• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

MBBS student works as laborer to arrange funds for studies
ଡାକ୍ତରୀ ପାଠ ପଢିବାକୁ ମୂଲ ଲାଗୁଛନ୍ତି ଇଫୁ

ବିଲ ଭିତରେ ପଶି ଧାନ କାଟୁଥିବା ଯୁବକ ଜଣକ କୌଣସି ଶ୍ରମିକ ନୁହଁନ୍ତି। ସେ ଜଣେ ଡାକ୍ତରୀ ଛାତ୍ର ା

Jatayu Machine
ରାଜଧାନୀରେ ଏଣିକି ହାତରେ ଉଠିବନି ଅଳିଆ; ‘ଜଟାୟୁ’ ଜରିଆରେ ସଫେଇ ଆରମ୍ଭ

ସମସ୍ତ ପ୍ରକାରର ଆବର୍ଜନା ଉଠାଇବା ପାଇଁ ଏହି ମେସିନ୍ କ୍ଷମତା ରଖିଛି।

paddy stock
ଜଳିପୋଡ଼ି ପାଉଁଶ ହୋଇଗଲା ସବୁ ସ୍ୱପ୍ନ; ଏବେ ଝିଅ ବାହାଘର କେମିତି କରିବି?

ସବୁ ସ୍ୱପ୍ନକୁ ଚୁରମାର କରିଦେଲା ନିଆଁ। ଧାନ ବିକିଥିଲେ ଝିଅ ବାହାଘର କରିଥାଆନ୍ତେ...ହେଲେ ଅଧ ରାତିରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ। ସକାଳୁ ପୋଡିଲା ଧାନକୁ ଧରି ବିଲରେ ମୁଣ୍ଡ ବାଡେଇ କାନ୍ଦୁଛି ମାଆ। ଏବେ ଝିଅ ବାହାଘର ହେବ କେମିତି?

Migrant Labour
ଦାଦନ ଖଟିବାର ୧୦ ଦିନ ପରେ ଗାଁକୁ ଶବ ହୋଇ ଫେରିଲା ପୁଅ

ଦାନା ପାଇଁ ଦାଦନ ଯାଇଥିଲେ, ୧୦ ଦିନ ହୋଇନି ଶବ ହୋଇ ଫେରିଲେ। ଗାଁ ଭିତରକୁ ଆମ୍ବୁଲାନ୍ସ ପଶୁଛି, କାନ୍ଦବୋବାଳିରେ ଏରିଆ ଫାଟୁଛି। ଭେଣ୍ଡିଆ ପୁଅକୁ ହରାଇ ଭୋ ଭୋ କାନ୍ଦୁଛି ମାଆ, ଛାତି ବାଡେଇ କାନ୍ଦୁଛି ବାପା ।

maoist
ଯେଉଁ ହାତରେ ବନ୍ଧୁକ ଧରୁଥିଲେ, ଆଜି ସେହି ହାତରେ ଲାଗିଲା ମେହେନ୍ଦି

ଯେଉଁ ହାତ ଦିନେ ବନ୍ଧୁକ ଧରୁଥିଲା ଆଜି ସେହି ହାତରେ ଲାଗିଲା ମେହେନ୍ଦୀ। ଜଙ୍ଗଲରେ ରହୁଥିବା ମଣିଷର ମଣ୍ଡପରେ ହେଲା ବାହାଘର। ଏସପିଙ୍କୁ ବାପା ସମ୍ବୋଧନ କଲେ ମାଓବାଦୀ...ବାହାଘର ପାଇଁ ବଡ଼ ଆୟୋଜନ କରିଥିଲା ପୋଲିସ୍‌

PDS
କିଲେ ଟଙ୍କିକିଆ ଚାଉଳ ପାଇଁ ଖର୍ଚ୍ଚ ହେଉଛି ୨ ଶହ ଟଙ୍କା

ବାଃବାଃରେ ବ୍ୟବସ୍ଥା। ଟଙ୍କିକିଆ କିଲେ ଚାଉଳ ପାଇବା ଲାଗି ଖର୍ଚ୍ଚ କରିବାକୁ ପଡୁଛି ୨ଶହ ଟଙ୍କା...ଚାଲିବାକୁ ପଡୁଛି ୧୫ କିମିର ରାସ୍ତା...

Man loses hand
ଅସହାୟ ଆର୍ଶିତ...କେନ୍ଦ୍ର କହିଥିଲା ହେଲେ ରାଜ୍ୟ ଦେଲାନି...

