• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Odisha flood possibility
ଘାରିଲାଣି ବନ୍ୟା ଆଶଙ୍କା; ଛାନିଆରେ ମହାନଦୀ ତଳି ଅଞ୍ଚଳ ବାସିନ୍ଦା

କେଉଁଠି ଜଳମଗ୍ନ ଗାଁଗଣ୍ଡା ଓ ଚାଷଜମି... ତ ଆଉ କେଉଁଠି ମୁଖ୍ୟ ସଡ଼କ ଉପରେ ପ୍ରଖର ସୁଅ। ହୀରାକୁଦ ଡ୍ୟାମର ୨୬ଟି ଗେଟ୍ ଖୋଲିବା ପରେ, ସମ୍ବଲପୁର ଓ ବୌଦ୍ଧରୁ ଆରମ୍ଭ କରି କଟକର ଆଠଗଡ଼ ଓ ବାଙ୍କୀ ଯାଏଁ ବନ୍ୟା ଆଶଙ୍କାରେ ଛାନିଆ ତଳି ଅଞ୍ଚଳ ବାସିନ୍ଦା ।

Sevayat
ନିୟମ ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା ! ଯଦି ମନ ପସନ୍ଦର ପାତ୍ର ନମିଳେ?

ଶ୍ରୀମନ୍ଦିର ସେବା ପୂଜାରେ ଆଗକୁ ବ୍ୟାଘାତ ଆଣିବ କି ଭିନ୍ନ କୂଳ ବିବାହ ? କାହିଁକିନା, ସେବାୟତ ପରିବାରର ପ୍ରଥା ପରମ୍ପରା ରହିଛି ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା ।

Govt Scholarships
ଯୁବ ଭୋଟରଙ୍କ ଉପରେ ଶାସକ ଦଳର ନଜର; ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗିବ ସରକାରୀ ହୋର୍ଡିଂ

ଉଚ୍ଚଶିକ୍ଷା ବିଭାଗର ଚିଠିକୁ ନେଇ ରାଜନୀତି ଘନେଇଛି । ଛାତ୍ର ବୃତ୍ତି ଯୋଜନା ସମ୍ପର୍କିତ ହୋର୍ଡିଂକୁ, କ୍ୟାମ୍ପସରେ ଲଗାଇବାକୁ ସରକାର ଏବେ କାହିଁକି ନିଷ୍ପତ୍ତି ନେଲେ ? ନା ଆଗକୁ ନିର୍ବାଚନ ଥିବାରୁ ଯୋଜନା ଦେଖାଇ, ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏ ପ୍ରୟାସ ? ଛାତ୍ର କଂଗ୍ରେସ କହିଛି ଛାତ୍ର ସଂସଦ ନିର୍ବାଚନ ସରକାର ବନ୍ଦ କରିଛନ୍ତି ।

Odisha flood possibility
ଘାରିଲାଣି ବନ୍ୟା ଆଶଙ୍କା; ଛାନିଆରେ ମହାନଦୀ ତଳି ଅଞ୍ଚଳ ବାସିନ୍ଦା

କେଉଁଠି ଜଳମଗ୍ନ ଗାଁଗଣ୍ଡା ଓ ଚାଷଜମି... ତ ଆଉ କେଉଁଠି ମୁଖ୍ୟ ସଡ଼କ ଉପରେ ପ୍ରଖର ସୁଅ। ହୀରାକୁଦ ଡ୍ୟାମର ୨୬ଟି ଗେଟ୍ ଖୋଲିବା ପରେ, ସମ୍ବଲପୁର ଓ ବୌଦ୍ଧରୁ ଆରମ୍ଭ କରି କଟକର ଆଠଗଡ଼ ଓ ବାଙ୍କୀ ଯାଏଁ ବନ୍ୟା ଆଶଙ୍କାରେ ଛାନିଆ ତଳି ଅଞ୍ଚଳ ବାସିନ୍ଦା ।

