• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Man saves dog
ଭାସିଯାଉଥିଲା କୁକୁର...ଜୀବନକୁ ବାଜିରେ ଲଗାଇ କୁକୁରର ଜୀବନ ବଞ୍ଚାଇଲେ

ମାନବିକତାର ଶ୍ରେଷ୍ଠ ଉଦାହରଣ। ପ୍ରଖର ସ୍ରୋତରେ ଭାସିଯାଉଥିଲା କୁକୁର...ଜୀବନକୁ କେୟାର କଲେନି...ଦଉଡି ସାହାଯ୍ୟରେ ଡ୍ୟାମରେ ପଶିଲେ, କୁକୁରର ଜୀବନ ବଞ୍ଚାଇଦେଲେ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Odisha’s 51 % doctors have required qualification, reveals World Bank’s survey
ବିଶ୍ୱବ୍ୟାଙ୍କ ସର୍ଭେରୁ ଖୁଲାସା- ଓଡ଼ିଶାରେ ଅଧା ଡାକ୍ତରଙ୍କ ନାହିଁ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା !

ଓଡ଼ିଶାରେ ୫୧% ଡାକ୍ତରଙ୍କ କେବଳ ରହିଛି ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା। ବିଶ୍ୱବ୍ୟାଙ୍କ ପକ୍ଷରୁ ଦେଶବ୍ୟାପୀ କରାଯାଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି।

government scheme
ଆଶ୍ଚର୍ଯ୍ୟ !! ଏ ଗାଁରେ କାହାକୁ ମିଳିନି ଆବାସ ଘର..

ଇଏ କେମିତିକା ଗାଁ? ଯେଉଁ ଗାଁରେ କୌଣସି ପରିବାରକୁ ମିଳିନି ଆବାସ ଘର। ଜିଆରଏସ୍‌ଙ୍କଠୁ ଜିଲ୍ଲାପାଳ ସମସ୍ତଙ୍କୁ ଗୁହାରି କରିକରି ଥକିଗଲେଣି ହେଲେ କେହି ଶୁଣୁନାହାନ୍ତି। ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ଏଠିକା ଲୋକ

A village in india where not girls but boys go to their in laws after marriage
ଭାରତରେ ଅଛି ଏମିତି ଗାଁ, ଯେଉଁଠି ପୁଅ ଯାଏ ଶଶୁର ଘର

ବିବାହ ପରେ ଝିଅମାନେ ଶାଶୁ ଘରକୁ ଯିବା ଏକ ସାଧାରଣ କଥା। କିନ୍ତୁ କାଁ ଭାଁ ଯେଉଁଠି ବିବାହ ପରେ ପୁଅମାନେ ଆସି ଶଶୁର ଘରେ ରୁହନ୍ତି ତାଙ୍କୁ ‘ଘରଜ୍ୱାଇଁ’ ବୋଲି କୁହାଯାଏ। ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ସମସ୍ତେ ‘ଘରଜ୍ୱାଇଁ’। ଏହି ପରମ୍ପରା କାହିଁକି ଆସନ୍ତୁ ଜାଣିବା।

News Fuse
ଅଧା ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ...ସାଙ୍ଗ ହୋଇ ନାଲିପାଣି ପିଇଲେ ରୋଗୀ-ଡ୍ରାଇଭର

ପେଗ୍‌ ବନେଇ ଦେ...ସାଙ୍ଗ ପେଗ୍‌ ବନେଇ ଦେ...ଆଲୋ ଆଲୋ ଇଏ କଣ? ଅଧା ରାସ୍ତାରେ ଡ୍ରାଇଭର କଣ ରୋଗୀଙ୍କୁ ମଦ ପିଆଇଲେଣି? ଇଏ ରୋଗୀ ନା ଭୋଗୀ ?

