Advertisment

ସହର ଉପରେ ଜୋରଦାର ଏୟାର୍‌ ଷ୍ଟ୍ରାଇକ୍‌, ହେଲେ କାହିଁକି ?

ଏପ୍ରିଲ୍ ମାସଠାରୁ ସୁଦାନରେ ସେନା ଓ ପାରାମିଲିଟାରି ଫୋର୍ସଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ।

author-image
Satyendu Shekher Mishra
Sudan Air Strike

Sudan Air Strike

ସୁଦାନର ରାଜଧାନୀ ଖାର୍ତୂମରେ ବିମାନ ଆକ୍ରମଣ ଯୋଗୁ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ଅନେକ ଆହତ ହୋଇଥିବା କୁହାଯାଉଛି। ଖାର୍ତୂମ ନିକଟ ନୀଳନଦୀର ଅପରପାର୍ଶ୍ୱ ଓମ୍ ଦୁର୍ ମାନ୍ ଜିଲ୍ଲାର ଦର୍ -ଏସ୍ -ସଲାମ୍ ରେ କରାଯାଇଥିବା ଏହି ବିମାନ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅଛନ୍ତି କେତେକ ମହିଳା ଓ ପିଲା। ଏହା ସହ ଏହି ବିମାନ ଆକ୍ରମଣରେ ବହୁ ଘରଦ୍ୱାରା ଧ୍ୱଂସ ହୋଇଯାଇଥିବା ଦେଖିବାକୁ ମିଳିଛି। ଗତ ଏପ୍ରିଲ୍ ମାସଠାରୁ ସୁଦାନରେ ସେନା ଓ ପାରାମିଲିଟାରି ଫୋର୍ସଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ।

Advertisment
Advertisment

Air Strike
Advertisment
Advertisment