ଗାଁରେ ପହଞ୍ଚିଲା, ଏମାନେ କଣ ଭାବିଲେ? ଭାରତୀୟ ସେନା ପ୍ରତି ଏମାନଙ୍କର ଦୃଷ୍ଟିଭଙ୍ଗୀ କେମିତିକା? ଆନନ୍ତୁ ଭେଟିବା କିଛି ଲୋକଙ୍କୁ।
Published: Pallipuspa Samal
Last updated: 15 December 2022, 11:18 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।