ସେମାନେ ଖୁବ୍ ଭାଗ୍ୟବାନ ଯେ, ରିସର୍ଚ୍ଚ କରିବା ପାଇଁ ସେଠାରୁ ସେମାନେ ଜଳ ନମୁନା ସଂଗ୍ରହ କରିବାରେ ସଫଳ ହୋଇଛନ୍ତି ।
ଏହି ଲାଇଭଷ୍ଟ୍ରିମ୍ ISSର ୨୫ ତମ ବାର୍ଷିକୀ ଅବସରରେ ଅନୁଷ୍ଠିତ ହୋଇଥିଲା। ତେବେ ୮ ମାସ ପରେ ମିଳିଥିବା ଏହି ଟମାଟୋ କେଉଁଠାରେ ଏବଂ କେଉଁ ଅବସ୍ଥାରେ ମିଳିଲା ସେ ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ।
ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ ସେ ଡେରା ହାଜି ଗୁଲାମରେ ଏକ ପରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲା ।
୧୭ ହଜାର ଫିଟ୍ ଉପରେ ବିମାନ ଉଡ଼ୁଥିବା ବେଳେ କକ୍ପିଟ୍ ଝରକାରୁ ଖସିପଡ଼ିଲେ ପାଇଲଟ୍ । ଦେବଦୂତ ସାଜିଲେ ବିମାନର ଆଟେଣ୍ତାଣ୍ଟ ।
ବିଶ୍ୱର ବଡ଼ ବଡ଼ ଶକ୍ତିଶାଳୀ ଦେଶକୁ ପାଣି ପିଆଇ ଦେଉଥିବା ଏହି ନିଷ୍ଠୁର ଶାସକ ଆଖିରେ ଏବେ ଲୁହ। ଏହା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ। ଏବେ କାନ୍ଦୁଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍-ଉନ୍।
ଆମେରିକାର ୱାଲ ଷ୍ଟ୍ରିଟ ଜର୍ଣ୍ଣାଲକୁ ସାକ୍ଷାତକାର ଦେଇ କୋଭାଲସ୍କି କହିଛନ୍ତି, ଋଷ ଜାଣୁ ୟୁକ୍ରେନବାସୀ କ’ଣ କରିପାରନ୍ତି । ଘରେ ବସି ସେମାନେ ଆମକୁ ଡରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି କୋଭାଲସ୍କି ।
ଆମେ ବି ଯେତେବେଳେ ଏମିତି ଖବରଟିଏ ଶୁଣିଲୁ ଆମକୁ ବି ସହଜରେ ବିଶ୍ୱାସ ହୋଇନଥିଲା । ଆଉ ଖୁବ୍ ହସ ଲାଗିଥିଲା । ଏମିତି ଘଟଣା ଦେଖିବାକୁ ମିଳିଛି ‘ୱାଶିଂଟନ୍ ଡିସି’ରେ ।
୧୯୭୨ ଆଣ୍ଡେସ୍ ମାଉଣ୍ଟେନ୍ ବିମାନ ଦୁର୍ଘଟଣା। ମୃତ ପ୍ରିୟଜନଙ୍କ ମାଂସ ଖାଇ ବଞ୍ଚାଉଥିଲେ ଜୀବନ।
ଚୀନରେ ଶିଶୁଙ୍କଠାରେ ଶ୍ୱାସକ୍ରିୟା ସଂପର୍କିତ ରୋଗ ବ୍ୟାପୁଥିବା ଖବର ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିଲା ।
ପୂର୍ବରୁ ୭ ଜଣ ଥାଇ ନାଗରିକଙ୍କୁ ହମାସ ଛାଡ଼ିପାରେ ବୋଲି କୁହାଯାଉଥିଲା। ମାତ୍ର ଏବେ କେବଳ ୪ ଜଣ ଥାଇ ନାଗରିକଙ୍କୁ ମୁକ୍ତ କରିଛି ହମାସ । ଥାଇଲାଣ୍ଡ ନାଗରିକଙ୍କୁ ଛାଡ଼ିବା ଲାଗି ହମାସ ଇସ୍ରାଏଲ ସହ ଅଲଗା ସନ୍ଧି କରିଛି।
ହାମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧକୁ ୪୫ ରୁ ଅଧିକ ଦିନ ବିତି ଗଲାଣି । ବର୍ତ୍ତମାନ ସୁଦ୍ଧା ଉତ୍ତର ଗାଜାରେ ପ୍ରାୟ ୧୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ, ୧୫ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇ ସାରିଲେଣି । ହମାସର ପ୍ରାୟ ସମସ୍ତ ସେଣ୍ଟର ଧ୍ୱଂସ ହୋଇ ସାରିଲାଣି ।
କୋରନା ପରେ ଏବେ ଚୀନରେ ରହସ୍ୟମୟ ନିମୋନିଆ ବ୍ୟାପୁଛି। ଏଥିରେ ହଜାର ହଜାର ପିଲା ଆକ୍ରାନ୍ତ ହେଉଛନ୍ତି। ଅସୁସ୍ଥ ଶିଶୁଙ୍କ ନେଇ ହସ୍ପିଟାଲ ମଧ୍ୟ ଭର୍ତ୍ତି ହୋଇଯାଇଛି।
ଦେଶରେ କମୁନି ପେଟ୍ରୋଲ ଡିଜେଲ ଦର । ଗତ କିଛି ଦିନ ହେବ ଅଶୋଧିତ ତୈଳ ବଜାରରେ ଦର ହ୍ରାସ ଜାରି ରହିଛି । ଏହା ସତ୍ତ୍ବେ ଦେଶରେ ଦର କମିବାର ନାଁ ଗନ୍ଧ ନାହିଁ ।
ଆମକୁ ଖାଦ୍ୟ ରାନ୍ଧିବାକୁ ବି ପଡ଼ିବ ନାହିଁ । ମେସିନ୍ ସବୁ କିଛି କରିପାରିବ । କିନ୍ତୁ ଏଥିରେ ସାମାନ୍ୟ ରିସ୍କ ଅଛି ।
UNESCOର ୨୦୨୧ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଏହା ନିଜର ବାସ୍ତବ ଆକାରର ଦୁଇଗୁଣା ଅଞ୍ଚଳକୁ ବ୍ୟାପି ସାରିଛି ।
ହାଇଜାକ ହୋଇ ଯାଇଛି ଭାରତକୁ ଆସୁଥିବା ଜାହାଜ । ଇସ୍ରାଏଲର ଭାବି ଏହାକୁ ହାଇଜାକ କରା ଯାଇଛି । ଏନେଇ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡିଓ ଜାରି ପରେ ବଢିଛି ଉତ୍ତେଜନା ।
ପୂର୍ବରୁ ହାଉଥି ବିଦ୍ରୋହୀମାନେ ଧମକ ଦେଇଥିଲେ ଯେ, ଲୋହିତ ସାଗରରେ ଚଳାଚଳ କରୁଥିବା ଇସ୍ରାଏଲର ଜାହାଜକୁ ଟାର୍ଗେଟ କରାଯିବ ।
ସରୁନି ଯୁଦ୍ଧ, ଥମୁନି ଯନ୍ତ୍ରଣା .. ୪୦ ଦିନ ବିତିଲାଣି । ହମାସକୁ ନିର୍ମୂଳ କରିବା ପାଇଁ ଇସ୍ରାଏଲର ଶପଥ । ବଳି ପଡ଼ୁଛନ୍ତି ସାଧାରଣ ଜନତା, ସର୍ବନାଶ ହେଉଛି ଦେଶର ସମ୍ପତ୍ତି ।
ବାଇଡେନ-ଜିନପିଙ୍ଗ ବୈଠକକୁ ନେଇ ପ୍ରଶ୍ନ...ଜିନପିଙ୍ଗକୁ ପୁଣି ଏକଛତ୍ରବାଦୀ ଶାସକ କହିଲେ ବାଇଡେନ୍
ମେଡିକାଲ୍ ଭିତରେ ଲୁଚି ରହି ହମାସ ଆତଙ୍କବାଦୀ ତାଙ୍କ କାର୍ଯ୍ୟକଳାପ ଚଳାଇଥିଲେ । ଯାହାର ପର୍ଦ୍ଦଫାସ କରିଛି ଇସ୍ରାଏଲ ସେନା ।
ଟିଟିପିର କ୍ରମାଗତ ଆକ୍ରମଣରେ କ୍ଷୁବ୍ଧ ଇସଲାମାବାଦ...ପାକିସ୍ତାନ ସେନାକୁ ‘ତେହରିକ-ଏ-ତାଲିବାନ’ର ଟାର୍ଗେଟ...ଟିଟିପି’ର କ୍ରମାଗତ ଆକ୍ରମଣରେ କ୍ଷୁବ୍ଧ ଇସଲାମାବାଦ....
ପୂର୍ବରୁ ୪୧ ବର୍ଷିୟ ଭାରତୀୟ ବଂଶୋଦ୍ଭବ ହରପ୍ରୀତ ସିଂହ ଉତ୍ପଳ ଏବଂ ତା’ର ୧୧ ବର୍ଷର ପୁଅକୁ ଗୁଳି କରି ହତ୍ୟା ପରଠୁ ଲାଗିରହିଥିବା ଗ୍ୟାଙ୍ଗୱାର ଉଗ୍ରରୂପ ନେଇଛି
ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଏଭଳି ଭୂକମ୍ପ ସଂଘଟିତ ହେବ ବୋଲି ଆଇସଲାଣ୍ଡ ପାଣିପାଗ ବିଭାଗ ତରଫରୁ କୁହାଯାଇଛି ।
ଗୋଟିଏ ରୋବୋଟ ପରିବା ବାକ୍ସ ଭାବି ଜଣେ ମଣିଷକୁ ମାରି ଦେଇଛି । ସାଉଥକୋରିଆ ଜ୍ୟୋଙ୍ଗସାଙ୍ଗ ପ୍ରୋଭିନ୍ସର ଏକ କୃଷି ଉତ୍ପାଦ ବିତରଣ କେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଆଇସିସି ପକ୍ଷରୁ ଏକଦିବସୀୟ ରାଙ୍କିଙ୍ଗରେ ଶୁଭମନ୍ ଗିଲ୍ ନମ୍ବର ୱାନ୍ ବ୍ୟାଟର । ସେହିପରି ବୋଲିଂ ମହମ୍ମଦ ସିରାଜ ଏକ ନମ୍ବର ବୋଲର ରହିଛନ୍ତି।