୩ ଦିନ ବି ରହିପାରିଲା ନାହିଁ ଡଗି । ପୁଣି ନୀଳ ପକ୍ଷୀକୁ ଫେରାଇ ଆଣିଲେ ଏଲନ୍ ମସ୍କ ।
କ୍ରିସ୍ଙ୍କ ଝିଅର ଚେହେରା ତାଙ୍କ ପତ୍ନୀଙ୍କ ସହ ପ୍ରାୟ ମିଶୁଛି । ଏହାକୁ ନେଇ ଉଭୟଙ୍କ ଅଫିସ୍ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ହଙ୍ଗାମା ଚାଲିଲା । କ୍ରିସ୍ଙ୍କୁ ଲୋକେ ନାନା ପ୍ରକାର ସମାଲୋଚନା କଲେ ।
ବିଳାଶପୂର୍ଣ୍ଣ ସ୍ଥାନଗୁଡ଼ିକୁ ଯିବା ଦେଖି ଲୋକେ ଭାବୁଥିବେ ଏହା ଗ୍ଲାମର, କିନ୍ତୁ ଏୟାର ଟ୍ରାଭେଲ ଦୁନିଆର ସତ ଜାଣିବା ପରେ ଲୋକଙ୍କ ମନରୁ ଏସବୁ ଭ୍ରାନ୍ତ ଧାରଣା ଦୂର ହୋଇଯିବ ।
ସନ୍ତରଣରେ ହାତର ବ୍ୟବହାର ନକରି ସେ ପ୍ରାୟ ୧୧ କିଲୋମିଟର ପର୍ଯ୍ୟନ୍ତ ସନ୍ତରଣ କରି ସାରା ବିଶ୍ୱକୁ ଚକିତ କରିବା ସହ ନୂଆ ରେକର୍ଡ କରିଛନ୍ତି ।
ଏହି ଖବର ପ୍ରଚାରିତ ହେବା ପରଠାରୁ ଏବେ ସାରା ବିଶ୍ୱରେ ପୃଥିବୀ ୨.୦ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ମା’କୁ ହରାଇବା ପରେ ପାଗଳପ୍ରାୟ ହୋଇଯାଇଥିଲେ ବ୍ୟକ୍ତି । ଆଉ ତାଙ୍କୁ ନିଜ ପାଖରେ ରଖିବା ପାଇଁ ଅଜବ ଉପାୟ ଆପଣାଇଥିଲେ ।
ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, କଦଳୀ ଡଜନ ପିଛା ୩୦୦ ଟଙ୍କା, ସେଓ କିଲୋ ପ୍ରତି ୫୦୦ ଟଙ୍କା, କମଳା ୫୫୦ ଟଙ୍କା କିଲୋଗ୍ରାମ ରହିଥିବା ବେଳେ ଅଙ୍ଗୁର ୭୦୦ ଟଙ୍କା ଓ ତରଭୁଜ କିଲୋ ୬୫୦ ଟଙ୍କା ରହିଛି । ସେହିପରି ନଡ଼ିଆ ଦର ୩୫୦ ଉପରେ ଥିଲା ବେଳେ ପଇଡ଼ ଦର ୩୦୦ ଟଙ୍କା ରହିଛି । ତେବେ ରମଜାନ ମାସରେ ଏତେ ମାତ୍ରାରେ ଫଳ ଦର ରହିଥିବାରୁ ଖାଉଟିଙ୍କ ମଧ୍ୟରେ ବଢିଛି ଚିନ୍ତା ।
ଆଜକୁ ଠିକ୍ ୫୦ ବର୍ଷ ତଳେ ଲଞ୍ଚ ହୋଇଥିଲା ବିଶ୍ବର ପ୍ରଥମ ମୋବାଇଲ୍ ଫୋନ୍। ଫାଦର ଅଫ୍ ସେଲଫୋନ୍ ନାଁରେ ପରିଚିତ ବା ମୋବାଇଲ୍ ଫୋନର ଉଦ୍ଭାବକ ଆମେରିକୀୟ ଇଞ୍ଜିନିୟର୍ ମାର୍ଟିନ କୁପର୍ ନ୍ୟୁୟର୍କର 6TH ଆଭେନ୍ୟୁରୁ ପ୍ରଥମ ଫୋନ୍ କଲ୍ କରିଥିଲେ ବୋଲି ଜଣାପଡ଼ିଛି । ବିଶ୍ବର ପ୍ରଥମ ମୋବାଇଲ୍ ଫୋନ୍ ଲଞ୍ଚ କରିଥିବା କମ୍ପାନୀ ହେଉଛି ମୋଟୋରଲା ।
ଶହ ଶହ ମଦ ବୋତଲ ପାଣିରେ ଭାସୁଥିବା ମତ୍ସଜୀବୀ ଦେଖିବାକୁ ପାଇଥିଲେ। ଏହାଦେଖି ମତ୍ସଜୀବୀ ମାଛ ଧରିବା ଛାଡ଼ି ମଦ ବୋତଲ ଗୋଟାଇବା ଆରମ୍ଭ କରି ଦେଇଥିଲେ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯିବାର ଘଣ୍ଟାଏ ମଧ୍ୟରେ ଜାମିନ ମିଳିଛି। ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଥିଲା।
ଏକ ଅପରାଧିକ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ତେବେ ଖୁବ୍ଶୀଘ୍ର ଟ୍ରମ୍ପ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଜଣେ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇପାରନ୍ତି ବୋଲି ପୂର୍ବରୁ କୁହାଯାଉଥିଲା
