• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: United Nation

pakistan population
Large Populous Nation: ଛୁଆ ଜନ୍ମରେ ଆଗୁଆ ପାକିସ୍ତାନ, ଏହି ବର୍ଷ ସୁଦ୍ଧା ଆମେରିକାକୁ ଟପିଯିବ

ପାକିସ୍ତାନରେ ହୁ ହୁ ହୋଇ ବୃଦ୍ଧି ପାଉଛି ଜନସଂଖ୍ୟା । 25 ବର୍ଷ ପରେ ଆମେରିକାକୁ ଟପି ବିଶ୍ୱର ତୃତୀୟ ଜନବହୁଳ ରାଷ୍ଟ୍ର ପାଲଟିବ ବୋଲି ଆକଳନ କରାଯାଉଛି ।

Joe biden to address nation on decision to withdraw from presidential race
ମୃତ୍ୟୁ ଗୁଜବ ଭିତରେ ସାମ୍ନାକୁ ଆସିଲେ ବାଇଡେନ୍; ହ୍ୱାଇଟ୍ ହାଉସ୍‌ରୁ କରିବେ ସମ୍ବୋଧନ

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିବା ପରେ ବାଇଡେନ୍‌ଙ୍କୁ ଆଉ ସର୍ବସାଧାରଣରେ ଦେଖିବାକୁ ମିଳି ନ ଥିଲା। ତାଙ୍କୁ ନେଇ ଅନେକ ଗୁଜବ ଉଠିଥିଲ। ସେ ମୃତ୍ୟୁବରଣ କରିଛନ୍ତି ବୋଲି ମଧ୍ୟ କୁହାଯାଉଥିଲା। ଆଜି ହ୍ୱାଇଟ୍‌ ହାଉସରୁ ବାଇଡେନ୍ ଦେଶକୁ ସମ୍ବୋଧିତ କରିବେ ବୋଲି ସୂଚନା ଆସିଛି।

Taliban
ତାଲିବାନୀ ଶାସନରେ ଅତିଷ୍ଠ ମହିଳା... ଭୋଗୁଛନ୍ତି ନର୍କ ଯନ୍ତ୍ରଣା

ମହିଳାମାନଙ୍କୁ ଜେଲରେ ବନ୍ଦୀଭାବରେ ରଖାଯାଇଛି। ସେଠାରେ ଶାରୀରିକ ନିର୍ଯାତନା ଦିଆଯାଉଛି। ଆଫଗାନିସ୍ତାନରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ କୋଡର ବ୍ୟବସ୍ଥା କରାଯାଇଛି।

UNGA
UNରେ କିପରି ହୁଏ ଭୋଟିଂ, ପ୍ରସ୍ତାବ ପାରିତ ହେଲେ ହୁଏ କ’ଣ ?

ଜାତିସଂଘ ସାଧାରଣ ସଭାରେ ଯେକୌଣସି ଦେଶ ପ୍ରସ୍ତାବ ଉପସ୍ଥାପନ କରିପାରିବେ। ତେବେ ଏହି ପ୍ରସ୍ତାବ ଉପରେ ଭୋଟିଂ ହେବ କି ନାହିଁ ତାହା ଅଧ୍ୟକ୍ଷ ନିଷ୍ପତ୍ତି ନେବେ। ଭୋଟ୍ ଦେବା ପରେ, ଏହି ପ୍ରସ୍ତାବ ପାରିତ ହେବାକୁ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆବଶ୍ୟକ।

India slams pakistan for raising kashmir at UN
କାଶ୍ମୀରକୁ ନେଇ ପୁଣି ବିଳିବିଳେଇଲା ପାକିସ୍ତାନ, ପାଇଲା ମୁହଁତୋଡ ଜବାବ

ନିଜ ଦେଶରେ ହଜାରେ ସମସ୍ୟା। ତାକୁ ସୁଧାରିବା ପାଇଁ ନାକେଦମ ହେଉଛି । ତଥାପି ପାକିସ୍ତାନ ନେତାଙ୍କ ମୁଣ୍ଡରୁ କାଶ୍ମୀର ନିଶା ଉତୁରୁନି । ଅନ୍ତର୍ଜାତିକ ସ୍ତରରେ କାଶ୍ମୀର ପ୍ରସଙ୍ଗ ବାରମ୍ବାର ଉଠାଇ ଅପଦସ୍ତ ହେବା ପରେ ବି ପାକ୍‌ ନେତାଙ୍କ ଅଭ୍ୟାସ ବଦଳୁନି । ନିକଟରେ ଜାତିଂସଘ ମହାସଭାରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇ ମୁହଁତୋଡ ଜାବବ ପାଇଛି।

PM Narendra Modi
ସାମୁଦ୍ରିକ ସୁରକ୍ଷା ନେଇ ମୋଦି ଦେଲେ ୫ ମନ୍ତ୍ର

ସାମୁଦ୍ରିକ ଐତିହ୍ୟର ବ୍ୟବହାର ପାଇଁ ଆମକୁ ପରସ୍ପର ସହ ବୁଝାମଣା କରିବାକୁ ହେବ। କୌଣସି ଦେଶ ଏକକୀ ସାମୁଦ୍ରିକ ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରିପାରିବ ନାହିଁ। ମଳିତ ପ୍ରୟାସରେ ହିଁ ଏହା ସମ୍ଭବ। ଏହି ଚିନ୍ତାଧାରା ସହିତ ଆମେ ସାମୁଦ୍ରିକ ଶିଳ୍ପ ପ୍ରସଙ୍ଗକୁ ସୁରକ୍ଷା ପରିଷଦକୁ ଆଣିଛୁ।

security council
ସିରିୟାରେ ଆକ୍ରମଣ ପରେ ବସିଲା ଜାତିସଂଘ ବୈଠକ

ନ୍ୟୁୟର୍କ: ସିରିୟା ଉପରେ ଆମେରିକାର ଆକ୍ରମଣ ପରେ ଜାତିସଂଘ ନିରାପତ୍ତା ପରିଷଦର ତତ୍କାଳ ବୈଠକ ବସିଛି। ଘଟଣାକୁ ଗମ୍ଭୀରତା ସହ ନେଇଛି ଜାତିସଂଘ। ବିଶ୍ୱ ପାଇଁ ବିପଦ ସୃଷ୍ଟି ହେଲା ଭଳି କାର୍ଯ୍ୟରୁ ମିତ୍ର ରାଷ୍ଟ୍ର ମାନେ ନିବୃତ୍ତ ରଖିବାକୁ ଜାତିସଂଘ ସଫା ସଫା ଚେତାବନୀ ଦେଇଛି। ସେପଟେ ଆମେରିକା ଏବଂ ମିତ୍ର ରାଷ୍ଟ୍ର ମାନଙ୍କ କାର୍ଯ୍ୟାନୁଷ୍ଠାନକୁ ଘୋର ବିରୋଧ କରିଛି ଋ଼ଷ ଏବଂ ଚୀନ। ସିରିୟାକୁ ଅଧିକ ଶକ୍ତିଶାଳୀ କରି ପଶ୍ଚିମ ରାଷ୍ଟ୍ର ବିରୋଧରେ ଲଢ଼େଇ […]