ଏଇ ମେଡିକାଲକୁ ଯାଉଛନ୍ତି କି? ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ...କାରଣ ଚାହୁଁଚାହୁଁ ଗାଏବ ହୋଇଯାଉଛି ମୋବାଇଲ ଫୋନ୍
Published: Pallipuspa Samal
Last updated: 16 December 2022, 09:10 AM IST
ସଫଳତା ଦେଖାଗଲାନି...ହେଲେ ସାମାନ୍ୟ ଶାରିରୀକ ପରିବର୍ତ୍ତନ ପାଇଁ ଲୋକେ ତାଙ୍କୁ ଜଜ୍ କରିବାକୁ ଲାଗିଲେ । ସେ ଥିଲେ ୟୁପି ବୋର୍ଡ ପରୀକ୍ଷାର ଟପ୍ପର ହେଲେ ନିଶ ଦାଢ଼ି ଥିବାରୁ କୃତୀ ଛାତ୍ରୀଙ୍କୁ ବି ଲୋକେ ଟ୍ରୋଲ୍ କରିବାକୁ ପଛାଇଲେନି ।