Muktikant Biswal
ହୋର୍ଡିଂ ଉପରେ ହାଇଡ୍ରାମା ! ମୁକ୍ତିକାନ୍ତଙ୍କ ଆତ୍ମାହୁତି ଧମକ୍‌, ବଢ଼ାଇଦେଲା ସରକାରଙ୍କ ଚିନ୍ତା

ରାଜଧାନୀରେ ହାଇଡ୍ରାମା । ନବୀନ ନିବାସଠୁ ମାତ୍ର ୫ ଶହ ମିଟର ଦୂର ଶିଶୁଭବନ ଛକରେ ବିଚଳିତ କଲାଭଳି ଦୃଶ୍ୟ । ସୁଉଚ୍ଚ ହୋର୍ଡିଂ ଉପରେ ଚଢ଼ି, ଜାତୀୟ ପତାକାକୁ ପାଖରେ ବାନ୍ଧି ଜଣେ ଯୁବକଙ୍କ ଚରମ ପ୍ରତିବାଦ । ପୁଣି ହାତରେ ଲାଇଟର, ପେଟ୍ରୋଲ ଭର୍ତ୍ତି ବୋତଲ । ହଁ ଇଏ ସେଇ ପ୍ରତିବାଦକାରୀ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ । ଯିଏ ରାଉରକେଲାରୁ, ମୁଖ୍ୟମନ୍ତ୍ରୀ ଦେଇଥିବା ୯ ବର୍ଷ ତଳର ପ୍ରତିଶ୍ରୁତିକୁ ମଡେଲ୍‌ର ଭାର ବନେଇ ୫ ଶହରୁ ଊର୍ଦ୍ଧ୍ୱ କିଲୋମିଟର ବାଟ ପାଦରେ ଚାଲିଚାଲି ନବୀନ ନିବାସ ଯାଏଁ ଆସିଥିଲେ ।

Red sandalwood
ଖୋଲା ଆକାଶ ତଳେ ୪ ଶହ କୋଟିର ରକ୍ତ ଚନ୍ଦନ : ଖଣ୍ଡିଏ ବାଡ଼ି ଧରି ଜଗିଛନ୍ତି ଜଣେ ମାତ୍ର ସିକ୍ୟୁରିଟି ଗାର୍ଡ

ତିତିଲି ବାତ୍ୟାରେ ଭାଙ୍ଗି ପଡ଼ିଥିଲା ଦୁର୍ମୂଲ୍ୟ ରକ୍ତ ଚନ୍ଦନ ଗଛ,ବ୍ରହ୍ମପୁରରେ ରକ୍ତ ଚନ୍ଦନ କାଠକୁ ସାଇତିଛି ଓଏଫଡିସି

Muktikant Biswal Climbs Atop Of Advertisement Hoarding In Bhubaneswar
ହୋର୍ଡିଂ ଉପରେ ମୁକ୍ତିକାନ୍ତ: ବାପା କହିଲେ- ‘ପୁଅ ତୁ ପଳାଇ ଆସେ, ଗରିବଙ୍କ କଥା କେହି ଶୁଣିବେନି’

ହୋର୍ଡିଂ ଉପରେ ଚଢ଼ି ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ଅଭିନବ ପ୍ରତିବାଦ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ରାଉରକେଲାରୁ ପାଦରେ ଚାଲିଚାଲି ଭୁବନେଶ୍ୱର ଆସିଥିଲେ। 

Earthquake In Gajapati District Of Odisha
ଓଡ଼ିଶାରେ ଭୂକମ୍ପ, ୬ ସେକେଣ୍ଡ ପାଇଁ ଥରିଲା ଏହି ଜିଲ୍ଲା

ଓଡ଼ିଶାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୯ଟା ୪୭ ମିନିଟ୍‌ରେ ପ୍ରାୟ ୫/୬ ସେକେଣ୍ଡ ପାଇଁ ଗଜପତି ଜିଲ୍ଲା  ମୋହନା ଓ ଆର. ଉଦୟଗିରି ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।

coconut oil is made in jaleswar
ଏମିତି ତିଆରି ହୁଏ ଦେଶୀ ନଡ଼ିଆ ତେଲ

୫୦ ନଡ଼ିଆ ଧରି ତେଲ ବାହାର କରିବାକୁ ଲାଗିପଡ଼ିଛନ୍ତି ୩୫ଜଣ ମହିଳା..

 winter morning in Phulbani
ଆମେ ଆସିଲୁ.. ଶୀତ ବଢିଗଲା..