Cloth bag vending machines to be introduced soon
ଏଣିକି ଭେଣ୍ଡିଂ ମେସିନ୍‌ରେ ମିଳିବ କପଡ଼ା ବ୍ୟାଗ

ଲୋକେ ୫ ଟଙ୍କା ପକାଇ ଉକ୍ତ ଭେଣ୍ଡିଂ ମେସିନ୍‌ରୁ ପାଇବେ କଟନ ବ୍ୟାଗ୍। ପଲିଥିନ୍ ପରିବର୍ତ୍ତେ କପଡ଼ା ବ୍ୟାଗ ଅଳ୍ପ ଖର୍ଚ୍ଚରେ ନେଇ ବ୍ୟବହାର କରିପାରିବେ।

  • Saturday, 16 September 2023
OTV Impact
ଓଟିଭିରେ ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ମିଳିଲା ସହାୟତା

ଓଟିଭିରେ ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ମିଳିଲା ସହାୟତା। ଦୀର୍ଘଦିନ ହେବ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲେ, ତେବେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଚିକିତ୍ସାରେ ବାଧା ଉପୁଜିଥିଲା।

Now Common Man Can Send Photos To Citizen Sentinel App Who Do Not Wear Helmet
ଏଣିକି ଆଉ ପୋଲିସ୍‌ ନୁହେଁ, ଜଗିବେ ଜନତା...ହେଲ୍‌ମେଟ୍‌ ନପିନ୍ଧିଲେ ଉଠିବ ଫଟୋ

ଏଣିକି ବାଇକ ଚଳାଇବା ବେଳେ ହେଲ୍‌ମେଟ୍‌ ନପିନ୍ଧିଲେ ଆଉ ନିସ୍ତାର ନାହିଁ । କାହିଁକି ନା ଆଉ ପୋଲିସ ନୁହେଁ, ଏଥର ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଜଗିବେ ଜନତା।

5 migrant labourers with no cash walk 150 km by foot from Visakhapatnam to Koraput
ପେଟ ପୋଷିବା ପାଇଁ ବାହାରକୁ ଯାଇଥିଲେ, ପାଖରେ ଟଙ୍କା ନଥିବାରୁ ୧୫୦ କି.ମି. ଚାଲି ଚାଲି ଆସିଲେ...

ବିଶାଖାପାଟଣାରୁ ସାଲୁର ଘାଟି ପର୍ଯ୍ୟନ୍ତ ପ୍ରାୟ ୧୫୦ କିଲୋମିଟର ଚାଲି ଚାଲି ଆସିଲେ ନବରଙ୍ଗପୁର ଝରିଗାଁ ବ୍ଲକର ୫ ଜଣ ଶ୍ରମିକ।

Cuttack’s Netaji Bus Terminal to be inaugurated today
ଆଜି ଉଦ୍‌ଘାଟିତ ହେବ ୯୦ କୋଟି ବ୍ୟୟରେ ନିର୍ମିତ କଟକର ନେତାଜୀ ବସ୍ ଟର୍ମିନାଲ

ଆଜି ଉଦ୍‌ଘାଟିତ ହେବ କଟକର ନେତାଜୀ ବସ୍ ଟର୍ମିନାଲ। ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ଉଦ୍‌ଘାଟନ କରିବେ।

Teachers Protest
ସ୍କୁଲରେ ତାଲା, ପାଠ ପଢା ଠପ୍‌..ଆନ୍ଦୋଳନରେ ବସିଛନ୍ତି ଶହଶହ ଶିକ୍ଷକ

ସ୍କୁଲରେ ତାଲା, ପାଠ ପଢା ଠପ୍‌ । ଆନ୍ଦୋଳନରେ ବସିଛନ୍ତି ଶହଶହ ଶିକ୍ଷକ..ପାଠ ପଢା କେବେ ସ୍ୱାଭାବିକ ହେବ ?

