RTର ଏକ ରିପୋର୍ଟ ଅନୁଯାୟୀ ପେସ୍କୋଭ କହିଛନ୍ତି, ଆମେ ଭୁଲିଯିବା ଉଚିତ ନୁହେଁ ଯେ ଆମେ ଯେଉଁ ଦେଶ ବିଷୟରେ ଆଲୋଚନା କରୁଛୁ, ସେ ଏକ ଅମିତ୍ର ଦେଶ । ସେହି ଦେଶ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଆମ ଦେଶ ବିରୋଧରେ ହେଉଥିବା ଯୁଦ୍ଧ ସହ ସାମିଲ ରହିଛି ।
ଏହି ଦୁଇ ଦେଶରେ ଯୁଦ୍ଧରେ ବିରାମ ଓ ଶାନ୍ତି ଫେରାଇ ଆଣିବାକୁ ଭାରତ ମଧ୍ୟସ୍ତି କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ସପ୍ତାହ ତଳେ ଋଷ ଓ ୟୁକ୍ରେନ୍ ଗସ୍ତରେ ଯାଇଥିଲେ ।
ପ୍ରଥମ ଥର ପାଇଁ ୨୦୦୦ ମସିହାରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ପୁଟିନ୍ । ପରେ ୨୦୦୪, ୨୦୧୨, ୨୦୧୮ରେ ଶପଥ ନେଇଥିଲେ।
ବର୍ତ୍ତମାନ ସଂଘର୍ଷ ନିଶ୍ଚିତ। ଗୃହଯୁଦ୍ଧର ଆରମ୍ଭ ପୁଟିନଙ୍କ ପକ୍ଷରୁ କରାଯାଇଥିଲା। ବର୍ତ୍ତମାନ ଯାହା ବି କରାଯାଉଛି ତାହା ଋଷ ନାଗରିକଙ୍କ ପାଇଁ। ଏହି ମେସେଜ୍ ସହ ଋଷରେ ଆରମ୍ଭ ହୋଇଯାଇଛି ସଂଘର୍ଷ।