ଜାଡ଼ମାଡ଼ରେ ଥରୁଛି କନ୍ଧମାଳ..ଲଗାତର ଖସୁଛି ପାରଦ.. ଥରି ଥରି ମଜା ନେଉଛନ୍ତି ଲୋକେ.

News Fuse
ଆଲୋ ଇଏ କାହାକୁ ଧୂଆଁ ଦେଉଛନ୍ତି ବା..

ହଇରେ ନାରଣ.. ! ଏଠି ପୂରା ଧୂଆଁମୟ.. ମଶାରୀ ଭିତରେ ଚିହ୍ନା ମୁହଁ..

Farmers Problem
ଚାଷୀଙ୍କ ଦୁଃଖ ବୁଝିବ କିଏ, ଅଭାବୀ ବିକ୍ରି ପାଇଁ ବର୍ଷକର ପରିଶ୍ରମ ମାଟିରେ ମିଶିଲା

ସାରା ରାଜ୍ୟରେ ପନିପରିବାର ଅଭାବୀ ବିକ୍ରି । ଖର୍ଚ୍ଚ ଅଧିକ ଲାଭ ଶୂନ । ଦୁଃସ୍ଥିତିରେ ରାଜ୍ୟରେ ପରିବା ଚାଷୀ । ବର୍ଷକର ହାଡ଼ଭଙ୍ଗା ପରିଶ୍ରମ ପରେ ଆଖି ଆଗରେ ଛନ୍ ଛନକା ତଟକା କୋବି । ହେଲେ ଏବେ ତାକୁ ଅମଳ କରିବ କଣ ହାତ ମାରିବାକୁ ବି ଡରୁଛି । କାହିଁକି ନା ସାର, ବିହନ, ଶ୍ରମ କଥା ଛାଡନ୍ତୁ, ଅମଳ କରି ଯେଉଁ ଗାଡିରେ ମାର୍କେଟ ନେବ ସେ ଭଡା ବି ପାଇବନି ।

Govinda Sahu
ଗୋବିନ୍ଦ ସାହୁ ମୃତ୍ୟ ମାମଲା, ପତ୍ନୀ କହିଲେ ଆତ୍ମହତ୍ୟା ନୁହେଁ ପ୍ରି-ପ୍ଲାନ୍‌ଡ ମର୍ଡର

ଗୋବିନ୍ଦ ସାହୁର ସୁଇସାଇଡ୍ । କଣ୍ଟାବାଞ୍ଜି ଜେଲ୍ ପରିସରରେ ଆତ୍ମହତ୍ୟା । ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ । ଇଏ ସେହି ଗୋବିନ୍ଦ ସାହୁ, ଯିଏ ଆଜି କଣ୍ଟାବାଞ୍ଜି ଜେଲ୍ ପରିସରରେ ଥିବା ଏକ ଗଛରେ ଗାମୁଛା ଲଗାଇ ଜୀବନ ହାରିଛି । ସମୟ ସକାଳ ୯ରୁ ସାଢ଼େ ୯ଟା । ଗୋବିନ୍ଦକୁ ଝୁଲନ୍ତା ଅବସ୍ଥାରେ ଦେଖି ତୁରନ୍ତ ସ୍ଥାନୀୟ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ସେଠି ମୃତ ଘୋଷଣା କରିଥିଲେ

Farmers Problem
ଚାଷୀଙ୍କ ଦୁଃଖ ବୁଝିବ କିଏ, ଅଭାବୀ ବିକ୍ରି ପାଇଁ ବର୍ଷକର ପରିଶ୍ରମ ମାଟିରେ ମିଶିଲା

ପରିବା ଚାଷୀଙ୍କୁ ଦାଉ ସାଧୁଛି ଅଭାବୀ ବିକ୍ରି ପନିପରିବାକୁ ଶାଗ-ମାଛ ଦରରେ ମାଗୁଛନ୍ତି ବେପାରୀ

Woman can not cross the road as she could turn into human statue
ଅଜବ ରୋଗ; ଚାଲୁ ଚାଲୁ ପଥର ହୋଇଯାଉଛନ୍ତି ମହିଳା

ଏ ଦୁନିଆରେ ଏମିତି ଜଣେ ମହିଳା ଅଛନ୍ତି ଯିଏ ରାସ୍ତା ପାର ହେବାକୁ ବି ଡରୁଛନ୍ତି। ରାସ୍ତାରେ ଚାଲୁ ଚାଲୁ ସେ ପଥର ହୋଇଯାଆନ୍ତି। ତାଙ୍କୁ ‘ଷ୍ଟିଫ୍ ପର୍ସନ୍ ସିଣ୍ଡ୍ରୋମ୍’ ହୋଇଥିବା ଜଣାଯାଇଛି। କ’ଣ ଏହି ସମସ୍ୟା…

Security forces carries pregnant woman on cot in Malkangiri
ପ୍ରସବ ବେଦନା ବେଳେ ଦେବଦୂତ ସାଜିଲେ କୋବ୍ରା ଯବାନ

ଯବାନମାନଙ୍କ ଏଭଳି ସହାୟତାକୁ ଚାରିଆଡେ ପ୍ରଶଂସା କରାଯାଉଛି।  

Sambalpur  Court
ଅଚଳ ସମ୍ବଲପୁର କୋର୍ଟ ! ଆସୁନାହାନ୍ତି ଓକିଲ, ହେଉନି ବିଚାର ବିମର୍ଷ

ସମ୍ବଲପୁର କୋର୍ଟକୁ ଆସୁ ନାହାନ୍ତି ଓକିଲ, ନ୍ୟାୟିକ ସେବା ପାଇବାରୁ ବଞ୍ଚିତ ସାଧାରଣ ଜନତା । ଜାମିନ ନପାଇ ଜେଲ ଭିତରେ ଏକାଧିକ ଆଇନଜୀବୀ, ଏପଟେ ମାମଲା ପରିଚାଳନା ପାଇଁ ଓକିଲ ପାଉ ନାହାନ୍ତି ମହକିଲ । ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଗତ ୧୨ ତାରିଖରେ ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ଓ ବିଚାରପତିଙ୍କ ଚାମ୍ବର ଭଙ୍ଗାରୁଜା ଘଟଣା ପରେ ଏଯାଏଁ ସ୍ୱାଭାବିକ ହୋଇପାରୁନି କୋର୍ଟ କାର୍ଯ୍ୟ ।

Farming
ଅଭାବୀ ବିକ୍ରିର ଅଭାବନୀୟ ଚିତ୍ର ! ନିଜ କୋବି କିଆରିକୁ ଟ୍ରାକ୍ଟର ଚଢ଼ାଇ ନଷ୍ଟ କରିଦେଲା ଚାଷୀ

ଟ୍ରାକ୍ଟର ବିଦାରୁଛି ଫଳନ୍ତି କୋବି କିଆରିକୁ । ଟ୍ରାକ୍ଟର ବିଦାରୁଛି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଆମ ବ୍ୟବସ୍ଥାକୁ । ଛନଛନିଆ ବନ୍ଧା କୋବି କ୍ଷେତକୁ ନୁହେଁ ବରଂ ଟ୍ରାକ୍ଟର ଦଳି ମକଚୁଛି ନିରୀହ ଚାଷୀର ହାଡ଼ଭଙ୍ଗା ପରିଶ୍ରମକୁ ଓ ବର୍ଷକର ଦାନାପାଣିକୁ । ଏଭଳି କିଛି ବୁକୁ ଫଟା ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଗଂଜିଆଟିକ୍ରା ଗାଁରେ ।

Varsha - Anubhav
ବର୍ଷା-ଅନୁଭବ ପାରିବାରିକ ବିବାଦ: ଅନୁଭବଙ୍କ ଓକିଲଙ୍କ ପ୍ରଶ୍ନ ଉପରେ ଆପତ୍ତି ଉଠାଇଲେ ବର୍ଷା 

ନାରୀର ମଯର୍ୟାଦା ପ୍ରତି ଆଞ୍ଚ ଭଳି ପ୍ରଶ୍ନ କରାଯାଇପାରିବନି । ବର୍ଷା କେଉଁ ଭାଷାରେ ଉତ୍ତର ଦେବେ ତାକୁ ନେଇ ବିବାଦ ।

Sambalpur  Court
ଅଚଳ ସମ୍ବଲପୁର କୋର୍ଟ ! ଆସୁନାହାନ୍ତି ଓକିଲ, ହେଉନି ବିଚାର ବିମର୍ଷ

ଓକିଲଙ୍କ ଅଭାବ ଓ ଅସହଯୋଗରୁ ବିନା ଆଇନ୍ ପରାମର୍ଶରେ ଦୈନିକ ଫେରିଯିବାକୁ ବାଧ୍ୟ ହେଉଛନ୍ତି ଶହ ଶହ ସାଧାରଣ ଜନତା ।

Farming
ଅଭାବୀ ବିକ୍ରିର ଅଭାବନୀୟ ଚିତ୍ର ! ନିଜ କୋବି କିଆରିକୁ ଟ୍ରାକ୍ଟର ଚଢ଼ାଇ ନଷ୍ଟ କରିଦେଲା ଚାଷୀ

ପାଟଣାଗଡ଼ରେ କ୍ଷେତରେ ସଢୁଛି ଲାଲ୍ ଟହ ଟହ ଟମାଟୋ । ସବୁଠି କୃଷି ଅଧିକାରୀ ଦେଖାଇଲେ ଶୀତଳଭଣ୍ଡାର ସ୍ୱପ୍ନ ।

Lottery
ଏମିତି ଲଟେରୀ ସମସ୍ତଙ୍କ ଭାଗ୍ୟରେ ନଥାଏ ! ମନ କହିଲା ବୋଲି କିଣିଲି ଆଉ ଜିତିଗଲି...

ୟୁଏସ୍‌ ମାସ୍‌କୁସେଟ୍‌ସର ଜଣେ ବ୍ୟକ୍ତି ଯିଏ କି ରେମଣ୍ଡ ରବର୍ଟ ସିନିୟର ଭାବେ ଖୁବ୍‌ ପରିଚିତ । ତାଙ୍କର ୧୯ କୋଟି ଟଙ୍କାର ଲଟେରୀ ଲାଗିଛି । ଯାହାକି ଏକ ବମ୍ଫର ଲଟେରୀ ।

Begging For Livelihood
ପେଟ ପାଇଁ ନାଟ; ଗୀତ ଗାଇ ବଖାଣୁଛନ୍ତି ଯନ୍ତ୍ରଣାର କାହାଣୀ

ଯେତେବେଳେ ଭାଗ୍ୟ ଖେଳେ ଖେଳ..ଜନ୍ମରୁ ଆଖିକୁ ଦିଶୁନି, ହେଲେ ପରିବାର ବୋଝ ବୋହିଚାଲିଛନ୍ତି। ସକାଳ ହେବା ମାତ୍ରେ ଦୁଇ ନାବାଳକ ପୁଅଙ୍କୁ ଏମିତି ଧରି ଗୀତ ଗାଉଛନ୍ତି, ଆଉ ଭିକ୍ଷାବୃତ୍ତି କରୁଛନ୍ତି। ଯେତିକି ରୋଜଗାର ହେଉଛି ସେତିକିରେ କଷ୍ଟେମଷ୍ଟେ ଚଳୁଛି ପରିବାର

farmer destroys acres of cabbage cultivation over distressed sale
ପରିଶ୍ରମର ଛାତି ଉପରେ ଟ୍ରାକ୍ଟର ଚଢାଇଦେଲେ ଚାଷୀ

ଏ ଦୃଶ୍ୟ ସରକାରଙ୍କ ବ୍ୟବସ୍ଥା ଉପରେ ଉପହାସ।