Chitfund Case
ଠକ କମ୍ପାନୀର ଲୋଭନୀୟ ସ୍କିମ୍‌ରେ ପଡି ଲକ୍ଷଲକ୍ଷ ହରାଇବାକୁ ବିତିଲାଣି ୧୦ ବର୍ଷ

ଠକ କମ୍ପାନୀର ଲୋଭନୀୟ ସ୍କିମର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇବାକୁ ବିତିଗଲାଣି ୧୦ ବର୍ଷ । ଆଶା ଥିଲା ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତଙ୍କୁ ଜମାଟଙ୍କା ଫେରାଇବେ ସରକାର ।

Teachers Protest
ଏ ସରକାର ଭାରି ଜିଦିଆ ! ଶିକ୍ଷକଙ୍କ ଦାବି ପୂରଣ କରୁନାହାନ୍ତି, ଆନ୍ଦୋଳନ ବି ଥମୁନି

ଶିକ୍ଷକ ଆନ୍ଦୋଳନର ସପ୍ତାହେ ପରେ ବି ସ୍ଥିତି ସମାନ । ପାଠ ପଢା ଠପ୍, ଚିନ୍ତାରେ ଅଭିଭାବକ। ସରକାର କିନ୍ତୁ ଯେମତି ନିଦା ବିଷ୍ଣୁ । ଶିକ୍ଷକ ଆସୁନଥିବାରୁ କେଉଁଠି ଅଭିଭାବକ ତ କେଉଁଠି ଉପଜିଲ୍ଲାପାଳ ପାଠ ପଢ଼ାଇଲେଣି ।

Chitfund Case
ଏ ସରକାର ଖାଲି ପ୍ରତିଶ୍ରୁତି ଦିଏ ? ଚିଟଫଣ୍ଡ ଟଙ୍କା ଦେବେ ଦେବେ କହିଲେ, ନାହିରେ ତେଲ ମାରି ଶୋଇଲେ

ଚିଟଫଣ୍ଡ କମ୍ପାନୀରେ ନିଜ କଷ୍ଟ ଅର୍ଜିତ ଟଙ୍କା ବିନିଯୋଗ କରି ଟଙ୍କା ଫେରି ପାଇବାକୁ ଅପେକ୍ଷା କରିଥିବା ରାଜ୍ୟର ଲକ୍ଷ ଲକ୍ଷ ଜମାକାରୀଙ୍କ ଆଶାରେ ଚରାଗଲାଣି ଊଈ ।

School Problem
ଓଡ଼ିଆ ପିଲା...ଏଇଠି ସ୍କୁଲ ନାହିଁ...ପାଠ ପଢିବାକୁ ଯାଉଛନ୍ତି ଝାଡଖଣ୍ଡ

ଓଡ଼ିଶାର ପିଲା, ଓଡ଼ିଆ ସ୍କୁଲରେ ପଢିବେ...ହେଲେ ଇଏ ଏମିତି ସ୍କୁଲ ଯେଉଁଠି ଘର ନାହିଁ ଶିକ୍ଷକ ଶିକ୍ଷୟିତ୍ରୀ ବି ନାହାନ୍ତି । ପାଠ ପଢିବାକୁ ହେଲେ ପଡୋଶୀ ଝାଡଖଣ୍ଡ ଯାଉଛନ୍ତି ଶହଶହ ପିଲା

construction of Railway Bridge
ଏଇଟା ରେଲୱେ ପୋଲ ଅଣ୍ଡରପାସ୍‌ ନା ସ୍ୱିଇମିଂପୋଲ୍‌

ଲୋକଙ୍କ ସୁବିଧା ଲାଗି ତିଆରି ହେଲା ରେଲୱେ ଭୂତଳ ପୋଲ । ହେଲେ ଘଂଟାଏ ବର୍ଷା ହେଲା ଜମୁଛି ଅଂଟାଏ ଲେଖାଏଁ ପାଣି । ଟିକିଏ ଅସାବଧାନ ହେଲେ ବୁଡ଼ିଯିବାର ବି ଭୟ ରହିଛି