ପରିବାର ପାଇଁ କ୍ରସରରେ କାମ କରୁଥିଲେ, ହାତ ହରାଇଲେ। କ୍ଷତିପୂରଣ ପାଇଁ କୋର୍ଟ ଗଲେ...ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ। କେନ୍ଦ୍ରର ନିର୍ଦ୍ଦେଶ ପରେ ବି କମ୍ପାନୀ କି ରାଜ୍ୟ ସରକାର କେହି ଦେଲେନି କ୍ଷତିପୂରଣ। ଏବେ ଗୋଟିଏ ହାତରେ ବଡ କଷ୍ଟରେ ପରିବାର ଚଳାଉଛନ୍ତି ଆର୍ଶିତ...

Lotani Para
ଘଟ ଛାଡିଦେଲା ଲୋଟଣୀ ପାରା

ଘଟ ଛାଡି ଚାଲିଗଲା ଲୋଟଣି ପାରା; ଦିନେ ହେଉଥିଲେ ଭାଇରାଲ୍

  • Monday, 05 December 2022
  • Singer
Migrant Labour
ଦାନା ପାଇଁ ଦାଦନ ଯାଇଥିଲେ...ଶବ ହୋଇ ଫେରିଲେ

ଦାନା ପାଇଁ ଦାଦନ ଯାଇଥିଲେ, ୧୦ ଦିନ ହୋଇନି ଶବ ହୋଇ ଫେରିଲେ। ଗାଁ ଭିତରକୁ ଆମ୍ବୁଲାନ୍ସ ପଶୁଛି, କାନ୍ଦବୋବାଳିରେ ଏରିଆ ଫାଟୁଛି। ଭେଣ୍ଡିଆ ପୁଅକୁ ହରାଇ ଭୋ ଭୋ କାନ୍ଦୁଛି ମାଆ, ଛାତି ବାଡେଇ କାନ୍ଦୁଛି ବାପା ।

paddy stock
ଧାନଖଳା ନିଆଁରେ ଜଳିଗଲା ଝିଅର ସ୍ୱପ୍ନ...

ସବୁ ସ୍ୱପ୍ନକୁ ଚୁରମାର କରିଦେଲା ନିଆଁ। ଧାନ ବିକିଥିଲେ ଝିଅ ବାହାଘର କରିଥାଆନ୍ତେ...ହେଲେ ଅଧ ରାତିରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ। ସକାଳୁ ପୋଡିଲା ଧାନକୁ ଧରି ବିଲରେ ମୁଣ୍ଡ ବାଡେଇ କାନ୍ଦୁଛି ମାଆ। ଏବେ ଝିଅ ବାହାଘର ହେବ କେମିତି?

Ration Card
ଆଗେ ତଦନ୍ତକର, ଆମ ଚାଉଳ ଖାଇଲା କିଏ?

ଆମେ କିଛି ଶୁଣିବୁନି। ଆଗେ ତଦନ୍ତକର ଆମ ଚାଉଳ କିଏ ଖାଇଲା? ପରେ ଆମେ ଆନ୍ଦୋଳନରୁ ଉଠିବୁ। ୩ ମାସ ମାଗଣା ଚାଉଳ ନପାଇବାରୁ ଏମିତି ତାତିଲେ ଲୋକେ...

maoist
ବନ୍ଧୁକ ଧରୁଥିବା ହାତ ପିନ୍ଧିଲା ମେହେନ୍ଦୀ...ମାଓବାଦୀଙ୍କର ହେଲା ବାହାଘର

ଯେଉଁ ହାତ ଦିନେ ବନ୍ଧୁକ ଧରୁଥିଲା ଆଜି ସେହି ହାତରେ ଲାଗିଲା ମେହେନ୍ଦୀ। ଜଙ୍ଗଲରେ ରହୁଥିବା ମଣିଷର ମଣ୍ଡପରେ ହେଲା ବାହାଘର। ଏସପିଙ୍କୁ ବାପା ସମ୍ବୋଧନ କଲେ ମାଓବାଦୀ...ବାହାଘର ପାଇଁ ବଡ଼ ଆୟୋଜନ କରିଥିଲା ପୋଲିସ୍‌

Two sisters married to same groom in Maharashtra
ଦୁଇ ଭଉଣୀଙ୍କୁ ବାହା ହେଲା ଗୋଟିଏ ପୁଅ; ଲୋକେ କହିଲେ କଳିଯୁଗ ଆସିଗଲା

ଭାରତରେ ୧ରୁ ଅଧିକ ବିବାହ ଆଇନ ସମ୍ମତ ନୁହେଁ ବୋଲି ବ୍ୟବସ୍ଥା ରହିଥିବା ବେଳେ ଦେଖାଦେଇଛି ଏକ ଅଜବ ବିବାହ। ଦୁଇ ଭଉଣୀ ଗୋଟିଏ ପୁଅକୁ ବିବାହ କରିବା ଦେଖିବାକୁ ମିଳିଛି। ସୋସିଆଲ୍ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

