ଗିରଫ ଅଭିଯୁକ୍ତ ୟୁଟ୍ୟୁବରୁ ନକଲି ନୋଟ୍ ଛାପିବାର ପଦ୍ଧତି ଶିଖିଥିଲେ। ଉଭୟ ପୂର୍ବରୁ ମିନେରାଲ୍ ୱାଟରର ବିଜ୍ଞାପନ ଛାପିବା ଅଭ୍ୟାସ କରୁଥିଲେ। ଏହି ସମୟରେ ସେ ୟୁଟ୍ୟୁବରେ ନକଲି ନୋଟ୍ ଛାପିବାର କୌଶଳ ଦେଖିଥିଲେ। ଭିଡିଓ ଦେଖିବା ପରେ ସେମାନେ ନୋଟ୍ ଛାପିବା ଆରମ୍ଭ କଲେ ।
ଶାଫାଙ୍କ ମାତା ପିତା UAEରେ ରୁହନ୍ତି । ଶାଫାଙ୍କ ମାଆ ହିଁ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଚଳାଇଥାନ୍ତି ।
ନିଜ ଗୋଡରେ ଠିଆ ହେବା ପାଇଁ ଆଜିର ଯୁବପିଢି ୟୁଟ୍ୟୁବ୍ ଆଡେ ମୁହାଁଉଛନ୍ତି। ଏମିତି ଅନେକ ୟୁଥ୍ ଆଇକନ୍ ଅଛନ୍ତି ଯେଉଁମାନେ ୟୁଟ୍ୟୁବ୍ ଚ୍ୟାନେଲ୍ କରି ଘରେ ବସି ପଇସା କମାଉଛନ୍ତି। ସେମାନଙ୍କଠୁ ମୋଟିଭେଟ୍ ହୋଇ ଅନେକ ପିଲା ୟୁଟ୍ୟୁବ୍ ଜରିଆରେ ଆତ୍ମନିର୍ଭରଶୀଳ ହେବାର ବିକଳ୍ପ ବାଛୁଛନ୍ତି। ଯଦି ଆପଣ ୟୁଟ୍ୟୁବ୍ ଜରିଆରେ ରୋଜଗାର କରିବାକୁ ଚାହୁଁଛନ୍ତି, ତାହେଲେ ଜାଣନ୍ତୁ ଏସବୁ କଥା...