Engineers Day, Protest
ଇଞ୍ଜିନିୟର୍ସ ଡେ’ରେ ଜୋତା ପଲିସ କଲେ ଯୁବ ଇଞ୍ଜିନିୟର

ଇଞ୍ଜିନିୟର ମାନେ ଏକ ଅଭିନବ ଢ଼ଙ୍ଗରେ ନିଜର ପ୍ରତିବାଦ ଜଣାଇଛନ୍ତି । ଆଉ ସରକାରଙ୍କୁ ପାଟି ନଖୋଲି ବଡ଼ ସମାଲୋଚନା କରିଛନ୍ତି ।

Family seeks for government aid for son’s treatment in Odisha’s Angul
ସାରଥୀଙ୍କୁ ବିରଳ ରୋଗ.. ନିଃଶ୍ୱାସ ନେବାକୁ ବି ଛଟପଟ

ସାରଥୀଙ୍କ ନାକର ବାହାର ପଟେ ମାଂସ ବଢ଼ିବା ଆରମ୍ଭ କରିଛି.. ଏତେ ବଢିଯାଇଛି ଯେ ଏକ ବଡ଼ ମାଂସ ପିଣ୍ଡୁଳା ଭଳି ଦେଖାଯାଉଛି.. ଏମିତି ଅବସ୍ଥାରେ ସାରଥୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେଲା ବେଳେ ବି ପ୍ରବଳ କଷ୍ଟ ହେଉଛି..

Divyang woman overcomes all odds, sets example for others by earning for family in Bhadrak
ଦିବ୍ୟାଙ୍ଗଙ୍କ ଛେଳି ଚାଷ : ରୋଜଗାର କରି ଚଳାଉଛନ୍ତି ପରିବାର

ସେ ଦିବ୍ୟାଙ୍ଗ ହେଲେ ବି ସକ୍ଷମ । କହିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି...ହାର୍‌ ମାନିନାହାନ୍ତି ବରଂ ନିଜେ ରୋଜଗାର କରି ବଞ୍ଚିବାର କଳା ଜାଣିଛନ୍ତି । ସେଇଥି ଲାଗି ତ ଲୋନ୍‌ କରି ଛେଳି ଚାଷ କଲେ ଏବେ ରୋଜଗାର ବଢିଆ

  • Friday, 15 September 2023
Family seeks for help for son’s treatment in Odisha's Angul
କାହ୍ନା.. ଏ କାହ୍ନା.. ଉଠ୍ ବାବା.. ଥରୁଟେ ଏପଟେ ଦେଖ

କାହ୍ନା.. ଏ କାହ୍ନା.. ଉଠୁ ଧନ.. କିଛି କହ..ମୋତେ ଥରୁଟେ ଦେଖେ.. କିଛି କହୁନୁ.. ବୋଉ ଡାକୁଛି ଶୁଣୁ.. ଏ ବାବା.. ମୋ ଧନଟା ପରା ଶୁଣୁ ଟିକେ.. ଯେତେ ଡାକିଲେ ବି ଉଁ କି ଚୁଁ କରୁନି ପୁଅ.. ହସ୍ପିଟାଲ ବେଡରେ ଶୋଇଛି ଯେ ଶୋଇଛି..

