ସାରଥୀଙ୍କ ନାକର ବାହାର ପଟେ ମାଂସ ବଢ଼ିବା ଆରମ୍ଭ କରିଛି.. ଏତେ ବଢିଯାଇଛି ଯେ ଏକ ବଡ଼ ମାଂସ ପିଣ୍ଡୁଳା ଭଳି ଦେଖାଯାଉଛି.. ଏମିତି ଅବସ୍ଥାରେ ସାରଥୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେଲା ବେଳେ ବି ପ୍ରବଳ କଷ୍ଟ ହେଉଛି.. ଭୋକରେ ପେଟ ପୋଡ଼ିଯାଉଛି.. ହେଲେ ଯାହା ଖାଇଲେ ବାନ୍ତି ହେଇଯାଏ..ଧୀରେ ଧୀରେ ସାରଥୀ ଦୁର୍ବଳ ହେବାକୁ ଲାଗିଲେଣି.. ଶରୀରରେ ହାଡ଼ ଫୁଟିକି ଦେଖାଯାଉଛି..
Published By: Tanmay Kumar Mahalik
Last updated: 15 September 2023, 11:38 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।