Cremation
ପୁଅ ଯିବାର ୮ବର୍ଷ ପରେ ବି ଶ୍ମଶାନ ଛାଡ଼ୁନି ବାପା

ପୁଅ ଚାଲିଯିବାର ୮ ବର୍ଷ ହେଲାଣି, ହେଲେ ବାପାର ମନ ମାନୁନି। ପୁଅ ଯେଉଁଠି ପୋଡା ହୋଇଥିଲା ଆଜି ବି ସେଇଠି ବସି ପୁଅ ଫେରିବା ବାଟକୁ ଚାହିଁରହିଛି ବାପା..ଯେତେ ଡାକିଲେ ବି ଘରକୁ ଆସୁନାହାନ୍ତି, ବେଳେବେଳେ ପୁଅ ନାଁ ଧରି ଡାକୁଛନ୍ତି..

Divyang Man
‘ମୁଁ ହାରିବା ଲୋକ ନୁହେଁ, ଥରେ ମୋ ବରା ଘୁଘୁନି ଖାଇକି ଦେଖ’

ଦିବ୍ୟାଙ୍ଗ ପରେ ବି ହାର ମାନିନାହାନ୍ତି ବାସୁ ମଉସା। ସକାଳୁ ସଞ୍ଜ ସୁଆଦିଆ ବରାକୁ କସମାର୍କା ଘୁଘୁନି..ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍‌। ୧୦୦ ଟଙ୍କାରେ ଜଳିଖିଆ ଦୋକାନ ଆରମ୍ଭ କରିଥିଲେ, ଏବେ ପହଞ୍ଚିଲେଣି।

Biju Setu Bridge
ରାଜସ୍ୱମନ୍ତ୍ରୀଙ୍କ ଗାଁରେ ଜମି କେଁ, ୨ ବର୍ଷ ହେଲା ସରୁନି ପୋଲ କାମ

ଖୋଦ୍‌ ରାଜସ୍ୱମନ୍ତ୍ରୀଙ୍କ ଇଲାକାରେ ଜମି କେଁ। ଅବଧିର ୨ ବର୍ଷ ପରେ ବି ସରୁନି ପୋଲ କାମ..ମେଡିକାଲକୁ ଆସି ହେଉନି କି ସ୍କୁଲ, କଲେଜ୍‌କୁ ଯାଇ ହେଉନି

  • Sunday, 04 December 2022
  • Bridge
Distress Farmers
ଚାଷୀଙ୍କୁ ଏଲ୍‌ଇଡି ଲାଇଟ୍‌ ଭୟ; ଧାନ ନ ପାଚୁଣୁ ବିଲ ପଦା କରିଦେଲେ

କାଳ ହେଲା ଏଲଇଡି ଲାଇଟ୍‌। କ୍ଷେତରେ ଧାନ ପାଚିନି, ଆଉ ଫଳ ଆସିବାର ଚାନ୍ସ ନାହିଁ। ବର୍ଷକ ପରିଶ୍ରମ ବେକାର..ଏବେ କଞ୍ଚାଧାନକୁ କାଟି ନେଉଛନ୍ତି ଚାଷୀ। ଆଉ କହୁଛନ୍ତି, ଫଳ ତ ହେଲାନି..ଏଇ କୁଟା ଗାଈ ହେଲେ ଖାଇବ

Viral Video | Hostler enters an uninvited marriage function to have food, admits to groom
ବିନା ନିମନ୍ତ୍ରଣରେ, ବାହାଘର ଭୋଜିରେ ହଷ୍ଟେଲ ପିଲା...

ନିମନ୍ତ୍ରଣ ହୋଇନଥିଲା କି କାହାକୁ ଡକାଯାଇନଥିଲା। ହେଲେ ବାହାଘରରେ ହଠାତ୍‌ ପହଞ୍ଚିଲେ ହଷ୍ଟେଲ୍‌ ପିଲା...ବର କହିଲେ ନିଜ ଖାଇକି ଯାଅ, ପିଲାଙ୍କ ପାଇଁ ବି ନେଇକି ଯାଅ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ...

Special Story | Family celebrates pet dog’s birthday in Jharkhand’s Dhanbad
କୁକୁର ଜନ୍ମ ଦିନରେ ୩୫୦ ଗେଷ୍ଟ

ପୋଷା କୁକୁରର ଥିଲା ଜନ୍ମଦିନ। କେକ୍‌ କାଟିବା ପାଇଁ ୩୫୦ ଲୋକଙ୍କୁ ନିମନ୍ତ୍ରଣ କଲେ ପରିବାର ଲୋକ। ଗିଫ୍ଚରେ ମିଳିଲା ଏତିକି ସୁନା...