Bhadrak starts preparation for Ganesh Chaturthi
ଏଥର ଜୋରଦାର କମ୍ପିଟିସନ୍‌ : ଟୋକା ଗଣେଶକୁ ବୁଢା ଗଣେଶ

ଜମିବ ଗଣେଶ ପୂଜା । ମାସେ ଯାଏଁ ପୂଜା ପାଇବେ ବୁଢା ଗଣେଶ । ଚାନ୍ଦିର ତାରକସି କାମରେ ଚିକମିକ କରିବ ପୂଜା ପେଣ୍ଡାଲ । ଆଉ ଭସାଣୀରେ ତ ପୂରା ବୋବାଲିଆ ଡ୍ୟାନ୍ସ ହେବ

  • Friday, 15 September 2023
chit fund
ଆଉ ମିଳିବ ଚିଚଫଣ୍ଡ ଟଙ୍କା ? ସତ୍ୟପାଠରେ ଫୁଟିଲା ଛତୁ, ଦସ୍ତାବିଜରେ ଉଠିଲା ଗଛ

ଟଙ୍କା ଜମା କରିଥିବା ହିତାଧିକାରୀଙ୍କୁ ଆଉ ଟଙ୍କା ମିଳିବ କି ନାହିଁ ଆଶା କମ ଦେଖାଯାଉଛି । କାରଣ ହିତାଧିକାରୀ ଦାଖଲ କରିଥିବା ସତ୍ୟପାଠ ସବୁ ନଷ୍ଟ ହେବାକୁ ବସିଲାଣି । ହିତାଧିକାରୀ ଯାହା ଦାଖଲ କରିଥିଲେ ତାହା ଆଉ ଦସ୍ତାବିଜ୍ ଭାବରେ ନାହଁ । କିଛି ଦସ୍ତାବିଜରେ ଗଛ ଉଠିବା ସହ ଲତା ମାଡ଼ି ଗଲାଣି ।

Kidney disease
ଭାଇରାଲ ହେଉଛି କୁନିଝିଅର କୋହଭରା ଭିଡିଓ; ‘ମୋ ବାପାଙ୍କୁ ବଞ୍ଚାଇ ଦିଅ’

ଗୋଟିଏ ପଟେ ପରିବାରର ବୋଝ ତ ଅନ୍ୟ ପଟେ ନିଜର ଚିକିତ୍ସା ଖର୍ଚ୍ଚ । ଏହାରି ଭିତରେ ପେଷି ହେଉଛନ୍ତି ଗଣେଶ । ୨୦୧୩ ମସିହାରେ ଗଣେଶ ବିବାହ କରିଥିଲେ । ବାହାଘରର ଠିକ ଦୁଇବର୍ଷ ପରେ ଗଣେଶଙ୍କ ପାଦ ଫୁଲିବା ଆରମ୍ଭ ହୋଇଥିଲା ।

Rituals halt at Puri Jagannath temple following dispute over discharging of services by a servitor
ସେବାୟତ ବିବାଦ; ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ

ବିବାଦ ତୁଟାଇବାକୁ ନୀତି ପ୍ରଶାସକଙ୍କ ଉଦ୍ୟମ ଜାରି ରଖିଛନ୍ତି । ମଙ୍ଗଳ ଆଳତୀ ପରେ ଆଗକୁ ବଢ଼ିପାରୁନି ନୀତିକାନ୍ତି ।

Hirakud dam
ବଢ଼ୁଛି ଜଳସ୍ତର; ଖୋଲିଲାଣି ହୀରାକୁଦର ୧୪ଟି ଗେଟ୍

ରାଜ୍ୟରେ ବେହାଲ କଲାଣି ବର୍ଷା । କେଉଁଠି କଲଭର୍ଟ ଭାଙ୍ଗିଲାଣି ତ ଆଉ କେଉଁଠି ରାସ୍ତା ଉପରେ ପାଣି ସୁଅ ଛୁଟୁଛି । ଘରେ ଘରେ ପଶିଛି ପାଣି, ଗଳି କନ୍ଦି ଉବୁଟୁବୁ ହୋଇଛି ।

Odisha: BJP extends support to Primary teachers’ strike
ଜିଦ୍‌ରେ ଅଟଳ ପ୍ରାଥମିକ ଶିକ୍ଷକ; ସମର୍ଥନ ଜଣାଇଲା ବିଜେପି

ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନାଲି ଆଖି ଦେଖାଇ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ।