ସରକାରଙ୍କ ଠାରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ସେମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଥିଲେ।
ଜଣେ ଯୁବଚାଷୀ ରାସ୍ତାରୁ ପାଇଥିବା ଲକ୍ଷାଧିକ ଟଙ୍କାକୁ ଫେରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଭଳି ମଣିଷ ପଣିଆର ଏକ ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି।
ତୁ କେଉଁଠି ଅଛୁ ପୁଅ ଫେରିଆ...ତତେ ଖୋଜି ଖୋଜି ନୟାନ୍ତ ହେଲିଣି, ତତେ ଝୁରି ଝୁରି ମାଆ ଆଉ ନାହିଁ । ଯଦି ଦେଖୁଥିବୁ ଘରକୁ ଫେରିଆସ । ପୁଅର ଫଟୋକୁ ଧରି ଏମିତି ଆକୁଳ ନିବେଦନ କରିଛନ୍ତି ଜଣେ ବାପା
କୋରାପୁଟର ପ୍ରାକୃତିକ ମନଲୋଭା ଦୃଶ୍ୟକୁ ଉପଭୋଗ କରିବାକୁ ଆସୁଛନ୍ତି ଦଳ ଦଳ ବିଦେଶୀ ପର୍ଯ୍ୟଟକ । ହେଲେ ସେମାନଙ୍କ ସୁରକ୍ଷା ପାଇଁ ନାହିଁ କୌଣସି ପ୍ରକାର ବ୍ୟବସ୍ଥା । ଏବେଠୁ ଏ ସବୁ ଉପରେ ଧ୍ୟାନ ନଦେଲେ ଓଡିଶାରୁ ଗାଏବ ହୋଇଯିବେ ବିଦେଶୀ ପର୍ଯ୍ୟଟକ
ପ୍ରକୃତି କୋଳରେ ମାଛକାନ୍ଦଣା । ଶୀତ ଦିନ ବିଶେଷ କରି ନୂଆ ବର୍ଷ ଆସିଲେ ଏଇ ପର୍ଯ୍ୟଟନ ସ୍ଥଳୀ ବୁଲିବା ଓ ବଣ ଭୋଜି କରିବାର ମଜା ନେବାକୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ l ଏ ବର୍ଷ କୋଭିଡ କଟକଣା ନଥିବାରୁ ମାଛକାନ୍ଦଣାରେ ପ୍ରବଳ ଭିଡ ।
କୌଶଳ ଜାଣିଛନ୍ତି ବୋଲି ଅନାୟସରେ ଧରୁଛନ୍ତି ମହୁମାଛି । ମହୁମାଛି ବି ତାଙ୍କ ଦେହରେ ଆସି ବସୁଛନ୍ତି । ସତେ ଯେମିତି ମହୁମାଛିଙ୍କୁ ପୋଷା ମନେଇଛନ୍ତି ତୁକାରାମ । ଆସନ୍ତୁ ଭେଟିବା ଏଇ ମହୁମାଛି ମଣିଷଙ୍କୁ ।
କୌଣସି ସରକାରୀ ବା ବେସରକାରୀ ବିଜ୍ଞାପନ ହୋର୍ଡିଂ ଲଗାଗଲେ ତାହାକୁ ଜବତ କରାଯିବ।
ଦାରିଦ୍ର୍ୟ ପାଠପଢାରେ ଡୋରି ବାନ୍ଧିଦେଲା । କିନ୍ତୁ ପ୍ରତିଭାକୁ ବାନ୍ଧି ପାରିଲାନି । ଜଗନ୍ନାଥଙ୍କ ଭକ୍ତକୁ କିଏ ବା ଅଟକାଇପାରିବ ? ଏଇ ଝିଅଟି ତୁଳି ଧରିଲେ ପ୍ରକାଶିତ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । କାନ୍ଥବାଡ, ଫଳଫୁଲ, ଗଛ ସବୁଠି ଜଗନ୍ନାଥ । ଅଖ୍ୟାତ ପଲ୍ଲୀର ଏଇ ଝିଅ ଏବେ ଚର୍ଚ୍ଚାରେ ।
ଅଧାରେ ରହିଯିବ କି ଅଲିମ୍ପିକ୍ ସ୍ୱପ୍ନ ! ଆଖିରେ ହଜାରେ ସ୍ୱପ୍ନ କିନ୍ତୁ ଲକ୍ଷ୍ୟ ସ୍ଥିର.. କଠିନ ପରିଶ୍ରମ ବି କରୁଛନ୍ତି.. ସହଯୋଗ ମିଳିଲେ ସେ ବି ହେବେ ଓଡ଼ିଶା ଦୌଡ଼ରାଣୀ
କେମିତି ଓ କେଉଁ ଅବସ୍ଥାରେ ମହିଳା ଡାକ୍ତରଙ୍କ ମୃତ୍ୟୁ ହୋଇଛି ?