Viral drone video of Puri Srimandir: YouTuber seeks apology
‘ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀ ମୋତେ କ୍ଷମା କରନ୍ତୁ’, ଭୁଲ୍‌ ହୋଇଗଲା ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା...

ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଉତ୍ତୋଳନ ଓ ଏହାକୁ ଭାଇରାଲ କରି କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ। ଶ୍ରୀମନ୍ଦିର ନୋ ଫ୍ଲାଏ ଜୋନ୍ ଅନ୍ତର୍ଗତ ବୋଲି ଜାଣିନଥିବା କହିବା ସହ ତାଙ୍କ ଡ୍ରୋନ୍‌ରେ ସେଭଲି କିଛି ଓ୍ୱାର୍ଣ୍ଣିଂ ଦେଖାଇନଥିଲା ବୋଲି ସେ କହିଛନ୍ତି।

Gas tanker overturns in Kalahandi
ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର: ୬ ଘଣ୍ଟା ହେଲାଣି ବନ୍ଦ ହେଉନି ଗ୍ୟାସ୍‌ ଲିକ୍‌, ଭୟଭୀତ ଲୋକେ

ପାଖାପାଖି ୬ ଘଣ୍ଟା ହେଲାଣି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଟ୍ୟାଙ୍କର ଓଲଟି ପଡ଼ିବା ପରେ ଏଥିରୁ ଗ୍ୟାସ୍ ଲିକ୍ ହେବାରେ ଲାଗିଛି।

Baba vanga scary predictions for 2023
ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ୨୦୨୩ରେ ପୃଥିବୀ ଉପରେ ହେବ ଏଲିଏନମାନଙ୍କ ଆକ୍ରମଣ

୨୦୨୩କୁ ନେଇ ବାବା ଭେଙ୍ଗା ଦେଇଛନ୍ତି ଭୟଙ୍କର ଭବିଷ୍ୟବାଣୀ। ପୃଥିବୀ ଉପରେ ଏଲିଏନମାନଙ୍କ ଆକ୍ରମଣ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ। ନିଜ ପସନ୍ଦ ଅନୁସାରେ ବାପାମାଆ ପିଲା ଜନ୍ମ କରିପାରିବେ ଭଳି ରହିଛି ଅନେକ ଆଶ୍ଚର୍ଯ୍ୟଜନକ ଓ ବିପଦଜନକ ଭବିଷ୍ୟବାଣୀ।

Visuals of Puri Srimandir’s aerial view surfaces on internet
ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌: ଜଳ ଜଳ ଦିଶିଲା ଦଧିନଉତି, ନୀଳଚକ୍ର

ସୋସିଆଲ୍ ମିଡିଆରେ ଖୁଲ୍ଲମ୍‌ଖୁଲ୍ଲା ପ୍ରଦର୍ଶିତ ହେଉଛି ଶ୍ରୀମନ୍ଦିର ପରିସରର ଡ୍ରୋନ୍ ଭିଡିଓ। ୫ ମିନିଟ୍ ୪୨ ସେକେଣ୍ଟର ଏହି ଭିଡିଓରେ ନୀଳଚକ୍ର ଠାରୁ ଆରମ୍ଭ କରି ସିଂହଦ୍ୱାର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଦେଖିବାକୁ ମିଳିଛି। 

Biju Setu
ମନ୍ଥର କାମ, ସର୍ଭେରେ ତ୍ରୁଟି ଓ ଟେଣ୍ଡରରେ ବିଳମ୍ବ

ମନ୍ଥର କାମ, ସର୍ଭେରେ ତ୍ରୁଟି ଓ ଟେଣ୍ଡରରେ ବିଳମ୍ବରୁ ସଂପୂର୍ଣ୍ଣ ହୋଇ ପାରିନି ୪୧ ପ୍ରତିଶତ ବିଜୁ ସେତୁ... ସିଏଜି ରିପୋର୍ଟରେ ସରକାରଙ୍କ ଅପାରଗତା ଧରାପଡ଼ିଲା ପରେ ଜୋର୍ ଧରିଲା ରାଜନୀତି...

Special Story | Tourists throng Daringbadi as winter falls
ଆସ ଆସ...ହାତ ଠାରି ଡାକୁଛି ଓଡିଶାର କାଶ୍ମୀର...

ଶୀତୁଆ ସକାଳରେ ଦାରିଙ୍ଗବାଡିରେ ବୁଲା...ତା’ ସାଙ୍ଗକୁ ଗରମ ଗରମ ଚା’ ମାଡ...ପ୍ରକୃତିରାଣୀର କୋଳରେ କେତେବେଳେ ମନ ହଜିଯିବ ଯେ କେହି ଡାକିଲେ ବି କିଛି ଶୁଭିବନି। ଆସନ୍ତୁ ନା ଥରେ ବୁଲିଯିବା ଦାରିଙ୍ଗବାଡି