ଯଦି ଗୁଗୁଲ ଫ୍ଲାଇଟ୍ସ ଆପଣଙ୍କ ବୁକିଂ ଦର ଅଧିକ ନେଇଥାଏ, ଆଉ ଏନେଇ ଯଦି ଆପଣ କ୍ଲେମ୍ କରନ୍ତି ତେବେ ଗୁଗୁଲ ଆପଣଙ୍କଠାରୁ ଯେତିକି ଟଙ୍କା ଅଧିକ ନେଇଥିବ ତାକୁ ଫେରାଇବାର ବ୍ୟବସ୍ଥା ମଧ୍ୟ ରଖିଛି ।
ରେଷ୍ଟୁରାଣ୍ଟର ନିୟମ ଅନୁସାରେ ଗ୍ରାହକମାନେ ଖାଦ୍ୟ ଖାଇବା ସମୟରେ ଫୋନ୍ ବ୍ୟବହାର କରିପାରିବେ ନାହିଁ । ଏହା ଦ୍ୱାରା ଖାଦ୍ୟ ଖାଇବାରେ ବିଳମ୍ବ ହେବା ସହ ଖାଦ୍ୟର ସ୍ୱାଦ ଉପରେ ପ୍ରଭାବ ପଡୁଛି।
ଏପରି ସମୟରେ ବୈଦ୍ୟୁତିକ ଯାନକୁ ନେଇ ଏକ ବିଶେଷ ଖବର ସାମ୍ନାକୁ ଆସିଛି । ଦୁନିଆରେ ଏମିତି ଏକ ଦେଶ ରହିଛି ଯେଉଁଠାରେ ଇଲେକ୍ଟ୍ରିକ୍ ସ୍କୁଟର ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ତାଲିକାରେ ଦୁଇଟି ଜମି, ଦୁଇଟି ବାସସ୍ଥାନ, ୫ଟି ପର୍ବତ ଶୃଙ୍ଖ ଓ ଦୁଇଟି ନଦୀ । ଚୀନ ପ୍ରଥମଥର ପାଇଁ ଏଭଳି ଧୃଷ୍ଟତା କରୁନାହିଁ । ଆଗରୁ ବି...
ପୂର୍ବରୁ ସତ ହୋଇଛି କୁର୍ଜୱିଲଙ୍କ ଅନେକ ଆକଳନ । ଅତୀତରେ କଂପ୍ୟୁଟର ଓ ଟେକନୋଲୋଜି ସଂପର୍କିତ ସେ ଅନେକ ଭବିଷ୍ୟବାଣୀ କରିଥିଲେ ।
ଚନ୍ଦ୍ରର କକ୍ଷପଥରେ ଭ୍ରମଣ ପରେ ପୁଣି ଫେରିବେ ମହାକାଶଚାରୀ
ବିଳମ୍ବିତ ରାତିରେ ଟ୍ୱିଟରରେ ବଡ ପରିବର୍ତ୍ତନ । ଟ୍ୱିଟର ଆକାଉଣ୍ଟରେ ନୀଳ ପକ୍ଷୀ ବଦଳରେ ଏକ କୁକୁର (ଡଗି)କୁ ଦେଖିବାକୁ ମିଳିଥିଲା । ଏହା ଦେଖି ୟୁଜର୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ମୃତ୍ୟୁକୁ ମାତ୍ ଦେବ ମଣିଷ । ଆଉ ମାତ୍ର ୭ ବର୍ଷ ପରେ ମୃତ୍ୟୁକୁ ବି ଦେଇହେବ ମାତ୍ । ରେମଣ୍ଡ୍ କୁର୍ଜୱିଲଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ।
ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଯିଏକି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପୂର୍ବରୁ ଆମେରିକାର କୌଣସି ପୂର୍ବତନ ରାଷ୍ଟ୍ରପତି କିଛି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ।
ଭୀଷଣ ବର୍ଷା ଆଉ ଥଣ୍ଡାରେ ପ୍ରେମିକାକୁ ଫେରାଇ ଆଣିବାକୁ ଯୁବକଙ୍କ ଏପରି ଉଦ୍ୟମ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
କଥାଟି ଜାଣିବା ପରେ ଆପଣଙ୍କୁ ନିଶ୍ଚୟ ଚକିତ ଲାଗୁଥିବ । ଜଣେ କର୍ମଚାରୀଙ୍କ ଠାରୁ ୯ଲକ୍ଷ ଟଙ୍କା ଜରିମାନା ଆଦାୟକରିବା ନିଶ୍ଚୟ ଆପଣ ଅସମ୍ଭବ କଥା ଭାବୁଥିବେ । ହେଲେ କଥାଟି ସମ୍ପୂର୍ଣ୍ଣ ସତ ।
ଇଂରାଜୀ କହିଲେ ତ୍ରାହି ନାହିଁ । ଗଣିବାକୁ ପଡ଼ିବ ମୋଟା ଅଙ୍କର ଜୋରିମାନା . . ହେଲେ କେଉଁଠି ?
ଏମିତି ଏକ ସ୍ଥାନ, ଯେଉଁଠି ପ୍ରେମରେ ପଡ଼ିବା ପାଇଁ ଓ ରୋମାନ୍ସ କରିବା ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ଛୁଟି ଦିଆଯାଇଛି। ତା’ବି ପୁଣି ଦିନେ କି ଦୁଇ ଦିନେ ଛାତ୍ରଛାତ୍ରୀଙ୍କୁ ୭ ଦିନ ଛୁଟି ମିଳିଛି। ଚୀନର ଅନେକ କଲେଜ ଏଭଳି ନିଆରା ଯୋଜନା ଆଣିଛନ୍ତି।
ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ଘର ମଧ୍ୟ ଭାଙ୍ଗି ଯାଇଛି।