ରାଣୀ ରମାକୁମାରୀ ଦେବୀ ତତ୍କାଳୀନ ଆନ୍ଧ୍ରପ୍ରଦେଶ ମଡଗୁଲର ବିଧାୟିକା ବି ଥିଲେ।
ବାବା ଭେଙ୍ଗା ୫୦୭୯ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଯାଇଛନ୍ତି। ତାଙ୍କର ଅନେକଗୁଡିଏ କଥା ସତ ହୋଇଛି। ସେ ୨୦୨୩ ପାଇଁ ମଧ୍ୟ ଅନେକ ଭୟଙ୍କର ଭବିଷ୍ୟବାଣୀ କରିଯାଇଛନ୍ତି। ସେହିପରି ଅନ୍ୟଜଣେ ଭବିଷ୍ୟବକ୍ତା ହେଲେ ନାସ୍ତ୍ରେଦମସ। ତାଙ୍କର ଭୟଙ୍କର ଭବିଷ୍ୟବାଣୀ ଭିତରେ ତୃତୀୟ ବିଶ୍ୱଯୁଦ୍ଧ ପରି ସଂକେତ ଅଛି।
ଆପଣଙ୍କୁ ନୂଆବର୍ଷର ଶୁଭେଚ୍ଛା। ଆପଣ ଆଜି ନିଶ୍ଚୟ ନୂଆବର୍ଷକୁ ସ୍ୱାଗତ କରିବାରେ ବ୍ଯସ୍ତ ରହିବେ। ଭୋଜି କରିବେ, ପାର୍ଟି ଓ ପିକନିକ୍ କରିବେ। ଦିଅଁ ଦର୍ଶନ କରିବେ, ଆଉ ନୂଆବର୍ଷଟି କେମିତି ଭଲରେ କଟିବ ସେଥିପାଇଁ ଯୋଜନା କରିବେ। ତେବେ ଏହା ପୂର୍ବରୁ ଥରଟିଏ ଦେଖନ୍ତୁ ଏହି ଭିଡିଓ।
କେବଳ ଉପରେ ଉପରେ ପଥର ଗୁଡିକୁ ଛାପି ଦିଆଯାଉଛି ଫଳରେ ଗୋଟିଏ ବନ୍ୟା ଆସିଲେ ପଥର ପ୍ୟାକିଙ୍ଗ ସବୁ ନଦୀଗର୍ଭକୁ ଚାଲିଯିବା ଥୟ ।
ପରିବେଶ ବଞ୍ଚିଲେ ମଣିଷ ବଞ୍ଚିବ। କଥାଟିକୁ ବୁଝିଛନ୍ତି ଏହି ଯୁବକ। ସେଥିପାଇଁ ଚାକିରି ବାକିରି ନକରି, ସେ ବୁଲୁଛନ୍ତି ବଣ ଜଙ୍ଗଲରେ। ତାଙ୍କୁ ସମସ୍ତେ ଡାକନ୍ତି ବାର୍ଡମ୍ଯାନ୍। ଆସନ୍ତୁ ଭେଟିବା ଏହି ଯୁବକଙ୍କୁ।
ପଞ୍ଚାୟତ ଲୋକଙ୍କ କହିବା ଅନୁସାରେ, ଏଠାରେ ରାସ୍ତାର କୌଣସି ଆବଶ୍ୟକତା ନାହିଁ, ନହେଲେ ଚଳିବ । ହେଲେ ଟଙ୍କା ଆତ୍ମସାତ୍ ପାଇଁ ଏମିତି ଉପାୟ କରିଛନ୍ତି ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧି ।
ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ମନା। ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ୱାର ଓ ଦକ୍ଷଣ ଦ୍ୱାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜିମା ଦେଇ ମନ୍ଦିରକୁ ପ୍ରବେଶ କରିବେ।
ଚିକିତ୍ସିତ ହେବେ ସନ୍ତୋଷ । ଅର୍ଥ ସାଜିଛି ବାଧକ । ଭିକ୍ଷାବୃତ୍ତି କରୁଛନ୍ତି ଗ୍ରାମବାସୀ....
ନୂଆବର୍ଷ ଦିନ ବିଭିନ୍ନ ସ୍ଥାନରେ ପୋଲିସ୍ର କଡ଼ାକଡ଼ି ଚେକିଂ ହେବ। ମଦ୍ୟପାନ କରି ଗାଡ଼ି ଚଲାଇବା ଓ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ବେଳେ ଯେଉଁମାନେ ଧରାପଡ଼ିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଭଗବତ୍ ଗୀତାର ୧୭ଟି ଶ୍ଲୋକକୁ ୧ ମିନିଟରେ ବୋଲି ଇଣ୍ଡିଆ ବୁକ୍ ଅଫ ରେକର୍ଡ କରିଛନ୍ତି ଯାଜପୁର ଝିଅ....
ମଝି ରାସ୍ତାରେ କେମିତି ଏତେ ବଡ ଦୁର୍ଘଟଣାର ସାମ୍ନା କଲେ ଋଷଭ? ବର୍ତ୍ତମାନ କେମିତି ଅଛନ୍ତି ପନ୍ତ?
ରାସ୍ତା କଡ଼ରେ ଭଲ ଜମୁଛି, ଆମେ କାହିଁକି ଭିତରକୁ ଯିବୁ ?
ସଫଳ ହେଲା ପ୍ରେମ। ମଝି ରାସ୍ତାରେ ପଡିଲା ହାତଗଣ୍ଠି...ପ୍ରେମିକାଙ୍କ ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ କଲେ ପ୍ରେମିକ। ଶହଶହ ଲୋକଙ୍କ ଉପସ୍ଥିତିରେ ସଂପନ୍ନ ହେଲା ବାହାଘର
ନୂଆ ବର୍ଷ ଆସିଲେ ମନେପଡେ ମା ଅମ୍ବିକାଙ୍କ ପୀଠ ଦେବକୁଣ୍ଡ l ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନକୁ କରିଥାଏ ଆନମନା l ଜଙ୍ଗଲ ପାହାଡ଼ ଘେରା ମଧ୍ୟରେ ଅବସ୍ଥାପିତ କରିଛନ୍ତି ମା ଅମ୍ବିକା। ପ୍ରକୃତିର ସବୁଜିମା ଭିତରେ ବହିଯାଉଥିବା ଝରଣାକୁ ଉପଭୋଗ କରି ବଣ ଭୋଜି କରି ବେଶ ମଜା ଉଠାଇଥାନ୍ତି ପର୍ଯ୍ୟଟକ l